Advertisement

ଅନ୍ତର୍ଜାତୀୟ

ଦେହରକ୍ଷୀଙ୍କୁ ବିବାହ କଲେ ଥାଇଲାଣ୍ଡ ରାଜାଦେହରକ୍ଷୀଙ୍କୁ ବିବାହ କଲେ ଥାଇଲାଣ୍ଡ ରାଜା

ଦେହରକ୍ଷୀଙ୍କୁ ବିବାହ କଲେ ଥାଇଲାଣ୍ଡ ରାଜା

ବ୍ୟାଙ୍ଗକକ୍‌,୨।୫: ରାଜ୍ୟାଭିଷେକର ଗୋଟିଏ ଦିନ ପୂର୍ବରୁ ଥାଇଲାଣ୍ଡ ରାଜା ମାହା ବାଜିରାଲଙ୍ଗକର୍ନ ବୁଧବାର ତାଙ୍କ ଉପମୁଖ୍ୟ ଦେହରକ୍ଷୀଙ୍କୁ ବିବାହ କରିଛନ୍ତି। ଏହାପରେ ତାଙ୍କୁ ସେ କୁଇନ୍‌ ସୁଥିଦା…

6 years ago
ତିବ୍ବତ୍‌ରୁ ମିଳିଲା ୧୬୦ ହଜାର ବର୍ଷ ତଳର ମାନବ କଙ୍କାଳତିବ୍ବତ୍‌ରୁ ମିଳିଲା ୧୬୦ ହଜାର ବର୍ଷ ତଳର ମାନବ କଙ୍କାଳ

ତିବ୍ବତ୍‌ରୁ ମିଳିଲା ୧୬୦ ହଜାର ବର୍ଷ ତଳର ମାନବ କଙ୍କାଳ

ଲାସା,୨।୫: ତିବ୍ବତ୍‌ ମାଳଭୂମିର ଏକ ଗୁମ୍ଫାରୁ ୧୬୦ ହଜାର ବର୍ଷ ତଳର ମାନବ କଙ୍କାଳ ମିଳିଛି। ଏଠାକାର ଜିହାୟେଠାରେ ଥିବା ବୈଶିଆ କାରଷ୍ଟ ଗୁମ୍ଫାରୁ ସର୍ବିଆର ଡେନିସୋଭାନ୍‌…

6 years ago
ମସୁଦ୍‌ ଅଜହର ବିଶ୍ୱ ଆତଙ୍କବାଦୀ ଘୋଷିତମସୁଦ୍‌ ଅଜହର ବିଶ୍ୱ ଆତଙ୍କବାଦୀ ଘୋଷିତ

ମସୁଦ୍‌ ଅଜହର ବିଶ୍ୱ ଆତଙ୍କବାଦୀ ଘୋଷିତ

ଓ୍ବାଶିଂଟନ, ୨।୫: ଜୈଶ୍‌-ଇ-ମହମ୍ମଦ୍‌ ଆତଙ୍କବାଦୀ ସଂଗଠନ ମୁଖ୍ୟ ମାସୁଦ୍‌ ଅଜହରଙ୍କୁ ଜାତିସଂଘ ପକ୍ଷରୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରାଯାଇଛି। ଗତ ବର୍ଷ ଭାରତ ସହିତ ଆମେରିକା, ଫ୍ରାନ୍ସ୍‌,…

6 years ago
୧୦ ଦିନର ଛୁଟି ପରେ ବି ଖୁସି ନାହାନ୍ତି ଏହି ଦେଶର ଲୋକ୧୦ ଦିନର ଛୁଟି ପରେ ବି ଖୁସି ନାହାନ୍ତି ଏହି ଦେଶର ଲୋକ

୧୦ ଦିନର ଛୁଟି ପରେ ବି ଖୁସି ନାହାନ୍ତି ଏହି ଦେଶର ଲୋକ

ୟକୋହମା,୧।୫: କାର୍ଯ୍ୟବ୍ୟସ୍ତ ଜୀବନରୁ କର୍ମଚାରୀଙ୍କୁ ଏକାସାଙ୍ଗରେ ୧୦ ଦିନର ଛୁଟି ମିଳିବା ଏକ ବରଦାନରୁ କମ୍‌ ନୁହେଁ। କିନ୍ତୁ ଏଭଳି ଏକ ଦେଶ ଅଛି, ଯେଉଁଠି ଏତେ…

6 years ago
ଓ୍ବିକିଲିକ୍ସର ସହ-ପ୍ରତିଷ୍ଠାତା ଜୁଲିଆନ ଆସେଞ୍ଜଙ୍କୁ ୫୦ ସପ୍ତାହ ଜେଲଓ୍ବିକିଲିକ୍ସର ସହ-ପ୍ରତିଷ୍ଠାତା ଜୁଲିଆନ ଆସେଞ୍ଜଙ୍କୁ ୫୦ ସପ୍ତାହ ଜେଲ

ଓ୍ବିକିଲିକ୍ସର ସହ-ପ୍ରତିଷ୍ଠାତା ଜୁଲିଆନ ଆସେଞ୍ଜଙ୍କୁ ୫୦ ସପ୍ତାହ ଜେଲ

ଲଣ୍ଡନ,୧।୫: ଓ୍ବିକିଲିକ୍ସର ସହ-ପ୍ରତିଷ୍ଠାତା ଜୁଲିଆନ ଆସେଞ୍ଜଙ୍କୁ ଲଣ୍ଡନର ଏକ କୋର୍ଟ ୫୦ ସପ୍ତାହ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ୭ ବର୍ଷ ତଳେ ଅର୍ଥାତ ୨୦୧୨ରେ…

