ଅନ୍ତର୍ଜାତୀୟ

ମୁକ୍ତ ଇଣ୍ଡୋ-ପାସିଫିକ୍‌ ପାଇଁ ସଂକଳ୍ପ

ମେଲବୋର୍ନ,୧୨ା୨: ଭାରତ, ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନକୁ ନେଇ ଗଠିତ କ୍ୱାଡ୍‌ ରାଷ୍ଟ୍ରଗୋଷ୍ଠୀର ବହିର୍ବ୍ୟାପାର ମନ୍ତ୍ରୀମାନେ ମୁକ୍ତ ଓ ଅବାଧ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଲାଗି ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ମିଳିତ ଲକ୍ଷ୍ୟ ହାସଲ ଦିଗରେ ଏକତ୍ର କାର୍ଯ୍ୟ କରିବା ଏବଂ...

ନାଇସ୍‌ କାର୍ନିଭାଲରେ ବିପୁଳ ଉତ୍ସାହ

ନାଇସ୍‌,୧୨ା୨: କରୋନା ମହାମାରୀଜନିତ ଶଟ୍‌ଡାଉନ୍‌ର ଦୁଇବର୍ଷ ପରେ ଫ୍ରାନ୍ସର ନାଇସ୍‌ ସହରରେ ପୁଣି ଆରମ୍ଭ ହୋଇଛି କାର୍ନିଭାଲ। କଳାକାର, ଫ୍ଲୋରିଷ୍ଟ, ଅଭିନେତା, ଟେକ୍ନିସିଆନ୍‌ ଓ ଡ୍ରାଇଭରମାନେ ସେମାନଙ୍କ କଷ୍ଟ୍ୟୁମ୍ସ, ଆକର୍ଷଣୀୟ ଫୁଲ ସଜ୍ଜା ଓ ବିଶାଳକାୟ ଭେଳାଗୁଡ଼ିକ ଉପରେ ଶେଷସ୍ପର୍ଶ...

ଆମେରିକାର ଚେତାବନୀ, ବେଜିଂ ଅଲିମ୍ପିକ୍ସ ସମୟରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ ରୁଷିଆ

ୱାଶିଂଟନ,୧୨ ।୨: ୟୁକ୍ରେନ୍ ମାମଲାରେ ରୁଷିଆ ସହ ପଶ୍ଚିମ ଦେଶର ତୁତୁ ମେମେ ଜାରି ରହିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ଜର୍ମାନ ଚାନସଲର ଓଲାଫ ସ୍କୋଲ୍‌ଜ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମୈନୁଏଲ ମ୍ୟାକ୍ରୋ ସମେତ ପଶ୍ଚିମ ଦେଶର...

ଖୋଲିଲା ପଶୁପତିନାଥ ମନ୍ଦିର ଦ୍ୱାର

କାଠମାଣ୍ଡୁ,୧୧ା୨: ଶୁକ୍ରବାରଠାରୁ ଭକ୍ତଙ୍କ ପାଇଁ ନେପାଳର ପଶୁପତିନାଥ ମନ୍ଦିର ଦ୍ୱାର ଖୋଲାଯାଇଛି। ଶିବରାତ୍ରି ପୂର୍ବରୁ ଭକ୍ତଙ୍କ ଦର୍ଶନ ନିମନ୍ତେ ମନ୍ଦିରର କବାଟ ଖୋଲାଯାଇଛି। ଏହି ମନ୍ଦିର ନେପାଳର ରାଜଧାନୀ କାଠମାଣ୍ଡୁରେ ଅବସ୍ଥିତ। କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଜାନୁୟାରୀ...

ହିଜାବ ସପକ୍ଷରେ ବାହାରିଲେ ଷ୍ଟାର ଫୁଟ୍‌ବଲର ପୋଗବା

ନୂଆଦିଲ୍ଲୀ,୧୧।୨: କର୍ନାଟକର ଏକ ଉଡୁପି ଜିଲାର ସରକାରୀ କଲେଜର ଛାତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ହିଜାବ ବିବାଦ ଏବେ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିଛି। ଏହି ଆନ୍ଦୋଳନର ସମର୍ଥନରେ ବାହାରିଛନ୍ତି ମାଞ୍ଚେଷ୍ଟର ୟୁନାଇଟେଡ୍‌ ଫୁଟ୍‌ବଲର ପଲ ପୋଗବା। ସେ ଇନ୍‌ଷ୍ଟାଗ୍ରାମରେ ଏକ...

ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି

ଓ୍ବାଶିଂଟନ୍‌,୧୧।୨: ୟୁକ୍ରେନ ସଙ୍କଟକୁ ନେଇ ଆମେରିକା ଏବଂ ରୁଷିଆ ମଧ୍ୟରେ ତକ୍ତତା ବୃଦ୍ଧି ପାଉଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗୁରୁବାର ପୁଣି ଚେତାବନୀ ଦେଇଛନ୍ତି। ଆମେରିକାର ନାଗରିକମାନଙ୍କୁ ତୁରନ୍ତ ୟୁକ୍ରେନ ଛାଡିବାକୁ ବାଇଡେନ୍‌ କହିଛନ୍ତି। ରୁଷୀୟ ସାମରିକ କାର୍ଯ୍ୟାନୁଷ୍ଠାନ...

‘ଓମିକ୍ରନ ପରେ ବି ଶେଷ ହେବ ନାହିଁ କରୋନା’

ଓ୍ବାଶିଂଟନ,୧୧।୨: ସମଗ୍ର ବିଶ୍ୱରେ କରୋନା ମାମଲା ଦେଖାଯାଉଛି। ନୂଆ ଭାରିଆଣ୍ଟ ଓମିକ୍ରନ ଯଦିଓ ଅଧିକ ପ୍ରଭାବ ପକାଇ ନାହିଁ, ତଥାପି ଅନେକ ଲୋକଙ୍କ ଜୀବନ ଯାଇଛି। ଏଭଳି ପରିସ୍ଥିତିରେ ଭାରତ ସମେତ ବିଶ୍ୱର ଅନ୍ୟ ଦେଶମାନେ କରୋନା ଉପରେ ଲଗାଯାଇଥିବା...

ଆଉ ଲକ୍ଷେ ସୈନ୍ୟ ପଠାଇଲା ରୁଷିଆ

ଓ୍ବାଶିଂଟନ୍‌/କ୍ୱିଭ୍‌, ୧୧ା୨:ୟୁକ୍ରେନ ସୀମା ନିକଟରେ ରୁଷିଆ ପୂୂର୍ବରୁ ଲକ୍ଷାଧିକ ସୈନ୍ୟ ମୁତୟନ କରି ଯୁଦ୍ଧ ସ୍ଥିତି ଉପୁଜାଇଥିବାବେଳେ ଏବେ ଉତ୍ତର ସୀମାକୁ ଆଉ ଲକ୍ଷେ ସୈନ୍ୟ ପଠାଇଥିବା ଆମେରିକା କହିଛି। ବେଲାରୁଷ୍‌କୁ ଲାଗିଥିବା ୟୁକ୍ରେନ ସୀମାଠାରେ ମସ୍କୋ ନିଜ ସ୍ଥିତି...

ଗଣତାନ୍ତ୍ରିକ ସୂଚକାଙ୍କ:୪୬ତମ ସ୍ଥାନରେ ଭାରତ

ଲଣ୍ଡନ,୧୧।୨:ଇଆଇୟୁ (ଇକୋନୋମିଷ୍ଟ ଇଣ୍ଟେଲିଜେନ୍ସ ୟୁନିଟ) ଦ୍ୱାରା ପ୍ରସ୍ତୁତ ୨୦୨୧ ଗଣତନ୍ତ୍ର ସୂଚକାଙ୍କରେ ଭାରତର ଗଣତାନ୍ତ୍ରିକ ସ୍କୋର ହ୍ରାସ ପାଇଛି। ହିନ୍ଦୁ ଜାତୀୟତାବାଦୀଙ୍କ ଦ୍ୱାରା ସଂଖ୍ୟାଲଘୁଙ୍କ ବିରୋଧରେ ହେଉଥିବା ମାମଲା ଓ ଅନ୍ୟାନ୍ୟ ଧର୍ମୀୟ ମାମଲାଗୁଡ଼ିକୁ ରୋକିବାରେ ଭାରତ ସରକାର ବିଫଳ...

ଚର୍ଚ୍ଚରେ ଶିଶୁଙ୍କୁ ଯୌନ ଶୋଷଣ

ଲିସ୍‌ବନ୍‌, ୧୧ା୨:ପର୍ତ୍ତୁଗିଜ୍‌ କ୍ୟାଥୋଲିକ୍‌ ଚର୍ଚ୍ଚରେ ଶିଶୁଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ନେଇ ଖବର ପ୍ରକାଶ ପାଇ ଆସୁଥିବାବେଳେ ଏହା ଉପରେ ଅଧ୍ୟୟନ କରୁଥିବା ଏକ ସ୍ବାଧୀନ କମିଟି ଗୁରୁବାର ଏକ ରିପୋର୍ଟ ପ୍ରଘଟ କରିଛି। ନ୍ୟାୟ ପାଇଁ ପ୍ରତିଶ୍ରୁତି ପାଇବା...

ଟିକ୍‌ଟକ୍‌ ଆପ୍‌ ବ୍ୟବହାର କରିପାରିବେନି ପୋଲିସ

ଇସଲାମାବାଦ,୧୦ା୨: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଚାଇନାର ଶର୍ଟ ଭିଡିଓ ଆପ୍‌ ଟିକ୍‌ଟକ୍‌କୁ ବାରଣ କରାଯାଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପଞ୍ଜାବ ପୋଲିସ ବିଭାଗର କୌଣସି କର୍ମଚାରୀ ଡ୍ୟୁଟିରେ ଥିବାବେଳେ ଏହି ଆପ୍‌ ବ୍ୟବହାର କରିପାରିବେ ନାହିଁ। ଏ ସମ୍ପର୍କରେ...

୧୩୦ ବିମାନ ସହିତ ଆମେରିକା କଲା ଏଲିଫ୍ୟାଣ୍ଟ ଓ୍ବାକ୍‌…

ଓ୍ବାଶିଂଟନ, ୧୦।୨ : ଚାଇନା ସମ୍ମୁଖରେ ନିଜର ଶକ୍ତି ପ୍ରଦର୍ଶନ କରିଛି ଆମେରିକା ବାୟୁସେନା। ଆମେରିକା ନିଜର ୧୩୦ ବିମାନ ସହିତ ଏଲିଫ୍ୟାଣ୍ଟ ଓ୍ବାକ୍‌ କରିଛି। ପ୍ରଶାନ୍ତ ମହାସାଗରରେ ଆମେରିକା ଏହି ବଡ଼ ଧରଣର ଯୁଦ୍ଧାଭ୍ୟାସ କରୁଛି। ଆମେରିକାର ବାୟୁସେନା...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri