ଅନ୍ତର୍ଜାତୀୟ

ଅଜଣା ବ୍ୟକ୍ତିଙ୍କ ଗୁଳିରେ ୩୮ ନିହତ

ବାମାକୋ,୧୯।୬: କେନ୍ଦ୍ରୀୟ ମାଲିରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ଅଜଣା ବ୍ୟକ୍ତିଙ୍କ ଗୁଳିରେ ୩୮ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଗଙ୍ଗାଫାନି ଏବଂ…

5 years ago

କୋର୍ଟରୁମ୍‌ରେ ଟଳିପଡ଼ିଲେ ମୋର୍ସି

କାଏରୋ,୧୯ା୬(ଆଇଏଏନ୍‌ଏସ୍‌): ଇଜିପ୍ଟର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ମୋର୍ସି(୬୭) କୋର୍ଟରୁମ୍‌ରେ ଅଚାନକ ଟଳିପଡ଼ିବା ପରେ ଆଖି ବୁଜିଦେଇଛନ୍ତି। ମୋର୍ସିଙ୍କ ପୁତ୍ର ଅହମଦ୍‌ଙ୍କ ସୂଚନା ଅନୁଯାୟୀ, ପିତାଙ୍କୁ ପୂର୍ବ କାଏରୋ…

5 years ago

ବିମାନ ଦୁର୍ଘଟଣା:୨ ପାଇଲଟ ମୃତ

ହାନୋଇ,୧୪ା୬(ଏଏଫ୍‌ପି) ଭିଏତ୍‌ନାମର ଏକ ସାମରିକ ବିମାନ ତାଲିମ ଉଡାଣ କରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁ ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଛି। ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଭିଏତନାମ୍‌ର…

5 years ago

ବିମାନ ଛାତରେ ଧକ୍କା ହେଲେ ଏୟାରହୋଷ୍ଟେସ୍‌: ୧୦ଯାତ୍ରୀ ଆହତ

ପ୍ରିସ୍ଥିନା,୧୮।୬: ଏକ ଇଣ୍ଟରନ୍ୟାସନାଲ ବିମାନରେ ଯାତ୍ରୀଙ୍କୁ ଭୟଭୀତ ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିଥିଲା। ହଠାତ୍‌ ବିମାନଟି ଦୋହଲିବାରୁ ଗରମ ପାଣି ସର୍ଭ କରୁଥିବା ଏୟାର ହୋଷ୍ଟେସ୍‌ ସିଧା…

5 years ago

ବଦଳିପାରେ ମାକ୍ସ ୭୩୭ ବୋଇଂ ବିମାନର ନାମ

ନ୍ୟୁୟର୍କ,୧୮।୬: ବିମାନ ନିର୍ମାଣକାରୀ କମ୍ପାନୀ ବୋଇଂ ଏବେ ମାକ୍ସ ୭୩୭ ବିମାନର ନାମ ପରିବର୍ତ୍ତନ କରିପାରେ ବୋଲି କୁହାଯାଉଛି। ଦୁଇଟି ବଡ଼ ଦୁର୍ଘଟଣା ପରେ କେହି ଏହି…

5 years ago

ଅନ୍ତର୍ଜାତୀୟ ଯୋଗ ଦିବସ: ଆୟୁର୍ବେଦ ମୋବାଇଲ୍‌ ଆପ୍‌ ଲଞ୍ଚ୍‌ କରିବ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ନ୍ୟୁୟର୍କ,୧୮।୬: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭାରତୀୟ ଆୟୁର୍ବେଦ ଚିକିତ୍ସାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏକ ନୂତନ ପରିଚିତି ଦେବାକୁ ଯାଉଛି। ଏହି ଅବସରରେ ବିଶ୍ୱ ସ୍ବାସ୍ଥ୍ୟ…

5 years ago

ଆଗାମୀ ୮ ବର୍ଷରେ ଭାରତର ଜନସଂଖ୍ୟା ଚାଇନାଠାରୁ ଅଧିକ ହେବ

ଓ୍ବାଶିଂଟନ,୧୮।୬: ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ଥିବା ଦେଶ ମଧ୍ୟରେ ଚାଇନାର ସ୍ଥାନ ଏକ ନମ୍ବରରେ ଥିବା ବେଳେ ଏହା ପଛକୁ ରହିଛି ଭାରତ। ଚାଇନା ତା’ର…

5 years ago

ଚାଇନାରେ ଲଗାତାର ୨ ଥର ଭୂକମ୍ପ: ୧୧ ଜଣଙ୍କ ମୃତ୍ୟୁ

ବେଜିଂ, ୧୮।୬: ଚାଇନାର ସିଚୁଆନ୍‌ ପ୍ରଦେଶରେ ଲଗାତାର ୨ଥର ଭୂକମ୍ପ ଅନୁଭୁତ ହୋଇଛି। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୨୨ଜଣ ଲୋକ ଆହତ ହୋଇଥିବା କୁହାଯାଉଛି।…

5 years ago

ସେନାକୁ ସମାଲୋଚନା ମହଙ୍ଗା ପଡିଲା: ପାକ୍‌ ଖବରଦାତାଙ୍କୁ ହତ୍ୟା

ଇସ୍‌ଲାମାବାଦ,୧୮ା୬(ପି.ଟି.): ପାକିସ୍ତାନୀ ସେନାବାହିନୀ ଏବଂ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇକୁ ସମାଲୋଚନା କରିବା ସେଠାକାର ଜଣେ ବ୍ଲଗର୍‌ ତଥା ଖବରଦାତାଙ୍କ ପାଇଁ ମହଙ୍ଗା ପଡିଛି। ମହମ୍ମଦ ବିଲାଲ ଖାନ୍‌…

5 years ago

ଆମେରିକାରେ ପାଳନ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ

ଓ୍ବାଶିଂଟନ,୧୭।୬: ଆସନ୍ତା ୨୧ତାରିଖରେ ବିଶ୍ୱ ବ୍ୟାପୀ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଥିବା ବେଳେ ଆମେରିକାରେ ରବିବାର ଏହି ଦିବସକୁ ବିଭିନ୍ନ ବର୍ଗର ଲୋକେ ପାଳନ କରିଛନ୍ତି।…

5 years ago