ଅନ୍ତର୍ଜାତୀୟ

ପ୍ରଦୂଷଣ ବଢୁଥିବାରୁ ସରକାରଙ୍କ ବିରୋଧରେ ମାମଲା କରିବାକୁ ଅଣ୍ଟା ଭିଡିଲେ ଲୋକେ

ଜାକର୍ତ୍ତା,୮।୭: ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଏବେ ପ୍ରଦୂଷଣ ସ୍ତର ବଢିବାରେ ଲାଗିଛି। ଗତ ଜୁନ୍‌ ମାସରୁ ସହରର ବାୟୁ ପ୍ରଦୂଷଣ ସ୍ତର ଦିଲ୍ଲୀ ଓ ବେଜିଂକୁ ଟପିଯାଇଥିବା…

5 years ago

ଆଇଫୋନ୍‌ ଆପ୍ପଲକୁ ସେଓ ବୁଝି ସୋସିଆଲ ମିଡିଆରେ ଟ୍ରୋଲ୍‌ ହେଲେ ପାକିସ୍ତାନି ଉପସ୍ଥାପିକା

ଇସ୍‌ଲାମାବାଦ,୮।୭: ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ପାକିସ୍ତାନି ଉପସ୍ଥାପିକା ଟେଲିଭିଜନରେ ଚାଲୁଥିବା ଚର୍ଚ୍ଚା ସମୟରେ ପ୍ୟାନେଲିଷ୍ଟ ଟେକ୍ନୋଲୋଜି ବିଷୟରେ…

5 years ago

ଆଫଗାନିସ୍ତାନରେ କାର ବୋମା ବିସ୍ଫୋରଣ: ୮ ସୁରକ୍ଷାକର୍ମୀଙ୍କ ସହ ୧୨ ମୃତ

କାବୁଲ,୭।୭: ଆଫଗାନିସ୍ତାନର ଗଜନି ଅଞ୍ଚଳରେ ରବିବାର ତାଲିବାନ ଆତଙ୍କବାଦୀମାନେ କାର୍‌ ବୋମା ବିସ୍ଫୋରଣ କରିବା ଫଳରେ ୮ ସୁରକ୍ଷାକର୍ମୀଙ୍କ ସହ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା…

5 years ago

୬ ମାସରେ ୨୦ ଦେଶରେ ୩୮ ଖବରଦାତାଙ୍କୁ ହତ୍ୟା; ଲାଟିନ୍‌ ଆମେରିକାରେ ସର୍ବାଧିକ

ଜେନେଭା,୭।୭: ଚଳିତ ବର୍ଷ ଜାନୁୟାରୀଠାରୁ ଜୁନ୍‌ ମଧ୍ୟରେ ଗତ ୬ ମାସରେ ୨୦ ଦେଶରେ ୩୮ ଜଣ ଖବରଦାତାଙ୍କୁ ହତ୍ୟା କରାଯାଇଛି। ଜେନେଭା ସ୍ଥିତ ପ୍ରେସ୍‌ ଏମ୍ବଲେମ୍‌…

5 years ago

ଇସ୍ରାଏଲ୍‌ ସମୁଦ୍ର କୂଳରେ ଶହ ଶହ ଜେଲି ଫିଶ୍‌: ସରକାର ଜାରି କଲେ ସତର୍କ ସୂଚନା

ଜେରୁଜେଲମ୍‌,୭।୭: ଇସ୍ରାଏଲ୍‌ ସମୁଦ୍ର କୂଳରେ ଶହ ଶହ ଜେଲି ଫିଶ୍‌ ଜମା ହେବାରେ ଲାଗିଛନ୍ତି। ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଠାରେ…

5 years ago

ଆଫଗାନିସ୍ତାନରେ ସଂଘର୍ଷ :ତାଲିବାନ କମାଣ୍ଡରଙ୍କ ସମେତ ୧୯ ନିହତ

ହେରାତ୍‌,୭ା୭(ଆଇଏଏନ୍‌ଏସ୍‌): ଆଫଗାନିସ୍ତାନର ହେରାତ୍‌ ପ୍ରଦେଶରେ ଶନିବାର ସୁରକ୍ଷା କର୍ମୀଙ୍କ ସହ ସଂଘର୍ଷରେ ତାଲିବାନ ମୁଖ୍ୟ କମାଣ୍ଡର ମୁଲ୍ଲା ଘୌସୁଦିନ୍‌ଙ୍କ ସମେତ ୧୦ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିସହିତ…

5 years ago

ଲିବ୍ୟା ଗୃହଯୁଦ୍ଧ: ୩ ମାସରେ ମୃତ୍ୟୁ ସଂଖ୍ୟା ହଜାରେ ଟପିଲା; ସଂଘର୍ଷ ବିରାମ ପାଇଁ ଜାତିସଂଘର ଅପିଲ୍‌

ତ୍ରିପୋଲି, ୬।୭: ଲିବ୍ୟାରେ ଜାରି ରହିଥିବା ଗୃହଯୁଦ୍ଧ ସଙ୍କଟ ଜନକ ସ୍ଥିିତିରେ ପହଞ୍ଚିଛି। ଗତ ୩ ମାସ ମଧ୍ୟରେ ଏଠାରେ ଏକ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ…

5 years ago

ଜାତୀୟ ଚୁମ୍ବନ ଦିବସ: ୧୦ସେକେଣ୍ଡର ୮୦ ନିୟୁତ ଅଣୁଜୀବ ଚୁମ୍ବନରେ ହୋଇଥାନ୍ତି ସଂକ୍ରମିତ

ଲଣ୍ଡନ,୬।୭: ଜୁଲାଇ ୬ରେ ବ୍ରିଟେନ୍‌ରେ ଜାତୀୟ ଚୁମ୍ବନ ଦିବସ ପାଳିତ ହୋଇଥାଏ। ଏଠାରେ ଗତ ୧୪ ବର୍ଷ ଧରି ଏହା ପାଳିତ ହେଉଛି। ସ୍ନେହ ଓ ପ୍ରେମର…

5 years ago

ଖଲିସ୍ତାନ ସମର୍ଥକଙ୍କୁ ପାଣ୍ଠି ଯୋଗାଉଛନ୍ତି ବ୍ରିଟେନ୍‌ ଏବଂ କାନାଡ଼ାରେ ଥିବା ପାକିସ୍ତାନୀ

ଲଣ୍ଡନ,୬।୭: ଖଲିସ୍ତାନ ସମର୍ଥକଙ୍କୁ ବ୍ରିଟେନ୍‌ ଏବଂ କାନାଡ଼ାରେ ଥିବା ପାକିସ୍ତାନୀ ପାଣ୍ଠି ଯୋଗାଉଛନ୍ତି। ଏନେଇ ଭାରତୀୟ ସେନାର ପୂର୍ବତନ ମେଜର ଜେନେରାଲ ଧ୍ରୁବ.ସି. କଟୋଚ୍‌ ସୂଚନା ଦେଇଛନ୍ତି।…

5 years ago

ବିଦେଶରେ ପାଳିତ ହେଲା ବଡ ଠାକୁରଙ୍କ ରଥଯାତ୍ରା

ବାହାରିନ,୬।୭: ଶ୍ରୀଗୁଣ୍ଡିଚା ଅବସରରେ ଗତ ଜୁଲାଇ ୪ରେ ସୁଦୂର ବାହାରିନ ସ୍ଥିତ ପ୍ରବାସୀ ଓଡ଼ିଆ ଓ ଇସ୍କନ କାନୁ ଗାର୍ଡେନର ମିଳିତ ଆନୁକୂଲ୍ୟରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା…

5 years ago