ଅନ୍ତର୍ଜାତୀୟ

ରୁଷିଆରେ ଯୁଦ୍ଧ ବିରୋଧୀ ଆନ୍ଦୋଳନ ପାଇଁ ୧,୧୦୦ ଅଟକ

ମସ୍କୋ,୬।୩: ୟୁକ୍ରେନ ଉପରେ ସାମରିକ ଆକ୍ରମଣର ବିରୋଧରେ ରୁଷିଆରେ ତେଜିବାରେ ଲାଗିଛି ଆନ୍ଦୋଳନ। ବିଭିନ୍ନ ସହରରେ ରବିବାର ଯୁଦ୍ଧ ବିରୋଧୀ ବିକ୍ଷୋଭରେ ଜଡ଼ିତ ୧,୧୦୦ ଲୋକଙ୍କୁ ଅଟକ ରଖାଯାଇଛି। ଏ ନେଇ ସୂଚନା ଦେଇଛି ବିରୋଧୀ ଦଳର ଆନ୍ଦୋଳନ ଉପରେ...

ୟୁକ୍ରେନ ସବୁ ସର୍ତ୍ତ ମାନିଲେ ବନ୍ଦ ହେବ ଯୁଦ୍ଧ: ପୁଟିନ୍‌

ମସ୍କୋ,୬।୩: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧୧ ଦିନ ହେବଜାରି ରହିଛି। କିନ୍ତୁ ପରିସ୍ଥିତି ସ୍ବାଭାବିକ ହୋଇନାହିଁ। ରୁଷିଆ ୟୁକ୍ରେନ ଉପରେ ପ୍ରବଳ ବୋମା ମାଡ କରୁଛି। ଫଳରେ ଅନେକ ସହର ଧ୍ୱଂସ ହୋଇଯାଇଛି। ତେବେ ଉଭୟ ଦେଶ ମଧ୍ୟରେ ଯୁଦ୍ଧ...

ସ୍ପାଇ ପରୀକ୍ଷଣ କଲା ଉତ୍ତର କୋରିଆ, ପଡ଼ୋଶୀ ଦେଶ ଭୟଭୀତ

ପ୍ୟୋଙ୍ଗ୍‌ୟାଙ୍ଗ,୬ା୩: ଉତ୍ତର କୋରିଆ ଶନିବାର ଏକ ବାଲାଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା ପରେ ରବିବାର ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ସ୍ପାଇ ସାଟେଲାଇଟ୍‌ ପରୀକ୍ଷା କରିଛି। ଏନେଇ ଏହାର ପଡ଼ୋଶୀ ଦେଶ ପୁଣି ଥରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଉତ୍ତର କୋରିଆ କହିଛି,...

ଆମେରିକା ସାଂସଦଙ୍କୁ ଜେଲେନସ୍କି କହିଲେ ମୋତେ ଶେଷଥର ଲାଗି ଜୀବିତ ଅବସ୍ଥାରେ ଦେଖୁଛ

କ୍ୱିଭ,୬ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୧୧ ଦିନ ପୂରଣ ହେଲାଣି । ହେଲେ ଏବେବି ୟୁକ୍ରେନର ବଡ ବଡ ସହରରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳୁଛି । ରୁଷିଆ ତା’ ଜିଦରେ ଅଟଳ ଥିବା ବେଳେ ୟୁକ୍ରେନ ବି ମୁଣ୍ଡ...

ରୁଷିଆରେ ଜାରା-ପେପଲ୍‌-ସାମସଙ୍ଗ୍‌ କାରବାର ବନ୍ଦ…

ଓ୍ବାଶିଂଟନ, ୬।୩ : ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ଏହାକୁ ବିରୋଧ କରି ରୁଷିଆରେ ଜାରା, ପେପଲ୍‌ ଏବଂ ସାମସଙ୍ଗ୍‌ ନିଜ ନିଜ କାରବାର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍‌ ଲାଇନ୍‌ ପେମେଣ୍ଟ କମ୍ପାନୀ ପେପଲ...

ନୂଆ ପିଢ଼ିଙ୍କୁ ପୁଟିନ୍‌ଙ୍କ ପାଠପଢ଼ା, ‘ୟୁକ୍ରେନ୍‌ ମୁକ୍ତି ମିଶନ’ ଉପରେ କାମ କରୁଛି ରୁଷିଆ…

ମସ୍କୋ, ୬।୩ : ୟୁକ୍ରେନ ବିରୋଧରେ ଯୁଦ୍ଧ କରିବା ପରେ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ ନିଜ ଦେଶରେ ମଧ୍ୟ କଡ଼ା ବିରୋଧର ସମ୍ମୁଖୀନ ହୋଇଛନ୍ତି। ଏପରିକି ଅନେକ ଛୋଟ ପିଲା ପୁଟିନଙ୍କ ବିରୋଧରେ ପ୍ରଦର୍ଶନ କରୁଛନ୍ତି। ଏପରିସ୍ଥଳେ, ନୂଆ...

ବାଇଡେନ୍‌ଙ୍କ ପ୍ଲାନ୍‌-ବି, ରୁଷିଆ ସହିତ ଲଢ଼େଇ ପାଇଁ ପୋଲାଣ୍ଡକୁ ଉସୁକାଉଛି ଆମେରିକା ?…

ଓ୍ବାଶିଂଟନ, ୬।୩ : ରୁଷିଆ ୟୁକ୍ରେନରେ ଆତଙ୍କ ସୃଷ୍ଟି କରିଛି। ଏହାର ଉନ୍ନତ କ୍ଷେପଣାସ୍ତ୍ର, ଆର୍ଟିଲିରି ଏବଂ ଅସ୍ତ୍ରଶସ୍ତ୍ର ୟୁକ୍ରେନର ବହୁ କ୍ଷତି କରିବାରେ ଲାଗିଛି। ତେବେ ପାଶ୍ଚାତ୍ୟ ଅସ୍ତ୍ରଶସ୍ତ୍ର ମାଧ୍ୟମରେ ୟୁକ୍ରେନ ରୁଷିଆକୁ ଟକ୍କର ଦେବାରେ ଲାଗିଛି। ଆମେରିକା...

ପୁଟିନ୍‌ଙ୍କ ରାସ୍ତା ଆପଣେଇବାକୁ ଚାହୁଁଛନ୍ତି ଜିନ୍‌ପିଙ୍ଗ୍‌, ଭିଏତ୍‌ନାମ ସୀମାରେ ଚାଇନା ଯୁଦ୍ଧପୋତ…

ବେଜିଂ, ୬।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ରୁଷିଆ ପ୍ରତିପକ୍ଷ ବ୍ଲାଡିମୀର ପୁଟିନ୍‌ଙ୍କ ରାସ୍ତା ଆପଣେଇବାକୁ ଚାହୁଁଛନ୍ତି। ଚାଇନା ଦକ୍ଷିଣ ଚୀନ ସାଗରରେ ଏହାର ଦକ୍ଷିଣ ହେନାନ...

ରୁଷିଆକୁ ଝଟ୍‌କା, ମାଷ୍ଟରକାର୍ଡ-ଭିସା ପକ୍ଷରୁ ବଡ ପଦକ୍ଷେପ…

ନ୍ୟୁୟର୍କ,୬।୩ : ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ଅନୁରୋଧ କ୍ରମେ ମାଷ୍ଟରକାର୍ଡ ଏବଂ ଭିସା ପକ୍ଷରୁ ଏକ ବଡ ପଦକ୍ଷେପ ଗ୍ରହଣ କରାଯାଇଛି। ରୁଷିଆ ଉପରେ ଲାଗିଥିବା କଟକଣାକୁ ଦୃଷ୍ଟିରେ ରଖି...

ଜେଲେନସ୍କିଙ୍କ ଉତ୍ସାହ ବଢ଼ାଉଛନ୍ତି ଓଲେନା…

କ୍ୱିଭ୍‌, ୬।୩ : ଯେତେବେଳେ ୟୁକ୍ରେନ୍‌ ଉପରେ ଯୁଦ୍ଧର ସଙ୍କଟ ଦେଖାଦେଇଛି। ସେତେବେଳେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ଉତ୍ସାହ ବଢ଼ାଉଛନ୍ତି ତାଙ୍କ ସ୍ତ୍ରୀ ଓଲେନା ଜେଲେନସ୍କି। ଫାଷ୍ଟ ଲେଡି ଓଲେନା ଜେଲେନସ୍କିଙ୍କ ସହିତ କାନ୍ଧକୁ କାନ୍ଧ ମିଶାଇ ଠିଆହୋଇ...

୩ ହଜାର ଆମେରିକାବାସୀ ରୁଷିଆ ବିରୋଧରେ ଉଠାଇବେ ବନ୍ଧୁକ…

କ୍ୱିଭ୍‌, ୬।୩ : ୟୁକ୍ରେନ ଉପରେ ରୁଷିଆ ଆକ୍ରମଣକୁ ଇତିମଧ୍ୟରେ ୧୧ ଦିନ ବିତିଛି। ୟୁକ୍ରେନ୍‌ର ଗୋଟିଏ ପରେ ଗୋଟିଏ ସହର ରୁଷିଆ ସୈନ୍ୟ ଦଖଲ କରୁଛନ୍ତି। ତେବେ ୟୁକ୍ରେନବାସୀଙ୍କ ଲଢୁଆ ମନୋଭାବ ରୁଷିଆ ସୈନ୍ୟଙ୍କ ପାଇଁ ବଡ଼ ସମସ୍ୟା...

ପୁଣି ସ୍ପାଏ ସାଟେଲାଇଟ୍‌ ସିଷ୍ଟମ୍‌ର ପରୀକ୍ଷା କଲେ କିମ୍‌…

ସିଓଲ/ଟୋକିଓ,୬।୩ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନଙ୍କ ଉପରେ ବିଶ୍ୱସ୍ତରୀୟ ଚାପର କୌଣସି ପ୍ରଭାବ ପଡୁନାହିଁ। କିମ ତାଙ୍କ ସାମରିକ ଅସ୍ତ୍ରଶସ୍ତ୍ର ଏବଂ ଏହା ସହ ଜଡିତ ଉପକରଣକୁ ଆଧୁନିକୀକରଣ କରିବାରେ ବ୍ୟସ୍ତ ଅଛନ୍ତି। ସ୍ପାଏ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri