ଅନ୍ତର୍ଜାତୀୟ

ଟିକା ନେଇ ନ ଥିବା ଲୋକଙ୍କ ପାଇଁ ଘାତକ ହେବ ଓମିକ୍ରନ୍‌: ଡବ୍ଲୁଏଚଓ

ଜେନେଭା,୨୪ ।୧: କରୋନା ସଂକମ୍ରଣ ମାମଲା କିଛିଦିନ ହେବ ୩୩ ପ୍ରତିଶତ ବୃଦ୍ଧି ହୋଇଛି । ସେହିପରି ଏହାଯୋଗୁ ମୃତ୍ୟୁ ସଂଖ୍ୟାରେ ବି ୪୪ ପ୍ରତିଶତ ବୃଦ୍ଧି ହୋଇଛି । ତେବେ ସାରା ଦେଶରେ ସଂକ୍ରମଣ ୮ ପ୍ରତିଶତ ଓ...

ମୁସଲମାନ ବୋଲି ମନ୍ତ୍ରୀ ପଦ ଯାଇଛି

ଲଣ୍ଡନ, ୨୪ା୧: ପାକିସ୍ତାନ ବଂଶୋଦ୍ଭବ ବ୍ରିଟେନର ପୂର୍ବତନ ମନ୍ତ୍ରୀ ନୁସରତ ଗନି ରବିବାର ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ଏବଂ ତାଙ୍କ ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ମୁସଲମାନ ସମ୍ପ୍ରଦାୟର ହୋଇଥିବାରୁ ସହଯୋଗୀଙ୍କର ସମସ୍ୟା ହୋଇଥିଲା। ତାଙ୍କ...

ୟୁକ୍ରେନ ସରକାରଙ୍କୁ ହଟାଇବାକୁ ଚାହୁଁଛି ରୁଷିଆ

ଲଣ୍ଡନ, ୨୪ା୧: ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ କରିବା ଆଶଙ୍କା ଦିନକୁ ଦିନ ଦୃଢ଼ୀଭୂତ ହେବାରେ ଲାଗିଥିବାବେଳେ କ୍ରେମେଲିନ୍‌ ନାଁରେ ସଙ୍ଗିନ ଅଭିଯୋଗ ଆଣିଛି ବ୍ରିଟେନ। ୟୁକ୍ରେନରେ ବର୍ତ୍ତମାନ ଥିବା ସରକାରଙ୍କୁ ହଟାଇ ସେଠାରେ ରୁଷିଆ ନିଜ ସପକ୍ଷରେ ଏକ...

ବ୍ରାଜିଲରେ ସ୍ଥିତି ଅସମ୍ଭାଳ, ରଦ୍ଦ ହେଲା ରିଓ କାର୍ନିଭାଲ

ବ୍ରାଜିଲିୟା,୨୪ ।୧: ବ୍ରାଜିଲରେ ଗୋଟିଏ ଦିନରେ ୧.୬୫ ଲକ୍ଷ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସରକାରଙ୍କ ଚିନ୍ତା ବଢି ଯାଇଛି । ଏହି ସମୟରେ ୨୩୮ ଜଣଙ୍କର ମୃତ୍ୟୁ ବି ହୋଇଛି । ଏଭଳି ସ୍ଥିତି କେତେ ଭୟାବହ...

ବିବାହ ବାତିଲ କଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ

ଓ୍ବେଲିଂଟନ୍‌, ୨୪ା୧: ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ନ୍ୟୁଜିଲାଣ୍ଡରେ ନୂଆ କଟକଣା ଲାଗୁ ହୋଇଥିବାବେଳେ ଏହାକୁ କଡ଼ାକଡ଼ି ପାଳନ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେନ। କୋଭିଡ୍‌ ପ୍ରକୋପ କମି ନ ଥିବାରୁ ସେ ନିଜ ବିବାହକୁ...

ୟୁରୋପରେ ଷ୍ଟିଲଥ୍‌ ଓମିକ୍ରନ୍‌ ଆତଙ୍କ, ୪୦ରୁ ଅଧିକ ଦେଶକୁ ବ୍ୟାପିଲା…

ଓ୍ବାଶିଂଟନ, ୨୩।୧ : ଓମିକ୍ରନ୍‌ ପରେ ଏବେ ୟୁରୋପରେ ନୂଆ ଭାରିଆଣ୍ଟ୍‌ ଷ୍ଟିଲଥ୍‌ ଓମିକ୍ରନ୍‌ ( ବିଏ.୨)ଆତଙ୍କ ସୃଷ୍ଟି କରିଛି। ଇତିମଧ୍ୟରେ ଷ୍ଟିଲଥ୍‌ ଓମିକ୍ରନ୍‌ ୪୦ରୁ ଅଧିକ ଦେଶକୁ ବ୍ୟାପିଛି। ଷ୍ଟିଲଥ୍‌ ଓମିକ୍ରନ୍‌ ଭୂତାଣୁ ଆଣଶିଟି-ପିସିଆର ପରୀକ୍ଷାରେ ମଧ୍ୟ ଜଣାପଡ଼ି...

ଦରଦାମ ବୃଦ୍ଧି ଯୋଗୁ ରାତିରେ ନିଦ ହେଉନି, କହିଲେ ଇମ୍ରାନ୍‌…

ଇସଲାମାବାଦ୍‌, ୨୩।୧: ଦେଶରେ ଦରଦାମ ବୃଦ୍ଧି ଯୋଗୁ ସ୍ଥିତି ସଙ୍କଟ ଜନକ ରହିଛି। ଏହାକୁ ନେଇ ରାତିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ଆଖିକୁ ନିଦ ଆସୁନି। ରବିବାର ଇମ୍ରାନ୍‌ ଏକ ରେଡ଼ିଓ କାର୍ଯ୍ୟକ୍ରମ ‘ଆପ୍‌କା ଓ୍ବଜିର ଆଜମ୍‌ ଆପ୍‌ କେ...

ମହାକାଶ ପାଲଟୁଛି ଅଳିଆ ଗଦା, ବିଶେଷଜ୍ଞଙ୍କ ଚେତାବନୀ…

ଓ୍ବାଶିଂଟନ, ୨୩।୧ : କମର୍ସିଆଲ ସ୍ପେସ୍‌ ଇଣ୍ଡଷ୍ଟ୍ରିର ବିକାଶ ଧାରା ଜାରି ରହିଛି। ଏହା ଯୋଗୁ ମହାକାଶ ଏବେ ଅଳିଆ ଗଦା ପାଲଟିବା ଆରମ୍ଭ କରିଛି। ମହାକାଶରେ କୁଢ଼ କୁଢ଼ ଆବର୍ଜନା ସୃଷ୍ଟି ହେବାରେ ଲାଗିଛି। ସ୍ପେସ ବର୍ଜ୍ୟବସ୍ତୁ ବିଷୟରେ...

ପେନସନ୍‌ ପାଇଁ ମୃତଦେହକୁ ନେଇଗଲେ ପୋଷ୍ଟ ଅଫିସ୍‌…

ଡବଲିନ୍‌, ୨୩।୧ : ଆୟର୍ଲାଣ୍ଡର କାର୍ଲୋ ସହରରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ୨ ଜଣ ଲୋକ ପେନସନ୍‌ ପାଇଁ ମୃତଦେହକୁ ନେଇ ଜୀବନ୍ତ ବ୍ୟକ୍ତିଙ୍କ ଭଳି ଠିଆ କରାଇ ପୋଷ୍ଟ ଅଫିସ୍‌ରେ ପହଞ୍ଚିଛନ୍ତି। ପୋଷ୍ଟ ଅଫିସ୍‌. କର୍ମଚାରୀମାନଙ୍କ...

ଶରୀରରେ ୩ ମାସ ରହିଥିଲା ଗୁଳି, ଜାଣି ପାରିଲେନି ମହିଳା

ଜେରୁଜେଲମ୍‌,୨୩ା୧: ବନ୍ଧୁକର ଗୁଳି ଅଧିକାଂଶ ଲୋକଙ୍କ ଜୀବନ ନେଇଥାଏ। ମାତ୍ର ଯଦି ଜଣଙ୍କ ଶରୀରରେ ଗୁଳି ରହିବା ପରେ ବି ସେ ଜାଣି ପାରି ନ ଥିଲେ ତାହା ନିଶ୍ଚିତ ଆଶ୍ଚର୍ଯ୍ୟଜନକ। ଇସ୍ରାଏଲର ଜଣେ ମହିଳାଙ୍କ ସହିତ ଏପରି ଘଟିଛି।...

ସଡ଼କ ଦୁର୍ଘଟଣାରୁ ବର୍ତ୍ତିଗଲେ ହଲିଉଡ୍‌ ଅଭିନେତା

ଲସ୍‌ ଆଞ୍ଜେଲସ୍‌,୨୩।୧: ଲସ୍‌ ଆଞ୍ଜେଲସ୍‌ରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରୁ ହଲିଉଡ୍‌ ଅଭିନେତା ତଥା କାଲିଫର୍ନିଆର ପୂର୍ବତନ ଗଭର୍ନର ଆର୍ନୋଲ୍ଡ ସର୍ଜନେଗର୍‌ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସୂଚନା ମୁତାବକ ୭୪ ବର୍ଷୀୟ ଆର୍ନୋଲ୍ଡ ନିଜେ କାର୍‌ ଚଳାଇ ଯାଉଥିଲେ। ହେଲେ...

ଚାଇନା ବିମାନ ଉପରେ କଟକଣା ଲଗାଇଲେ ଜୋ ବାଇଡେନ୍‌

ଓ୍ବାଶିଂଟନ୍‌,୨୩ା୧: କୋଭିଡ୍‌ ସଂକ୍ରମଣ କାରଣ ଦର୍ଶାଇ ଚାଇନା ଗତ ଡିସେମ୍ବର ୩୦ ତାରିଖରୁ ଆମେରିକାର କେତେକ ବିମାନ ଉଡ଼ାଣକୁ ବାତିଲ କରିଦେଇଥିଲା। ଏହାର ଜବାବରେ ଚାଇନାର ୪୪ ବିମାନ ଉଡ଼ାଣକୁ ବାତିଲ କରିବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଘୋଷଣା...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri