ଅନ୍ତର୍ଜାତୀୟ

ହ୍ବାଇଟ ହାଉସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ବାଗତ କଲେ ବାଇଡେନ

ଓ୍ବାଶିଂଟନ,୨୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଛନ୍ତି। ଏହି ସମୟରେ ପିଏମ ମୋଦିଙ୍କୁ ହ୍ବାଇଟ ହାଉସରେ ସ୍ବରଗତ କରାଯାଇଥିଲା। ବାଇଡେନଙ୍କ ବ୍ୟତୀତ…

2 years ago

୨୨ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା

କଲମ୍ବୋ, ୨୨।୬: ଶ୍ରୀଲଙ୍କା ନୌସେନା ପକ୍ଷରୁ ଗୁରୁବାର ୨୨ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ଅଭିଯୋଗ ହୋଇଛି ଯେ ଏହି ମତ୍ସ୍ୟଜୀବୀମାନେ ଜାଫନାର ଡେଲଫ୍ଟ ଦ୍ୱୀପର ଉତ୍ତର-ପଶ୍ଚିମ…

2 years ago

ବିଶ୍ୱରେ ବଢୁଛି ମୋଦିଙ୍କ ଲୋକପ୍ରିୟତା, କାରଣ ଜାଣିଲେ…

ନ୍ୟୁୟର୍କ/ନୂଆଦିଲ୍ଲୀ,୨୨ା୬: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କ୍ରମାଗତ ଭାବେ ବୃଦ୍ଧି ପାଉଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର୍‌ରେ ୮୯.୫ ମିଲିୟନ ଫଲୋଅର୍ସଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି…

2 years ago

ସ୍ପେଶ ମିଶନ: ଏକାଠି ହେବେ ଭାରତ-ଆମେରିକା

ଓ୍ବାଶିଂଟନ,୨୨।୬: ଭାରତ-ଆମେରିକା ୨୦୨୪ପାଇଁ ମିଳିତ ମହାକାଶଚାରୀ ମିଶନ ଘୋଷଣା କରିଛନ୍ତି॥ ହ୍ବାଇଟ ହାଉସ ପକ୍ଷରୁ ଗୁରୁବାର କୁହାଯାଇଛିି ଯେ ଭାରତ ଆର୍ଟେମିସ ଚୁକ୍ତିରେ ଯୋଗଦେବାକୁ ନିଷ୍ପତ୍ତି ନେଇଛି…

2 years ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆମେରିକା ଗସ୍ତ ମଧ୍ୟରେ ୨୦୨୪ ମିଳିତ ମହାକାଶଚାରୀ ମିଶନର ଘୋଷଣା

ଓ୍ବାଶିଂଟନ,୨୨।୬: ଭାରତ-ଆମେରିକା ୨୦୨୪ ପାଇଁ ମିଳିତ ମହାକାଶଚାରୀ ମିଶନ ଘୋଷଣା କରିଛି। ହ୍ବାଇଟ ହାଉସ ଗୁରୁବାର କହିଛି ଯେ ଆର୍ଟେମିସ ଚୁକ୍ତିରେ ଯୋଗଦେବାକୁ ଭାରତ ନିଷ୍ପତ୍ତି ନେଇଛି…

2 years ago

ସାମରିକ ସୁରକ୍ଷାରେ ଐତିହାସିକ ନିଷ୍ପତ୍ତି

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୨ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪ ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଗୁରୁବାର  ମୋଦି ଏବଂ ଜେନେରାଲ ଇଲେକ୍ଟ୍ରିକ ଚେୟାରମ୍ୟାନ ଏଚ୍‌ ଲରେନ୍ସ କୁଲପ ଜୁନିୟରଙ୍କ ବୈଠକ…

2 years ago

ପ୍ରତିରକ୍ଷା ଏବଂ ଶିଳ୍ପ କ୍ଷେତ୍ରରେ ନୂଆ ମାଇଲଖୁଣ୍ଡ ସ୍ଥାପନ କରିବ କି ମୋଦିଙ୍କ ଆମେରିକା ଗସ୍ତ

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୨୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ତେବେ ମୋଦିଙ୍କ ଗସ୍ତକୁ ଭାରତ ପାଇଁ ଐତିହାସିକ ମୁହୂର୍ତ୍ତ ବୋଲି କୁହାଯାଉଛି। ଏହି ଗସ୍ତ ଦୁଇ…

2 years ago

ହୋଲି ପ୍ରତିବନ୍ଧକ ପ୍ରତ୍ୟାହାର କଲେ ସରକାର

ଇସଲାମାବାଦ,୨୨ା୬: ପାକିସ୍ତାନ ବିଶ୍ୱବିଦ୍ୟାଳୟରେ ହୋଲି ଖେଳିବାକୁ ବାରଣ କରିବା ନିଷ୍ପତ୍ତି ପ୍ରତ୍ୟାହାର କରାଯାଇଛି। ପାକିସ୍ତାନ ସରକାର ଏହାର ଆଦେଶକୁ ନେଇ ଅସୁବିଧାରେ ପଡ଼ିବା ପରେ ଏହାକୁ ପ୍ରତ୍ୟାହାର…

2 years ago

ବାଇଡେନଙ୍କ ସହ ପ୍ରେସ କନଫରେନ୍ସ କରିବେ ମୋଦି, ଦୁଇଟି ପ୍ରଶ୍ନର ଦେବେ ଉତ୍ତର

ଓ୍ବାଶିଂଟନ,୨୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଆମେରିକା ଗସ୍ତରେ ଅଛନ୍ତି। ଜୁନ ୨୧ରେ ସେ ଆମେରିକାରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ସେଠାରେ…

2 years ago

ଚାଇନା ସପକ୍ଷରେ ନ୍ୟୁଜିଲାଣ୍ଡ

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଚାଇନା ରାଷ୍ଟ୍ରପତିି ଜିନପିଙ୍ଗଙ୍କୁ ଏକଛତ୍ରବାଦୀ ଶାସକ ବୋଲି କହି ଟାର୍ଗେଟ କରିଥିଲେ। ଯାହାକୁ ନେଇ ଚାଇନା ତୀବ୍ର ବିରୋଧ କରିଥିଲା। ଚାଇନାର…

2 years ago