ଅନ୍ତର୍ଜାତୀୟ

ପ୍ରୀତି ପାଣିଗ୍ରାହୀଙ୍କ ଫିଲ୍ମକୁ ଗ୍ରାଣ୍ଡ ଜୁରି ପୁରସ୍କାର

ଲସ୍‌ ଏଞ୍ଜେଲସ୍‌, ୩ା୭: ରିଚା ଚଢ଼ା ଓ ଅଲି ଫଜଲଙ୍କ ନିର୍ମିତ, ଶୁଚି ତଲାତିଙ୍କ ନିର୍ଦ୍ଦେଶିତ ଏବଂ ଓଡ଼ିଆ ଝିଅ ପ୍ରୀତି ପାଣିଗ୍ରାହୀଙ୍କ ଅଭିନୀତ ‘ଗର୍ଲସ୍‌ ଓ୍ବିଲ୍‌ ବି ଗର୍ଲସ୍‌’ ଫିଲ୍ମ ସୋମବାର ଆମେରିକାର ଲସ୍‌ ଏଞ୍ଜେଲସ୍‌ରେ ଚାଲିଥିବା ଭାରତୀୟ...

ସାମ୍ନାକୁ ଆସିଲା ୪, ୫୦୦ ବର୍ଷ ତଳର ସହର, ପଡ଼ିରହିଛି ୩ ଶହ ମୃତଦେହ

ନୂଆଦିଲ୍ଲୀ,୨।୭: ଇତିହାସରେ ଏମିତି କିଛି ଘଟଣା ରହିଛି, ଯାହା ସମୟ ସହିତ ଅଦୃଶ୍ୟ ହୋଇଯାଇଛି । କିନ୍ତୁ ବେଳେ ବେଳେ ହଜାର ହଜାର ଘଟଣା ସାମ୍ନାକୁ ମଧ୍ୟ ଆସିଥାଏ । ଯାହାକି ଆମକୁ ଚକିତ କରିଦିଏ । ଏପରି ଏକ...

ଲାଗୁ ହେଲା ନୂଆ ନିୟମ, ନାତୁଣୀ-ନାତିଙ୍କ ଯତ୍ନ ନେବା ପାଇଁ ଜେଜେମା-ଜେଜେଙ୍କୁ ମିଳିବ ଛୁଟି

କୋପେନହେଗନ,୨।୭: ସୋମବାର ସ୍ବିଡେନ ନୂତନ ପିତୃତ୍ୱ ନିୟମ ଲାଗୁ କରିଛି। ଏହା ଅଧୀନରେ, ଜେଜେମା-ଜେଜେବାପାମାନେ ଶିଶୁ ଜନ୍ମର ପ୍ରଥମ ବର୍ଷରେ ତିନିମାସ ପର୍ଯ୍ୟନ୍ତ ନାତି ନାତୁଣୀଙ୍କ ଯତ୍ନ ନେବା ପାଇଁ ଦରମା ସହିତ ପିତୃତ୍ୱ ଛୁଟି ପାଇପାରିବେ। ସ୍ବିଡେନର ୩୪୯ସିଟ...

ଭାରତ-ପାକିସ୍ତାନ ସମ୍ପର୍କକୁ ନେଇ ମୁହଁ ଖୋଲିଲା ଆମେରିକା

ଓ୍ବାଶିଂଟନ୍‌,୨।୭: ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଦୀର୍ଘ ବର୍ଷ ଧରି ବନ୍ଦ ରହିଛି। ଭାରତର ସ୍ପଷ୍ଟ ଆଭିମୁଖ୍ୟ ରହିଛି, ଯେପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ନିୟନ୍ତ୍ରଣ ନ କରେ ସେ ପର୍ଯ୍ୟନ୍ତ କୌଣସି ଆଲୋଚନା ହେବ ନାହିଁ। ଭାରତ-ପାକିସ୍ତାନ ସମ୍ପର୍କକୁ...

