ଅନ୍ତର୍ଜାତୀୟ

ଚଳିତ ବର୍ଷ ଇରାନରେ ୫୦୪ ଜଣଙ୍କୁ ମୃତ୍ୟୁଦଣ୍ଡ: ମାନବାଧିକାର ରିପୋର୍ଟ…

ତେହରାନ,୭।୧୨ : ଇରାନରେ ହିଜାବକୁ ନେଇ ଚାଲିଥିବା ବିରୋଧ ମଧ୍ୟରେ ଅତ୍ୟନ୍ତ ନିଷ୍ଠୁର ଖବର ସାମ୍ନାକୁ ଆସିଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ଏହି ଶିଆ ସଂଖ୍ୟାଗରିଷ୍ଠ ଦେଶରେ…

2 years ago

ଶତ୍ରୁତା-ଯୁଦ୍ଧ ଶେଷ କରି ଶାନ୍ତି ଆଲୋଚନା କରନ୍ତୁ ରୁଷିଆ-ୟୁକ୍ରେନ: ଭାରତର ପରାମର୍ଶ…

ଜେନେଭା,୭।୧୨ : ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ କହିଛନ୍ତି ଯେ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଜାରି ଶତ୍ରୁତାକୁ ତୁରନ୍ତ ବନ୍ଦ କରିବାକୁ…

2 years ago

ପୁରୁଷମାନେ ବି କାର୍ଯ୍ୟସ୍ଥଳରେ ହିଂସା-ଉତ୍ପୀଡନର ହେଉଛନ୍ତି ଶିକାର…

ଜେନେଭା,୭।୧୨ : କର୍ମକ୍ଷେତ୍ରରେ ହିଂସା ଏବଂ ନିର୍ଯାତନା ସାରା ବିଶ୍ୱରେ ବ୍ୟାପିବାରେ ଲାଗିଛି। ବିଶେଷକରି ମହିଳା, ଯୁବବର୍ଗ, ପ୍ରବାସୀ ତଥା ଦୈନିକ ମଜୁରୀ କର୍ମଚାରୀମାନେ ଏହାର ସମ୍ମୁଖୀନ…

2 years ago

ମୁନ୍‌ ମିଶନ ସମ୍ପୂର୍ଣ୍ଣ: ଓରିଅନ ପୃଥିବୀ ମୁହାଁ…

ଓ୍ବାଶିଂଟନ,୭।୧୨ : ଆମେରିକୀୟ ସ୍ପେସ ଏଜେନ୍ସି (ନାସା) ର ଓରିଅନ ମହାକାଶଯାନ ଚନ୍ଦ୍ର ମିଶନକୁ ସମାପ୍ତ କରିଛି। ସୋମବାର ଦିନ ଓରିଅନ ଚନ୍ଦ୍ରର ନିକଟବର୍ତ୍ତୀ ହୋଇ ପୃଥିବୀକୁ…

2 years ago

ଭାରତର ଧାର୍ମିକ ସ୍ବତନ୍ତ୍ରତା ପାଇଁ ସମର୍ଥନ ଜାରି ରହିବ: ଆମେରିକା…

ଓ୍ବାଶିଂଟନ,୭।୧୨ : ଧାର୍ମିକ ସ୍ବାଧୀନତା ପାଇଁ ଆମେରିକା ଭାରତକୁ ପ୍ରଶଂସା କରିଥିଲା। ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି ଯେ ବିଶ୍ୱର ସବୁଠୁ ବଡ…

2 years ago

ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ: ଆମେରିକା ଉସୁକାଉଥିବା ଅଭିଯୋଗ…

ମସ୍କୋ/ଓ୍ବାଶିଂଟନ,୭।୧୨ : ୟୁକ୍ରେନ କ୍ରମାଗତ ଦ୍ୱିତୀୟ ଥର ପାଇଁ ରୁଷିଆରେ ପ୍ରବେଶ କରି ଏହାର ଅନ୍ୟ ଏକ ବାୟୁସେନା ବେସକୁ ଧ୍ୱଂସ କରିଛି। ଡ୍ରୋନ ଆକ୍ରମଣରେ ବାୟୁସେନା…

2 years ago

ପ୍ରତି ୫ରେ ଜଣେ କର୍ମଚାରୀ ଉତ୍ପୀଡ଼ନର ଶିକାର

ଜେନେଭା,୭।୧୨: ବିଶ୍ୱରେ ପ୍ରତି ୫ ଜଣ କର୍ମଚାରୀଙ୍କ ମଧ୍ୟରୁ ଜଣେ କିମ୍ବା ତା’ଠାରୁ ଅଧିକ କାର୍ଯ୍ୟସ୍ଥଳରେ ଉତ୍ପୀଡ଼ନ କିମ୍ବା ହିଂସାର ଶିକାର ହେଉଛନ୍ତି। ଜାତିସଂଘ ଏବଂ ଇଣ୍ଟରନ୍ୟାଶନାଲ…

2 years ago

ରିପବ୍ଲିକାନ୍‌ ନେତା ଦୌଡ଼ରେ ଚଣ୍ଡିଗଡ଼ ଜନ୍ମିତ ହର୍‌ମିତ୍‌

ଓ୍ବାଶିଂଟନ,୭ା୧୨: ନିଜକୁ ପଞ୍ଜାବୀ ବୋଲି ଦାବି କରୁଥିବା ଚଣ୍ଡିଗଡ଼ ଜନ୍ମିତ ହର୍‌ମିତ୍‌ ଧିଲେଁା ଆମେରିକା ରିପବ୍ଲିକାନ୍‌ ପାର୍ଟିର ଶୀର୍ଷ ସାଂଗଠନିକ ନେତୃତ୍ୱ ଦୌଡ଼ରେ ସାମିଲ ହୋଇଛନ୍ତି। ପୂର୍ବତନ…

2 years ago

ବିସ୍ଫୋରଣରେ ୭ ମୃତ

କାବୁଲ,୭।୧୨: ଆଫଗାନିସ୍ତାନର ମଜାର-ଇ-ଶରିଫରେ ମଙ୍ଗଳବାର ବିସ୍ଫୋରଣରେ ୭ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ସ୍ଥାନୀୟ ପେଟ୍ରୋଲିୟମ୍‌ କମ୍ପାନୀ କର୍ମଚାରୀ ହୋଇଥିବା ଜଣାପଡ଼ିଛି। ମଜାର-ଇ-ଶରିଫଠାରେ ଥିବା ନୀଳ ମସ୍‌ଜିଦ୍‌ ନିକଟରେ…

2 years ago

ବିଭିନ୍ନ ଦେଶରେ ଚାଇନାର ୧୦୦ରୁ ଅଧିକ ପୋଲିସ ଷ୍ଟେଶନ…

ବେଜିଂ,୬।୧୨ : ଚାଇନାର ନୂଆ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ଯେଉଁଥିପାଇଁ ସାରା ବିଶ୍ୱରେ ଉତ୍ତେଜନା ସୃଷ୍ଟି ହୋଇଛି। ବାସ୍ତବରେ ଚାଇନା ଅନେକ ଦେଶରେ ୧୦୦ ରୁ ଅଧିକ…

2 years ago