ଅନ୍ତର୍ଜାତୀୟ

ୟୁକ୍ରେନୀୟଙ୍କ ଦୁର୍ଦ୍ଦଶା ଷ୍ଟାଲିନ୍‌ଙ୍କ ଗଣହତ୍ୟା ସଦୃଶ: ପୋପ୍‌

ଭାଟିକାନ୍‌ ସିଟି,୨୪ା୧୧: କ୍ୟାଥୋଲିକ୍‌ ଧର୍ମଗୁରୁ ପୋପ୍‌ ଫ୍ରାନ୍ସିସ୍‌ ବୁଧବାର ୟୁକ୍ରେନବାସୀଙ୍କ ଦୁର୍ଦ୍ଦଶାକୁ ଷ୍ଟାଲିନ୍‌ଙ୍କ ୯୦ ବର୍ଷ ତଳର ବର୍ବରତା ସହ ତୁଳନା କରିଛନ୍ତି। ସୋଭିଏତ୍‌ ସଂଘର ପୂର୍ବତନ…

2 years ago

ଚଳିତ ବର୍ଷ ପ୍ରତିଦିନ ୨୫୦୦ କୋଟି କ୍ଷତି ସହୁଛନ୍ତି ଏଲନ ମସ୍କ, ଟୁଇଟରରେ ପୂର୍ଣ୍ଣ ନିୟନ୍ତ୍ରଣର ସଂଘର୍ଷ ବଢାଉଛି ସମସ୍ୟା

ୱାଶିଂଟନ,୨୪ ।୧୧: ଟେଲସାର ସିଇଓ ଏଲନ ମସ୍କ ଯେବେଠାରୁ ଟୁଇଟର କିଣିଲେଣି ସେବେଠାରୁ କୌଣଓି ନା କୌଣସି କାରଣରୁ ସେ ଆସୁଛନ୍ତି ଚର୍ଚ୍ଚାକୁ । ଏବେ ସୂଚନା…

2 years ago

ରୁଷିଆ ଆତଙ୍କବାଦର ପୃଷ୍ଠପୋଷକ

କିଭ୍‌,୨୪ା୧୧: ୟୁରୋପୀୟ ପାର୍ଲାମେଣ୍ଟ ବୁଧବାର ରୁଷିଆକୁ ‘ଆତଙ୍କବାଦର ପୃଷ୍ଠପୋଷକ ରାଷ୍ଟ୍ର’ ଘୋଷଣା କରିଛି। ୟୁକ୍ରେନ୍‌ରେ ମସ୍କୋ ଲଗାତର ବର୍ବର ଆକ୍ରମଣ କରିବା ସହ ମାନବ ଅଧିକାର ଓ…

2 years ago

ମହାକାଶରେ ହେବ ସୋଲାର ଫାର୍ମ

ପ୍ୟାରିସ୍‌,୨୪।୧୧: ବୈଦ୍ୟୁତିକ ଶକ୍ତି ଉତ୍ପାଦନର ପ୍ରମୁଖ ସମ୍ବଳ ହେଉଛି କୋଇଲା। ଜଳବାୟୁ ପରିବର୍ତ୍ତନ କାରଣରୁ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏବେ କୋଇଲା ସଙ୍କଟ ମୁଣ୍ଡ ଟେକିଛିି। ଏଥିଯୋଗୁ…

2 years ago

ମିଳିମିଳା ବିଶ୍ୱ ପାଇଁ ବିପଦ, ଏହାକୁ ରୋକିବାକୁ ୯୫ ପ୍ରତିଶତ ଟିକାକରଣ ଜରୁରୀ : ଡବ୍ଲୁଏଚଓ

ଜେନେଭା,୨୪ ।୧୧: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ଓ ୟୁଏସ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନଶନ(ସଡିସି) ବୁଧବାର କହିଛି କରୋନା ଭାଇରସ ମହାମାରୀ ଆରମ୍ଭ ହେବାପରେ…

2 years ago

କିଭ୍‌ ଉପରେ ପୁଣି ଆକ୍ରମଣ କଲା ରୁଷିଆ

କିଭ୍‌,୨୩।୧୧: ରୁଷିଆ ୟୁକ୍ରେନ ଉପରେ ପୁଣି କ୍ଷେପଣାସ୍ତ୍ର ମାଡ କରିଛି। ରାଜଧାନୀ କିଭ୍‌ ଉପରେ ଏହି ଆକ୍ରମଣ ହୋଇଛି। କିଭ୍‌ ପ୍ରଶାସନ ଅନୁଯାୟୀ ବୁଧବାର ରୁଷିଆ ଆକ୍ରମଣରେ…

2 years ago

ଚାଇନାରେ କମିଲା ସୁନାର ଚାହିଦା

ବେଜିଂ,୨୩ା୧୧: ଚାଇନାରେ ଏହି ସପ୍ତାହରେ ସୁନାର ଚାହିଦା ହ୍ରାସ ପାଇଛି। କରୋନା ମହାମାରୀ ଯୋଗୁ ଲକ୍‌ଡାଉନ୍‌ ପାଇଁ ଏହି ଚାହିଦା ହ୍ରାସ ପାଇଛି। ତେବେ ଏହି ସମୟ…

2 years ago

ରୁଷିଆକୁ ‘ଆତଙ୍କବାଦ ପ୍ରାୟୋଜକ ଦେଶ’ ଘୋଷଣା କଲା ୟୁରୋପୀୟ ସଂସଦ

ଲଣ୍ଡନ,୨୩।୧୧: ୟୁରୋପୀୟ ସଂସଦ ରୁଷିଆକୁ ‘ଆତଙ୍କବାଦ ପ୍ରାୟୋଜକ ଦେଶ’ ଘୋଷଣା କରିଛି। ୟୁରୋପୀୟ ସଂସଦ ଯୁକ୍ତି କରିଛି, ୟୁକ୍ରେନ ଉପରେ ରୁଷିଆର ସାମରିକ ଆକ୍ରମଣ ସାଧାରଣ ନାଗରିକ,…

2 years ago

ଥରିଲା ତୁର୍କୀ, ୫୦ ଆହତ

ଆଙ୍କରା,୨୩ା୧୧: ତୁର୍କୀର ଏକ ସହରରେ ବୁଧବାର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆଜି ତୁର୍କୀର ଆଙ୍କରାରୁ ୧୮୬…

2 years ago

ବସ୍‌ଷ୍ଟାଣ୍ଡରେ ବୋମା ବିସ୍ଫୋରଣ: ଜଣେ ମୃତ, ୧୫ ଆହତ

ଜେରୁଜେଲମ,୨୩ା୧୧: ଇସ୍ରାଏଲର ରାଜଧାନୀ ଜେରୁଜେଲମରେ ବୁଧବାର ଦୁଇଟି ବୋମା ବିସ୍ଫୋରଣ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ସଂଖ୍ୟା…

2 years ago