ଅନ୍ତର୍ଜାତୀୟ

ପୁଣି କରୋନା ତଥ୍ୟ ଲୁଚାଉଛି ଚାଇନା

ବେଜିଂ,୨୩।୧୨: ଚାଇନାରେ କରୋନା ସଂକ୍ରମଣ ଅନିୟନ୍ତ୍ରିତ ହୋଇପଡିଛି। ଡାକ୍ତରଖାନାରେ ସଂକ୍ରମିତ ରୋଗୀମାନଙ୍କ ପାଇଁ ଆଉ ବେଡ୍‌ ମିଳୁନାହିଁ। ଦିନକୁ ଦିନ ନୂଆ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିବାରେ…

2 years ago

ଚାଇନାରେ କରୋନା ବିସ୍ଫୋରଣକୁ ଦେଖି ଡରିଗଲାଣି ଆମେରିକା

ୱାଶିଂଟନ,୨୩ ।୧୨: ଚାଇନାରେ କରୋନା ସଂକ୍ରମଣ ବେଳକୁ ବେଳ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦେଖି ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କନ ଚାଇନା ରାଷ୍ଟ୍ରପତି…

2 years ago

ପଦରୁ ହଟିଲେ ଇମ୍ରାନଙ୍କ ନିକଟତର ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ପରଭେଜ ଇଲାହି

ଇସଲାମାବାଦ,୨୩ ।୧୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ନିକଟତମ ତଥା ପଞ୍ଜାବ ପ୍ରାନ୍ତର ମୁଖ୍ୟମନ୍ତ୍ରୀ ଚୌଧୁରୀ ପରଭେଜ ଇଲାହିଙ୍କ ଉପରେ ଖଣ୍ଡା ଝୁଲିଛି । ରାଜ୍ୟପାଳ…

2 years ago

ପରମାଣୁ ଶକ୍ତିର ବ୍ୟବହାର ବୃଦ୍ଧି ପାଇଁ ନୂତନ ନୀତି ଗ୍ରହଣ କଲା ଜାପାନ

ଟୋକିଓ,୨୩ ।୧୨: ସାରା ବିଶ୍ୱରେ ଇନ୍ଧନ ଅଭାବ ମଧ୍ୟରେ ସ୍ଥିର ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରିବାକୁ ଏବଂ କାର୍ବନ ନିର୍ଗମନକୁ ହ୍ରାସ କରିବାକୁ ପରମାଣୁ ଶକ୍ତିର ଅଧିକ…

2 years ago

ଆମେ ଶାନ୍ତି ଚାହୁଁ: ଜେଲେନ୍‌ସ୍କି

ଓ୍ବାଶିଂଟନ୍‌, ୨୩।୧୨: ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୧୦ ମାସରୁ ଊର୍ଦ୍ଧ୍ୱ ଦିନ ବିତିଯାଇଥିବାବେଳେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ବୁଧବାର ଆମେରିକା ଗସ୍ତ କରିଛନ୍ତି। ଜେଲେନ୍‌ସ୍କି…

2 years ago

ଇସ୍ରାଏଲ୍‌ରେ ନୂଆ ସରକାର ଗଢ଼ିଲେ ନେତାନ୍ୟାହୁ

ଜେରୁଜେଲମ୍‌,୨୩ା୧୨:ଇସ୍ରାଏଲ୍‌ର ବରିଷ୍ଠ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ନୂଆ ସରକାର ଗଢ଼ିବାରେ ସଫଳ ହୋଇଛନ୍ତି। ଏ ସମ୍ପର୍କରେ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତିରେ…

2 years ago

ବିକିନି କିଲରଙ୍କୁ ମୁକ୍ତ କରିବାକୁ ମନାକଲା ଜେଲ

କାଠମାଣ୍ଡୁ,୨୨ା୧୨:ବିକିନି କିଲର ଭାବେ ପରିଚିତ ସିରିଏଲ୍‌ କିଲର ଚାର୍ଲସ ଶୋଭରାଜଙ୍କୁ ମୁକ୍ତ କରିଦେବା ଲାଗି ନେପାଳ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ତାଙ୍କୁ ଛାଡ଼ିବା ଲାଗି ଜେଲ କର୍ତ୍ତୃପକ୍ଷ…

2 years ago

କାନ୍ଦୁଛନ୍ତି ଆଫଗାନ୍‌ ଛାତ୍ରୀ

କାବୁଲ, ୨୩।୧୨:ଆଫଗାନିସ୍ତାନରେ ତାଲିବାନ ଶାସକ ଲୋକଙ୍କ ପାଇଁ ବୋଝ ସାଜିଛନ୍ତି। ବିଶେଷକରି ମହିଳା ଓ ଝିଅମାନଙ୍କ କ୍ଷେତ୍ରରେ ଏହି କଠୋରପନ୍ଥୀ ସରକାର ଅଧିକ କଡ଼ା ନିୟମ ଲାଗୁ…

2 years ago

ଚାଇନା ଅର୍ଥନୀତିକୁ ବଞ୍ଚାଇବାକୁ ଅଧିକାରୀଙ୍କ ନୂଆ ଆଦେଶ, କାମକୁ ଫେରିବେ ସଂକ୍ରମିତ

ବେଜିଂ,୨୩ ।୧୨: ଚାଇନାରେ କରୋନା ବିସ୍ଫୋରଣ ଉଗ୍ର ରୂପ ଧାରଣ କଲାଣି । ହେଲେ ଚାଇନା କମ୍ୟୁନିଷ୍ଟ ପ୍ରଶାସନ ଏହା ମାନିବାକୁ ପ୍ରସ୍ତୁତ ନୁହେଁ ଯେ ଦେଶରେ…

2 years ago

ୟୁକ୍ରେନ୍‌ ସହ ବନ୍ଦ କରିବାକୁ ଚାହୁଁଛନ୍ତି ପୁଟିନ, କିନ୍ତୁ…

କିଭ୍‌,୨୩।୧୨: ୟୁକ୍ରେନରେ ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛି ରୁଷିଆ, କିନ୍ତୁ ଏଥିପାଇଁ କୂଟନୈତିକ ସମାଧାନର ଆବଶ୍ୟକତା ରହିଛି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି। ପୁଟିନ କହିଛନ୍ତି,…

2 years ago