ଅନ୍ତର୍ଜାତୀୟ

ତାଇଓ୍ବାନ-ଆମେରିକା ଯୁଦ୍ଧାସ୍ତ୍ର ଡିଲ୍‌

ତାଇପେଇ, ୨୮ା୮: ଚାଇନା-ତାଇଓ୍ବାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ଆମେରିକା ଏହି ଦ୍ୱୀପରାଷ୍ଟ୍ରକୁ ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧବାହନ ଦେବାକୁ ଚୁକ୍ତି କରିଛି। ତାଇଓ୍ବାନ ଏବଂ ଆମେରିକା ମଧ୍ୟରେ…

2 years ago

ରୁଷିଆ ଆସ ମାସିକ ୧୦ ହଜାର ରୁବେଲ ଆର୍ଥିକ ସହାୟତା ନିଅ, ୟୁକ୍ରେନ୍‌ବାସୀଙ୍କ ପାଇଁ ପୁଟିନ୍‌ଙ୍କ ଘୋଷଣା…

ମସ୍କୋ, ୨୭।୮ : ୟୁକ୍ରେନବାସୀଙ୍କ ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମୀର ପୁଟିନ୍‌ ଲୋଭନୀୟ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ସେ ୟୁକ୍ରେନବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଯେ, ରୁଷିଆକୁ…

2 years ago

ଶତ୍ରୁର ଶତ୍ରୁ ମିତ୍ର, ଭାରତ ଉଦ୍ଦେଶ୍ୟରେ ଆମେରିକା ନୌସେନା ଅଧିକାରୀଙ୍କ ମନ୍ତବ୍ୟ…

ଓ୍ବାଶିଂଟନ, ୨୭।୮ : କୁହାଯାଏ ଯେ ଶତ୍ରୁର ଶତ୍ରୁ ମିତ୍ର। ଚାଇନା ସହିତ ସମ୍ପର୍କ ଖରାପ ହେବା ମଧ୍ୟରେ ଆମେରିକା ବର୍ତ୍ତମାନ ଭାରତକୁ ମିତ୍ର ଭୂମିକାରେ ଦେଖୁଛି।…

2 years ago

ୟୁନିସେଫର ଚେତାବନୀ. ଦରଦାମ ବୃଦ୍ଧି ଯୋଗୁ ଶ୍ରୀଲଙ୍କାରେ ଛୋଟପିଲା ଭୋକିଲା ଶୋଉଛନ୍ତି…

ଜେନେଭା, ୨୭।୮ : ୟୁନିସେଫ ଚେତାବନୀ ଦେଇଛି ଯେ ଶ୍ରୀଲଙ୍କା ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛି। ଲୋକଙ୍କ ପାଇଁ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଯୋଗାଡ଼ କରିବା କଷ୍ଟସାଧ୍ୟ…

2 years ago

୩୦ ହଜାର ଫୁଟ ଉଚ୍ଚରେ ବେହୋସ ହେଲେ ପାଇଲଟ୍‌, ଯାତ୍ରୀଙ୍କ ମଧ୍ୟରେ ଖେଳିଗଲା ଆତଙ୍କ

ଆଙ୍କରା,୨୭ା୮:  ବିମାନ ଯାତ୍ରା ସବୁଠାରୁ ବିପଜ୍ଜନକ ଅଟେ। ସାମାନ୍ୟ ଭୁଲ୍‌ ମଧ୍ୟ ଏକ ବଡ଼ ଦୁର୍ଘଟଣାକୁ ନିମନ୍ତ୍ରଣ କରିଥାଏ। ଗାଡ଼ିମୋଟର, ଦୁର୍ଘଟଣା କିମ୍ବା ରେଳ ଦୁର୍ଘଟଣା ଘଟିଥିଲେ…

2 years ago

ଚାଇନାରେ ଜଳବାୟୁ ପରିବର୍ତ୍ତନ ସ୍ଥିତି ସଙ୍ଗିନ

ବେଜିଂ,୨୭ା୮: ଆଜିକାଲି ଚାଇନା ପ୍ରତିକୂଳ ପରିବେଶ ଦେଇ ଗତି କରୁଛି। ଦେଶର ଅନେକ ଭାଗରେ ପ୍ରବଳ ଉତ୍ତାପ ସାଙ୍ଗକୁ ମରୁଡ଼ି ଦେଖା ଦେଇଥିବାବେଳେ ଅନେକ ଅଞ୍ଚଳରେ ବନ୍ୟା…

2 years ago

ତାଲିବାନ ଶାସନରେ ୧୬୦ ମିଡ଼ିଆ ହାଉସ ବନ୍ଦ, ୨୦୦୦ରୁ ଅଧିକ ଗଣମାଧ୍ୟମ ପ୍ରତିନିଧି ବେରୋଜଗାର…

କାବୁଲ, ୨୭।୮ : ତାଲିବାନର ଶାସନକୁ ଏକ ବର୍ଷ ପୂରଣ ହୋଇ ସାରିଛି। ଏହି ସମୟ ମଧ୍ୟରେ ଆଫଗାନିସ୍ତାନର ଗଣମାଧ୍ୟମ ନିଜର ସ୍ଥିତି ବଞ୍ଚାଇ ରଖିବାକୁ ସଂଘର୍ଷ…

2 years ago

ପାକିସ୍ତାନରେ ବନ୍ୟା ବିଭୀଷିକା: ଗଲାଣି ହଜାରେ ଜୀବନ

ଇସ୍‌ଲାମାବାଦ୍‌,୨୭।୮: ପାକିସ୍ତାନରେ ବନ୍ୟା ବିଭୀଷିକା ଦେଖାଦେଇଛି। ବନ୍ୟା ଯୋଗୁ ସାଧାରଣ ଜୀବନଯାପନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଦେଶରେ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁ ପରିସ୍ଥିତି ଏଭଳି ହୋଇଛି…

2 years ago

ଏଫବିଆଇର ସୂଚନା: ଟ୍ରମ୍ପଙ୍କ ଫ୍ଲୋରିଡା ଘରେ ଚଢାଉ ପରେ ମିଳିଥିବା ୧୫ ବକ୍ସ ମଧ୍ୟରୁ ୧୪ଟିରୁ ଆମେରିକା ସୁରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଜବତ

ୱାଶିଂଟନ,୨୭ ।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ଲୋରିଡା ସ୍ଥିତ ଘରେ କିଛିଦିନ ତଳେ ଏଫବିଆଇ ପକ୍ଷରୁ ଚଢାଉ କରାଯାଇଥିଲା । ଏହି ସମୟରେ ଏଫବିଆଇକୁ…

2 years ago

୮୨ ଯାତ୍ରୀଙ୍କୁ ନେଇ ଯାଉଥିବା ବୋଟ୍‌ରେ ନିଆଁ

ମାନିଲା,୨୭ା୮: ଫିଲିପାଇନ୍ସର ବାଟାଙ୍ଗସ୍‌ ବନ୍ଦରରେ ଏକ ବୋଟ୍‌ ପହଞ୍ଚତ୍ବା ପୂର୍ବରୁ ଶୁକ୍ରବାର ସେଥିରେ ନିଆଁ ଲାଗିଯାଇଥିଲା। ବୋଟ୍‌ରେ ୮୨ ଜଣ ଯାତ୍ରୀ ଓ କର୍ମଚାରୀ ଥିଲେ। ସେମାନଙ୍କ…

2 years ago