ଅନ୍ତର୍ଜାତୀୟ

୧୯ ମହଲା କୋଠାରେ ଅଗ୍ନିକାଣ୍ଡ, ୯ ଶିଶୁଙ୍କ ସମେତ ୧୯ ଜୀବନ୍ତ ଦଗ୍ଧ…

ନ୍ୟୁୟର୍କ, ୧୦।୧ : ଆମେରିକାର ନ୍ୟୁୟର୍କ ସହରରେ ଏକ ୧୯ ମହଲା କୋଠାରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୯ ଶିଶୁଙ୍କ ସମେତ ୧୯ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ୩୨ ଜଣ...

ଚେତାବନୀ ଦେଲା ଆମେରିକା

ନ୍ୟୁୟର୍କ,୯।୧: ଆମେରିକା ରୁଷିଆକୁ ଚେତାବନୀ ଦେଇଛି। ଯଦି ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରେ ତେବେ ତାକୁ ଆର୍ଥିକ ଭାବେ ଦୁର୍ବଳ କରିଦେବୁ ବୋଲି ଆମେରିକା କହିଛି। ୟୁକ୍ରେନ ଉପରେ ତିକ୍ତତା ମଧ୍ୟରେ ଆମେରିକା ଏବଂ ରୁଷିଆର ବରିଷ୍ଠ କୂଟନୈତିକ...

‘ଖୁବ୍‌ଶୀଘ୍ର ଦେଖା ହେବ’

ବୋଗୋଟା, ୧୦ା୧: ଦୀର୍ଘ ଦିନ ହେଲା ଫୁସ୍‌ଫୁସ୍‌ ଜନିତ ଜଟିଳ ରୋଗରେ ପୀଡ଼ିତ ଥିବା କଲମ୍ବିଆର ୬୦ ବର୍ଷୀୟ ଭିକ୍ଟର ଏସ୍କୋବର୍‌ ଶୁକ୍ରବାର ଇଚ୍ଛାମୃତ୍ୟୁ ବରଣ କରିଛନ୍ତି। ଦେଶରେ ଇଚ୍ଛାମୃତ୍ୟୁ ଆଇନ ଲାଗୁ ହେବା ପରେ ଏପରି କରିବାରେ ସେ...

ବୋଟ ଉପରେ ଭୁଶୁଡ଼ିଲା ଶିଳା ପାଚେରି: ୭ ମୃତ

ବେଲୋ ହୋରିଜୋଣ୍ଟେ,୧୦ା୧: ବ୍ରାଜିଲର ସୁଲ୍‌ ମିନାସ୍‌ସ୍ଥିତ ଏକ ଜଳପ୍ରପାତରେ ଶିଳା ପାଚେରି ଭୁଶୁଡ଼ି ଦୁଇଟି ମୋଟର ବୋଟ୍‌ ଉପରେ ପଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ଘଟିବା ସହ ୯ ଜଣ ଆହତ ହୋଇଛନ୍ତି। ଅନ୍ୟ ୩ ଜଣ ନିଖୋଜ ଥିବା...

ନାଇଜେରିଆରେ ସଶସ୍ତ୍ର ଆକ୍ରମଣକାରୀଙ୍କ ଆଖିବୁଜା ଗୁଳିଚାଳନା: ୨୦୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀଙ୍କ ମୃତ୍ୟୁ

ଅବୁଜା,୧୦ ।୧: ନାଇଜେରଆର ଏକ ଗାଁରେ ବଡ ଧରଣର ନରସଂହାର ହୋଇଥିବା ଖବର ମିଳିଛି । ଯେଉଁଥିରେ ଶହ ଶହ ଲୋକଙ୍କ ଜୀବନ ଯାଇଛି । ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଉତ୍ତର-ପଶ୍ଚିମ ନାଇଜେରିଆର ଜମ୍ଫାରା ରାଜ୍ୟର ଏକ ଗାଁରେ...

ସାଇପ୍ରସରୁ ‘ଡେଲ୍ଟାକ୍ରନ’ ଭାରିଆଣ୍ଟ

ନିକୋସିଆ,୯।୧: କୋଭିଡ୍‌-୧୯ ଭାଇରସର ଏକ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି ସାଇପ୍ରସରେ। ଏହାର ନାମ ‘ଡେଲ୍ଟାକ୍ରନ’। ଏଥିରେ ଡେଲ୍ଟା ଏବଂ ଓମିକ୍ରନ ଭାରିଆଣ୍ଟ ମିଳିତ ଅଛି। ସାଇପ୍ରସ ବିଶ୍ୱବିଦ୍ୟାଳୟରେ ଜୈବିକ ବିଜ୍ଞାନ ପ୍ରଫେସର ଲେଓଣ୍ଡିଅସ କୋଷ୍ଟ୍ରିକିସ କହିଛନ୍ତି। “ନୂଆ ଭାରିଆଣ୍ଟ...

ସପ୍ତାହରେ ଗଲାଣି ୧୬୪ ଜୀବନ

ଅଲମାଟି,୯।୧: ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଜାଖସ୍ତାନରେ ସୃଷ୍ଟି ହୋଇଥିବା ହିଂସା ଥମିବାର ନାଁ ନେଉ ନାହିଁ। ସପ୍ତାହକ ମଧ୍ୟରେ ଅତିକମ୍‌ରେ ୧୬୪ ଜଣଙ୍କ ମୃତ୍ୟୁ ହୋଇଛି। ଦେଶର ସବୁଠୁ ବଡ଼ ସହରରେ ଅଲମାଟିରେ ସର୍ବାଧିକ ୧୦୩ ଜଣଙ୍କ ମୃତ୍ୟୁ...

ପାକିସ୍ତାନ ସୁପ୍ରିମ୍‌କୋର୍ଟରେ ପ୍ରଥମ ମହିଳା ବିଚାରପତି…

ଇସଲାମାବାଦ୍‌, ୯।୧ : ପ୍ରଥମ ଥର ପାଇଁ ପାକିସ୍ତାନ ସୁପ୍ରିମ୍‌କୋର୍ଟରେ ଜଣେ ମହିଳା ବିଚାରପତି ନିଯୁକ୍ତି ପାଇବେ। ଏହି ଗୌରବ ବିଚାରପତି ଆୟେଶା ମାଲିକ୍‌ ହାସଲ କରିବାକୁ ଯାଉଛନ୍ତି। କଠିନ ପରିଶ୍ରମ, ଉତ୍ସର୍ଗୀକୃତ ମନୋଭାବ ଏବଂ ଆନ୍ତରିକତା ଯୋଗୁ ଆୟେଶା...

୩ ବର୍ଷ ଜେଲରେ ରହିବା ପରେ ମୁକ୍ତ ହେଲେ ସାଉଦି ଯୁବରାଣୀ

ରିୟାଧ,୯।୧: ୩ ବର୍ଷ ହେଲା ଜେଲ୍‌ରେ ଥିବା ସାଉଦି ଯୁବରାଣୀ ଓ ତାଙ୍କ ଝିଅଙ୍କୁ ସାଉଦି ସରକାର ମୁକ୍ତ କରିଛି। ଏନେଇ ଏକ ମାନବାଧିକାର ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ରାଜ ପରିବାର ସଦସ୍ୟ ବାସ୍‌ମା ବିଣ୍ଟ ସାଉଦ୍‌(୫୭) ଦୀର୍ଘ...

ପାହାଡ଼ରୁ ପଥର ଖସି ପଡିଲା ଡଙ୍ଗା ଉପରେ: ୫ ମୃତ, ୩୨ ଆହତ

ବ୍ରାସିଲିଆ,୯ ।୧: ବ୍ରାଜିଲର ମିନସ ଗେରୈସ ରାଜ୍ୟରେ ଶନିବାର ପାହାଡରୁ ପଥର ଖଣ୍ଡ ଖସି ପଡି ଏହାର ନିମ୍ନ ଭାଗରେ ନୌକାରେ ଯାତ୍ରା କରୁଥିବା ଲୋକଙ୍କ ଉପରେ ପଡିଥିଲା । ଫଳରେ ଅତିକମରେ ୫ ଜଣଙ୍କ ମୃତ୍ୟୁ ହେବା ସହ...

ସଂକ୍ରମଣ ବଢିଲେ ଚିକିତ୍ସା ଅଭାବରୁ ବଢିବ ମୃତ୍ୟୁସଂଖ୍ୟା: ଡବ୍ଲୁଏଚଓ

ଜେନେଭା,୯ ।୧: ସାରା ବିଶ୍ୱରେ ଜଙ୍ଗଲରେ ନିଆଁ ବ୍ୟାପିଲା ଭଳି ବ୍ୟାପିଛି କରୋନା ସଂକ୍ରମଣ । ସାମାନ୍ୟ ଅବହେଳା ଏହାକୁ ଭୟଙ୍କର ରୂପ ଦେଇପାରେ ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) । ଏଥିରେ ଯଦି ବ୍ରେକ୍ ନ ଲାଗେ...

‘ରୁଷିଆର ଆକ୍ରମଣାତ୍ମକ ଆଚରଣକୁ ଉଚିତ୍‌ ଜବାବ ଦିଆଯିବ’

ଓ୍ବାଶିଂଟନ,୮ା୧: ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ କହିଛନ୍ତି, ସୀମାରେ ରୁଷିଆ ସୈନିକଙ୍କ ଚାପ ବୃଦ୍ଧି ପାଇଁ ୟୁକ୍ରେନ ଏକ କୂଟନୈତିକ ସମାଧାନ କରିଛି। ଏହା ମଧ୍ୟ ଯଥାର୍ଥ, କିନ୍ତୁ ରୁଷିଆର ଆକ୍ରମଣାତ୍ମକ ଆଚରଣକୁ ନାଟୋ ଉପଯୁକ୍ତ ଉତ୍ତର ଦେବାକୁ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri