ବେଲୁଚିସ୍ତାନ,୧୪।୮: ପାକିସ୍ତାନର ବେଲୁଚିସ୍ତାନକୁ ଯାଇ ଖଣିଜ ସମ୍ପଦ ଲୁଟୁଥିବା ଚାଇନାକୁ ଅଲଟିମେଟମ ମିଳିଛି। ଚାଇନାକୁ ଚେତାବନୀ ଦିଆଯାଇଛି କି ୯୦ ଦିନ ମଧ୍ୟରେ ଯଦି ସେ ବେଲୁଚିସ୍ତାନରୁ…
ପ୍ୟୋଙ୍ଗୟାଙ୍ଗ,୧୪ା୮: ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ ଉନ୍ ଦେଶରେ ଝଡ଼ ଯୋଗୁ ସୃଷ୍ଟି ହୋଇଥିବା କ୍ଷୟକ୍ଷତି ରୋକିବାରେ ବିଫଳ ହୋଇଥିବା ଦାୟିତ୍ୱହୀନ ଅଧିକାରୀମାନଙ୍କ ଉପରେ ପ୍ରବଳ…
ଢାକା,୧୪ା୮: ବାଂଲାଦେଶରେ ଡେଙ୍ଗୁ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ପ୍ରତିଦିନ ଏଠାରୁ ଅଧିକରୁ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି। ୨୪ ଘଣ୍ଟାରେ ଡେଙ୍ଗୁ ରୋଗରେ ୧୧ ଜଣଙ୍କର…
ବେଜିଂ,୧୪ା୮: ଚାଇନାର ସିୟାନରେ ପ୍ରବଳ ବର୍ଷା ପ୍ରଭାବରେ ମାଟି ଧସିବାରୁ ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ନିଖୋଜ ଅଛନ୍ତି। ଜିଆନ ଜିଲାର ଚାଙ୍ଗର…
କରାଚୀ/ବେଜିଂ,୧୪ା୮: ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ଙ୍କ ବୃହତ୍ ମହତ୍ୱାକାଂକ୍ଷୀ ଯୋଜନା ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି)କୁ ପାକିସ୍ତାନୀଙ୍କ ବିରୋଧ ବଢ଼ିବାରେ ଲାଗିଛି। ଋଣଭାରରେ ଛନ୍ଦି ହୋଇଯାଇଥିବା ପାକିସ୍ତାନର…
ଇସଲାମାବାଦ୍,୧୩।୮: ପାକିସ୍ତାନର ବାଲୋଚିସ୍ତାନରେ ଚାଇନାର ଇଞ୍ଜିନିୟରଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୪ ଜଣ ଚାଇନା ଇଞ୍ଜିନିୟରଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଛି।…
ଟାଲୋହାସି,୧୩।୮: ଆମେରିକା ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। କ୍ୟାବିନ ପ୍ରେସର କମ ହେବା କାରଣରୁ ବିମାନଟି ମାତ୍ର ୩ ମିନିଟରେ ୧୫,୦୦୦ଫୁଟ ତଳକୁ…
ଟୋକିଓ,୧୩ା୮: ଜାପାନର ଜଣେ ବ୍ୟକ୍ତି ଯିଏ କି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ମଣିଷରୁ କୁକୁର ରୂପ ନେଇଥିଲେ। ଏହା ପରେ ଲୋକମାନେ ଭାବୁଥିବେ ସେ ବୋଧେ…
ମସ୍କୋ,୧୩ା୮: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଶେଷ ହେବାର ନାଁ ନେଉନି। ପରସ୍ପର ପ୍ରତି ଆକ୍ରମଣ ପ୍ରତିଆକ୍ରମଣ ଜାରି ରଖିଛନ୍ତି। ରବିବାର ୟୁକ୍ରେନ ଦ୍ୱାରା କରାଯାଇଥିବା ଡ୍ରୋନ୍…
ଇସଲାମାବାଦ,୧୩।୮ : ବାଲୁଚିସ୍ତାନର ଗ୍ବାଦର ସହରରେ ଚାଇନାର ଇଞ୍ଜିନିୟରମାନଙ୍କ କନଭେନ ଉପରେ ପ୍ରବଳ ଆକ୍ରମଣ ହୋଇଛି। ସୁରକ୍ଷାକର୍ମୀ ଏବଂ ଆକ୍ରମଣକାରୀଙ୍କ ମଧ୍ୟରେ ଅନେକ ଘଣ୍ଟା ଧରି ଗୁଳି…