ଅନ୍ତର୍ଜାତୀୟ

୧୨ କୋଟିରେ ବିକ୍ରି ହେବ ୬୬୦ ଏକର ପରିମିତ ଅଞ୍ଚଳରେ ଥିବା ନିର୍ଜନ ଦ୍ୱୀପ

ଏଡ଼ିନବରା, ୩୧।୭: ସ୍କଟ୍‌ଲାଣ୍ଡରେ ଥିବା ଏକ ନିର୍ଜନ ଦ୍ୱୀପ ୧୨ କୋଟି ଟଙ୍କାରେ ବିକ୍ରି ହେବ। ଏନେଇ ଘୋଷଣା ପ୍ରକାଶ ପାଇଛି। ଦ୍ୱୀପଟି ୬୬୦ ଏକର ପରିମିତ…

5 years ago

ସିଦ୍ଧାର୍ଥଙ୍କ ସହ ଯାହା ଘଟିଛି, ମୋ ସହ ବି ସେମିତି ହୋଇଥିଲା:ମାଲ୍ୟା

ଲଣ୍ଡନ, ୩୧।୭: ସୋମବାରଠାରୁ ନିଖୋଜ ଥିବା ‘କାଫେ କଫି ଡେ’ (ସିସିଡି)ର ପ୍ରତିଷ୍ଠାତା ୬୦ ବର୍ଷୀୟ ଭିଜି ସିଦ୍ଧାର୍ଥଙ୍କ ମୃତଦେହ ଉଦ୍ଧାର କରଯାଇଛି। ବ୍ୟବସାୟରେ କ୍ଷତି ହେଉଥିବାବେଳେ…

5 years ago

ଏଠି ପ୍ରତିବର୍ଷ ମହିଳାଙ୍କ ପାଇଁ ଆୟୋଜିତ ହୁଏ ହର୍ସ ରେସ୍‌

ବ୍ରିଟେନରେ ଏମିତି ଏକ ହର୍ସ ରେସ୍‌ ବା ଘୋଡା ଦୌଡ ଆୟୋଜନ କରାଯାଇଥାଏ ଯେଉଁଥିରେ କେବଳ ମହିଳାମାନେ ହିଁ ଭାଗ ନେଇଥାଆନ୍ତି। ଏଥିରେ ଟେଲିଭିଜନ୍‌ ଆଙ୍କର, ଫ୍ୟାଶନ୍‌…

5 years ago

କାନ୍ଦାହାର ବିସ୍ଫୋରଣ: ୩ ଶିଶୁ ମୃତ

କାନ୍ଦାହାର,୩୦।୭: ଆଫଗାନିସ୍ତାନର କାନ୍ଦାହାର ଅଞ୍ଚଳରେ ଥିବା ଏକ ଜନଗହଳିପୂର୍ଣ୍ଣ ରାସ୍ତାରେ ମଙ୍ଗଳବାର ଆତ୍ମଘାତୀ ବିସ୍ଫୋରଣ ଫଳରେ ୩ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ବିସ୍ଫୋରଣରେ…

5 years ago

ଟ୍ରାନ୍ସଜେଣ୍ଡରଙ୍କୁ ମିଳିଲା ପ୍ରଥମ ମିସ୍‌ ମେକ୍ସିକୋ ମୁକୁଟ

ମେକ୍ସିକୋ ସିଟି,୩୦।୭: ମେକ୍ସିକୋରେ ପ୍ରଥମଥର ଲାଗି ଜଣେ ଟ୍ରାନ୍ସଜେଣ୍ଡରଙ୍କୁ ମିସ୍‌ ମେକ୍ସିକୋ ୨୦୧୯ ମୁକୁଟ ମିଳିଛି। କାଲିଫର୍ନିଆ ଓ ମେକ୍ସିକୋ ସିଟିର ମିସ୍‌ଙ୍କୁ ହରାଇ ଇଓ୍ବାନା କୋଜାରେସ…

5 years ago

୧୩ଜଣଙ୍କ ଜୀବନ ବଞ୍ଚାଇଲେ ୫ବର୍ଷର ଶିଶୁ

ଓ୍ବାଶିଂଟନ୍‌, ୩୦।୭: ଆମେରିକାର ଚିକାଗୋ ସହରରେ ଜଣେ ୫ବର୍ଷର ଶିଶୁ ପାଇଁ ଘରର ୧୩ ଜଣ ସଦସ୍ୟଙ୍କ ଜୀବନ ବଞ୍ଚିଯାଇଛି। ରୋଷେଇ ଘରେ ନିଆଁ ଲାଗିଥିବାର ଦେଖି…

5 years ago

ବିମାନବନ୍ଦରରେ ବୁଲୁଥିବା ମହିଳାଙ୍କ ବ୍ୟାଗ୍‌ରୁ ହଠାତ୍‌ ବାହାରିଲା ନିଆଁ

ବ୍ୟାଙ୍କକ,୩୦।୭: ଆପଣ ପାଓ୍ବାର ବ୍ୟାଙ୍କ ବ୍ୟବହାର କରୁଛନ୍ତି କି ଯଦି କରୁଛନ୍ତି ତାହେଲେ ସାବଧାନ୍‌ ହୋଇଯାଆନ୍ତୁ। ନ ହେଲେ ଏହି ପାଓ୍ବାର ବ୍ୟାଙ୍କ ଆପଣଙ୍କ ପାଇଁ ବିପଦଜନ୍ନକ…

5 years ago

ଜାପାନରେ ଭୂକମ୍ପ

ଟୋକିଓ,୩୦।୭: ଜାପାନରେ ଭୂକମ୍ପ ଅନୁଭୁତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୭ ଥିବା ଆମେରିକା ଭୂବିଜ୍ଞାନ ସଂସ୍ଥା ପକ୍ଷରୁ କୁହାଯାଇଛି। ଭୂକମ୍ପର କେନ୍ଦ୍ର ଦକ୍ଷିଣ-ପୂର୍ବ ହାଚିଜୋ-ଜିମାଠାରୁ…

5 years ago

ପାକିସ୍ତାନ ମିଲିଟାରୀ ବିମାନ ଦୁର୍ଘଟଣା ଗ୍ରସ୍ତ: ୧୭ ମୃତ

ଇସଲାମାବାଦ୍‌,୩୦।୭: ପାକିସ୍ତାନର ଏକ ମିଲିଟାରୀ ବିମାନ ମଙ୍ଗଳବାର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଘଟଣାରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ବିମାନରେ ଥିବା ୫ ଜଣ…

5 years ago

ପୃଥିବୀର ୧୦ ସହରରେ ଜଳ ସଙ୍କଟ: ଆଗାମୀ ଦିନରେ ନିତି ଗାଧୋଇବା ହେବ ଅସମ୍ଭବ; ତାଲିକାରେ ଭାରତର ବେଙ୍ଗାଲୁରୁ

ଓ୍ବାଶିଂଟନ/ନୂଆଦିଲ୍ଲୀ,୩୦।୭: ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀର ୧୦ଟି ସହରରେ ଜଳ ସଙ୍କଟ ଦେଖାଦେଇଛି। ଏହାର ଶୀଘ୍ର ନିରାକରଣ କରା ନ ଗଲେ ପରିସ୍ଥିତି ଅଣାୟତ ହେବ ବୋଲି…

5 years ago