ଅନ୍ତର୍ଜାତୀୟ

ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ବାଲିରେ ପହଞ୍ଚିଲେ ମୋଦି

ବାଲି,୧୪।୧୧: ୧୭ତମ ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଇଣ୍ଡୋନେସିଆର ବାଲିରେ ପହଞ୍ଚିଛନ୍ତି। ସେଠାରେ ଭାରତୀୟ ସମୁଦାୟ ଲୋକମାନେ ମୋଦିଙ୍କୁ ହର୍ଷଉଲ୍ଲାସରେ…

2 years ago

ଇମ୍ରାନଙ୍କ ୟୁ-ଟର୍ନ:ପୁଣି ପ୍ରଧାନମନ୍ତ୍ରୀ ହେଲେ ଆମେରିକା ସହ ସମ୍ପର୍କ ସୁଧାରିବି

ଇସଲାମାବାଦ,୧୪।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆମେରିକା ସହ ସମ୍ପର୍କ ସୁଧାରିବା ଉପରେ ଜୋର ଦେଇଛନ୍ତି। ସେ କହିଛନ୍ତି, ଯଦି ପୁଣି ସେ ପ୍ରଧାନମନ୍ତ୍ରୀ ହୁଅନ୍ତି…

2 years ago

ଜାପାନରେ ଭୂକମ୍ପ ଝଟ୍‌କା

ଟୋକିଓ,୧୪।୧୧: ଜାପାନର ତୋବାରେ ଭୂକମ୍ପ ଝଟ୍‌କା ଲାଗିଛି। ଏହାର ତୀବ୍ରତା ରିକଟର ସ୍କେଲରେ ୬.୧ ରହିଛି। ଭୂକମ୍ପର କେନ୍ଦ୍ରସ୍ଥଳ ତୋବାର ଦକ୍ଷିଣ ପୂର୍ବ ୮୪ କିମି ଦୂରରେ…

2 years ago

ତାଇଓ୍ବାନ-ଦକ୍ଷିଣ ଚାଇନା ସାଗର ଉପରେ ଜିନପିଙ୍ଗଙ୍କ ନଜର…

ବେଜିଂ,୧୪।୧୧ : ଲଦାଖରେ ସୀମା ବିବାଦକୁ ନେଇ ଭାରତ ଏବଂ ଚାଇନା ମଧ୍ୟରେ ବିବାଦ ଜାରି ରହିଛି। ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସ୍ପଷ୍ଟ ଭାବେ କହିଛନ୍ତି…

2 years ago

ଆମେରିକା ମାଲିକ, ପାକିସ୍ତାନ ଚାକର, କହିଲେ ଇମ୍ରାନ୍‌…

ଇସଲାମାବାଦ,୧୪।୧୧ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି ଯେ ତାଙ୍କୁ କ୍ଷମତାକୁ ହଟାଇବା ପାଇଁ ସେ ଆଉ ଆମେରିକା ପ୍ରଶାସନକୁ ଦାୟୀ କରୁନାହାଁନ୍ତି। ସେ…

2 years ago

ପୁଣି ଟୁଇଟର୍‌ରୁ ୪୪୦୦ କର୍ମଚାରୀଙ୍କୁ ଛଟେଇ କଲେ ମସ୍କ

ନ୍ୟୁୟର୍କ,୧୪।୧୧: ଟୁଇଟରର ମାଳିକାନା ହାସଲ କରିବା ପରଠାରୁ ଏଲନ ମସ୍କ କ୍ରମାଗତ ପରିବର୍ତ୍ତନ କରିଆସୁଛନ୍ତି। ୫୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବା ପରେ ପୁଣି ମସ୍କ କମ୍ପାନୀରୁ…

2 years ago

୧୫ ନଭେମ୍ବରରେ ପୃଥିବୀର ଜନସଂଖ୍ୟା ୮ ଶହ କୋଟି ଟପିବ,ଚାଇନାକୁ ପଛରେ ପକାଇବ ଭାରତ…

ଜେନେଭା,୧୪।୧୧ : ଜାତିସଂଘର ଆକଳନ ଅନୁଯାୟୀ, ବିଶ୍ୱର ଜନସଂଖ୍ୟା ୧୫ ନଭେମ୍ବରରେ ୮ ଶହ କୋଟି ଟପିବ। ବିଶ୍ୱ ଜନସଂଖ୍ୟା ସମ୍ଭାବନା ୨୦୨୨ ରିପୋର୍ଟ ଅନୁଯାୟୀ, ବିଶ୍ୱ…

2 years ago

କ୍ଷମା ମାଗିଲେ ଏଲନ ମସ୍କ

ନ୍ୟୁୟର୍କ,୧୪।୧୧: ଏଲନ ମସ୍କ ଟୁଇଟର୍‌ ନୂଆ ବସ ହେବା ପରେ ପ୍ରତିଦିନ କିଛି ନା କିଛି ନୂଆ ଘୋଷଣା କରୁଛନ୍ତି। ଏହାସହ ସେ ଟୁଇଟର୍‌କୁ ଅଧିକ ସମୟ…

2 years ago

ଡୁରାଣ୍ଡ ଲାଇନରେ ପାକିସ୍ତାନ-ଆଫଗାନିସ୍ତାନ ମୁହାଁମୁହିଁ…

ଇସଲାମାବାଦ,କାବୁଲ,୧୪।୧୧ : ପାକିସ୍ତାନ ଏବଂ ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ଲାଇନରେ ଗୁଳି ବିନିମୟରେ ଜଣଙ୍କର ମୃତ୍ୟୁ ଘଟିଛିି। ଯାହା ପରେ ଦୁଇ ଦେଶ ମଧ୍ୟରେ ଏକ ପ୍ରମୁଖ…

2 years ago

ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ଲାଗିପାରେ ୬ ମାସ ବିରାମ…

ମସ୍କୋ/କ୍ୱିଭ୍‌,୧୪।୧୧ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ କିଛି ମାସ ବିରାମ ଲଗାଯାଇପାରେ। ଆମେରିକାର ଦୈନିକ ଖବରକାଗଜ ଦି ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ, ପ୍ରବଳ…

2 years ago