6 years ago
ବୟସ ୩୯ ସନ୍ତାନ ସଂଖ୍ୟା ୩୮ବୟସ ୩୯ ସନ୍ତାନ ସଂଖ୍ୟା ୩୮

ବୟସ ୩୯ ସନ୍ତାନ ସଂଖ୍ୟା ୩୮

କମ୍ପାଲା,୧।୫: ଏବେ ୩୯ ବର୍ଷ ବୟସ୍କା ଜଣେ ମହିଳା ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ୟୁଗାଣ୍ଡାର କମ୍ପାଲାରେ ରହୁଥିବା ମରିୟମ୍‌ ନାବାନ୍ତଜୀ ନାମ୍ନୀ ଏହି ମହିଳା…

6 years ago
ମସୁଦ୍‌ ଅଜହରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବ ଜାତିସଂଘ: ଚାଇନା ଭିଟୋ ଅଧିକାର ନେବ ଫେରାଇମସୁଦ୍‌ ଅଜହରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବ ଜାତିସଂଘ: ଚାଇନା ଭିଟୋ ଅଧିକାର ନେବ ଫେରାଇ

ମସୁଦ୍‌ ଅଜହରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବ ଜାତିସଂଘ: ଚାଇନା ଭିଟୋ ଅଧିକାର ନେବ ଫେରାଇ

ଓ୍ବାଶିଂଟନ, ୧।୫: ଜୈଶ୍‌-ଇ-ମହମ୍ମଦ୍‌ ଆତଙ୍କବାଦୀ ସଂଗଠନ ମୁଖ୍ୟ ମାସୁଦ୍‌ ଅଜହରଙ୍କୁ ଜାତିସଂଘରେ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ପାଇଁ ଏବେ ଆଉ କୌଣସି ବାଧା ନାହିଁ। ଚାଇନା…

6 years ago
ଜାପାନର ନୂତନ ଯୁଗଜାପାନର ନୂତନ ଯୁଗ

ଜାପାନର ନୂତନ ଯୁଗ

ଟୋକିଓ,୧।୫: ଜାପାନ ଏବେ ପରିବର୍ତ୍ତନ ଆଡ଼କୁ ମୁହାଁଇଛି। ସମ୍ରାଟ୍‌ ଆକିହିତୋ ମଙ୍ଗଳବାର ରାଜଗାଦି ତ୍ୟାଗକରି ବୁଧବାର ତାଙ୍କର ପୁତ୍ର ରାଜକୁମାର ନାରୁହିତୋଙ୍କୁ ନୂତନ ରାଜାଭାବରେ ଅଭିଷିକ୍ତ କରାଇଛନ୍ତି।…

6 years ago
ଗଳାରେ କ୍ୟାମେରା ଲଗାଇ ସମୁଦ୍ରକୂଳରେ ପହଞ୍ଚିଲା ହ୍ବେଲ ମାଛ: ଗୋଇନ୍ଦାଗିରି ଅଭିଯୋଗଗଳାରେ କ୍ୟାମେରା ଲଗାଇ ସମୁଦ୍ରକୂଳରେ ପହଞ୍ଚିଲା ହ୍ବେଲ ମାଛ: ଗୋଇନ୍ଦାଗିରି ଅଭିଯୋଗ

ଗଳାରେ କ୍ୟାମେରା ଲଗାଇ ସମୁଦ୍ରକୂଳରେ ପହଞ୍ଚିଲା ହ୍ବେଲ ମାଛ: ଗୋଇନ୍ଦାଗିରି ଅଭିଯୋଗ

କୋପେନହାଗେନ,୩୦।୪: ନରଓ୍ବେର ସମୁଦ୍ର ଉପକୂଳରେ ଭେଲଗା ହ୍ବେଲ ମାଛର ଗଳାରେ କ୍ୟାମେରା ଓ ବେଲ୍ଟ ଲାଗିଥିବା ଦେଖିବାକୁ ମିଳିଛି। ସମୁଦ୍ର କୂଳରେ ମତ୍ସ୍ୟଜୀବୀମାନେ ମାଛ ଧରିବାକୁ ଯାଇଥିବା…

6 years ago
୩୦ ହଜାର ମଦ୍ରାସା ଉପରେ ହେବ ସରକାରୀ ନିୟନ୍ତ୍ରଣ: ପାକିସ୍ତାନ୩୦ ହଜାର ମଦ୍ରାସା ଉପରେ ହେବ ସରକାରୀ ନିୟନ୍ତ୍ରଣ: ପାକିସ୍ତାନ

୩୦ ହଜାର ମଦ୍ରାସା ଉପରେ ହେବ ସରକାରୀ ନିୟନ୍ତ୍ରଣ: ପାକିସ୍ତାନ

ଇସ୍‌ଲାମାବାଦ,୩୦।୪: ପାକିସ୍ତାନ ସରକାର ସୋମବାର ଘୋଷଣା କରିଛନ୍ତି କି ପାକିସ୍ତାନରେ ଥିବା ୩୦ ହଜାରରୁ ଊର୍ଦ୍ଧ୍ୱ ମଦ୍ରାସାକୁ ମୁଖ୍ୟଧାରାର ଶିକ୍ଷା ପ୍ରଣାଳୀରେ ସାମିଲ କରାଯିବ। ପାକିସ୍ତାନ ସେନାର…

6 years ago