ଅନ୍ତର୍ଜାତୀୟ

‘ମୋ ଗୋଡରୁ ୩ ଗୁଳି ବାହାରିଛି’

ଇସଲାମାବାଦ୍‌,୮।୧୦: ଗୁଜରାନୱାଲାରେ ଏକ ରାଜନୈତିକ ସମାବେଶରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗୁଳି କରାଯାଇଥିଲା। ଏହି ଗୁଳିକାଣ୍ଡରେ ତାଙ୍କ ଡାହାଣ ଗୋଡରୁ ତିନିଟି ଗୁଳି କଢାଯାଇଛି।…

2 years ago

ବିପଦ ଜୋନ୍‌ରେ ଅଧା ଜନସଂଖ୍ୟା

ଶାମ୍‌-ଏଲ୍‌-ଶେଖ୍‌,୮।୧୧: ଜଳବାୟୁ ପରିବର୍ତ୍ତନର ପ୍ରଭାବରୁ ଚଳିତ ବର୍ଷ ଅନେକ ଦେଶ ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟର ସାମ୍‌ନା କରିଛନ୍ତି ଓ ବ୍ୟାପକ ଧନଜୀବନ କ୍ଷୟ ହୋଇଛି।…

2 years ago

ଆମେରିକାରେ ମଧ୍ୟବର୍ତ୍ତିକାଳିନ ନିର୍ବାଚନ, ଟ୍ରମ୍ଫ-ବାଇଡେନଙ୍କ ପାଇଁ ଅଗ୍ନି ପରୀକ୍ଷା, ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଉପରେ ପଡିପାରେ ପ୍ରଭାବ

ୱାଶିଂଟନ,୮ ।୧୧: ଆମେରିକାରେ ଆଜି ଅର୍ଥାତ୍ ମଙ୍ଗଳବାର ମିଡ-ଟର୍ମ ଇଲେକସନ ବା ମଧ୍ୟବର୍ତ୍ତି କାଳିନ ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ଲକ୍ଷ ଲକ୍ଷ ଆମେରିକୀୟ ଏଥିରେ…

2 years ago

ୟୁରୋପରେ ଚଳିତ ବର୍ଷ ଗ୍ରୀଷ୍ମରେ ୧୫୦୦୦ ଲୋକଙ୍କର ହୋଇଛି ମୃତ୍ୟୁ: ଡବ୍ଲୁଏଚଓ

ଜେନେଭା,୮ ।୧୧: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ୟୁରୋପର କ୍ଷେତ୍ରୀୟ ନିର୍ଦ୍ଦେଶକ ଡା. ହଂସ ହେନରି କ୍ଲୁଜ ସୋମବାର କହିଛନ୍ତି, ଚଳିତ ବର୍ଷ ୟୁରୋପରେ ଗରମ ଯୋଗୁ ଅତିକମରେ…

2 years ago

ଆମେରିକା ପରେ ୟୁକେ ମନ୍ତ୍ରୀଙ୍କ ତାଇଓ୍ବାନ ଗସ୍ତ: ଆପତ୍ତି ଉଠାଇଲା ଚାଇନା

ବେଜିଂ,୭।୧୧: ବ୍ରିଟେନର ବାଣିଜ୍ୟ ମନ୍ତ୍ରୀ ଗ୍ରେଗ ହେଣ୍ଡସଙ୍କ ତାଇୱାନ ଗସ୍ତକୁ ନେଇ ଚାଇନା ଆପତ୍ତି ଉଠାଇଛି। ବ୍ରିଟେନ ୱାନ ଚାଇନା ନୀତିର ଉଲ୍ଲଂଘନ କରୁଛି ବୋଲି ଚାଇନା…

2 years ago

ପଳାତକ ସଞ୍ଜୟ ଭଣ୍ଡାରୀଙ୍କୁ ଭାରତ ଆଣିବାକୁ ଫିଟିଲା ବାଟ: ବ୍ରିଟେନ ଦେଲା ଅନୁମତି

ଲଣ୍ଡନ/ନୂଆଦିଲ୍ଲୀ,୭।୧୧: ଅସ୍ତ୍ରଶସ୍ତ୍ର ଡିଲର ତଥା ପଳାତକ ସଞ୍ଜୟ ଭଣ୍ଡାରୀଙ୍କ ପ୍ରତ୍ୟର୍ପଣ କ୍ଷେତ୍ରରେ ଭାରତକୁ ଏକ ସଫଳତା ମିଳିଛି। ବ୍ରିଟେନର ଓ୍ବେଷ୍ଟମିନ୍‌ଷ୍ଟର କୋର୍ଟ ସଞ୍ଜୟଙ୍କ ଭାରତ ପ୍ରତ୍ୟର୍ପଣ ନେଇ…

2 years ago

ରୁଷିଆ ଆକ୍ରମଣକୁ ଡରିଲେଣି ଜେଲେନସ୍କି

କ୍ୱିଭ୍‌,୭ା୧୧: ୟୁକ୍ରେନ ଉପରେ ରୁଷିଆର ଅଧିକ ଆକ୍ରମଣ ନେଇ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଭୟଭୀତ ହୋଇପଡ଼ିଛନ୍ତି। ରୁଷିଆ ଆକ୍ରମଣ ଭୟରେ କ୍ୱିଭ୍‌ର ମେୟର ଯଥାଶୀଘ୍ର କ୍ୱିଭ୍‌ ଛାଡ଼ିବାକୁ…

2 years ago

ଚାଇନାରେ ପଢୁଥିବା କେଉଁ ଭାରତୀୟ ଛାତ୍ରଙ୍କୁ ମିଳିବ ଲାଇସେନ୍ସ ଜାଣନ୍ତୁ…

ବେଜିଂ,୭ା୧୧: ପ୍ରତିବର୍ଷ ବହୁ ସଂଖ୍ୟକ ଭାରତୀୟ ଛାତ୍ରୀଛାତ୍ର ଡାକ୍ତରୀ ଅଧ୍ୟୟନ ପାଇଁ ଚାଇନା ଯାଇଥାନ୍ତି। ତେବେ କରୋନା ଅବଧି ସମୟରେ ହଜାର ହଜାର ଭାରତୀୟ ଛାତ୍ରୀଛାତ୍ରଙ୍କୁ ଘରକୁ…

2 years ago

ଶାହରୁଖ-ସଲମାନଙ୍କଠାରୁ ମଧ୍ୟ ଭଲ ଅଭିନୟ କରିପାରନ୍ତି ଇମ୍ରାନ୍‌…

ଇସଲାମାବାଦ,୭।୧୧ : ପାକିସ୍ତାନ ଡେମୋକ୍ରାଟିକ ମୁଭମେଣ୍ଟ (ପିଡିଏମ) ମୁଖ୍ୟ ମୌଲାନା ଫଜଲୁର ରେହମାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ…

2 years ago

ହାର୍‌ ମାନିବନି ନାସା, ପୁଣିଥରେ ଲଞ୍ଚ କରିବ ଆର୍ଟେମିସ୍‌

ଓ୍ବାଶିଂଟନ,୭ା୧୧: ଅନେକ ଥର ବିଫଳ ହେବା ପରେ ଆମେରିକାର ସ୍ପେସ୍‌ ଏଜେନ୍ସି ନଭେମ୍ବର ୧୪ରେ ପୁଣିଥରେ ଆର୍ଟେମିସ୍‌-୧ ମୁନ ମିଶନକୁ ମହାକାଶକୁ ପଠାଇବା ପାଇଁ ପ୍ରସ୍ତୁତ ହେଉଛି।…

2 years ago