ଅନ୍ତର୍ଜାତୀୟ

ଭାନୁଅତୁରେ ଭୂକମ୍ପ

ପୋର୍ଟ ଭିଲା,୮ ।୧: ଭାନୁଅତୁରେ ରବିବାର ଏକ ଭୂକମ୍ପ ଅନୁଭୁତ ହୋଇଛି । ଭୁକମ୍ପର କେନ୍ଦ୍ରସ୍ଥଳ ପୋର୍ଟ ଓଲରି ଉପକୂଳ ରହିଥିଲା । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ…

2 years ago

କାଲିଫର୍ନିଆରେ ପ୍ରବଳ ଝଡ଼ବର୍ଷା ଆଶଙ୍କା

ଓ୍ବାଶିଂଟନ,୮ା୧: କାଲିଫର୍ନିଆରେ ପ୍ରବଳ ଝଡ଼ବର୍ଷା ଯୋଗୁ ହଜାର ହଜାର ଲୋକଙ୍କୁ ଅନ୍ଧାରରେ ରହିବାକୁ ପଡ଼ିବ। ସୋମବାର ପ୍ରବଳ ଝଡ଼ ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏଥିସହ…

2 years ago

୨ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା: ଚାଲିଗଲା ୩୮ ଜୀବନ

ଡାକର,୮।୧: କେନ୍ଦ୍ରୀୟ ସେନେଗାଲର କାଫ୍ରିନ ନିକଟରେ ଦୁଇଟି ବସ ମଧ୍ୟରେ ମୁହାଁମୁହିଁ ଧକ୍କାରେ ପ୍ରାୟ ୩୮ ଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ…

2 years ago

ଦକ୍ଷିଣ-ପୂର୍ବ ଏସିଆରେ କର୍ମଚାରୀଙ୍କ କାର୍ଯ୍ୟ ସମୟ ଅଧିକ, ଆମେରିକା-ୟୁରୋପରେ ସ୍ଥିତିରେ ସୁଧାର: ଆଇଏଲଓ ରିପୋର୍ଟ…

ଜେନେଭା,୮।୧ : ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଓ) ସପ୍ତାହରେ ହାରାହାରି କାର୍ଯ୍ୟ ସମୟ ଉପରେ ଏକ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଏବଂ ପୂର୍ବ…

2 years ago

ରାସାୟନିକ ଆକ୍ରମଣ ଷଡ଼ଯନ୍ତ୍ର: ଜର୍ମାନୀରେ ଇରାନୀ ନାଗରିକ ଗିରଫ…

ବର୍ଲିନ,୮।୧ : ଜର୍ମାନୀର ପୋଲିସ ଇରାନର ଜଣେ ନାଗରିକଙ୍କୁ ଗିରଫ କରିଛି। ପୋଲିସ ଅଭିଯୋଗ କରିଛି ଯେ ଅଭିଯୁକ୍ତ ଜଣକ ଏକ ବଡ ରାସାୟନିକ ଆକ୍ରମଣ ଷଡ଼ଯନ୍ତ୍ର…

2 years ago

ଆତ୍ମଜୀବନୀରେ ଭାଇ ୱିଲିୟମଙ୍କ ସହିତ ପିତା ଚାଲର୍‌ସଙ୍କୁ ବି ଟାର୍ଗେଟ…

ଲଣ୍ଡନ,୮।୧ : ଜାନୁଆରୀ ୧୦ ରେ ପ୍ରକାଶିତ ହେବାକୁ ଥିବା ତାଙ୍କ ଆତ୍ମଜୀବନୀ ‘ସ୍ପେୟାର’ରେ ପ୍ରିନ୍ସ ହ୍ୟାରି ତାଙ୍କ ବ୍ୟକ୍ତିଗତ ଜୀବନର ଆଶ୍ଚର୍ଯ୍ୟଜନକ ଘଟଣା ବିଷୟରେ ବିସ୍ତୃତ…

2 years ago

ହ୍ୟାରିଙ୍କ ପ୍ରସଙ୍ଗରେ ଜବାବ ଦେବାକୁ ରାଜପରିବାର ସ୍ଥାପନ କଲା ଭର୍ଚୁଆଲ ଓ୍ବାର ରୁମ୍‌: ଆତ୍ମଜୀବନୀ ଉପରେ ରୋକ ଲାଗିବା ଯୋଜନା…

ଲଣ୍ଡନ,୮।୧ : ବ୍ରିଟେନ ରାଜ ପରିବାରରେ ଏବେ ସଙ୍କଟ ଲାଗି ରହିଛି। ପ୍ରିନ୍ସ ହ୍ୟାରିଙ୍କ ଆତ୍ମଜୀବନୀ ସ୍ପେୟାର ନେଇ ଏଭଳି ସ୍ଥିିତି ସୃଷ୍ଟି ହୋଇଛି। ଏହା ରାଜପରିବାରର…

2 years ago

ପାକିସ୍ତାନକୁ ଆଇଏମଏଫ ପକ୍ଷରୁ ଝଟକା: ଶେହବାଜଙ୍କ ଦାବିକୁ ଖଣ୍ଡନ…

ଇସଲାମାବାଦ,୮।୧ : ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ରବିବାର କହିଛି ଯେ ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଭା ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ମଧ୍ୟରେ ବାର୍ତ୍ତାଳାପ…

2 years ago

ହ୍ୟାରିଙ୍କ ଆତ୍ମଜୀବନୀ ଉପରେ ମନ୍ତବ୍ୟ ଦେବାକୁ ମନା କଲେ ଋଷି ସୁନକ…

ଲଣ୍ଡନ,୮।୧ : ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ପ୍ରିନ୍ସ ହ୍ୟାରିଙ୍କ ଆତ୍ମଜୀବନୀ ନେଇ ଜାରି ରହିଥିବା ବିବାଦ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଆଫଗାନିସ୍ତାନରେ ହ୍ୟାରିଙ୍କ ନିୟୋଜନ…

2 years ago

କରୋନା ସଂକ୍ରମଣ ସମୟରେ ଜେଲରେ ରଖିଥିବା ଲୋକଙ୍କୁ ମୁକ୍ତ କରିବ ଚାଇନା, ଫେରାଇବ ଜବତ ସମ୍ପତ୍ତି…

ବେଜିଂ,୮।୧ : ତିନି ବର୍ଷ ପୁରୁଣା ଶୂନ-କୋଭିଡ ନୀତି ଶେଷ କରିବାର ଯୋଜନାର ଗୋଟିଏ ଦିନ ପୂର୍ବରୁ କୋଭିଡ ସମ୍ବନ୍ଧୀୟ ଘଟଣାରେ ଗିରଫ ହୋଇଥିବା ଲୋକଙ୍କୁ ମୁକ୍ତ…

2 years ago