ଅନ୍ତର୍ଜାତୀୟ

ୟୁକ୍ରେନ୍‌ରେ ମଲେ ରୁଷୀୟ ସୈନ୍ୟଙ୍କ ପାପ ଧୋଇଯିବ: କିରିଲ

ମସ୍କୋ,୨୭୯: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧରେ ପ୍ରାଣ ତ୍ୟାଗ କରୁଥିବା ଯବାନଙ୍କ ଜୀବନର ସବୁପାପ ଧୋଇ ହୋଇଯିବ। ସେମାନେ ସହଜରେ ମୋକ୍ଷ ପାଇବେ। ରୁଷିଆ ସୌନ୍ୟଙ୍କ ମନୋବଳ ବଢ଼ାଇବା ପାଇଁ…

2 years ago

ଇଟାଲୀରେ ଅତି ରାଷ୍ଟ୍ରବାଦୀ ସରକାର, ଜିଓର୍ଜିଆ ମେଲୋନି ହେବେ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ

ରୋମ,୨୭ ।୯: ଇଟାଲୀରେ ହୋଇଥିବା ରାଷ୍ଟ୍ରୀୟ ନିର୍ବାଚନରେ ଧୁର ଦକ୍ଷିଣପନ୍ଥୀ ଓ ଅତି ରାଷ୍ଟ୍ରବାଦୀ ମେଣ୍ଟ ‘ଦ ବ୍ରଦର୍ସ ଅଫ ଇଟାଲୀ’କୁ ବହୁମତ ମିଳିଛି । ଏହାର…

2 years ago

ସୀମା ଟପିଲେ ଭୟଙ୍କର ପରିଣାମ

ମସ୍କୋ/ଓ୍ବାଶିଂଟନ୍‌, ୨୭ା୯: ପ୍ରାୟ ୭ ମାସ ଧରି ଚାଲିଥିବା ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି। ୟୁକ୍ରେନ୍‌ର ଖର୍କିଭ ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ…

2 years ago

ସିକାଗୋ ପୋଲିସ ଷ୍ଟେଶନ ଭିତରେ ଗୁଳିକାଣ୍ଡ, ଦୁଇ ଆହତ

ସିକାଗୋ, ୨୭ ।୯: ଆମେରିକାର ସିକାଗୋ ସହର ୱେଷ୍ଟ ସାଇଟରେ ଥିବା ଏକ ପୋଲିସ କାର୍ଯ୍ୟାଳୟ ଭିତରେ ସୋମବାର ଜଣେ ବ୍ୟକ୍ତି ଆଉ ଜଣେ ବ୍ୟକ୍ତିଙ୍କୁ ଗୁଳି…

2 years ago

ରୁଷିଆ ସ୍କୁଲରେ ଗୁଳି, ୧୫ ମୃତ,୨୪ ଗୁରୁତର: ନିଜ ଗୁଳିରେ ଟଳିଲେ ଆତତାୟୀ

ମସ୍କୋ, ୨୬ା୯: ରୁଷିଆର ଇଜେଭ୍‌ସ୍କ ସହରରେ ଥିବା ଏକ ସ୍କୁଲରେ ଜଣେ ଆତତାୟୀ ସୋମବାର ଆଖିବୁଜା ଗୁଳି ଚଳାଇଛନ୍ତି। ଏଥିରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ…

2 years ago

ଅଣୁଅସ୍ତ୍ର ବ୍ୟବହାରକୁ ଗୁରୁତର ସହ ନେବାକୁ ଜେଲେନ୍‌ସ୍କିଙ୍କ ନିବେଦନ

କିଭ୍‌, ୨୬ା୯: ଅଣୁଅସ୍ତ୍ର ବ୍ୟବହାର ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଧମକ ଦେଉଥିବା ଅତିରଞ୍ଜିତ ନୁହେଁ ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି କହିଛନ୍ତି। ଏହା…

2 years ago

ସ୍କୁଲରେ ଗୁଳିବର୍ଷା: ଚାଳିଗଲା ୬ ଜୀବନ, ୨୦ ଆହତ

ମସ୍କୋ,୨୬।୯: ରୁଷିଆର ଇଜେଭସ୍କର ଏକ ବିଦ୍ୟାଳୟରେ ଗୁଳିମାଡ ଘଟିଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି। ଇଜେଭସ୍କର ୮୮ ନମ୍ବର ସ୍କୁଲରେ…

2 years ago

ଲଣ୍ଡନ କଫି ଶପ୍‌ରେ ପାକିସ୍ତାନ ମନ୍ତ୍ରୀଙ୍କୁ ‘ଚୋରଣୀ’ ଡାକିଲେ ଲୋକେ

ଲଣ୍ଡନ,୨୬।୯: ଲଣ୍ଡନ କଫି ଶପ୍‌ରେ ପାକିସ୍ତାନର ମନ୍ତ୍ରୀ ମରିୟମ ଔରଙ୍ଗଜେବଙ୍କୁ ଅନେକ ଅପମାନର ସମ୍ମୁଖୀନ ହେବାକୁ ପଡ଼ିଲା। କଫି ପିଇବା ପାଇଁ ମରିୟମ ଲଣ୍ଡନରେ ଏକ କଫି…

2 years ago

ପାକିସ୍ତାନ ସୈନ୍ୟବାହିନୀ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ, ୨ ମେଜରଙ୍କ ସମେତ ୬ ମୃତ…

ଇସଲାମାବାଦ, ୨୬।୯ : ପାକିସ୍ତାନରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବାଲୁଚିସ୍ତାନରେ ଏକ ସୈନ୍ୟବାହିନୀ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଜିଓ ନ୍ୟୁଜ ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣାରେ…

2 years ago

ରୁଷିଆ ଉପରେ ଆକ୍ରମଣ, ଆଫ୍ରିକା ଆକ୍ରମଣ ସହିତ ସମାନ: ଉଗାଣ୍ଡା କମାଣ୍ଡର ପୁଟିନଙ୍କୁ କଲେ ସମର୍ଥନ…

କାମ୍ପଲା, ୨୬।୯ : ଆଫ୍ରିକାର ଉଗାଣ୍ଡା  ରୁଷିଆକୁ ଖୋଲାଖୋଲି ସମର୍ଥନ କରିଛି । ଏହା ସହିତ ସମଗ୍ର ବିଶ୍ୱକୁ ଧମକ ମଧ୍ୟ ଦେଇଛି। ଉଗାଣ୍ଡାର ସାମରିକ କମାଣ୍ଡର…

2 years ago