ଅନ୍ତର୍ଜାତୀୟ

ଚାଇନା ସହ ତିକ୍ତତା ମଧ୍ୟରେ ଆମେରିକା ଆରମ୍ଭ କଲା ‘ଚାଇନା ହାଉସ’

ୱାଶିଂଟନ,୧୭ ।୧୨: ଆମେରିକା ଓ ଚାଇନା ମଧ୍ୟରେ ବଢି ଚାଲିଥିବା ତିକ୍ତତା ମଧ୍ୟରେ ବାଇଡେନ ପ୍ରଶାସନ ଏହାର ବୈଦେଶିକ ବିଭାଗକୁ ଚାଇନା ସମ୍ବନ୍ଧୀୟ ନୀତିନିୟମକୁ ମଜଭୁତ କରିବାକୁ…

2 years ago

କିଭ୍‌ରେ ମିଶାଇଲ ବର୍ଷା

କିଭ୍‌,୧୭।୧୨: ରୁଷିଆ ପକ୍ଷରୁ ଶୁକ୍ରବାର କିଭ୍‌ ସମେତ ୪ ୟୁକ୍ରେନୀୟ ସହରରେ ୬୦ରୁ ଉର୍ଦ୍ଧ୍ୱ ମିଶାଇଲ ମାଡ଼ କରାଯାଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ…

2 years ago

‘ଗୁଜରାଟ କଂସେଇ ଏବେ ପ୍ରଧାନମନ୍ତ୍ରୀ’

ନ୍ୟୁୟର୍କ/ନୂଆଦିଲ୍ଲୀ,୧୭।୧୨: ଅଲ୍‌-କାଏଦା ମୁଖ୍ୟ ଓସାମା ବିନ୍‌ ଲାଡେନ ମୃତ। କିନ୍ତୁ ଗୁଜରାଟର କଂସେଇ ଏବେ ବି ଜୀବିତ ଏବଂ ସେ ଭାରତର ପ୍ରଧାନମନ୍ତ୍ରୀ ବୋଲି ପାକିସ୍ତାନ ବହିର୍ବ୍ୟାପାର…

2 years ago

ବ୍ରିଟେନରେ କେରଳର ନର୍ସଙ୍କ ସହ ଦୁଇ ଶିଶୁଙ୍କୁ ନିର୍ମମ ହତ୍ୟା

ଲଣ୍ଡନ,୧୭ ।୧୨: ବ୍ରିଟେନର ପୂର୍ବ ଇଂଲଣ୍ଡରୁ ଗୁରୁବାର ଏକ ବଡ ଖବର ସାମ୍ନାକୁ ଆସିଛି । ଏଠାକାର ନର୍ଥମ୍ପ୍‌ଟ ଅଞ୍ଚଳରେ ଜଣେ ଭାରତୀୟ ମୂଳ ବାସିନ୍ଦା ମହିଳା…

2 years ago

ଜାତିସଂଘ ଶରଣାର୍ଥୀ ଏଜେନ୍ସିର ସ୍ୱତନ୍ତ୍ର ଦୂତ ପଦରୁ ଇସ୍ତଫା ଦେଲେ ଆଞ୍ଜେଲିନା ଜୋଲି, ସିଧାସଳଖ ଯୋଡି ହେବେ ସଙ୍ଗଠନ ସହ

ଜେନେଭା,୧୭ ।୧୨: ଅଭିନେତ୍ରୀ ଆଞ୍ଜେଲିନା ଜୋଲି ଜାତିସଂଘ ଶରଣାର୍ଥୀ ଏଜେନ୍ସିର ବିଶେଷ ଦୂତ ପଦବୀରୁ ଇସ୍ତଫା ଦେଇଛନ୍ତି । ଏବେ ସେ ସିଧାସଳଖ ଶରଣାର୍ଥୀ ଓ ସଙ୍ଗଠନ…

2 years ago

ମୋଦିଙ୍କ ସହ ଫୋନ୍‌ରେ କଥା ହେଲେ ପୁଟିନ୍‌

ମସ୍କୋ/ନୂଆଦିଲ୍ଲୀ,୧୬।୧୨: ୟୁକ୍ରେନ୍‌ ଉପରେ ଜାରି ରଖିଥିବା ଆକ୍ରମଣ ମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ଏହି…

2 years ago

ଗାମ୍ବିଆରେ ୬୬ ଶିଶୁଙ୍କ ମୃତ୍ୟୁ: କମ୍ପାନୀ ଅଧିକାରୀଙ୍କ ଦାବି ଭୁଲରେ ଭାରତର କଫ ସିରପର ନାଁ ଯୋଡିଥିଲା ଡବ୍ଲୁଏଚଓ

ନୂଆଦିଲ୍ଲୀ/ବନଜୁଲ,୧୬ ।୧୨: ୱେଷ୍ଟ ଆଫ୍ରିକା ଦେଶ ଗାମ୍ବିଆରେ ହୋଇଥିବା ୬୬ ଶିଶୁଙ୍କ ମୃତ୍ୟୁ ପାଇଁ ଭାରତରେ ପ୍ରସ୍ତୁତ କଫ ସିରଫ ଦାୟୀ ବୋଲି ପ୍ରଥମେ ଅଭିଯୋଗ ଆଣିଥିଲା…

2 years ago

ଆବାସିକ ଭବନରେ ଅଗ୍ନିକାଣ୍ଡ, ୫ ଶିଶୁ ସମେତ ୧୦ ମୃତ

ପ୍ୟାରିସ,୧୬ା୧୨: ଶୁକ୍ରବାର ଫ୍ରାନ୍ସର ଲିୟନର ଏକ ଆବାସିକ କୋଠାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୫ ଜଣ…

2 years ago

୧୦୬ ବର୍ଷରେ ପ୍ରଥମଥର ଦରମା ବୃଦ୍ଧି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ନର୍ସ

ଲଣ୍ଡନ,୧୬ା୧୨: ବ୍ରିଟେନର ଜାତୀୟ ସ୍ବାସ୍ଥ୍ୟସେବାରେ ନିୟୋଜିତ ନର୍ସମାନେ ଦୀର୍ଘ ୧୦୬ ବର୍ଷ ପରେ ଧର୍ମଘଟ କରିଛନ୍ତି। ଯାହାକି ଇତିହାସରେ ପ୍ରଥମଥର। ଇଂଲଣ୍ଡ, ୱେଲ୍ସ ଏବଂ ଉତ୍ତର ଆୟର୍ଲାଣ୍ଡର…

2 years ago

‘ଘରେ ସାପ ପାଳିଲେ ଦଂଶନର ଶିକାର ହେବ’

ୱାଶିଂଟନ ,୧୬ା୧୨: ଆତଙ୍କବାଦ ପ୍ରସଙ୍ଗରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ପୁଣି ଥରେ ପାକିସ୍ତାନକୁ ନିନ୍ଦା କରିଛନ୍ତି। ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ଗ୍ଲୋବାଲ…

2 years ago