୨୮ ବର୍ଷ ବୟସରେ ଏହି ଯୁବକ ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨ା୭: ଗତ ୫ ବର୍ଷ ମଧ୍ୟରେ ବିଶ଼୍ବର ବିଭିନ୍ନ ଦେଶରେ ନିର୍ବାଚନ ହୋଇଛି । ପ୍ରାୟତଃ ରାଷ୍ଟ୍ରରେ ସରକାର ବଦଳିଛି ଏବଂ ପ୍ରଧାନମନ୍ତ୍ରୀ ମଧ୍ୟ ବଦଳିଛନ୍ତି । ହେଲେ ଭାରତରେ ସମାନ ସରକାର ରହିଛି । ଅନ୍ୟପଟେ ଫ୍ରାନ୍ସର...

ନୂଆ ଟିକସ ବୃଦ୍ଧିକୁ ନେଇ ହିଂସା: ଚାଲିଗଲା ୩୯ ଜୀବନ

ନାଇରୋବି,୨।୭:ନୂଆ ଟିକସ ବୃଦ୍ଧି ବିରୋଧରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ କରାଯାଉଛି। ଏହି ହିଂସାରେ ଏପର୍ଯ୍ୟନ୍ତ ଅତି କମରେ ୩୯ ଜଣଙ୍କର ମୃତ୍ୟୁ ହୋଇଛି। ଏହି ସପ୍ତାହରେ କେନିଆରେ ବିକ୍ଷୋଭକାରୀମାନେ ଏକ ନୂଆ ରାଉଣ୍ଡ ବିରୋଧ ପାଇଁ ପ୍ରସ୍ତୁତ ହେଉଛନ୍ତି...

ପରୀକ୍ଷଣ ବେଳେ ଚାଇନାର ‘ତିଆନ୍‌ଲଙ୍ଗ୍‌-୩’ ରକେଟ ଦୁର୍ଘଟଣାଗ୍ରସ୍ତ

ବେଜିଂ, ୨।୭: ଚାଇନାର ସ୍ପେସ୍‌ ପାୟୋନିଅର କମ୍ପାନୀ ଦ୍ୱାରା ‘ତିଆନ୍‌ଲଙ୍ଗ୍‌-୩’ ରକେଟକୁ ସୋମବାର ପରୀକ୍ଷଣ କରାଯାଉଥିବାବେଳେ ଏହା ହଠାତ୍‌ ଉତ୍‌କ୍ଷେପିତ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉକ୍ତ ରକେଟଟି ଲଞ୍ଚ୍‌ପ୍ୟାଡ୍‌ରୁ ଅଲଗା ହେବା ସହ ଆକାଶରେ ଦ୍ରୁତବେଗରେ ଗତିକରି ମଧ୍ୟ ଚାଇନାର ହେନାନ୍‌...

ମନ୍ଦିରରେ ଘୂରି ବୁଲୁଛି ବ୍ରିଟେନ ରାଜନୀତି, ସୁନକଙ୍କ ବ୍ୟତୀତ ବିରୋଧୀ ନେତା ବି କରୁଛନ୍ତି ପୂଜାର୍ଚ୍ଚନା

ଲଣ୍ଡନ,୧।୭: ବ୍ରିଟେରେ ସାଧାରଣ ନିର୍ବାଚନ ପାଇଁ ଭୋଟ ତିନି ଦିନ ପରେ ଅର୍ଥାତ୍‌ ୪ ଜୁଲାଇରେ ଅନୁଷ୍ଠିତ ହେବ । କଞ୍ଜରଭେଟିଭ ପାର୍ଟି ବର୍ତ୍ତମାନ ବ୍ରିଟେନରେ କ୍ଷମତାରେ ଅଛି। ଏହି ପାର୍ଟି ନେତା ଋଷି ସୁନକ ହେଉଛନ୍ତି ଦେଶର ପ୍ରଧାନମନ୍ତ୍ରୀ।...

୩୪ ବର୍ଷ ପୂର୍ବେ ୩୬୭ ଯାତ୍ରୀ ଥିଲେ ବନ୍ଧକ, ଏବେ ହେଲା ମାମଲା ରୁଜୁ

କୁଏତ୍‌,୧ା୭: ୧୯୯୦ରେ ବ୍ରିଟିଶ ଏୟାରଓ୍ବେଜ ବିମାନର ଯାତ୍ରୀ ଏବଂ କ୍ରୁ ସଦସ୍ୟମାନେ କୁଏତରେ ବନ୍ଦୀ ହୋଇଥିଲେ। ବର୍ତ୍ତମାନ ବିମାନର ଯାତ୍ରୀମାନେ ବ୍ରିଟେନ ସରକାର ଏବଂ ବିମାନ ସେବା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଇରାକର ତତ୍କାଳୀନ ନେତା ସଦ୍ଦାମ...

ଟ୍ରମ୍ପ୍‌ ରାଷ୍ଟ୍ରପତି ହେଲେ ପୂର୍ଣ୍ଣକଳୀନ ଫାଷ୍ଟ ଲେଡି ହେବେନି ମେଲାନିଆ

ନୂଆଦିଲ୍ଲୀ,୧ା୭: ରିପବ୍ଲିକାନ୍‌ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ୨୦୨୪ ନିର୍ବାଚନରେ ବିଜୟୀ ହୋଇ ଆଉ ଥରେ ଆମେରିକାର ରାଷ୍ଟ୍ରପତି ହେଲେ ତାଙ୍କ ସ୍ତ୍ରୀ ମେଲାନିଆ ଟ୍ରମ୍ପ୍‌ଙ୍କୁ ପୂର୍ଣ୍ଣକାଳୀନ ଫାଷ୍ଟ ଲେଡି ଭାବେ ଦେଖିବାକୁ ମିଳି ନ ପାରେ। ମେଲାନିଆ ଏହି...

ବାଇଡେନ୍‌ ଓହରିଲେ କିଏ ହେବେ: ରାଷ୍ଟ୍ରପତିଙ୍କ ଉପରେ ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ଚାପ

ନୂଆଦିଲ୍ଲୀ,୧ା୭: ଆମେରିକା ପ୍ରେସିଡେନ୍ସିଆଲ ଡିବେଟ୍‌ରେ ଗୁରୁବାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଦୁର୍ବଳ ପ୍ରଦର୍ଶନ ଡେମୋକ୍ରାଟ୍ସଙ୍କ ମଧ୍ୟରେ ପରାଜୟର ଭୟ ସୃଷ୍ଟି କରିଛି। ୨୦୨୪ ନଭେମ୍ବରରେ ହେବାକୁ ଥିବା ନିର୍ବାଚନରେ ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଟକ୍କର ଦେବା ପାଇଁ ୮୧ ବର୍ଷୀୟ...

ଦକ୍ଷିଣ କୋରିଆର ଗୀତ ଶୁଣୁଥିବାରୁ ଉତ୍ତର କୋରିଆରେ ଯୁବକଙ୍କୁ ମୃତ୍ୟୁଦଣ୍ଡ

ପ୍ୟାଙ୍ଗୋୟାଙ୍ଗୋ, ୩୦।୬: ଉତ୍ତର କୋରିଆରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଯୁବକ(୨୨) ଦକ୍ଷିଣ କୋରିଆର ଗୀତ ଶୁଣୁଥିବାରୁ ତାଙ୍କୁ ଗତ ୨୦୨୨ରେ ସର୍ବସମ୍ମୁଖରେ ତାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା। ରବିବାର ଦକ୍ଷିଣ କୋରିଆର ଏକୀକରଣ ମନ୍ତ୍ରଣାଳୟ ପକ୍ଷରୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri