ଅନ୍ତର୍ଜାତୀୟ

ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ମୃତ୍ୟୁ ଓ କ୍ଷୟକ୍ଷତି ପାଇଁ କେବଳ ରୁଷିଆ ଦାୟୀ ରହିବ: ବାଇଡେନ

ୱାଶିଂଟନ,୨୪ ।୨: ରୁଷିଆ-ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ପରିସ୍ଥିତି ମଧ୍ୟରେ ଗୁରୁବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧ ଘୋଷଣା କରିଛନ୍ତି । ଏହାପରେ ରୁଷିଆ ପକ୍ଷରୁ ୟୁକ୍ରେନ୍ ଉପରେ ଲଗାତାର ଭାବେ ଆକ୍ରମଣ ଚାଲିଥିବା ଜଣାପଡିଛି ।...

ୟୁକ୍ରେନ ଯୁବତୀଙ୍କୁ ମେସେଜ ପଠାଉଛନ୍ତି ରୁଷିଆ ସୈନିକ, ସ୍କ୍ରିନ୍‌ଶଟ୍‌ ଶେୟାର କରି କହିଲେ…

କ୍ୱିଭ୍‌,୨୪ା୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି। ୟୁକ୍ରେନର ରାଜଧାନୀ ସମେତ ଅନେକ ସ୍ଥାନରେ ବିସ୍ଫୋରଣ କରିଛି ରୁଷିଆ। ଏହି ସମୟରେ ୟୁକ୍ରେନର ଯୁବତୀମାନେ କହିଛନ୍ତି ଯେ, ରୁଷିଆର ସୈନିକମାନେ ଡେଟିଂ ଆପ ଟିଣ୍ଡରରେ ସେମାନଙ୍କୁ ଫ୍ଲର୍ଟି...

ମିସାଇଲ ମାଡ଼ରେ ୟୁକ୍ରେନରେ ୭ ମୃତ, ୯ ଆହତ

କ୍ୱିଭ,୨୪।୨: ଗୁରୁବାର ସକାଳୁ ୟୁକ୍ରେନର ରାଜଧାନୀ କ୍ୱିଭ ସମେତ ବିଭିନ୍ନ ସହରରେ ରୁଷିଆ କ୍ଷେପଣାସ୍ତ୍ର ମାଡ଼ କରିଛି। ଏଥିରେ ଏପର୍ଯ୍ୟନ୍ତ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ରୁଷିଆ ସେନା ଆକ୍ରମଣ ଜାରି ରଖିଥିବାରୁ...

ଆଖିରେ ଲୁହ-ମନରେ କୋହ, ଜୀବନ ଭୟରେ ଆତଙ୍କିତ ଲୋକେ…

କ୍ୱିଭ୍‌,୨୪।୨ : ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଛି। କ୍ୱିିଭ୍‌, ଡୋନବାସ ଖାର୍କି, ଓଡେସା ସମେତ ବହୁ ଅଞ୍ଚଳରେ ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି। ଘଟଣାସ୍ଥଳରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନେ ସୋସିଆଲ ମିଡିଆରେ କେତେକ ଭିଜୁଆଲ ଶେୟାର କରିଛନ୍ତି...

ରୁଷିଆର ୫ ଯୁଦ୍ଧ ବିମାନ ଖସାଇଲା ୟୁକ୍ରେନ

ମସ୍କୋ,୨୪।୨: ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଅନୁମତି ଦେବା ପରେ ରୁଷିଆ ସେନା ୟୁକ୍ରେନର ବିଭିନ୍ନ ସହରରେ ମିସାଇଲ ମାଡ଼ କରିଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ୟୁକ୍ରେନ ରାଜଧାନୀ କ୍ୱିଭରେ କ୍ଷେପଣାସ୍ତ୍ର ମାଡ଼ ହୋଇଛି। ଏ ନେଇ...

ୟୁକ୍ରେନରୁ ଫେରିଲା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ,୨୪।୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଯୁଦ୍ଧ ଘୋଷଣା କରିବା ପରେ ୟୁକ୍ରେନ ପୂର୍ବାଞ୍ଚଳର ବିଭିନ୍ନ ସ୍ଥାନରେ ରକେଟ୍‌ ମାଡ଼ କରାଯାଇଛି। ଏଥିଯୋଗୁ ୟୁକ୍ରେନ ଏହାର ଏୟାରସ୍ପେସ୍‌କୁ ବନ୍ଦ କରି ଦେଇଛି। ଏୟାରସ୍ପେସ୍‌ ବନ୍ଦ କରି ଦିଆଯାଇଥିବାରୁ ଏୟାର ଇଣ୍ଡିଆ...

