ଅନ୍ତର୍ଜାତୀୟ

ନାଟୋ ସଦସ୍ୟତା ପାଇଁ ଆବେଦନ କରିବ ୟୁକ୍ରେନ

କିଭ୍‌,୩୦।୯: ୟୁକ୍ରେନର ୪ଟି ଅଞ୍ଚଳ ରୁଷିଆରେ ବିଲୟ ହେବା ପରେ ଶୁକ୍ରବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ସେ କହିଛନ୍ତି,…

2 years ago

କାବୁଲ ଆତ୍ମଘାତୀ ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୧୦୦କୁ ବୃଦ୍ଧି

କାବୁଲ,୩୦।୯: ଆଫଗାନିସ୍ତାନର ରାଜଧାନୀ କାବୁଲ ସ୍ଥିତ ଏକ ସ୍କୁଲରେ ଶୁକ୍ରବାର ଘଟିଥିବା ଆତ୍ମଘାତୀ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୦୦କୁ ବୃଦ୍ଧି ପାଇଥିବା ଜଣାପଡିଛି। ସ୍ଥାନୀୟ ଗଣମାଧ୍ୟମ ସୂଚନା…

2 years ago

ଆଫଗାନିସ୍ତାନରେ ବିସ୍ଫୋରଣ: ୧୯ ମୃତ, ୨୭ ଆହତ

କାବୁଲ,୩୦।୯: ଆଫଗାନିସ୍ତାନରେ ପୁଣି ଥରେ ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଏଥର ରାଜଧାନୀ କାବୁଲର ଶିଆ ଅଞ୍ଚଳକୁ ଟାର୍ଗେଟ କରାଯାଇ ଆକ୍ରମଣ କରାଯାଇଛି। ଆତ୍ମଘାତୀ ବିସ୍ଫୋରଣରେ ୧୯ ଜଣଙ୍କର…

2 years ago

ଖେର୍ସନ, ଜାପୋରିଜିଆକୁ ସ୍ବାଧୀନ ରାଜ୍ୟ ଘୋଷଣା କଲା ରୁଷିଆ

ମସ୍କୋ,୨୯।୯: ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ବଡ଼ ଗେମ୍‌ ଖେଲିଛନ୍ତି। ରୁଷିଆ ଖେର୍ସନ ଏବଂ ଜାପୋରିଜିଆକୁ ସ୍ବାଧୀନ ରାଜ୍ୟ ଭାବରେ…

2 years ago

ସଫଳତାରସହ ଉଡିଲା ବିଶ୍ୱର ପ୍ରଥମ ବିଜୁଳି ଚାଳିତ ବିମାନ

ୱାଶିଂଟନ,୩୦ ।୯: ସମ୍ପୂର୍ଣ୍ଣ ଭାବେ ବିଜୁଳିରେ ଚାଲୁଥିବା ବିଶ୍ୱର ପ୍ରଥମ ବିମାନ ଏଲିସ ତା’ର ପ୍ରଥମ ଉଡାର ସଫଳତାର ସହ ପୂର୍ଣ୍ଣ କରିଛି । ଗ୍ରାଣ୍ଡ କାଉଂଟି…

2 years ago

ମ୍ୟାନମାରରେ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୧

ନାଇପିଡ,୩୦ ।୯: ମ୍ୟାନମାରର ବର୍ମାରେ ଶୁକ୍ରବାର ସକାଳେ ଭୂକମ୍ପ ଅନୁଭୁତ ହୋଇଛି । ନ୍ୟାଶନାଲ ସେଣ୍ଟର ଫର ସିସ୍ମୋଲୋଜିର ସୂଚନା ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା…

2 years ago

ୟୁକ୍ରେନୀୟ ମାନବାଧିକାର କର୍ମୀଙ୍କୁ ଅଲ୍ଟରନେଟିଭ୍‌ ନୋବେଲ

ଷ୍ଟକ୍‌ହୋମ୍‌, ୩୦ା୯:ୟୁକ୍ରେନୀୟ ମାନବାଧିକାର କର୍ମୀ ଓଲେସ୍କାଣ୍ଡ୍ରା ମେଟ୍‌ଭିଚୁକ୍‌ଙ୍କୁ ଚଳିତ ବର୍ଷର ରାଇଟ୍‌ ଲାଇଭ୍‌ଲିହୁଡ୍‌ ଆଓ୍ବାର୍ଡ ପ୍ରଦାନ କରାଯାଇଛି। ଅଲ୍ଟରନେଟିଭ୍‌ ନୋବେଲ ପ୍ରାଇଜ୍‌ ନାମରେ ପରିଚିତ ଏହି ପୁରସ୍କାର…

2 years ago

ପୁଟିନ୍‌ଙ୍କ ଘାତକ ଘୋଷଣା ଆଜି

ମସ୍କୋ/କିଭ୍‌,୩୦ା୯:ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଶୁକ୍ରବାର ରେଡ୍‌ ସ୍କୋୟାର ଭିକ୍ଟ୍ରି କନ୍‌ସର୍ଟରେ ଯୋଗଦେଇ ୟୁକ୍ରେନ୍‌ର ୪ ଅଞ୍ଚଳକୁ ନିଜ ଦେଶରେ ମିଶ୍ରଣ ଘୋଷଣା କରିବେ। ରୁଷିଆ ଦଖଲରେ…

2 years ago

ଆମେରିକାରେ ତାଣ୍ଡବ ରଚିଛି ‘ଇୟାନ’, ସଡ଼କ ଜଳମଗ୍ନ, ହସ୍ପିଟାଲର ଛାତ ଉଡିଲା, ଫ୍ଲୋରିଡାରେ ବନ୍ୟା, ବିଜୁଳି ସଙ୍କଟ

ସେଣ୍ଟ ପିଟର୍ସବର୍ଗ,୩୦ ।୯: ଘୂର୍ଣ୍ଣିଝଡ଼ ‘ଇୟାନ’ ଆମେରିକାରେ ତାଣ୍ଡବ ରଚିଛି । ଏହାର ପ୍ରଭାବରେ ଫ୍ଲୋରିଡାରେ ବନ୍ୟା ସହ ବଜୁଳି ସଙ୍କଟ ଦେଖାଦେଇଛି । ଷ୍ଟେକ ଦ୍ୱିପ…

2 years ago

ଗୋଟବାୟାଙ୍କୁ ଭେଟିଲେ ସୁବ୍ରମଣ୍ୟମ

କଲମ୍ବୋ,୨୯।୯: ଆର୍ଥିକ ଓ ରାଜନୈତିକ ସଙ୍କଟ ଦେଇ ବର୍ତ୍ତମାନ ଶ୍ରୀଲଙ୍କା ଗତି କରୁଛି। ଫଳରେ ଦେଶବାସୀଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଜନସାଧାରଣଙ୍କ…

2 years ago