ଅନ୍ତର୍ଜାତୀୟ

ଆମେରିକାର ସେଣ୍ଟ୍ରାଲ କମାଣ୍ଡର ମୁଖ୍ୟଙ୍କ ଗସ୍ତ ସମୟରେ ଆଫଗାନିସ୍ତାନ-ପାକିସ୍ତାନ ସୀମାରେ ଗୁଳି ବିନିମୟ

କାବୁଲ/ଇସ୍‌ଲାମାବାଦ୍‌,୧୫।୧୨: ଆମେରିକାର ସେଣ୍ଟ୍ରାଲ କମାଣ୍ଡର ମୁଖ୍ୟ ଜେନେରାଲ ମାଇକେଲ ଏରିକ କୁରିଲାଙ୍କ ରାୱଲପିଣ୍ଡି ଗସ୍ତ ମଧ୍ୟରେ ଗୁରୁବାର ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଗୁଳି ବିନିମୟ ହୋଇଛି। ମାଇକେଲ ଏରିକ…

2 years ago

ସୀମାରେ ସାମରିକ ଭିତ୍ତିଭୂମି ନିର୍ମାଣ ଜାରି ରଖିଛି ଚାଇନା: ପେଣ୍ଟାଗନ

ଓ୍ବାଶିଂଟନ,୧୫।୧୨: ଭାରତ ସହ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟରେ ଚାଇନା କ୍ରମାଗତ ଭାବେ ସୈନ୍ୟ ସଂଖ୍ୟା ବଢ଼ାଇବା ସହ ସାମରିକ ଭିତ୍ତିଭୂମି କାର୍ଯ୍ୟ ଜାରି…

2 years ago

ରୁଷିଆ ଗୁଳିରେ ୟୁକ୍ରେନର ୨ ମୃତ

କିଭ୍‌,୧୫ା୧୨: ୟୁକ୍ରେନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ରୁଷିଆର ଗୁଳି ବିନିମୟରେ ଦକ୍ଷିଣ ୟୁକ୍ରେନର ମୁକ୍ତ ହୋଇଥିବା ଖେର୍ସନ ସହରରେ ଗୁରୁବାର ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।…

2 years ago

ନୀରବ ମୋଦି ଭାରତ ଆସିବା ବାଟ ଫିଟିଲା

ଲଣ୍ଡନ,୧୫।୧୨: ପଳାତକ ଭାରତୀୟ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ଭାରତ ପ୍ରତ୍ୟର୍ପଣ ବିରୋଧରେ ଶେଷ ଆବେଦନକୁ ବ୍ରିଟେନ୍‌ର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଛି। ଏହା ସହ…

2 years ago

ଆସିଲା ନୂଆ କର୍କଟ ଟିକା: ମୃତ୍ୟୁ ଆଶଙ୍କା ୪୪ ପ୍ରତିଶତ ହେବ କମ୍‌…

ଲଣ୍ଡନ,୧୫।୧୨ : ପ୍ରଥମ ଥର ପାଇଁ ଏଭଳି କର୍କଟ ଟିକା ପ୍ରସ୍ତୁତ କରାଯାଇଛି, ଯାହା ଦ୍ୱାରା ରୋଗୀଙ୍କ ମୃତ୍ୟୁ ଆଶଙ୍କା ୪୪ ପ୍ରତିଶତ ହ୍ରାସ ପାଇଛି। ବିଶେଷଜ୍ଞମାନେ…

2 years ago

ଭାରତ ପ୍ରତି ଚାଇନାର ଆକ୍ରୋଶ ମନୋଭାବକୁ ସମାଲୋଚନା କଲା ଆମେରିକା

ଓ୍ବାଶିଂଟନ୍‌,୧୫।୧୨: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ସାଂସଦ କଂଗ୍ରେସ ରାଜ କୃଷ୍ଣମୂର୍ତ୍ତି ଭାରତ ପ୍ରତି ଚାଇନାର ଆକ୍ରୋଶ ମନୋଭାବକୁ ତୀବ୍ର ସମାଲୋଚନା କରିଛନ୍ତି। ଏହାର ମୁକାବିଲା ପାଇଁ ଆମେରିକା…

2 years ago

‘ଭାରତକୁ ଉପଦେଶ ଦେବାର କୌଣସି ଅଧିକାର ନାହିଁ’

ଓ୍ବାଶିଂଟନ,୧୫ା୧୨: ମିଳିତ ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉଠାଇ ପାକିସ୍ତାନକୁ ଭାରତ ଉପଯୁକ୍ତ ଉତ୍ତର ଦେଇଛି। ଭାରତ କହିଛି, ଯେଉଁ ଦେଶ ଆତଙ୍କବାଦୀ ଓସାମା ବିନ୍‌ ଲାଡେନକୁ ପ୍ରଶୟ…

2 years ago

୨୦୨୩ରେ ଆମେରିକା ଜାରି କରିବ ୬୪,୭୧୬ ଅତିରିକ୍ତ ଏଚ୍‌-୨ବି ଭିଜା…

ଓ୍ବାଶିଂଟନ,୧୫।୧୨ : ୨୦୨୩ ଆର୍ଥିକ ବର୍ଷ ପାଇଁ ଆମେରିକା ଅସ୍ଥାୟୀ ଭାବରେ ୬୪,୭୧୬ ଅତିରିକ୍ତ ଏଚ୍‌-୨ବି ଭିଜା ଉପଲବ୍ଧ କରାଇବ। ଏହି ବର୍ଗର ଭିଜା ଅଣ କୁଶଳୀ…

2 years ago

ଆମେରିକାରେ ଶୀତକାଳୀନ ଝଡ ନେଇ ସତର୍କ ସୂଚନା ଜାରି…

ଓ୍ବାଶିଂଟନ,୧୫।୧୨ : ଆମେରିକାର ଟେକ୍ସାସ, ଓକଲାହୋମା ଏବଂ ଲୁଇସିୟାନାର କିଛି ଅଂଶରେ ଘୂର୍ଣ୍ଣିବଳୟ ହେବାର କିଛି ଘଣ୍ଟା ପରେ ୟଏକ ଭୟଙ୍କର ଶୀତକାଳୀନ ଝଡ ସୃଷ୍ଟି ହୋଇଛି…

2 years ago

ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କଲେ ବ୍ରିଟେନ-ଫ୍ରାନ୍ସ-ୟୁଏଇ…

ଜେନେଭା,୧୫।୧୨ : ବ୍ରିଟେନ, ଫ୍ରାନ୍ସ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ଭାରତର ସ୍ଥାୟୀ ସଦସ୍ୟତାକୁ ସମର୍ଥନ କରିଛନ୍ତି। ମିଳିତ…

2 years ago