ଅନ୍ତର୍ଜାତୀୟ

ମକ୍କାରେ ବାଦଲ ଫଟା ବର୍ଷା, ରାସ୍ତାରେ ବୁଡ଼ିଗଲା ଶହ ଶହ ଗାଡ଼ି…

ମକ୍କା,୨୪।୧୨ : ସୌଦି ଆରବର ମକ୍କା ସହରରେ ପ୍ରବଳ ବାଦଲ ଫଟା ବର୍ଷା ପରେ ହଠାତ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଯୋଗୁ ବ୍ୟାପକ କ୍ଷତି ଘଟିଛି।…

2 years ago

ଭାରତୀୟ ଉଚ୍ଚ ଆୟୋଗରେ ନିଆଁ ଲଗାଇବାକୁ ଧମକ

ମାଲେ,୨୪ା୧୨: ଶନିବାର ଭାରତୀୟ ହାଇ କମିଶନଙ୍କୁ ମାଳରେ ଟାର୍ଗେଟ କରି ଆତଙ୍କବାଦ ପ୍ରତି ନିଆଁ ଲଗାଇବା ଏବଂ ଉତ୍ତେଜନାକୁ ଦୃଢ଼ ନିନ୍ଦା କରିଛି ମାଳଦ୍ୱୀପ। ଏହି ବିପଦକୁ…

2 years ago

ଆମେରିକାର କୂଟନୈତିକ ପଦ ପାଇଁ ରିଚାର୍ଡ ବର୍ମା ମନୋନୀତ

ଓ୍ବାଶିଂଟନ,୨୪ା୧୨: ଆମେରିକାର ବରିଷ୍ଠ କୂଟନୈତିକ ପଦ ପାଇଁ ଭାରତୀୟ-ଆମେରିକୀୟ ଓକିଲ ରିଚାର୍ଡ ବର୍ମାଙ୍କୁ ମନୋନୀତ କରାଯାଇଛି। ଆମେରିକାରେ ରହୁଥିବା ଭାରତୀୟମାନେ ଏହି ନିଷ୍ପତ୍ତିକୁ ସ୍ବାଗତ କରିବା ସହ…

2 years ago

ଚାଇନାରେ ଗତ ୩ ମାସରେ ୧୩୦ ସବ୍‌-ଭାରିଆଣ୍ଟ ତାଣ୍ଡବ: ନୂଆ ଆକ୍ରାନ୍ତଙ୍କ ମୁହଁ-ଜିଭରେ କଳାଦାଗ…

ବେଜିଂ,୨୪।୧୨ : ଚାଇନା ବର୍ତ୍ତମାନ ଏହାର ସବୁଠାରୁ କଠିନ ସମୟ ଦେଇ ଗତି କରୁଛି। କରୋନା ମହାମାରୀର ନୂଆ ଲହର ଚାଇନାରେ ତାଣ୍ଡବ ସୃଷ୍ଟି କରିଛି। ପ୍ରତିଦିନ…

2 years ago

ପରିତ୍ୟକ୍ତ ଘରେ ଅଗ୍ନିକାଣ୍ଡ: ୨୦ ବରିଷ୍ଠ ନାଗରିକ ଜୀବନ୍ତ ଦଗ୍ଧ…

ମସ୍କୋ,୨୪।୧୨ : ରୁଷର କେମେରୋଭା ସହରରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି। ଶୁକ୍ରବାର-ଶନିବାର ବିଳମ୍ବିତ ରାତ୍ରରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ଏକ ପରିତ୍ୟକ୍ତ ଘରେ ବାସ କରୁଥିବା…

2 years ago

ନିର୍ବାଚନ ଲଢ଼ିବାକୁ ଟ୍ରମ୍ପଙ୍କୁ ନ ମିଳୁ ଅନୁମତି: ଯାଞ୍ଚ୍‌ କମିଟିର ଦାବି…

ଓ୍ବାଶିଂଟନ,୨୪।୧୨ : ଆମେରିକାର କ୍ୟାପିଟୋଲ ହିଲ ହିଂସାର ଯାଞ୍ଚ କରୁଥିବା ପ୍ୟାନେଲ ତାଙ୍କ ରିପୋର୍ଟରେ ସୁପାରିଶ କରିଛି ଯେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆସନ୍ତା…

2 years ago

ଦାଢ଼ି ରଖିଥିବା-ପଗଡ଼ି ବାନ୍ଧିଥିବା ଶିଖ୍‌ଙ୍କୁ ଆମେରିକା ମେରାଇନ କର୍ପସରେ ଅନୁମତି…

ଓ୍ବାଶିଂଟନ,୨୪।୧୨ : ଆମେରିକାର ଏକ କୋର୍ଟ ନୌସେନାରେ ନିଯୁକ୍ତି ପାଇଥିବା ଶିଖମାନଙ୍କୁ ଦାଢ଼ି ରଖିବା ଏବଂ ପଗଡ଼ି ବାନ୍ଧିବାକୁ ଅନୁମତି ଦେଇଛନ୍ତି। ଧାର୍ମିକ ଅନୁମତି ଦେବା ଦ୍ୱାରା…

2 years ago

ଗ୍ୟାସ ଟ୍ୟାଙ୍କରରେ ଭୟଙ୍କର ବିସ୍ଫୋରଣ: ୨୦ ମୃତ

କେପ୍‌ ଟାଉନ୍‌,୨୪।୧୨: ସାଉଥ ଆଫ୍ରିକାର ବକ୍ସବର୍ଗ ସହରରେ ଶନିବାର ସକାଳେ ଏକ ଭୟଙ୍କର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ଓଆର୍‌ ଟେମ୍ବୋ ମେମୋରିଆଲ ହସ୍ପିଟାଲଠାରୁ କିଛି ମିଟର…

2 years ago

ମାଇନସ୍‌ ୪୫ଡିଗ୍ରୀ ତଳକୁ ଖସିଲା ପାରଦ: ନ୍ୟୁୟର୍କରେ ଇମର୍ଜେନ୍ସି ଘୋଷଣା

ଶିକାଗୋ,୨୪ା୧୨: କରୋନା ସହିତ ବର୍ତ୍ତମାନ ଆମେରିକା ଶୀତଦିନିଆ ବାତ୍ୟା (ବମ୍ବ ସାଇକ୍ଲୋନ) ସହ ସଂଘର୍ଷ କରୁଛି। ବମ୍ବ ସାଇକ୍ଲୋନ ଯୋଗୁ ଯୁକ୍ତରାଷ୍ଟ୍ର ଆମେରିକାର ପଶ୍ଚିମ ମୋଣ୍ଟାନା ରାଜ୍ୟରେ…

2 years ago

କରୋନା ମୃତକଙ୍କୁ ନେଇ ଚାଇନାର ଦାବି ଉପରେ ଉଠିଲା ପ୍ରଶ୍ନ, ଡିସେମ୍ବରର ସଂଖ୍ୟା ଚକିତ କରୁଛି

ବେଜିଂ,୨୪ ।୧୨: ଚାଇନାରେ କରୋନାର ସଂକ୍ରମଣ ଲଗାତାର ଜାରି ରହିଛି ହସ୍ପିଟାଲରେ ଯେଉଁଠି ସଂକ୍ରମିତ ରୋଗୀଙ୍କ ଲମ୍ବା ଲାଇନ ଲାଗିଛି ଏପଟେ ମୃତ୍ୟୁ ସଂଖ୍ୟା ବି ବେଳକୁ…

2 years ago