ଅନ୍ତର୍ଜାତୀୟ

ନେତାଜୀ ଜୟନ୍ତୀରେ ଥାଇଲାଣ୍ଡରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ଓଡ଼ିଆ ପୁଅ ସତ୍ୟ

ବ୍ୟାଙ୍କକ୍‌/ଭୁବନେଶ୍ୱର,୨୩ା୧(ବ୍ୟୁରୋ): ସ୍ବାଧୀନତା ସଂଗ୍ରାମର କର୍ଣ୍ଣଧାର, ମହାନ ଦେଶପ୍ରେମୀ, ତେଜସ୍ବୀ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ଓଡ଼ିଶା ମାଟିର ପୁଅ ସତ୍ୟ ସୂତାର ଥାଇଲାଣ୍ଡରେ ଶ୍ରଦ୍ଧାଞ୍ଜଳି…

2 years ago

କୁରାନ ଜଳାକୁ ନେଇ ସ୍ବିଡ଼େନର ନାଟୋ ସଦସ୍ୟତା ବାଟରେ ସୃଷ୍ଟି ହୋଇପାରେ ବାଧା, ତୁର୍କୀ ଦେଲା ଚେତାବନୀ…

ଷ୍ଟକହୋମ,୨୩।୧ : ପବିତ୍ର କୁରାନ ଜଳାକୁ ନେଇ ସ୍ବିଡ଼େନର ନାଟୋ ସଦସ୍ୟତା ବାଟରେ ବାଧା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ତୁର୍କୀ ଏନେଇ ସ୍ବିଡେନର ପ୍ରତିରକ୍ଷା ମନ୍ତ୍ରୀଙ୍କ…

2 years ago

ନୂଆ ସଙ୍କଟରେ ପାକିସ୍ତାନ: ପାଓ୍ବାର ସିଷ୍ଟମ ଫେଲ୍‌…

ଇସଲାମାବାଦ,୨୩।୧ : ଗୋଟିଏ ପରେ ଗୋଟିଏ ସଙ୍କଟ ଦେଇ ପାକିସ୍ତାନ ଗତି କରୁଛି। ଭୟଙ୍କର ଅର୍ଥନୈତିକ ସଙ୍କଟ ଏବଂ ମୁଦ୍ରାସ୍ଫୀତିରୁ ମୁକ୍ତି ପାଇବାରେ ଅସମର୍ଥ ହେଉଥିବା ପାକିସ୍ତାନ…

2 years ago

ତାଲିବାନ ପାଖରେ ଚାଇନା ତିଆରି ଆଧୁନିକ ଅସ୍ତ୍ରଶସ୍ତ୍ର…

ଇସଲାମାବାଦ/ଓ୍ବାଶିଂଟନ,୨୩।୧ : ତାଲିବାନକୁ ଚାଇନା ଆଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଉଛି। ଜାମେଷ୍ଟାଉନ ଫାଉଣ୍ଡେଶନ ଦ୍ୱାରା ପ୍ରକାଶିତ ଲେଖକ ଜାଫର ଇକବାଲ ୟୁସୁଫଜାଇଙ୍କ ପୁସ୍ତକ ‘ଦ ଟ୍ରବୁଲ ଟ୍ରାଙ୍ଗେଲ:ୟୁଏସ୍‌-ପାକିସ୍ତାନ ରିଲେଶନ…

2 years ago

ଆମେରିକା ସହିତ ସମ୍ପର୍କ ଖରାପ କରିବାକୁ ଚାହୁଁନି ବାଂଲାଦେଶ…

ବାଂଲାଦେଶ,୨୩।୧ : ବାଂଲାଦେଶ ରୁଷିଆକୁ ଆମେରିକା ଦ୍ୱାରା ନିଷିଦ୍ଧ ଜାହାଜ ମାଧ୍ୟମରେ ସାମଗ୍ରୀ ପଠାଇବାକୁ ଅନୁରୋଧ କରିଛି। ଏହା ସହିତ ବୈଦେଶିକ ମନ୍ତ୍ରୀ ଡକ୍ଟର ଏ.କେ ଅବଦୁଲ…

2 years ago

ଚାଇନାରେ କରୋନା ତାଣ୍ଡବ: ୭ ଦିନରେ ୧୩ ହଜାର ମୃତ୍ୟୁ, ୧୧୦ କୋଟି ସଂକ୍ରମିତ…

ବେଜିଂ,୨୩।୧ : ଚାଇନାରେ କରୋନା ତାଣ୍ଡବ ରଚିଛି। ଏକ ସପ୍ତାହ ମଧ୍ୟରେ ୧୨ ହଜାର ୬୫୯ ଜଣଙ୍କର ମୃତ୍ୟୁ ହୋଇଛି। ଏହି ସଂଖ୍ୟା କେବଳ ସେହି ଲୋକମାନଙ୍କର…

2 years ago

ସର୍ବାଧିକ ସଂଖ୍ୟକ ଶିଶୁ ଜନ୍ମ ଦେଇ ରେକର୍ଡ କରିଥିଲେ ମହିଳା

ସର୍ବାଧିକ ସଂଖ୍ୟକ ଶିଶୁ ଜନ୍ମ ଦେବାରେ ରୁଷିଆର ଜଣେ ମହିଳାଙ୍କ ନାଁରେ ରେକର୍ଡ ରହିଛି। ରୁଷିଆର ଜଣେ କୃଷକ ଫିଡୋର ଭାସିଲିଭଙ୍କ ପ୍ରଥମ ସ୍ତ୍ରୀ ରେକର୍ଡ ସଂଖ୍ୟକ…

2 years ago

ପୃଥିବୀର ବିରଳ ଉପାଦାନ ଉପରେ ଚାଇନା ପ୍ରାଧାନ୍ୟ ବୃଦ୍ଧି ନେଇ ବିପଦ ଆଶଙ୍କା: ଚିନ୍ତାରେ ଆମେରିକା…

ବେଜିଂ/ଓ୍ବାଶିଂଟନ,୨୩।୧ : ପୃଥିବୀର ବିରଳ ଉପାଦାନ ବଜାରରେ ଚାଇନାର ବଢୁଥିବା ପ୍ରାଧାନ୍ୟ ଆମେରିକା ସମେତ ଅନେକ ବଡ ଦେଶର ଚିନ୍ତାକୁ ବଢ଼ାଇ ଦେଇଛି। ରିପୋର୍ଟ ଅନୁଯାୟୀ, ଚାଇନା…

2 years ago

କଲିଫର୍ନିଆରେ ୧୦ ଜଣଙ୍କୁ ଗୁଳିକରି ହତ୍ୟା କରିବା ପରେ ନିଜକୁ ଗୁଳିକଲେ ଶୁଟର

କାଲିଫର୍ନିଆ,୨୩ ।୧: ଆମେରିକାର କାଲିଫର୍ନିଆରେ ମୋଂଟେର ପାର୍କରେ ଚାଇନା ନୂଆବର୍ଷ ପାଳନ କରାଯାଉଥିବା ସମୟରେ ହୋଇଥିବା ଗୁଳିକାଣ୍ଡରେ ୧୦ ଜଣଙ୍କ ମୃତ୍ୟୁ ହୋଇଯାଇଛି । କାଲିଫର୍ନିଆ ପୋଲିସ…

2 years ago

ପାନାମା ମାମଲାରେ ନୱାଜ ଶରିଫଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପାଇଁ ବାଜୱା ଦାୟୀ: ଇମ୍ରାନ

ଇସଲାମାବାଦ,୨୩ ।୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଲଗାତାର ନୱାଜ ଶରିଫ ଓ ତାଙ୍କ ଦଳକୁ ଟାର୍ଗେଟ କରି ଚାଲିଛନ୍ତି । ଏଥିପାଇଁ ସେ କୌଣସି…

2 years ago