ଅନ୍ତର୍ଜାତୀୟ

ମୋଦି ସରକାରଙ୍କ ଉପରେ ବିଷ ଓଗାଳିଲା ଆମେରିକା

ନୂଆଦିଲ୍ଲୀ,୨୭।୬: ଭାରତରେ ଧାର୍ମିକ ସ୍ବାଧୀନତା ସମ୍ପର୍କରେ ଆମେରିକା ଅନେକ ବଡ଼ ଅଭିଯୋଗ ଆଣିଛି। ଆମେରିକାର ବୈଦେଶିକ ବିଭାଗର ୨୦୨୩ର ଧାର୍ମିକ ସ୍ବାଧୀନତା ରିପୋର୍ଟରେ ଭାରତ ବିଷୟରେ ଅନେକ ଗୁଡିଏ କଥା କୁହାଯାଇଛି। ଏହି ରିପୋର୍ଟରେ ଧାର୍ମିକ ରୂପାନ୍ତର, ଘୃଣା ବକ୍ତବ୍ୟ...

ଚାଇନା ମାଟିରୁ ଭାରତର ଗୁଣଗାନ କଲେ ମାଳଦ୍ୱୀପ ମନ୍ତ୍ରୀ

ନୂଆଦିଲ୍ଲୀ,୨୬।୬: ମାଳଦ୍ୱୀପର ଜଣେ ବରିଷ୍ଠ ମନ୍ତ୍ରୀ ତାଙ୍କର ପ୍ରଥମ ଚାଇନା ଗସ୍ତରେ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ନିକଟରେ ଭାରତ ଗସ୍ତ ଏବଂ ତାଙ୍କ ଦେଶର ପର୍ଯ୍ୟଟନ ନିର୍ଭରଶୀଳ ଅର୍ଥନୀତି ପାଇଁ ଭାରତର ମହତ୍ତ୍ୱ ବିଷୟରେ କହିଛନ୍ତି। ୧୫ ତମ ବିଶ୍ୱ...

ପୃଥିବୀ ଉପରେ ମାଡିଆସୁଛି ବିପଦ: ନାସା ଦେଲା ଚେତାବନୀ

ନୂଆଦିଲ୍ଲୀ୨୬।୬: ଗ୍ରୀନହାଉସ ଗ୍ୟାସ ପୃଥିବୀରେ କ’ଣ ଖରାପ ପ୍ରଭାବ ପକାଏ, ଆମେରିକାର ସ୍ପେସ ଏଜେନ୍ସି ନାସା ଦ୍ୱାରା ଭିଜୁଆଲାଇଜେସନ ମାଧ୍ୟମରେ ଦର୍ଶାଯାଇଛି। ନାସା ଏହି ଭିଜୁଆଲାଇଜେସନକୁ ସୋସିଆଲ ମିଡିଆରେ ଶେୟାର କରିଛି। ନାସା ଲେଖିଛି ଯେ, ମାନବ କାର୍ଯ୍ୟକଳାପ ଦ୍ୱାରା...

ସାମ୍ ପିଟ୍ରୋଡାଙ୍କୁ ପୁନଃ ବିଦେଶ ମୁଖ୍ୟ ନିଯୁକ୍ତ କଲା କଂଗ୍ରେସ

ନୂଆଦିଲ୍ଲୀ,୨୬।୬: ସାମ ପିଟ୍ରୋଡାଙ୍କୁ ଭାରତୀୟ ବିଦେଶ କଂଗ୍ରେସର ଅଧ୍ୟକ୍ଷ ଭାବରେ ପୁନଃ ନିଯୁକ୍ତ କରିଛି। କିଛି ସପ୍ତାହ ତଳେ ବର୍ଣ୍ଣ ବୈଷମ୍ୟ ମନ୍ତବ୍ୟକୁ ନେଇ ତାଙ୍କୁ ଏହି ପଦବୀରୁ ସେ ଇସ୍ତଫା ଦେଇଥିଲେ। ଦେଶରେ ନିର୍ବାଚନୀ ମାହୋଲ ସରଗରମ ଥିବା...

ପ୍ରବଳ ଗରମ ଯୋଗୁ ତରଳିଗଲା ପୂର୍ବତନ ରାଷ୍ଟ୍ରପତିଙ୍କ ପ୍ରତିମୂର୍ତ୍ତି

ଓ୍ବାଶିଂଟନ୍‌,୨୬।୬: ଆଜିକାଲି ଆମେରିକାରେ ପ୍ରବଳ ଗରମ ଅନୁଭୂତ ହେଉଛି। ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି। ଗ୍ରୀଷ୍ମ ମଝିରେ ୱାଶିଂଟନ ଡିସିରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନଙ୍କ...

ପାର୍ଲାମେଣ୍ଟରେ ନିଆଁ ଲଗାଇଦେଲେ ବିକ୍ଷୋଭକାରୀ

ନାଇରୋବି,୨୬।୬ : କେନିଆରେ ଟିକସକୁ ବିରୋଧ କରି ଆନ୍ଦୋଳନ ଚଳାଇଥିବା ହଜାର ହଜାର ବିକ୍ଷୋଭକାରୀ ପାର୍ଲାମେଣ୍ଟରେ ପ୍ରବେଶ କରିବା ସହ ଏହାର ଗୋଟିଏ ଭାଗରେ ନିଆଁ ଲଗାଇଦେଇଛନ୍ତି। ପାର୍ଲାମେଣ୍ଟରୁ ଏମ୍‌ପିମାନଙ୍କୁ ଉଦ୍ଧାର କରାଯାଇଛି। ରାଜଧାନୀ ନାଇରୋବିରେ ବିକ୍ଷୋଭକାରୀମାନେ ପାର୍ଲାମେଣ୍ଟ ଅଭିମୁଖେ...

ଚନ୍ଦ୍ରରୁ ମାଟି ଆଣିଲା ଚାଇନା

ବେଜିଂ, ୨୬।୬: ଚାଇନାର ଚାଙ୍ଗ’ଇ-୬ ମହାକାଶ ଯାନ ପ୍ରଥମଥର ପାଇଁ ଚନ୍ଦ୍ରପୃଷ୍ଠରୁ ୨ କିଲୋଗ୍ରାମର ମାଟି ଓ ପଥରର ନମୁନା ଏକତ୍ର କରି ମଙ୍ଗଳବାର ପୃଥିବୀକୁ ଫେରି ଉତ୍ତର ଚାଇନାରେ ଅବତରଣ କରିଛି। ପୃଥିବୀକୁ ଅଣାଯାଇଥିବା ଏହି ନମୁନାଗୁଡ଼ିକରେ ୨୫...

ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଲେ ‘ମିସ୍‌ ଟେକ୍ସାସ ୟୁଏସଏ’

ଓ୍ବାଶିଂଟନ,୨୫।୬: କୁହାଯାଏ ଯେ କିଛି ଅଲଗା କରିବା ଏବଂ ନିଜର ସ୍ବପ୍ନକୁ ପୂରଣ କରିବା ପାଇଁ କୌଣସି ବୟସ ନ ଥାଏ। ଯେତେବେଳେ ଜଣେ ବ୍ୟକ୍ତି ସ୍ଥିର କରେ ଯେ ସେ ତାଙ୍କ ଜୀବନରେ କିଛି କରିବାକୁ ଚାହୁଁଛନ୍ତି, ତେବେ...

୫ ବର୍ଷ ପରେ ଜେଲରୁ ମୁକୁଳିଲେ ଓ୍ବିକିଲିକ୍ସର ଫାଉଣ୍ଡର

ଓ୍ବାଶିଂଟନ,୨୫।୬: ୱିକି ଲିକ୍ସ ୱେବସାଇଟ ପ୍ରତିଷ୍ଠାତା ଜୁଲିୟାନ ଆସେଞ୍ଜଙ୍କୁ ଶେଷରେ ବ୍ରିଟିଶ ଜେଲରୁ ମୁକ୍ତ କରାଯାଇଛି। ୱିକି ଲିକ୍ସର ପ୍ରତିଷ୍ଠାତା ଜୁଲିୟାନ ଆସେଞ୍ଜ ଆମେରିକାର ନ୍ୟାୟ ବିଭାଗ ସହିତ ହୋଇଥିବା ଚୁକ୍ତିନାମାରେ ସରକାରୀ ତଥ୍ୟ ଚୋରି ଅଭିଯୋଗରେ ଦୋଷୀ ସାବ୍ୟସ୍ତ...

ଫ୍ରାନ୍ସରେ ବଢୁଛି ହିଂସା, ପୋଲିସ ଷ୍ଟେଶନ ସମେତ ଅନେକ କୋଠାରେ ଲାଗିଲା ନିଆଁ

ପ୍ୟାରିସ,୨୪।୬: ଫ୍ରାନ୍ସର ନ୍ୟୁ କାଲେଡୋନିଆରେ ବର୍ତ୍ତମାନ ଅଶାନ୍ତିର ବାତାବରଣ ଦେଖାଦେଇଛି। ରବିବାର ରାତିରେ ନ୍ୟୁ କାଲେଡୋନିଆ ଦ୍ୱୀପରେ ପୋଲିସ ଷ୍ଟେଶନ ଏବଂ ଟାଉନ ହଲ ସମେତ ଅନେକ ଅଟ୍ଟାଳିକାରେ ନିଆଁ ଲାଗିଯାଇଥିଲା। ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। କୁହାଯାଉଛି ଯେ...

ଲିଥିୟମ ବ୍ୟାଟେରୀ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ୧୬ ମୃତ, ୫ ନିଖୋଜ

ସିଓଲ,୨୪।୬: ଦକ୍ଷିଣ କୋରିଆର ଲିଥିୟମ ବ୍ୟାଟେରୀ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଅତି କମରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ପାଞ୍ଚ ଜଣ ନିଖୋଜ ଅଛନ୍ତି। ସ୍ଥାନୀୟ ଅଗ୍ନିଶମ ଅଧିକାରୀ ଏହି...

ପ୍ରବଳ ଗରମ, ୧୩ ଶହ ଯାତ୍ରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୨୪।୬: ଚଳିତ ବର୍ଷ ଭାରତରେ ପ୍ରବଳ ଗରମ ଅନୁଭୂତ ହୋଇଥିବା ବେଳେ ସାଉଦୀ ଆରବରେ ଏବେ ସ୍ଥିତି ଅସମ୍ଭାଳ ହୋଇଛି । ଏଠି ପାଖାପାଖି ୧୩ ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସରକାର ସୂଚନା ଦେଇଛନ୍ତି ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri