ଅନ୍ତର୍ଜାତୀୟ

କୂଟନୈତିକ ସମାବେଶ ସ୍ଥଗିତ ରଖିଲେ ମହାରାଣୀ ଏଲିଜାବେଥ୍‌

ଲଣ୍ଡନ,୨୮।୨: ରୁଷିଆର ୟୁକ୍ରେନ୍‌ ଆକ୍ରମଣ ଯୋଗୁ ବହିର୍ବ୍ୟାପାର କାର୍ଯ୍ୟାଳୟର ସୁପାରିସ୍‌ କ୍ରମେ ବ୍ରିଟେନ୍‌ ରାଣୀ ଏଲିଜାବେଥ୍‌ ଦ୍ୱିତୀୟ ଆସନ୍ତା ସପ୍ତାହରେ ହେବାକୁ ଥିବା କୂଟନୈତିକ ସମାବେଶକୁ ସ୍ଥଗିତ ରଖିଛନ୍ତି। ବଙ୍କିଙ୍ଗ୍‌ହାମ୍‌ ପ୍ରାସାଦ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୯୫ ବର୍ଷୀୟା...

ଯୁଦ୍ଧବିରତି ସଙ୍କେତ

କ୍ୱିଭ/ମସ୍କୋ,୨୮ା୨: ପୂର୍ବ ୟୁରୋପୀୟ ରାଷ୍ଟ୍ର ୟୁକ୍ରେନ୍‌ ଉପରେ ରୁଷିଆର ବର୍ବରତା ଜାରି ରହିଥିବାବେଳେ ପ୍ରଥମ ଥର ପାଇଁ ଯୁଦ୍ଧ ବିରତିର ସଙ୍କେତ ମିଳିଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଶକ୍ତିଶାଳୀ ସେନା ଲଗାତର ଚତୁର୍ଥ ଦିନ ଧରି ୟୁକ୍ରେନ୍‌ ଦଖଲ...

ରୁଷିଆ-ୟୁକ୍ରେନ ସଙ୍କଟକୁ ନେଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ବୈଠକ: ଭୋଟିଂରୁ ବିରତ ରହିଲା ଭାରତ

ନ୍ୟୁୟର୍କ,୨୮ ।୨: ରୁଷିଆ ପକ୍ଷରୁ ୟୁକ୍ରେନ ଉପରେ ଚାଲିଥିବା ଆକ୍ରମଣକୁ ନେଇ ରବିବାର ବିଳମ୍ବିତ ରାତି ଅର୍ଥାତ୍ ରାତି ପ୍ରାୟ ୧ଟା ୩୦ ମିନିଟରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଏକ ବୈଠକ ଡକାଯାଇଥିଲା । ଏହି ବୈଠକରେ ୟୁକ୍ରେନ...

ଭୁଶୁଡ଼ିଲା କୋଇଲା ଖଣି, ଫସି ରହିଛନ୍ତି ଶ୍ରମିକ

ବେଜିଂ,୨୭।୨: ଦକ୍ଷିଣ-ପଶ୍ଚିମ ଚାଇନାରେ ଥିବା ଏକ କୋଇଲା ଖଣି ଭୁଶୁଡ଼ି ପଡ଼ିବାରୁ ଏହା ମଧ୍ୟରେ ୧୪ ଜଣ ଶ୍ରମିକ ଫସି ରହିଛନ୍ତି। ସେମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସୂଚନା ଯୋଗ୍ୟ, ଗୁଇଝୋଉ ପ୍ରଦେଶର ସାନେ ଶୁନଜୁନ୍‌ କୋଇଲା ଖଣି...

ରୁଷ ପାଇଁ ଆକାଶ ମାର୍ଗ ବନ୍ଦ କଲେ ୟୁରୋପ, କାନାଡା

ନୂଆଦିଲ୍ଲୀ,୨୭।୨: ରୁଷିଆ ବିମାନ ପାଇଁ ୟୁରୋପିୟ ଦେଶ ଓ କାନାଡା ତାଙ୍କର ଏୟାରସ୍ପେସ୍‌ ବନ୍ଦ କରି ଦେଇଛନ୍ତି। ୟୁକ୍ରେନ ଉପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ସାମରିକ କାର୍ଯ୍ୟାନୁଷ୍ଠାନକୁ ରୋକିବା ଲାଗି ଏଭଳି ଅପ୍ରତ୍ୟାଶିତ ପଦକ୍ଷେପ ନିଆଯାଇଛି। ରୁଷିଆକୁ ସେମାନଙ୍କ...

ପରମାଣୁ ଧମକ ପରେ ମୁଣ୍ଡ ନୁଆଁଇଲା ୟୁକ୍ରେନ

ମସ୍କୋ,୨୭।୨: ବେଲାରୁସ ସୀମାରେ ରୁଷ ସହ ଆଲୋଚନା ପାଇଁ ରାଜି ହୋଇଛି ୟୁକ୍ରେନ। ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ପରମାଣୁ ଧମକ ଦେବା ପରେ ବାଧ୍ୟହୋଇ ପଡ଼ୋଶୀ ଦେଶ ମୁଣ୍ଡ ନୁଆଁଇଛି। “ମୁଁ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଓ ରୁଷିଆ...

ଖାରକିଭରୁ ରୁଷିଆ ସେନାକୁ ତଡ଼ିଲା ୟୁକ୍ରେନ

କ୍ୱିଭ,୨୭।୨: ୟୁକ୍ରେନର ଦ୍ୱିତୀୟ ସର୍ବବୃହତ୍‌ ସହର ଖାରକିଭକୁ ନିୟନ୍ତ୍ରଣକୁ ନେଇଛି ୟୁକ୍ରେନର ସଶସ୍ତ୍ର ବାହିନୀ। ଏହି ସହରକୁ ପସି ଆସିଥିବା ରୁଷିଆ ସେନାକୁ ହରାଇ ୟୁକ୍ରେନ ସେନା ସହରକୁ ଦଖଲ କରିଥିବା ଗଭର୍ନର ଓଲେଗ ସିନେଗୁବେ କହିଛନ୍ତି। “ଖାରକିଭ ସହରରେ...

ପୋଷା କୁକୁର ବିନା ୟୁକ୍ରେନ ଛାଡ଼ିବାକୁ ମନା କଲେ ଭାରତୀୟ ଛାତ୍ର

ନୂଆଦିଲ୍ଲୀ,୨୭।୨: ଯୁଦ୍ଧରେ ଯର୍ଯରିତ ୟୁକ୍ରେନରେ ଫସିଥିବା ଜଣେ ତୃତୀୟ ବର୍ଷର ଇଞ୍ଜିନିୟରିଂ ଛାତ୍ର ପୋଷା କୁକୁର ବିନା ଦେଶ ଛାଡ଼ିବାକୁ ମନା କରି ଦେଇଛନ୍ତି। ଖାରକିଭ ନ୍ୟାଶନାଲ ୟୁନିଭର୍ସିଟି ଅଫ୍‌ ରେଡିଓ ଏଲେକ୍ଟ୍ରୋନିକ୍ସରେ ଅଧ୍ୟୟନ କରୁଥିବା ରିଷଭ କୌଶିକ କହିଛନ୍ତି,...

ୟୁକ୍ରେନର ଦାବି ରୁଷିଆ ହରାଇଛି ୪୩୦୦ ସେନା, ୧୪୬ ଟ୍ୟାଙ୍କ

କ୍ୱିଭ,୨୭ ।୨: ରୁଷିଆର ଲଗାତାର ଆକ୍ରମଣ ଫଳରେ ବେଳକୁ ବେଳେ ହତାସ ହୋଇ ଯାଉଛି ୟୁକ୍ରେନ୍ । ହେଲେ ଶେଷ ପର୍ଯ୍ୟନ୍ତ ଲଢିବାକୁ ସ୍ଥିର କରିଥିବା ୟୁକ୍ରେନ ଏଥର ଦାବି କରିଛି ଯେ ଗତ ୪ ଦିନ ମଧ୍ୟରେ ଅର୍ଥାତ୍...

ୟୁକ୍ରେନ ପାଇଁ ଆଗେଇ ଆସିଲେ ଜାପାନର କୋଟିପତି

ଟୋକିଓ,୨୭।୨: ରୁଷିଆ ଆକ୍ରମଣ ଜାରି ରଖିଥିବା ବେଳେ ୟୁକ୍ରେନ ସରକାରଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଜାପାନର କୋଟିପତି ହିରୋଶି ମିକେ ମିକିତାନି। ସେ ୟୁକ୍ରେନ ସରକାରଙ୍କୁ ୮.୭ ନିୟୁତ ଡଲାର ଦାନ କରିବେ ବୋଲି ଘୋଷଣା କରିଛନ୍ତି।ଏହାର ମୂଲ୍ୟ ଭାରୀତୟ...

ୟୁକ୍ରେନର ଏହି ମହିଳା ଏମ୍‌ପି ହାତରେ ଧରିଲେ ଅସ୍ତ୍ର, ଜୀବନ ଦେବାକୁ ଆସିଲେ ଆଗେଇ

କ୍ୱିଭ୍‌,୨୭ା୨: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଚାଲିଥିବା ସାରା ବିଶ୍ୱବାସୀଙ୍କୁ ଭୟଭୀତ କରିଛି। ରୁଷିଆ ୟୁକ୍ରେନକୁ ଧ୍ୱଂସ କରିବାକୁ ଚାହୁଁଥିବା ବେଳେ ୟୁକ୍ରେନ ମଧ୍ୟ ଛାଡ଼ିବାକୁ ପ୍ରସ୍ତୁତ ନୁହେଁ। ସେନାକୁ ଉତ୍ସାହିତ କରିବା ପାଇଁ ବର୍ତ୍ତମାନ ୟୁକ୍ରେନ ରାଜନେତାମାନେ...

ପୁଟିନ୍‌ ଖର୍ଚ୍ଚ କଲେଣି ୨୦ ଶହ କୋଟି ଡଲାର, ତଥାପି ଅଜେୟ ୟୁକ୍ରେନ୍‌…

ମସ୍କୋ/କ୍ୱିଭ୍‌,୨୭।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ରକ୍ତାକ୍ତ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ ଯୁଦ୍ଧରେ ୨୦ ଶହ କୋଟି ଡଲାର ଖର୍ଚ୍ଚ କଲେଣି। ତଥାପି ୟୁକ୍ରେନ୍‌ ଅଜେୟ ହୋଇ ଠିଆ ହୋଇଛି। ଦେଶର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri