ଅନ୍ତର୍ଜାତୀୟ

ଚାଇନାରେ ହୁ ହୁ ହୋଇ ବଢ଼ୁଛି କରୋନା

ବେଜିଂ,୧୫।୩: କରୋନା ମହାମାରୀର ଏନ୍ତୁଡିଶାଳ କୁହାଯାଉଥିବା ଚାଇନାରେ ପୁଣି ଥରେ କରୋନା ପ୍ରକୋପ ଦେଖିବାକୁ ମିଳିଛି। ଚାଇନାରେ ଏବେ କରୋନା ସମସ୍ତ ରେକର୍ଡ ଭାଙ୍ଗିବାରେ ଲାଗିଛି। ଗତ ୨୪ଘଣ୍ଟାରେ ଉକ୍ତ ଦେଶରେ ୫ହଜାରରୁ ଊର୍ଦ୍ଧ୍ୱ ନୂଆ କରୋନା ମାମଲା ଚିହ୍ନଟ...

ବନ୍ଧୁକ ସହ ଖେଳୁଥିଲେ କୁନି ପୁଅ, ତା’ ପରେ …

ଓ୍ବାଶିଂଟନ,୧୫।୩: ଜଣେ ୩ ବର୍ଷୀୟ ଶିଶୁପୁତ୍ର ଦୁର୍ଘଟଣାବଶତଃ ଗୁଳି କରି ତାଙ୍କ ମା’ଙ୍କୁ ହତ୍ୟା କରିଛନ୍ତି। ଏଭଳି ଘଟଣା ସୋମବାର ଘଟିଛି ଆମେରିକାର ସିକାଗୋ ସହରରେ। ଘଟଣାଟି ଶନିବାର ସନ୍ଧ୍ୟାରେ ଡଲଟନର ଏକ ସୁପରମାରକେଟ୍‌ର ପାର୍କିଂ ଲଟରେ ଘଟିଛି। ଶିଶୁପୁତ୍ରଟି...

ଜନ୍ମ ହେଲା ଅଜବ ମେଣ୍ଢା ଛୁଆ: ଦେଖିବାକୁ ଲୋକଙ୍କ ଭିଡ଼

ଲଣ୍ଡନ,୧୫।୩:ବ୍ରିଟେନର ମରପେଥରେ ଏକ ଅଜବ ମେଣ୍ଢା ଜନ୍ମ ହୋଇଛି। ଏହି ମେଣ୍ଢାର ପାଞ୍ଚ ଗୋଡ ଅଛି। ତାର ପଞ୍ଚମ ଗୋଡ ବାମ ପାର୍ଶ୍ୱରେ ଅଛି। ଏହା ଏକ ବିରଳ ମେଣ୍ଢା ବୋଲି କୁହାଯାଉଛି। ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼...

ଏନ୍ତୁଡିଶାଳରେ ପୁଣି ବ୍ୟାପିଲା କରୋନା

ବେଜିଂ,୧୫।୩:କରୋନାର ଏନ୍ତୁଡିଶାଳ କୁହାଯାଉଥିବା ଚାଇନାରେ ସଂକ୍ରମଣ ପୁଣି ବ୍ୟାପିବାରେ ଲାଗିଛି। ଏଠାରେ ଗୋଟିଏ ଦିନରେ ଦୁଇଗୁଣରୁ ଅଧିକ ସଂକ୍ରିତ ଚିହ୍ନଟ ହୋଇଛନ୍ତି। ମଙ୍ଗଳବାର ଚାଇନାରେ ୫୨୮୦ଟି ନୂଆ କରୋନା ମାମଲା ଦେଖିବାକୁ ମିଳିଥିଲା। ଯାହା କରୋନା ମହାମାରୀ ଦିନଠାରୁ ଦେଶର...

ଭାରତର କ୍ଷେପଣାସ୍ତ୍ର ମାଡ଼ ଉପରେ ଏମିତି କହିଲା ଆମେରିକା

ଓ୍ବାଶିଂଟନ,୧୫।୩: ଭାରତ ପକ୍ଷରୁ ନିକଟରେ ପାକିସ୍ତାନ ଉପରେ କରାଯାଇଥିବା କ୍ଷେପଣାସ୍ତ୍ର ମାଡ଼ ଏକ ଦୁର୍ଘଟଣା ଥିଲା ବୋଲି ଆମେରିକା ପକ୍ଷରୁ କୁହାଯାଇଛି। ଗତ ଶୁକ୍ରବାର ଭାରତ ପକ୍ଷରୁ କୁହାଯାଇଥିଲା, ଦୁଇ ଦିନ ତଳେ ଦୁର୍ଘଟଣାବଶତଃ ପାକିସ୍ତାନ ଉପରେ ଏକ କ୍ଷେପଣାସ୍ତ୍ର...

୬ ଦିନରେ ତିଆରି ହେଲା ହସ୍ପିଟାଲ

ବେଜିଂ,୧୫।୩: ଚାଇନା ୬ ଦିନରେ ୬ ହଜାର ଶଯ୍ୟା ବିଶିଷ୍ଟ ଏକ କୋଭିଡ୍‌ ହସ୍ପିଟାଲ ତିଆରି କରି ଏବେ ଚର୍ଚ୍ଚାରେ। ହସ୍ପିଟାଲ ନିର୍ମାଣର ଏକ ଭିଡିଓ ସ୍ଥାନୀୟ ଗଣମାଧ୍ୟମ ଏଜେନ୍ସି ଜିନ୍‌ହୁଆରେ ଏହା ପ୍ରକାଶ ପାଇଛି। କରୋନା ସଂକ୍ରମଣକୁ ନେଇ...

ଯୁଦ୍ଧକୁ ନିନ୍ଦା କଲେ ରୁଷୀୟ ପାଇଲଟ୍‌, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ, ୧୫ା୩: ୟୁକ୍ରେନ୍‌ ଉପରେ ଆକ୍ରମଣକୁ ବିରୋଧ କରି ଜଣେ ରୁଷୀୟ ପାଇଲଟ ନିଜ ଦେଶକୁ ନିନ୍ଦା କରିଛନ୍ତି। ୟୁକ୍ରେନ୍‌ ଯୁଦ୍ଧ ଏକ ଅପରାଧ ବୋଲି ସେ ବିମାନ ଭିତରେ କହୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।...

ରୁଷିଆ-ୟୁକ୍ରେନ ଯୁଦ୍ଧର ୧୯ ଦିନ: ଥମୁନି ମିଶାଇଲ ମାଡ, ବଢୁଛି ବିସ୍ଫୋରଣ ସଂଖ୍ୟା

ମସ୍କୋ/କ୍ୱିଭ,୧୫ ।୩: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣକୁ ୧୯ ଦିନ ହୋଇଗଲାଣି । ଏବେବି ରୁଷିଆ ପକ୍ଷରୁ ଲଗାତାର ଆକ୍ରମଣ ଚାଲିଥିବା ବେଳେ ୟୁକ୍ରେନ ବି ଏହାର କଡା ଜବାବ ଦେଇ ଚାଲିଛି । ରୁଷିଆ ସେନା ୟୁକ୍ରେନର ରାଜଧାନୀ...

ରୁଷିଆ ବିରୋଧରେ ୟୁକ୍ରେନକୁ ଅସ୍ତ୍ର ଯୋଗାଇବ ଆମେରିକା

ୱାଶିଂଟନ,୧୫ ।୩: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ୧୯ ଦିନରେ ପହଞ୍ଚିଲାଣି । ଏହାରି ଭିତରେ ଯୁଦ୍ଧ କମିବା ପରିବର୍ତ୍ତେ ଦିନକୁ ଦିନ ବଢିବାରେ ଲାଗିଛି । ଇତିମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଘୋଷଣା କରିଛନ୍ତି କି ରୁଷିଆ...

ଡୋନବାସରେ ୟୁକ୍ରେନର ୧୦୦ ସେନା ମୃତ, ୬ ଗାଡି ନଷ୍ଟ

କ୍ୱିଭ,୧୫ ।୩: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି । ଏହାରି ଭିତରେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ ବିରତିକୁ ନେଇ କଥା ହୋଇଥିଲେ ମଧ୍ୟ ଏହାର କୌଣସି ସମାଧାନ ବାହାରି ପାରିନାହିଁ ।...

ସାହସ ଥିଲେ ମୋ ସହ ଲଢ଼

ମସ୍କୋ,୧୫ା୩: ବୈଦ୍ୟୁତିକ କାର୍‌ ନିର୍ମାଣକାରୀ କମ୍ପାନୀ ଟେସ୍‌ଲା ତଥା ମହାକାଶଯାନ ନିର୍ମାତା ସ୍ପେସ୍‌ଏକ୍ସର ମାଲିକ ଏଲନ୍‌ ମସ୍କ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଖୋଲାଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ପୁଟିନ୍‌ ସାମ୍‌ନାକୁ ଆସି ତାଙ୍କ ସହ ହାତାହାତି ହୁଅନ୍ତୁ। ଏଥିରେ ୟୁକ୍ରେନ୍‌କୁ...

ଅସ୍ତ୍ରବିରତି ଦାବି କଲା କ୍ୱିଭ୍‌

କ୍ୱିଭ୍‌,୧୫ା୩: ୟୁକ୍ରେନ୍‌ରେ ରୁଷିଆ ଅଧିକ ଆକ୍ରମଣାତ୍ମକ ହୋଇ ତୁହାକୁ ତୁହା ମିଶାଇଲ, ବୋମା ମାଡ଼ କରୁଥିବାବେଳେ ଉଭୟ ଦେଶର ପ୍ରତିନିଧିଙ୍କ ମଧ୍ୟରେ ସୋମବାର ଚତୁର୍ଥ ପର୍ଯ୍ୟାୟ ଆଲୋଚନା ହୋଇଛନ୍ତି। ମସ୍କୋ ଓ କ୍ୱିଭ୍‌ର ପ୍ରତିନିଧି ଭିଡିଓ କନ୍‌ଫରେନ୍ସ ଜରିଆରେ ବୈଠକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri