କାବୁଲ,୧୨।୧୨: ଆଫଗାନିସ୍ତାନରେ ମଙ୍ଗଳବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରହିଛି।
ଓ୍ବାଶିଂଟନ,୧୨।୧୨: ଭାରତୀୟ ମୂଳ ଆମେରିକୀୟ ବ୍ୟବସାୟୀ ବିବେକ ରାମସ୍ବାମୀ ଆସନ୍ତା ବର୍ଷ ୨୦୨୪ରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଜଣେ ପ୍ରାର୍ଥୀ ଅଟନ୍ତି। ଏହି ସମୟରେ…
ନୂଆଦିଲ୍ଲୀ,୧୧ା୧୨: ଜେଲରେ ଥିବା ରୁଷ ବିରୋଧୀଦଳର ନେତା ତଥା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମାଲୋଚକ ଆଲେକ୍ସୀ ନାଭାଲନି ନିଖୋଜ। ସିଏନଏରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଗୁରୁତର…
କିଭ୍,୧୧।୧୨: ୟୁକ୍ରେନର ରାଜଧାନୀ କିଭ୍ରେ ଏକ ବଡ଼ ବିସ୍ଫୋରଣ ହୋଇଛି। ୟୁକ୍ରେନ ରାଜଧାନୀର ମେୟର ଭିଟାଲି କ୍ଲିଚକୋ ସୋମବାର କହିଛନ୍ତି , ରୁଷିଆ ରାତିସାରା କିଭ୍ରେ ଏୟାର…
ଇସଲାମାବାଦ୍,୧୧।୧୨:ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇବାକୁ ସୁପ୍ରିମକୋର୍ଟ ମଧ୍ୟ ଅନୁମୋଦନ କରିଛନ୍ତି। ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ସାମ୍ବିଧାନିକ ବୈଧ ବୋଲି କୋର୍ଟ ମଧ୍ୟ ଗ୍ରହଣ କରିଛନ୍ତି। ଧାରା ୩୭୦…
ଜେରୁଜେଲମ,୧୧।୧୨: ହମାସର ଚେତାବନୀ ପରେ ଇସ୍ରାଏଲ ସୋମବାର ଦକ୍ଷିଣ ଗାଜାର ମୁଖ୍ୟ ସହର ଉପରେ ଆକ୍ରମଣ ଜାରି ରଖିଛି। ପ୍ରକୃତରେ, ହମାସ କହିଥିଲା ଯେ ଯଦି କଏଦୀମାନଙ୍କୁ…
ଆମଷ୍ଟାରଡମ,୧୧।୧୨: ଚାଇନାରେ ବହୁ ସଂଖ୍ୟକ ଶିଶୁ ଅସୁସ୍ଥ ହେବା ପରେ ନିମୋନିଆର ଲକ୍ଷଣ ଥିବା ଏକ ନୂତନ ଜୀବାଣୁ ୟୁରୋପରେ ମଧ୍ୟ ପହଞ୍ଚିଲାଣି। ଏହି ସମୟରେ, ୟୁକେ…
ତେହରାନ,୧୧।୧୨: ଇରାନର ବିରଜାଣ୍ଡ ସ୍ପେଶାଲ ଇକୋନୋମିକ ଜୋନରେ ଅବସ୍ଥିତ ଏକ ତୈଳ ବିଶୋଧନାଗାରରେ ରବିବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଇରାନର ଇସଲାମିକ ରିପବ୍ଲିକ ନ୍ୟୁଜ…
ହଂକଂ,୧୧।୧୨ : ହଂକଂରେ ହୋଇଥିବା ଜିଲା ପରିଷଦ ପାଇଁ ମତଦାନ ରବିବାର ହୋଇଥିଲା। ଏହି ନିର୍ବାଚନରେ କେବଳ ୨୭.୫୪ ପ୍ରତିଶତ ମତଦାନ ହୋଇଥିଲା, ଯାହା ହଂକଂ ଇତିହାସରେ…
କଲମ୍ବୋ,୧୧।୧୨ : ଶ୍ରୀଲଙ୍କା ନୌସେନା ୨୫ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଅଟକ ରଖି ସେମାନଙ୍କ ଦୁଇଟି ଡଙ୍ଗା ଜବତ କରିଛି। ଶ୍ରୀଲଙ୍କା ;ନସେନା କହିଛି ଶନିବାର ରାତିରେ…