ମାନବତା ପାଇଁ ସୈନ୍ୟ ଫେରାଇ ଆଣ, ପୁଟିନ୍‌ଙ୍କୁ ଜାତିସଂଘ ମହାସଚିବଙ୍କ ଅନୁରୋଧ …

ଜେନେଭା,୨୪।୨ : ୟୁକ୍ରେନକୁ ନେଇ ରୁଷିଆ ଏବଂ ଆମେରିକା ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ରୁଷ୍ରିାର ରାଷ୍ଟ୍ରପତି ବ୍ଲାଡିମୀର ପୁଟିନଙ୍କୁ ଏନେଇ ଅନୁରୋଧ କରିଛନ୍ତି। ଏକ ଟୁଇଟର ପୋଷ୍ଟରେ ସେ କହିଛନ୍ତି...

ଯୁଦ୍ଧ ଘୋଷଣା ପରେ ରାଜଧାନୀରେ ପ୍ରଚଣ୍ଡ ବିସ୍ଫୋରଣ

କ୍ୱିଭ(ୟୁକ୍ରେନ),୨୪।୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଗୁରୁବାର ଯୁଦ୍ଧ ଘୋଷଣା କରିବା ପରେ ୟୁକ୍ରେନର ରାଜଧାନୀ କ୍ୱିଭ ସମେତ ଦେଶର ଉପକୂଳବର୍ତ୍ତୀ କିଛି ସହରରେ ପ୍ରଚଣ୍ଡ ବସ୍ଫୋରଣ ଘଟିଛି। ଓଡେସା ସହରର ବ୍ଲାକ ସି ବନ୍ଦରରେ ମଧ୍ୟ ବିସ୍ଫୋରଣ ହୋଇଛି।...

ଯୁଦ୍ଧ ଘୋଷଣା…

ମସ୍କୋ,୨୪।୨ : ଯୁଦ୍ଧ ଟାଳିବା ପାଇଁ ଜାତିସଂଘ ନିରାପତ୍ତା ପରିଷଦ ପକ୍ଷରୁ ବୈଠକ ଚାଲିଥିବାବେଳେ ରୁଷ୍‌ଇଆ ରାଷ୍ଠ୍ରପତି ବ୍ଲାଡିମୀର ପୁଟିନ୍‌ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି। ନାଟୋ କିମ୍ବା ଆମେରିକା ୟୁକ୍ରେନକୁ ସହଯୋଗ କଲେ ଭୟଙ୍କର ପରିଣାମ ହେବ...

ଚାରିପଟୁ ଆକ୍ରମଣ ଯୋଜନା…

ମସ୍କୋ/କ୍ୱିଭ୍‌,୨୪।୨ : ଗତ ଦୁଇ ଦିନ ମଧ୍ୟରେ ରୁଷ-ୟୁକ୍ରେନ ଯୁଦ୍ଧ ସଙ୍କଟର ପରିସ୍ଥିତି ଦ୍ରୁତ ଗତିରେ ବଦଳି ଯାଇଛି। ରୁଷିଆ ସୈନ୍ୟମାନେ ପୂର୍ବ ୟୁକ୍ରେନରେ ପ୍ରବେଶ କରିଛନ୍ତି। ପୃଥିବୀର ବହୁ ଦେଶ ରୁଷିଆକୁ ରୋକିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।...

ଟଳିବନି ଯୁଦ୍ଧ: ପୁଟିନ

ମସ୍କୋ,୨୪ ।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ବେଳକୁ ବେଳ ଉତ୍ତେଜନା ପରିସ୍ଥିତି ବଢିବାରେ ଲାଗିଛି । ଦୁଇ ଦେଶ ମଧ୍ୟରେ ପରିସ୍ଥିତି ଯୁଦ୍ଧର ନିକଟତର ହେବାରେ ଲାଗିଛି । ଆଶଙ୍କା କରାଯାଉଛି କି ଯେ କୌଣସି ମୁହୂର୍ତ୍ତରେ ରୁଷିଆ...

ୟୁକ୍ରେନ୍‌ରେ ପୁଣି ସାଇବର ଆକ୍ରମଣ, ସରକାରୀ-ବ୍ୟାଙ୍କ କାରବାର ଠପ୍‌…

କ୍ୱିଭ୍‌,୨୪।୨ : ଗୋଟିଏ ପଟେ ରୁଷିଆ ପକ୍ଷରୁ ସୈନ୍ୟବାହିନୀଙ୍କ ଦ୍ୱାରା ୟୁକ୍ରେନ ଉପରେ ଆକ୍ରମଣ କରାଯାଇଥିବା ବେଳେ ଅନ୍ୟପଟେ ୟୁକ୍ରେନ ଉପରେ ପୁଣି ସାଇବର ଆକ୍ରମଣ ହୋଇଛି। ୟୁକ୍ରେନ ସରକାରଙ୍କ ୱେବସାଇଟ ଏବଂ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ୱେବସାଇଟ ଏହି ଆକ୍ରମଣର...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri