ମାନିଲା,୧।୫ : ସୋମବାର ମାନିଲା ବିମାନବନ୍ଦରର ଟର୍ମିନାଲ ୩ ରେ ହଠାତ ବିଦ୍ୟୁତ ସରବରାହ ବନ୍ଦ ହେବା ଯୋଗୁ ୪୦ଟି ବିମାନ ଉଡ଼ାଣ ବାତିଲ କରାଯାଇଥିଲା। ବିମାନବନ୍ଦରରେ…
ଟୋକିଓ,୧ା୫: ‘ଆଲିବାବା ଗ୍ରୁପ୍ ହୋଲ୍ଡିଂ ଲିମିଟେଡ’ର ସହ-ପ୍ରତିଷ୍ଠାତା ତଥା ଚାଇନା ବିଲିୟନେୟାର୍ ଜ୍ୟାକ୍ ମା’ ‘ୟୁନିଭର୍ସିଟି ଅଫ୍ ଟୋକିଓ’ର ‘ଟୋକିଓ କଲେଜ’ରେ ଗବେଷଣା କରିବା ସହିତ ପିଲାଙ୍କୁ…
ଲଣ୍ଡନ,୧।୫ : କିଙ୍ଗ ଚାଲର୍ସ ତୃତୀୟଙ୍କର ଲଣ୍ଡନର ୱେଷ୍ଟମିନିଷ୍ଟର ଆବେରେ ମେ ୬ ରେ ରାଜ୍ୟାଭିଷେକ ହେବାକୁ ଯାଉଛି। ଏହା ପରେ ଚାଲର୍ସ ଆନୁଷ୍ଠାନିକ ଭାବରେ ବ୍ରିଟେନର…
ଓ୍ବାଶିଂଟନ୍,୧ା୫: ଦକ୍ଷିଣ ଚାଇନା ସାଗର (ଏସ୍ସିଏସ୍)ର ବିବାଦୀୟ ଜଳରାଶିରେ ଔଦ୍ଧତ୍ୟ ନ ଦେଖାଇବାକୁ ଆମେରିକା ପକ୍ଷରୁ ଚାଇନାକୁ ତାଗିଦ୍ କରାଯାଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ସୋମବାର…
ଆଙ୍କାରା,୧ା୫: ସିରିଆରେ ଆଇଏସ୍ଆଇଏସ୍ ମୁଖ୍ୟ ଆବୁ ହୁସେନ ଅଲ-କୁରେଶୀଙ୍କୁ ହତ୍ୟା କରାଯାଇଥିବା ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନ କହିଛନ୍ତି। ସେ କହିଛନ୍ତି, ‘ମୁଁ ପ୍ରଥମ ଥର ଏଠାରେ ଏଠାରେ…
ମାଡ୍ରିଡ୍,୧ା୫: ସ୍ପେନର ଏକ ବିମାନବନ୍ଦର ନିକଟରେ ଦୁଇଟି ଅଲଟ୍ରାଲାଇଟ୍ ବିମାନ ଧକ୍କା ହେବାରୁ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ରବିବାର ଉତ୍ତର-ପୂର୍ବ ସ୍ପେନରେ ଏହି ଦୁର୍ଘଟଣା…
ଲଣ୍ଡନ,୩୦।୪ : ଫାର୍ମା ଏବଂ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଦେଶର ଅଗ୍ରଗତି ଉପରେ ଆଲୋକପାତ କରି କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ରବିବାର କହିଛନ୍ତି ୨୦୨୫ ସୁଦ୍ଧା ଭାରତୀୟ…
ଓ୍ବାଶିଂଟନ,୩୦।୪ : ଆମେରିକାର ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେଶନ (ଏଫବିଆଇ)ର ନିର୍ଦ୍ଦେଶକ କ୍ରିଷ୍ଟୋଫର୍ ରେ ଏକ ବଡ଼ ସୂଚନା ଦେଇଛନ୍ତି। ସେ ପ୍ରକାଶ କରିଛନ୍ତି ଚାଇନାର ହ୍ୟାକରଙ୍କ…
ଇସଲାମାବାଦ,୩୦।୪ : ନିକଟରେ ପାକିସ୍ତାନରୁ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଖବର ହେଉଛି, ଏଠାରେ ଅନେକ ମାତାପିତା ମୃତ୍ୟୁ ପରେ ସେମାନଙ୍କ ଝିଅମାନଙ୍କ କବରରେ ତାଲା ପକାଉଛନ୍ତି। ମୃତ…
ଲଣ୍ଡନ,୩୦।୪: କେନ୍ଦ୍ର ମନ୍ତ୍ରୀ ଡା. ଜିତେନ୍ଦ୍ର ସିଂ ଏବେ ବ୍ରିଟେନ ଗସ୍ତରେ ଅଛନ୍ତି। ରବିବାର ସେ ଭାରତୀୟ ଦୂତାବାସ ‘ଇଣ୍ଡିଆ ହାଉସ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୦୦…