Advertisement

ଅନ୍ତର୍ଜାତୀୟ

ପୁଣି ଥରେ ବାଲାଂଦେଶ ପ୍ରଧାନମନ୍ତ୍ରୀ ଭାବେ ଫେରିବେ ଶେଖ୍‌ ହସିନା, ଘନିଷ୍ଠ ବନ୍ଧୁ ଭାରତକୁ କହିଲେ ‘ଧନ୍ୟବାଦ’ପୁଣି ଥରେ ବାଲାଂଦେଶ ପ୍ରଧାନମନ୍ତ୍ରୀ ଭାବେ ଫେରିବେ ଶେଖ୍‌ ହସିନା, ଘନିଷ୍ଠ ବନ୍ଧୁ ଭାରତକୁ କହିଲେ ‘ଧନ୍ୟବାଦ’

ପୁଣି ଥରେ ବାଲାଂଦେଶ ପ୍ରଧାନମନ୍ତ୍ରୀ ଭାବେ ଫେରିବେ ଶେଖ୍‌ ହସିନା, ଘନିଷ୍ଠ ବନ୍ଧୁ ଭାରତକୁ କହିଲେ ‘ଧନ୍ୟବାଦ’

ଢାକା,୧୩।୩: ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ ହସିନା ପ୍ରଧାନମନ୍ତ୍ରୀ ଭାବରେ ତାଙ୍କ ଦେଶକୁ ଫେରିବାକୁ ଯାଉଛନ୍ତି। ଏନେଇ ତାଙ୍କର ଘନିଷ୍ଠ ସହଯୋଗୀ ଏବଂ ଯୁକ୍ତରାଷ୍ଟ୍ର ଆୱାମୀ ଲିଗର…

1 month ago
ଟାରିଫ ଓ୍ବାର ଭିତରେ ଆମେରିକୀୟ ମହିଳାଙ୍କ ପ୍ରେମରେ ଘାଇଲା ହେଲା ଚାଇନା, କହିଦେଲା ଏମିତି କଥା ଆପଣ ବି ହେବେ କାବାଟାରିଫ ଓ୍ବାର ଭିତରେ ଆମେରିକୀୟ ମହିଳାଙ୍କ ପ୍ରେମରେ ଘାଇଲା ହେଲା ଚାଇନା, କହିଦେଲା ଏମିତି କଥା ଆପଣ ବି ହେବେ କାବା

ଟାରିଫ ଓ୍ବାର ଭିତରେ ଆମେରିକୀୟ ମହିଳାଙ୍କ ପ୍ରେମରେ ଘାଇଲା ହେଲା ଚାଇନା, କହିଦେଲା ଏମିତି କଥା ଆପଣ ବି ହେବେ କାବା

ଓ୍ବାଶିଂଯନ୍‌,୧୩।୩: ଚାଇନା ଓ ଆମେରିକା ମଧ୍ୟରେ ସମ୍ପର୍କ ସର୍ବଦା ତିକ୍ତତାରେ ପରିପୂର୍ଣ୍ଣ ରହିଛି। କେତେବେଳେ ବାଣିଜି୍ୟକ କଟକଣା ତ କେତେବେଳେ ସାମରିକ ଉତ୍ତେଜନା, ଦୁଇ ମହାଶକ୍ତି ମଧ୍ୟରେ…

1 month ago
ତାଇୱାନରେ ଶକ୍ତିଶାଳୀ ଭୂମିକମ୍ପ: ଲୋକେ ଭୟଭୀତତାଇୱାନରେ ଶକ୍ତିଶାଳୀ ଭୂମିକମ୍ପ: ଲୋକେ ଭୟଭୀତ

ତାଇୱାନରେ ଶକ୍ତିଶାଳୀ ଭୂମିକମ୍ପ: ଲୋକେ ଭୟଭୀତ

ତାଇପେଇ ସିଟି,୧୩।୩: ତାଇୱାନର ତାଇତୁଙ୍ଗ କାଉଣ୍ଟିର ସମୁଦ୍ରରେ ଏକ ଭୂମିକମ୍ପ ଭୟଙ୍କର ଭୂମିକମ୍ପ ଗୁରୁବାର ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୦…

1 month ago
Train Hijack: ହାଇଜାକ୍‌ର ଛାତିଥରା ଭିଡିଓ, ବଡ଼ ଗେମ୍‌ ଖେଳିଲା BLA , ଥରିଲା ପକିସ୍ତାନTrain Hijack: ହାଇଜାକ୍‌ର ଛାତିଥରା ଭିଡିଓ, ବଡ଼ ଗେମ୍‌ ଖେଳିଲା BLA , ଥରିଲା ପକିସ୍ତାନ

Train Hijack: ହାଇଜାକ୍‌ର ଛାତିଥରା ଭିଡିଓ, ବଡ଼ ଗେମ୍‌ ଖେଳିଲା BLA , ଥରିଲା ପକିସ୍ତାନ

ଇସଲାମବାଦ,୧୩।୩: ପାକିସ୍ତାନରେ ଟ୍ରେନ ହାଜାକ୍‌କୁ ନେଇ ଭିନ୍ନ ଭିନ୍ନ ଦାବି କରାଯାଉଛି। ବାଲୁଚ ଲିବରେସନ ଆର୍ମି (BLA) ଦାବି କରିଛି ଯେ ୧୦୦ରୁ ଅଧିକ ପାକିସ୍ତାନୀ ସୈନିକଙ୍କୁ…

1 month ago
Train Hijack: ମିଛ କହୁଛି ପାକିସ୍ତାନ! ବାହାରେ ପଡିଛି ୭୦-୮୦ ମୃତଦେହ, ଟ୍ରେନ ଭିତରେ BLA କରୁଛି ନରସଂହାର…Train Hijack: ମିଛ କହୁଛି ପାକିସ୍ତାନ! ବାହାରେ ପଡିଛି ୭୦-୮୦ ମୃତଦେହ, ଟ୍ରେନ ଭିତରେ BLA କରୁଛି ନରସଂହାର…

Train Hijack: ମିଛ କହୁଛି ପାକିସ୍ତାନ! ବାହାରେ ପଡିଛି ୭୦-୮୦ ମୃତଦେହ, ଟ୍ରେନ ଭିତରେ BLA କରୁଛି ନରସଂହାର…

ଇସଲାମବାଦ,୧୩।୩: ପାକିସ୍ତାନର ବେଲୁଚିସ୍ତାନରେ ହାଇଜାକ୍‌ ଜାଫର ଏକ୍ସପ୍ରେସ ଟ୍ରେନକୁ ନେଇ ସସପେନ୍ସ ଜାରି ରହିଛି। BLA ଏବଂ ପାକିସ୍ତାନ ସରକାର ଭିନ୍ନ ଭିନ୍ନ ଦାବି କରୁଛନ୍ତି। ବାଲୁଚ…

1 month ago
ମସ୍କଙ୍କ କମ୍ପାନୀର କାର୍‌ କିଣି ଠକିଗଲେ ଟ୍ରମ୍ପ, ୭୮ଲକ୍ଷ ଟଙ୍କାର ଲାଗିଗଲା…ମସ୍କଙ୍କ କମ୍ପାନୀର କାର୍‌ କିଣି ଠକିଗଲେ ଟ୍ରମ୍ପ, ୭୮ଲକ୍ଷ ଟଙ୍କାର ଲାଗିଗଲା…

ମସ୍କଙ୍କ କମ୍ପାନୀର କାର୍‌ କିଣି ଠକିଗଲେ ଟ୍ରମ୍ପ, ୭୮ଲକ୍ଷ ଟଙ୍କାର ଲାଗିଗଲା…

ଓ୍ବାଶିଂଟନ୍‌,୧୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମସ୍କଙ୍କ ଏକ ଟେସଲା କାର କିଣି ଏକ ବଡ଼ ବାର୍ତ୍ତା ଦେବାକୁ ଚେଷ୍ଟା କରିଥିଲେ, କିନ୍ତୁ ଏହି ନିଷ୍ପତ୍ତି ତାଙ୍କ…

1 month ago
Train Hijack: ୧୦୦ ଯବାନଙ୍କୁ ହତ୍ୟା, ଆହୁରି…Train Hijack: ୧୦୦ ଯବାନଙ୍କୁ ହତ୍ୟା, ଆହୁରି…

Train Hijack: ୧୦୦ ଯବାନଙ୍କୁ ହତ୍ୟା, ଆହୁରି…

ଇସ୍‌ଲାମାବାଦ୍‌/କ୍ୱେଟା,୧୩ା୩: ପାକିସ୍ତାନ ଅନେକ ଦଶନ୍ଧି ଧରି ଦକ୍ଷିଣପଶ୍ଚିମ ବେଲୁଚିସ୍ତାନ ପ୍ରଦେଶକୁ ଉପେକ୍ଷା କରିଥିବାରୁ ଏହାର ପ୍ରତିଶୋଧ ସ୍ବରୂପ ବେଲୁଚିସ୍ତାନ ଲିବରେଶନ୍‌ ଆର୍ମି (ବିଏଲ୍‌ଏ) ବିଦ୍ରୋହୀ ମଙ୍ଗଳବାର ଜଫର…

1 month ago
ପାକିସ୍ତାନ ଟ୍ରେନ୍ ଅପହରଣ କାହାଣୀ ଶେଷ: ୩୪୬ ବନ୍ଧକ ମୁକ୍ତ, ୨୮ ସୈନିକ ନିହତପାକିସ୍ତାନ ଟ୍ରେନ୍ ଅପହରଣ କାହାଣୀ ଶେଷ: ୩୪୬ ବନ୍ଧକ ମୁକ୍ତ, ୨୮ ସୈନିକ ନିହତ

ପାକିସ୍ତାନ ଟ୍ରେନ୍ ଅପହରଣ କାହାଣୀ ଶେଷ: ୩୪୬ ବନ୍ଧକ ମୁକ୍ତ, ୨୮ ସୈନିକ ନିହତ

ନୂଆଦିଲ୍ଲୀ, ୧୨ା୩: ପାକିସ୍ତାନ ସେନା ବୁଧବାର ବେଲୁଚିସ୍ତାନ ପ୍ରଦେଶରେ ଆତଙ୍କବାଦୀଙ୍କ ଦ୍ୱାରା ବନ୍ଧକ ରଖାଯାଇଥିବା ସମସ୍ତ ଟ୍ରେନ୍ ଯାତ୍ରୀଙ୍କୁ ସଫଳତାର ସହ ମୁକ୍ତ କରିଥିବା ସେନା ଅଧିକାରୀମାନେ…

2 months ago
ପାକିସ୍ତାନ ସରକାରଙ୍କୁ ୨୪ ଘଣ୍ଟା ସମୟ ଦେଲେ ଆତଙ୍କବାଦୀ; ଦାବି ନ ମାନିଲେ ପଣବନ୍ଦୀଙ୍କୁ କରିବେ ହତ୍ୟାପାକିସ୍ତାନ ସରକାରଙ୍କୁ ୨୪ ଘଣ୍ଟା ସମୟ ଦେଲେ ଆତଙ୍କବାଦୀ; ଦାବି ନ ମାନିଲେ ପଣବନ୍ଦୀଙ୍କୁ କରିବେ ହତ୍ୟା

ପାକିସ୍ତାନ ସରକାରଙ୍କୁ ୨୪ ଘଣ୍ଟା ସମୟ ଦେଲେ ଆତଙ୍କବାଦୀ; ଦାବି ନ ମାନିଲେ ପଣବନ୍ଦୀଙ୍କୁ କରିବେ ହତ୍ୟା

ନୂଆଦିଲ୍ଲୀ,୧୨।୩: ବେଲୁଚିସ୍ତାନରେ ଟ୍ରେନ୍ ଅପହରଣ ହେବାର ୨୪ ଘଣ୍ଟାରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ଏପର୍ଯ୍ୟନ୍ତ ପାକ୍ ସେନା ସମସ୍ତ ବନ୍ଧକଙ୍କୁ ଉଦ୍ଧାର କରିପାରି ନାହିଁ। ଏହି…

2 months ago
ପାକିସ୍ତାନକୁ ବଡ଼ ଝଟକା ଦେବାକୁ ପ୍ରସ୍ତୁତ ହେଉଛନ୍ତି ଟ୍ରମ୍ପ!ପାକିସ୍ତାନକୁ ବଡ଼ ଝଟକା ଦେବାକୁ ପ୍ରସ୍ତୁତ ହେଉଛନ୍ତି ଟ୍ରମ୍ପ!

ପାକିସ୍ତାନକୁ ବଡ଼ ଝଟକା ଦେବାକୁ ପ୍ରସ୍ତୁତ ହେଉଛନ୍ତି ଟ୍ରମ୍ପ!

ଓ୍ବାଶିଂଟନ,୧୨।୩: ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ପାକିସ୍ତାନୀଙ୍କ ଆମେରିକା ପ୍ରବେଶ ଉପରେ ରୋକ ଲଗାଇବାକୁ ପ୍ରସ୍ତୁତି କରୁଛି। ଆଗାମୀ ଆମେରିକା ଯାତ୍ରା ପ୍ରତିବନ୍ଧକ ତାଲିକାରେ ପାକିସ୍ତାନକୁ ଅରେଞ୍ଜ କାଟାଗୋରୀରେ…

2 months ago