ଅନ୍ତର୍ଜାତୀୟ

ସୁଇସ୍‌ ବ୍ୟାଙ୍କରେ କୋଟି କୋଟି ଟଙ୍କା ରଖିଛନ୍ତି ପାକିସ୍ତାନୀ ଜେନେରାଲ

ଇସଲାମାବାଦ,୨୨।୨: ଏକ ଅଗ୍ରଣୀ ସୁଇସ୍‌ ବ୍ୟାଙ୍କ୍‌ର ୬୦୦ ଆକାଉଣ୍ଟ ସହ ଜଡ଼ିତ କିଛି ତଥ୍ୟ ଲିକ୍‌ ହୋଇଯାଇଛି। ସେହି ସମସ୍ତ ଆକାଉଣ୍ଟ ୧୪୦୦ ପାକିସ୍ତାନ ନାଗରିକଙ୍କର ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। କ୍ରେଡିଟ୍‌ ସୁଇଜରୁ ଲିକ୍‌ ହୋଇଥିବା ତଥ୍ୟ ଅନୁଯାୟୀ,...

ମହାକାଶରେ ଗଛ ଲାଗିବ

ଓ୍ବାଶିଂଟନ୍‌, ୨୨।୨: ମହାକାଶରେ ବିନା ମାଟିରେ ଗଛ ଲାଗିବ। ଏହି ଗବେଷଣା ନିମନ୍ତେ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ନର୍ଥରୋପ୍‌ ଗ୍ରୁମ୍‌ମ୍ୟାନ୍‌(ଏନ୍‌ଜି)ର ସିଗ୍‌ନସ୍‌ ସ୍ପେସ୍‌କ୍ରାଫ୍ଟକୁ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେଶନ (ଆଇଏସ୍‌ଏସ୍‌)କୁ ପଠାଇଛି। ଏଥିରେ ପ୍ରାୟ ୩,୭୬୪ କେ.ଜିର କାର୍ଗୋ...

ଯୁଦ୍ଧ ଆଶଙ୍କା: ଜରୁରୀକାଳୀନ ବୈଠକ ଡକାଇଲା ମିଳିତ ଜାତିସଂଘ ସୁରକ୍ଷା ପରିଷଦ

ନ୍ୟୁୟର୍କ,୨୨।୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଶଙ୍କା ଘନେଇବାରେ ଲାଗିଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶକୁ ସମ୍ବୋଧନ କରି ୟୁକ୍ରେନର ପୂର୍ବ ଭାଗରେ ଥିବା ଦୁଇଟି ଅଞ୍ଚଳକୁ ସ୍ବାଧୀନତା ପ୍ରଦାନ କରିଛନ୍ତି। ଏହାପରେ ପୁଟିନ ସର୍ବସମ୍ମୁଖରେ ୟୁକ୍ରେନର...

ହତ୍ୟା ତାଲିକା କରିଛି ରୁଷିଆ

ଓ୍ବାଶିଂଟନ୍‌/କ୍ୱିଭ୍‌/ମସ୍କୋ, ୨୨ା୨: ୟୁକ୍ରେନ କବ୍‌ଜା କରିବାକୁ ଆକ୍ରମଣ ନିମନ୍ତେ ଶେଷ ପ୍ରସ୍ତୁତିରେ ଲାଗିଥିବା ରୁଷିଆ ଟାର୍ଗେଟ କିଲିଂ କରିବ। ଏ ନେଇ ମସ୍କୋ ୟୁକ୍ରେନର କେତେକ ପ୍ରମୁଖ ଲୋକଙ୍କ ଏକ ତାଲିକା ପ୍ରସ୍ତୁତ କରିଛି। ୟୁକ୍ରେନ ଅକ୍ତିଆର ପରେ ରୁଷିଆ...

ପୂର୍ବ ୟୁକ୍ରେନର ବିଦ୍ରୋହୀ ଅଞ୍ଚଳକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେଲା ରୁଷିଆ

ମସ୍କୋ,୨୨ ।୨: ୟୁକ୍ରେନ ମାମଲାରେ ଏକ ବଡ ପଦକ୍ଷେପ ସ୍ୱରୂପ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ପୂର୍ବ ୟୁକ୍ରେନର ବିଦ୍ରୋହୀ ଅଞ୍ଚଳ ଡେନେତ୍ସକ ଓ ଲୁହାସ୍କକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେବା ସହ ସୁରକ୍ଷା ଚୁକ୍ତିନାମା ମଧ୍ୟ କରିଛନ୍ତି...

ଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଆମେରିକା ଆଇନ ସଂସ୍ଥା

ଲଣ୍ଡନ,୨୨।୨:ଉତ୍ତରପ୍ରଦେଶ ପୋଲିସ ୨୦୧୭ରୁ ୨୦୨୧ ମଧ୍ୟରେ ବେଆଇନ ଭାବେ ଏନ୍‌କାଉଣ୍ଟରରେ କେତେଜଣ ଅପରାଧୀଙ୍କୁ ହତ୍ୟା କରିଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭୂମିକା ରହିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଅନ୍ତର୍ଜାତୀୟ ଅପରାଧ ଓ ମାନବାଧିକାର ଆଇନଜୀବୀମାନଙ୍କର ସ୍ବତନ୍ତ୍ର ସଂଗଠନ...

ଅଷ୍ଟ୍ରେଲୀୟ ଅଭିନେତ୍ରୀଙ୍କ ପ୍ରେମରେ ଏଲନ୍‌ ମସ୍କ

ଓ୍ବାଶିଂଟନ,୨୨ା୨: ବୈଜ୍ଞାନିକ ପରୀକ୍ଷଣ ଏବଂ ଭବିଷ୍ୟବାଣୀ ପାଇଁ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହିଆସୁଛନ୍ତି ବିଶ୍ୱର ୧ନଂ. ଧନୀ ଏଲନ୍‌ ମସ୍କ। ଏବେ ଏହି ୫୦ ବର୍ଷୀୟ ଅରବପତି ଜଣେ ଅଷ୍ଟ୍ରେଲୀୟ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିବା ନେଇ ଚର୍ଚ୍ଚାକୁ ଆସିଛନ୍ତି। ଅଭିନେତ୍ରୀ...

ଗୋଟିଏ ମିନିଟ୍‌ ମଧ୍ୟରେ ସ୍ତ୍ରୀଙ୍କୁ ଛାଡପତ୍ର ଦେଲେ ୩ ଭାଇ

ଅଲଜିୟର୍‌ସ,୨୧।୨: ଆଲଜେରିଆରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ପରିବାରର ୩ ଭାଇ ଗୋଟିଏ ମିନିଟ୍‌ ମଧ୍ୟରେ ନିଜ ନିଜ ସ୍ତ୍ରୀଙ୍କୁ ଛାଡପତ୍ର ଦେଇଛନ୍ତି। ସବୁଠୁ ରୋଚକ କଥା ହେଉଛି, ଛାଡପତ୍ର ପାଇଁ ପୂର୍ବରୁ କୌଣସି ପ୍ରକାରର ଆଇନଗତ...

ସ୍କୁଲ ଉପରେ ଖସି ପଡ଼ିଲା ଫାଇଟର ଜେଟ୍‌

ତେହରାନ,୨୧।୨: ଉତ୍ତରପୂର୍ବାଞ୍ଚଳ ସହର ଜାବ୍ରିଜର ସ୍କୁଲ ଉପରେ ସୋମବାର ଇରାନର ଏକ ଏଫ୍‌-୫ ଫାଇଟର ଜେଟ୍‌ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ବିମାନର ୨ କ୍ରୁ ମେମ୍ବର ଓ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଧିକାରୀ କହିଛନ୍ତି। “ଭାଗ୍ୟବଶତଃ...

ଆମେରିକା ପାଇଁ ନେପାଳରେ ହିଂସା

କାଠମାଣ୍ଡୁ,୨୧।୨: ନେପାଳକୁ ଆମେରିକାର ୫୦୦ ନିୟୁତ ଡଲାର ସହାୟତା ଚୁକ୍ତିନାମାକୁ ବିରୋଧ କରି ହୋଇଥିବା ବିକ୍ଷୋଭ ହିଂସାତ୍ମକ ରୂପ ନେଇଛି। ନେପାଳ ପାର୍ଲାମେଣ୍ଟ ବାହାରେ ବିକ୍ଷୋଭକାରୀମାନେ ପୋଡ଼ାଜଳା କରିବା ସହ ଜବରଦସ୍ତ ନିଷିଦ୍ଧାଞ୍ଚଳ ମଧ୍ୟକୁ ପ୍ରବେଶ କରିବାରୁ ପୋଲିସ ସହ...

ଟଳିପାରେ ଯୁଦ୍ଧ ଆଶଙ୍କା

ମସ୍କୋ,୨୧ା୨: ୟୁରୋପ ଉପରୁ ଯୁଦ୍ଧ ଆଶଙ୍କା ଟଳିପାରେ। ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ଫ୍ରାନ୍ସର ରାଷ୍ଟ୍ରପତି ଏମାନୁଏଲ୍‌ ମାକ୍ରନ ଆଲୋଚନା କରିବା ପରେ ଶାନ୍ତିର ବାଟ ଫିଟିଛି । ଏହାସହ ଆମେରିକା...

କାମ ଦେଲାନି ଚାଇନାର ଧମକ, ନେପାଳ ସଂସଦରେ ଆମେରିକା ଏମ୍‌ସିସି ପରିଯୋଜନା…

କାଠମାଣ୍ଡୁ,୨୧।୨ : ଚାଇନାର ଧମକ କାମ ଦେଇନି। ନେପାଳ ସଂସଦରେ ଆମେରିକା ଏମ୍‌ସିସି ପରିଯୋଜନା ବିଲ୍‌ ଆଗତ ହୋଇଛି। ଆମେରିକାର ଉଚ୍ଚାଭିଳାଷୀ ପ୍ରକଳ୍ପ ମିଲେନିୟମ ଚ୍ୟାଲେଞ୍ଜ କର୍ପୋରେଶନ (ଏମ୍‌ସିସି)କୁ ନେପାଳର ସଂସଦରେ ଉପସ୍ଥାପିତ କରାଯାଇଛି। ପ୍ରାୟ ତିନିବର୍ଷ ଧରି ଏହି...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri