ଅନ୍ତର୍ଜାତୀୟ

ହାଉସ୍‌ ଅଫ୍‌ କମନ୍ସରେ ୨୬ ଭାରତୀୟ ବଂଶୋଦ୍ଭବ

ବ୍ରିଟେନ୍‌ ପାର୍ଲାମେଣ୍ଟର ନିମ୍ନ ସଦନ ହାଉସ୍‌ ଅଫ୍‌ କମନ୍ସର ୬୫୦ ଆସନ ପାଇଁ ଅନୁଷ୍ଠିତ ନିର୍ବାଚନରେ ୧୦୭ ବ୍ରିଟିଶ-ଇଣ୍ଡିଆନ ଅବତୀର୍ଣ୍ଣ ହୋଇଥିଲେ। ସେମାନଙ୍କ ମଧ୍ୟରୁ ରେକର୍ଡ ସଂଖ୍ୟକ ୨୬ ଭାରତୀୟ ବଂଶୋଦ୍ଭବ ବିଜୟୀ ହୋଇଛନ୍ତି। ବିଜୟୀଙ୍କ ମଧ୍ୟରେ ଉଭୟ ଲେବର...

କେମିତି ରହିବ ଭାରତ-ବ୍ରିଟେନ୍‌ ସମ୍ପର୍କ

ଲଣ୍ଡନ୍‌,୬ା୭: ବ୍ରିଟେନ୍‌ ସାଧାରଣ ନିର୍ବାଚନରେ ଲେବର ପାର୍ଟି ବିପୁଳ ବିଜୟ ସହ କ୍ଷମତାକୁ ଫେରିଛି। କିନ୍ତୁ ଭାରତ-ବ୍ରିଟେନ୍‌ ମଧ୍ୟରେ ଲେବର ପେନ୍‌ ଅନୂ୍ୟନ ୨୫ ବର୍ଷ ପୁରୁଣା। ୧୯୯୭ରେ ଭାରତ ବ୍ରିଟେନ୍‌ଠାରୁ ସ୍ବାଧୀନତା ପ୍ରାପ୍ତିର ୫୦ତମ ବର୍ଷପୂର୍ତ୍ତି ପାଳନ କରୁଥିଲା।...

୬୩୦ ଭୋଟରେ ହାରିଲେ ଲିଜ୍‌ ଟ୍ରସ୍‌

ବ୍ରିଟେନ୍‌ରେ ସବୁଠୁ କମ୍‌ ସମୟ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିବା କଞ୍ଜରଭେଟିଭ୍‌ ପାର୍ଟିର ଲିଜ୍‌ ଟ୍ରସ୍‌ ୬୩୦ ଭୋଟ ବ୍ୟବଧାନରେ ନିର୍ବାଚନ ହାରିଯାଇଛନ୍ତି। ପୂର୍ବ ଲଣ୍ଡନ୍‌ର ନୋର୍‌ଫୋକ୍‌ ସାଉଥ୍‌ ଓ୍ବେଷ୍ଟ ସଂସଦୀୟ ଆସନରେ ଲେବର ପ୍ରାର୍ଥୀ ଟେରି ଜର୍ମି ୨୬,୦୦୦ରୁ ଊର୍ଦ୍ଧ୍ୱ...

ଡାଉନିଂ ଷ୍ଟ୍ରିଟ୍‌ରେ ଷ୍ଟର୍ମର

ଲଣ୍ଡନ୍‌,୬ା୭: ବ୍ରିଟେନ୍‌ ସାଧାରଣ ନିର୍ବାଚନରେ ଲେବର ପାର୍ଟି ବିପୁଳ ବିଜୟ ସହ କ୍ଷମତାକୁ ଫେରିଛି। କିନ୍ତୁ ଭାରତ-ବ୍ରିଟେନ୍‌ ମଧ୍ୟରେ ଲେବର ପେନ୍‌ ଅନୂ୍ୟନ ୨୫ ବର୍ଷ ପୁରୁଣା। ୧୯୯୭ରେ ଭାରତ ବ୍ରିଟେନ୍‌ଠାରୁ ସ୍ବାଧୀନତା ପ୍ରାପ୍ତିର ୫୦ତମ ବର୍ଷପୂର୍ତ୍ତି ପାଳନ କରୁଥିଲା।...

ଇତିହାସ ରଚିଲେ ବ୍ରିଟେନ୍‌ର ନୂଆ ସରକାର,ପ୍ରଥମ ଥର ପାଇଁ ମହିଳା ହେଲେ ଅର୍ଥମନ୍ତ୍ରୀ

ଲଣ୍ଡନ,୫।୭: ଦୀର୍ଘ ୧୪ ବର୍ଷ ପରେ ବ୍ରିଟେନ୍‌ରେ ବଦଳିଛି ସରକାର। କନ୍ଜର୍ଭେଟିଭ୍‌ ପାର୍ଟିକୁ ହରାଇ ସରକାର ଗଢ଼ିଛି ଲେବର ପାର୍ଟି। କିର୍‌ ଷ୍ଟାର୍ମର ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏହି ଐତିହାସିକ ବିଜୟ ପରେ ସରକାରଙ୍କ ପକ୍ଷରୁ ବଡ଼ ପଦକ୍ଷେପ...

୧୪ ବର୍ଷ ଶାସନ କରିବା ପରେ କାହିଁକି ହାରିଲା ସୁନକଙ୍କ ଦଳ? ଜାଣନ୍ତୁ ୫ କାରଣ

ନୂଆଦିଲ୍ଲୀ, ୫।୭: ବ୍ରିଟେନ୍‌ରେ ୧୪ ବର୍ଷ ଶାସନ କରିବା ପରେ ଋଷି ସୁନକ୍‌ଙ୍କର କଞ୍ଜରଭେଟିଭ୍‌ ପାର୍ଟି ନିର୍ବାଚନ ହାରିଛି । ସୁନକଙ୍କ ପାର୍ଟିକୁ ହରାଇ କିଏର ଷ୍ଟାର୍ମରଙ୍କ ନେତୃତ଼୍ବାଧୀନ ଲେବର ପାର୍ଟି ସାଧାରଣ ନିର୍ବାଚନ ଜିତିବା ସହ ସରକାର ଗଠନ...

ବିଦାୟୀ ଭାଷଣରେ ବଡ଼ କଥା କହିଦେଲେ ଋଷି ସୁନକ୍‌

ନୂଆଦିଲ୍ଲୀ, ୫।୭: ବ୍ରିଟେନ୍‌ରେ ଋଷି ସୁନକ୍‌ଙ୍କର କଞ୍ଜରଭେଟିଭ୍‌ ପାର୍ଟିକୁ ହରାଇ କିଏର ଷ୍ଟାର୍ମରଙ୍କ ନେତୃତ଼୍ବାଧୀନ ଲେବର ପାର୍ଟି ସାଧାରଣ ନିର୍ବାଚନ ଜିତିଛି । ଏଥିସହିତ ଦେଶରେ ଲେବର ପାର୍ଟି ୧୪ ବର୍ଷ ପରେ ପୁଣି ସରକାର ଗଠନ କରିବାକୁ ଯାଉଛି...

ହାରିଗଲେ ସୁନକ, ହେଲେ କାହିଁକି ତାଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ…

ନୂଆଦିଲ୍ଲୀ,୫।୭: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ତାଙ୍କ ପରାଜୟକୁ ଗ୍ରହଣ କରିଛନ୍ତି। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁନାକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଆପଣଙ୍କର ପ୍ରଶଂସନୀୟ ନେତୃତ୍ୱ ଏବଂ ଭାରତ ଏବଂ ବ୍ରିଟେନ ମଧ୍ୟରେ ସମ୍ପର୍କ ଗଭୀର...

ବ୍ରିଟେନ ରାଜନୀତିରେ ସତ ହେଲା ଏହି ବ୍ୟକ୍ତିଙ୍କ ଭବିଷ୍ୟବାଣୀ

ଲଣ୍ଡନ,୫।୭: ଭାରତରେ ଗତ ମାସରେ ଲୋକ ସଭା ନିର୍ବାଚନର ଫଳାଫଳ ଆସିଥିଲା। ଏକଜିଟ ପୋଲ ଏବଂ ରାଜନୈତିକ ବିଶ୍ଳେଷକମାନେ ଆଶା କରୁଥିଲେ ଯେ ଭାଜପା ବହୁମତ ପାଇବ, କିନ୍ତୁ ତାହା ହୋଇପାରିଲା ନାହିଁ। ଭାରତର ସମସ୍ତ ସେଫୋଲୋଜିଷ୍ଟଙ୍କ ଭବିଷ୍ୟବାଣୀ ଅସଫଳ...

ସୁନକ ଚିନ୍ତା କରନ୍ତୁ ନାହିଁ, ଆପଣଙ୍କ ପାଇଁ ସିଟ୍‌ ଅଛି, କାହିଁକି ଏମିତି କହି ମଜା ଉଡ଼ାଇଲା ଏୟାରଲାଇନ୍‌ ଜାଣନ୍ତୁ…

ଲଣ୍ଡନ,୫ା୭: ବ୍ରିଟେନ ସାଧାରଣ ନିର୍ବାଚନରେ ଋଷି ସୁନକଙ୍କ କଞ୍ଜରଭେଟିଭ୍‌ ପାର୍ଟି ପରାଜୟର ସମ୍ମୁଖୀନ ହୋଇଛି। ନିର୍ବାଚନରେ ଲେବର ପାର୍ଟି ବହୁମତ ହାସଲ କରିଛି ଏବଂ ବର୍ତ୍ତମାନ କିର୍‌ ଷ୍ଟାର୍ମର ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ। ଏହି ସମୟରେ ସୁନକଙ୍କ ପରାଜୟକୁ...

ବ୍ରିଟେନରେ ବଦଳିଲା ସରକାର; ଜାଣନ୍ତୁ ଭାରତ ସହିତ ସମ୍ପର୍କରେ ଏହାର କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୫।୭: ବ୍ରିଟେନ୍‌ରେ ସାଧାରଣ ନିର୍ବାଚନରେ ବିଜୟ ହାସଲ କରି ୧୪ ବର୍ଷ ପରେ କ୍ଷମତାକୁ ଫେରିଛି ଲେବର ପାର୍ଟି। ଦଳର ନେତା କିର୍ ଷ୍ଟାର୍ମର ବ୍ରିଟେନ୍‌ର ନୂଆ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ପୂର୍ବ ସରକାରରେ ଦୁଇ ଦେଶ ତଥା ପ୍ରଧାନମନ୍ତ୍ରୀ ଋଷି...

ଋଷି ସୁନକ ହାରିବା ପଛରେ ରହିଛି ଏହି ବଡ଼ କାରଣ, ଜାଣନ୍ତୁ ଭାରତ ଉପରେ ଏହାର କି ପ୍ରଭାବ ପଡ଼ିବ

ଲଣ୍ଡନ,୫।୭: ବ୍ରିଟେନରେ ଋଷି ସୁନକ ତାଙ୍କ ପରାଜୟକୁ ଗ୍ରହଣ କରିଛନ୍ତି। ବର୍ତ୍ତମାନ ଲେବର ପାର୍ଟିର କିର ଷ୍ଟାରମର ବ୍ରିଟେନର ପ୍ରଧାନମନ୍ତ୍ରୀ ହେବେ। ବ୍ରିଟେନର ୬୫୦ଟି ସିଟ ମଧ୍ୟରୁ ଏକ ସରକାର ଗଠନ କରିବାକୁ ୩୨୬ଟି ସିଟ ପାଇବା ଆବଶ୍ୟକ, ଯାହା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri