ଅନ୍ତର୍ଜାତୀୟ

ଭାରତର ନିମନ୍ତ୍ରଣରେ ଆସିବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ଜେରୁଜେଲମ, ୨୫ା୧: ଭାରତ ଓ ଇସ୍ରାଏଲ ମଧ୍ୟରେ କୂଟନତୈକ ସମ୍ପର୍କର ୩୦ ବର୍ଷ ପୂର୍ତ୍ତି ଅବସରରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫଟାଲି ବେନେଟ୍‌ ଭାରତ ଆସିପାରନ୍ତି। ଏ ନେଇ ଭାରତରେ ଅବସ୍ଥାପିତ ଇସ୍ରାଏଲ ରାଷ୍ଟ୍ରଦୂତ ନାଓର ଗିଲୋନ୍‌ ସୋମବାର ସୂଚନା ଦେଇଛନ୍ତି।...

ସାଉଥ୍‌ ଚାଇନା ସମୁଦ୍ରରେ ଖସି ପଡ଼ିଲା ଆମେରିକାର ଫାଇଟର ବିମାନ

ପେଣ୍ଟାଗନ,୨୫।୧: ଦକ୍ଷିଣ ଚାଇନା ସମୁଦ୍ରରେ ବିମାନ କ୍ୟାରିୟର ୟୁଏସ୍‌ଏସ୍‌ କାର୍ଲ ଭିନସନରେ ଅବତରଣ ବେଳେ ଆମେରିକାର ଏଫ୍‌-୩୫ସି ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି ବିମାନର ପାଇଲଟ୍‌। କିନ୍ତୁ ଏହି ଦୁର୍ଘଟଣାରେ ୭ ଆମେରିକୀୟ...

ବୁର୍କିନା ଫାସୋ ରାଷ୍ଟ୍ରପତି ବନ୍ଦୀ

ଓଉଆଗାଡୋଗୁ, ୨୫।୧: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋର ରାଷ୍ଟ୍ରପତି ରୋଚ୍‌ ମାର୍କ ଖ୍ରୀଷ୍ଟିଆନ କାବୋରେଙ୍କୁ ବିଦ୍ରୋହୀ ସୈନିକମାନେ ସୋମବାର ବନ୍ଦୀ କରିନେଇଛନ୍ତି। ଏ ନେଇ ୪ ପ୍ରମୁଖ ପ୍ରତିରକ୍ଷା ଉତ୍ସ ଏବଂ ପଶ୍ଚିମ ଆଫ୍ରିକାର ଜଣେ କୂଟନୀତିଜ୍ଞ ସୂଚନା...

ୟୁରୋପ ଗଲା ନାଟୋ ଯୁଦ୍ଧ ବିମାନ

କ୍ୱିଭ୍‌/ବ୍ରୁସେଲ୍ସ, ୨୫।୧: ୟୁକ୍ରେନ ଉପରେ ରୁଷିଆର ଯୁଦ୍ଧ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ନର୍ଥ ଆଟଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ(ନାଟୋ)ର ସଦସ୍ୟ ଦେଶଗୁଡ଼ିକ ଏକଜୁଟ ହୋଇଛନ୍ତି। ନାଟୋ ରୁଷିଆ ଉପରେ ଚାପ ପକାଇବା ସହ ପୂର୍ବ ୟୁରୋପର ସୁରକ୍ଷା ପାଇଁ ସୋମବାର ଜେଟ୍‌,...

ଆମେରିକା-ଫ୍ରାନ୍ସରେ କମୁଛି ଦୈନିକ ସଂକ୍ରମଣ

ୱାଶିଂଟନ/ବ୍ରୁସେଲ୍ସ,୨୫ ।୧: ସାରାବିଶ୍ୱରେ କରୋନାର ତାଣ୍ଡବ ଲାଗି ରହିଥିବା ବେଳେ ଏହାକୁ ହରାଇବା ଲାଗି ବିଭିନ୍ନ କଟକଣାମାନ ଲଗାଯାଉଛି । ବ୍ରୁସେଲ୍ସରେ କରୋନା ଓ ଏହାର ନୂଆ ଭାରିଏଣ୍ଟ ଓମିକ୍ରନଠାରୁ ଦୂରେଇ ରହିବାକୁ ବିଭିନ୍ନ ପ୍ରକାର କଟକଣା ଲଗାଯାଇଛି ।...

ଭାରତକୁ ସାହାଯ୍ୟ ମାଗିଲା ଶ୍ରୀଲଙ୍କା

କଲମ୍ବୋ,୨୪।୧: ଆର୍ଥିକ ପରିସ୍ଥିତି ଦୃଷ୍ଟିରୁ ଦୁର୍ବଳ ହୋଇପଡିଛି ପଡୋଶୀ ଶ୍ରୀଲଙ୍କା। ଏବେ ଶ୍ରୀଲଙ୍କା ଭାରତର ସହାୟତା ଲୋଡିଛି। ଭାରତରୁ ୧.୫ ବିଲିୟନ ଡଲାର ସହାୟତା ପାଇବାକୁ ଆଶା କରାଯାଉଥିବା ଶ୍ରୀଲଙ୍କା ସରକାର କହିଛନ୍ତି। ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ଜି.ଏଲ ପେରିସ...

ୟୁକ୍ରେନ୍‌ ପାଲଟିଛି ଚେସ୍‌ ବୋର୍ଡର ମୋହରା…

ଓ୍ବାଶିଂଟନ/ମସ୍କୋ/କାଇଭ୍‌, ୨୪।୧ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଜିବିଗ୍ନିୟେବ ବ୍ରୁିଜେନ୍ସକି ଦଶନ୍ଧି ପୂର୍ବରୁ ତାଙ୍କ ପୁସ୍ତକ ‘ଦ ଗ୍ରାଣ୍ଡ ଚେସ ବୋର୍ଡ’ରେ ଏହି ପ୍ରଶ୍ନ ଉଠାଇଥିଲେ ଯେ ଆମେରିକା ୟୁକ୍ରେନକୁ କାହିଁକି ସହାୟତା...

ଟନ୍‌ ଟନ୍‌ ସୁନା ବିକୁଛି ଏହି ଦେଶ

କଲମ୍ବୋ,୨୪ା୧: ଶ୍ରୀଲଙ୍କା, ଭାରତ ଏବଂ ବିଶ୍ୱର କିଛି ଦେଶ ବହୁ ଟନ୍‌ ସୁନା ଜମା ରଖିଛନ୍ତି। ଯେତେବେଳେ ଆର୍ଥିକ ଅବସ୍ଥା ଖରାପ ହୁଏ, ଏହି ସୁନା ବିକ୍ରୟ କିମ୍ବା ବନ୍ଧକ ରଖିବା ଦ୍ୱାରା ଦେଶର ଅବସ୍ଥାରେ ଉନ୍ନତ ହୁଏ। ଖରାପ...

ଆମେରିକାର କଡ଼ା ଚେତାବନୀ, ୟୁକ୍ରେନ୍‌ ସମସ୍ୟା ମଧ୍ୟରେ ତାଇଓ୍ବାନଠାରୁ ଦୂରେଇ ରହୁ ଚାଇନା…

ଓ୍ବାଶିଂଟନ, ୨୪।୧ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ବୃଦ୍ଧି ପାଉଥିବା ଯୁଦ୍ଧ ଆଶଙ୍କା ମଧ୍ୟରେ ଆମେରିକା ଚାଇନାକୁ ଚେତାବନୀ ଦେଇଛି। ତାଇୱାନ ମାମଲାରେ ହସ୍ତକ୍ଷେପ ନ କରି ଦୂରେଇ ରହିବାକୁ ଆମେରିକା ପକ୍ଷରୁ କୁହାଯାଇଛି। ୟୁକ୍ରେନ୍‌ ସମସ୍ୟାର ସୁଯୋଗ...

ସିରିଆରେ ଗୃହଯୁଦ୍ଧ, ଆଇଏସ୍‌-କୁର୍ଦ୍ଦ ସୈନ୍ୟ ମୁହାଁମୁହିଁ…

ଦାମାସ୍‌କସ୍‌, ୨୪।୧ : ସିରିଆରେ ଇସଲାମିକ ଷ୍ଟେଟ (ଆଇଏସ) ଆତଙ୍କବାଦୀ ଏବଂ କୁର୍ଦ୍ଦ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ୧୩୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆତଙ୍କବାଦୀ ଏବଂ କୁର୍ଦ୍ଦ ବାହିନୀ ମଧ୍ୟରେ ଏହି ବିବାଦ ଗୁରୁବାର...

ଇମ୍ରାନ୍‌ଙ୍କ ଧମକ, ପଦରୁ ହଟାଇଲେ ହେବି ଭୟଙ୍କର…

ଇସଲାମାବାଦ୍‌, ୨୪।୧ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ବିରୋଧି ଦଳମାନଙ୍କୁ ଧମକ ଦେଇଛନ୍ତି ଯେ ଯଦି ସେ ଇସ୍ତଫା ଦେବାକୁ ବାଧ୍ୟ ହୁଅନ୍ତି ତେବେ ଭୟଙ୍କର ହେବେ। ଏହା ବିରୋଧି ଦଳଙ୍କ ପାଇଁ ବିପଜ୍ଜନକ ହେବ। ଏହା ସହିତ...

ଓମିକ୍ରନ୍ ପରେ ୟୁରୋପରେ ଶେଷ ହେବ କୋଭିଡ ମହାମାରୀ!

ଜେନେଭା,୨୪ ।୧: କରୋନା ମହମାରୀକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ପ୍ରଥମଥର ଲାଗି ଏକ ଆଶାର କିରଣ ସଂଚାର କରିଛି । ଡବ୍ଲୁଏଚଓ କହିଛି ଓମିକ୍ରନ୍ ପରେ ୟୁରୋପରେ ଏହି ମହାମାରୀର ଶେଷ ହୋଇପାରେ । ଏହି ଓମିକ୍ରନ୍ ଭାରିଏଣ୍ଟ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri