ବାଗଦାଦ,୨।୯: ଇରାକରେ ଏକ ବଡ ଧରଣର ସଡ଼କ ଦୁର୍ଘଟଣା ହୋଇଛି। ଏଥିରେ ୧୬ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ନିହତମାନଙ୍କ ମଧ୍ୟରୁ ଅଧିକାଂଶ ଇରାନୀୟ ଥିଲେ। ଏହି…
ସିଓଲ,୨।୯: ଶନିବାର ସକାଳେ ଉତ୍ତର କୋରିଆ କୋରିଆ ଉପଦ୍ୱୀପର ପଶ୍ଚିମ ଉପକୂଳରୁ ସମୁଦ୍ର ଆଡକୁ ଅନେକ କ୍ରୁଜ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ଦକ୍ଷିଣ କୋରିଆ ସେନାର ସୂଚନା…
ନୂଆଦିଲ୍ଲୀ,୨ା୯: ଚାଇନାର ନୂଆ ମାନଚିତ୍ରକୁ ଭାରତ ବିରୋଧ କରିବା ପରେ ଏବେ ମାଲେସିଆ, ଫିଲିପାଇନ୍ସ, ତାଇଓ୍ବାନ ଏବଂ ଭିଏଟ୍ନାମ ମଧ୍ୟ ଏହାକୁ ଭିତ୍ତିହୀନ ମାନଚିତ୍ର କହି କଡ଼ା…
କାଠମାଣ୍ଡୁ,୨।୯: ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ‘ପ୍ରଚଣ୍ଡ’ ବେଜିଂ ଗସ୍ତ ସମୟରେ ଚାଇନା ଦ୍ୱାରା ଜାରି ହୋଇଥିବା ନୂତନ ମାନଚିତ୍ରର ପ୍ରସଙ୍ଗ ଉଠାଇବେ। ଚାଇନା ନୂତନ…
ଓଟାଓ୍ବା,୨।୯: କାନାଡା ଶୁକ୍ରବାର ଅପ୍ରତ୍ୟାଶିତ ଭାବରେ କହିଛି ଯେ ଭାରତ ସହ ଏକ ପ୍ରସ୍ତାବିତ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ବନ୍ଦ କରିଛି। ତିନିମାସ ପୂର୍ବେ ଦୁଇ…
ଓ୍ବାଶିଂଟନ୍,୨।୯: ଆମେରିକା ସଂସଦ ଜିଇ ଏରୋସ୍ପେସ ଏବଂ ହିନ୍ଦୁସ୍ତାନ ଏରୋନେଟିକାଲ ଲିମିଟେଡ (ଏଚଏଏଲ)ର ସହଭାଗିତାରେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ପାଇଁ ଇଞ୍ଜିନ ଉତ୍ପାଦନକୁ ସବୁଜ ସଙ୍କେତ…
ସିଙ୍ଗାପୁର,୨।୯: ଭାରତୀୟ ବଂଶୋଭବ ସିଙ୍ଗାପୁର ଜନ୍ମିତ ଅର୍ଥନୀତିଜ୍ଞ ଥର୍ମାନ ଶାନମୁଗରତ୍ନମ୍ ରାଷ୍ଟ୍ରପତି ପାଇଁ ହୋଇଥିବା ନିର୍ବାଚନରେ ବିଜୟୀ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ନିର୍ବାଚନ ବିଭାଗ ଶୁକ୍ରବାର ଘୋଷଣା…
ବ୍ୟାଙ୍କକକ୍,୧।୯: ଥାଇଲାଣ୍ଡର ରାଜା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଥାକସିନ ଶିନାୱାତ୍ରାଙ୍କ ଜେଲ ଦଣ୍ଡକୁ ଆଠ ବର୍ଷରୁ ଏକ ବର୍ଷକୁ ହ୍ରାସ କରିଛନ୍ତି। ଶିନାୱାତ୍ରା ଦୀର୍ଘ ୧୫ ବର୍ଷ…
ଇସଲାମାବାଦ,୧।୯: ପାକିସ୍ତାନରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି। ସୂଚନା ଅନୁସାରେ, ଟିଟିପି ଆତ୍ମଘାତୀ ଆକ୍ରମଣରେ ୯ ପାକିସ୍ତାନୀ ସେନାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପାକିସ୍ତାନର…
ଟୋକିଓ,୧।୯: ଜାପାନର ଫୁକୁସିମା ଆଣବିକ କାରଖାନାରୁ ବା ନ୍ୟୁକ୍ଲିୟର ପ୍ଲାଣ୍ଟରୁ ରେଡିଓଆକ୍ଟିଭ ଜଳକୁ ପ୍ରଶାନ୍ତ ମହାସାଗରରେ ଛାଡିବାକୁ ନେଇ ଚାଇନା କ୍ରୋଧିତ ହୋଇଛି। ଏଭଳି ପରିସ୍ଥିତିରେ ଦୁଇ…