ଅନ୍ତର୍ଜାତୀୟ

ଅକ୍ଷୟ ଶକ୍ତିରେ ୩ ଗୁଣା ନିବେଶ ଜରୁରୀ: ଜାତିସଂଘ

ଜେନେଭା, ୧୩ା୧୦: ଶୂନ ଅଙ୍ଗାରକାମ୍ଳ ନିର୍ଗମନ ବା ଜିରୋ କାର୍ବନ ଏମିଶନ ଲକ୍ଷ୍ୟ ହାସଲ ପାଇଁ ପୁନଃ ବ୍ୟବହାରଯୋଗ୍ୟ ଶକ୍ତିରେ ବୈଶ୍ୱିକ ନିବେଶ ୨୦୫୦ ସୁଦ୍ଧା ୩…

2 years ago

ସାଉଦି ସହ ସମ୍ପର୍କର ପୁନର୍ବିଚାର କରିବେ ବାଇଡେନ୍‌

ଓ୍ବାଶିଂଟନ୍‌, ୧୩।୧୦: ସାଉଦି ଆରବ ସହ ଆମେରିକାର ସମ୍ପର୍କ ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଏ ନେଇ ବାଇଡେନ୍‌ ସରକାର ଦୁଇ ଦେଶର ସମ୍ପର୍କକୁ ନେଇ ପୁନଃ…

2 years ago

ଫେସ୍‌ବୁକ୍‌ରେ ଅଚାନକ କମିଗଲା ଫଲୋଅର୍ସଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୧୩ା୧୦: ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଫେସ୍‌ବୁକ୍‌ ୟୁଜର୍ସଙ୍କ ଫଲୋଅର୍ସଙ୍କ ସଂଖ୍ୟା ଅଚାନକ କମିଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏପରିକି ଖୋଦ୍‌ ଫେସ୍‌ବୁକ୍‌ର ମୂଳ କମ୍ପାନୀ ମେଟାର…

2 years ago

ଯନ୍ତ୍ରଣା ନିବାରକ ‘ରୋବୋଟିକ୍‌ ପିଲ୍‌’

ଓ୍ବାଶିଂଟନ,୧୩।୧୦: ମଧୁମେହ, କ୍ୟାନ୍‌ସର ଭଳି ଦୁରାରୋଗ୍ୟ ରୋଗରେ ଆକ୍ରାନ୍ତ ରୋଗୀଙ୍କୁ ପ୍ରତିଦିନ ଇଞ୍ଜେକ୍ସନ ନେବାକୁ ପଡ଼ିଥାଏ। ଅନେକ ଲୋକଙ୍କ ପକ୍ଷେ ନିୟମିତ ଇଞ୍ଜେକ୍ସନ୍‌ ନେବା ସହଜ କଥା…

2 years ago

୫୦ ଦେଶ ମିଳିତ ଭାବେ ୟୁକ୍ରେନର ବାୟୁସେନାକୁ କରିବେ ସୁଦୃଢ଼

ବ୍ରୁସଲେସ୍‌,୧୨ା୧୦: ବେଲଜିୟମର ରାଜଧାନୀ ବ୍ରୁସଲେସ୍‌ରେ ୫୦ରୁ ଅଧିକ ଦେଶର ପ୍ରତିନିଧିମାନେ ୟୁକ୍ରେନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଆବଶ୍ୟକ ନିଷ୍ପତ୍ତି ନେବେ। ବୁଧବାର ଅନୁଷ୍ଠିତ…

2 years ago

ନଭେମ୍ବରରେ ଭାରତ ଗସ୍ତରେ ଆସିବେ ଆମେରିକା ଅର୍ଥ ସଚିବ

ଓ୍ବାଶିଂଟନ,୧୨।୧୦: ଆମେରିକା ଅର୍ଥ ସଚିବ ଜାନେଟ୍‌ ୟେଲେନ୍‌ ନଭେମ୍ବର ମାସରେ ଭାରତ ଗସ୍ତରେ ଆସିବେ। ସେ ଆମେରିକା-ଭାରତ ଅର୍ଥନୀତି ଓ ଫାଇନାନ୍ସିଆଲ ସହଭାଗିତା ବୈଠକର ନବମ ସଂସ୍କରଣରେ…

2 years ago

ପୁଣି ୟୁକ୍ରେନ ଉପରେ ମିଶାଇଲ ମାଡ଼ କଲା ରୁଷିଆ

କିଭ୍‌,୧୨।୧୦: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପୁଣି ତୀବ୍ର ହୋଇଛି। ବୁଧବାର ରୁଷିଆ ସେନା ୟୁକ୍ରେନର ଆଭିଡିଭକା ଉପରେ ମିଶାଇଲ ମାଡ଼ କରିଛି। ଏହି ଆକ୍ରମଣରେ…

2 years ago

କ୍ରିମିଆ ବ୍ରିଜ୍‌ ବିସ୍ଫୋରଣ ଘଟଣା: ୮ ଗିରଫ

ମସ୍କୋ,୧୨ା୧୦: କ୍ରିମିଆ ବ୍ରିଜ୍‌ ବିସ୍ଫୋରଣ ଘଟଣାରେ ରୁଷିଆର ସଂଘୀୟ ସୁରକ୍ଷା ସେବା ଫେଡେରାଲ ସିକ୍ୟୁରିଟି ସର୍ଭିସ (ଏଫ୍‌ଏସ୍‌ବି) ୮ ଜଣଙ୍କୁ ଗିରଫ କରିଛି। ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟର…

2 years ago

ଆଣବିକ ଆକ୍ରମଣ କଲେ ପେଣ୍ଟାଗନ ଦେବ ଜବାବ: ପୁଟିନଙ୍କୁ ବାଇଡେନଙ୍କ ଚେତାବନୀ…

ଓ୍ବାଶିଂଟନ,୧୨।୧୦ : ପାଖାପାଖି ୮ ମାସ ଧରି ଚାଲିଥିବା ରୁଷିଆ-ୟୁକ୍ରେନ ଯୁଦ୍ଧରେ ଆଣବିକ ଅସ୍ତ୍ରଶସ୍ତ୍ରର ବ୍ୟବହାର ନେଇ ଆଶଙ୍କା ବୃଦ୍ଧି ପାଉଛି। ରୁଷିଆର ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନଙ୍କ…

2 years ago

ଶକ୍ତିର ଆକଳନ ନକରି ୟୁକ୍ରେନ୍‌ ଯୁଦ୍ଧକୁ ଡେଇଁଛନ୍ତି ପୁଟିନ୍‌, ଏବେ ସେନା ପ୍ରତ୍ୟାହାର କରିବା ଉଚିତ: ବାଇଡେନଙ୍କ କଟାକ୍ଷ…

ଓ୍ବାଶିଂଟନ,୧୨।୧୦ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ରୁଷିଆର ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ ପୁଟିନ୍‌ ୟୁକ୍ରେନର ଶକ୍ତିର ଆକଳନ ନକରି…

2 years ago