ଅନ୍ତର୍ଜାତୀୟ

ପରମାଣୁ ବୋମା ପକାଇବ ରୁଷିଆ, ପୁଟିନ ଦେଲେ ଏମିତି ନିର୍ଦ୍ଦେଶ

ମସ୍କୋ,୨୪।୮: ପରମାଣୁ ଅସ୍ତ୍ର ବ୍ୟବହାରକୁ ନେଇ ରୁଷିଆ ନୀତି ବଦଳାଇବାକୁ ଯାଉଛି। ଏହା କରିବା ପରେ ରୁଷିଆ ଅଳ୍ପ ସମୟ ମଧ୍ୟରେ ଆଣବିକ ଆକ୍ରମଣ ଉପରେ ନିଷ୍ପତ୍ତି ନେବାକୁ ସକ୍ଷମ ହେବ। ରୁଷିଆ ସଂସଦର ପ୍ରତିରକ୍ଷା କମିଟିର ସଭାପତି କହିଛନ୍ତି,...

ଆତଙ୍କବାଦୀ ଆକ୍ରମଣରେ ୧୫ ପୋଲିସକର୍ମୀଙ୍କ ସହ ଅନେକ ନାଗରିକ ମୃତ

ମସ୍କୋ,୨୪।୬: ରୁଷିଆର ଦକ୍ଷିଣ ପ୍ରଦେଶ ଡେଜିସ୍ତାନରେ ଖ୍ରୀଷ୍ଟିଆନ ଏବଂ ଯିହୂଦୀମାନଙ୍କ ଧର୍ମସ୍ଥଳ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଡେଜିସ୍ତାନର ଡର୍ବେଣ୍ଟ ସହରରେ ଏହି ଗୁଳି ବିନିମୟ ହୋଇଥିଲା। ଡେଜିସ୍ତାନର ଗଭର୍ନର କହିଛନ୍ତି, ବନ୍ଧୁକଧାରୀଙ୍କ ଆକ୍ରମଣରେ ୧୫ରୁ ଅଧିକ ପୋଲିସ ଏବଂ...

ପିଓକେରେ ଅର୍ଦ୍ଧସାମରିକ ସୈନ୍ୟଙ୍କୁ ମୁତୟନ କରିବ ପାକିସ୍ତାନ

ଇସ୍‌ଲାମାବାଦ,୨୩ା୬: ପାକ୍‌ ଅଧିକୃତ କଶ୍ମୀର (ପିଓକେ)ରେ ଅର୍ଦ୍ଧସାମରିକ ବଳ ଫ୍ରଣ୍ଟିୟର କନ୍‌ଷ୍ଟାବୁଲାରିକୁ ନିୟୋଜିତ କିରବା ପାଇଁ ପାକିସ୍ତାନ ସରକାର ରବିବାର ମଞ୍ଜୁରୀ ପ୍ରଦାନ କରିଛନ୍ତି। ଗତ ମାସରେ ପିଓକେରେ ଜୋର୍‌ଦାର ଆନ୍ଦୋଳନ ଜାରି ରହିବା ସହ ଅନେକ ଲୋକ ପ୍ରାଣ...

ସୁଧୁରୁ ନାହିଁ ଚାଇନା! ଏହି ଦେଶର ନୌସେନାକୁ ଛୁରି, କୁରାଢି, ହାତୁଡିରେ କଲା ଆକ୍ରମଣ

ବେଜିଂ,୨୩।୬: ଫିଲିପାଇନ୍ସର ରାଷ୍ଟ୍ରପତି ରବିବାର କହିଛନ୍ତି ଯେ ତାଙ୍କ ଦେଶ କୌଣସି ବିଦେଶୀ ଶକ୍ତି ଆଗରେ ନଇଁବ ନାହିଁ କିମ୍ବା ଯୁଦ୍ଧ ଆରମ୍ଭ କରିବ ନାହିଁ। ଦକ୍ଷିଣ ଚାଇନା ସାଗରରେ ଚାଇନା ସେନା ଏବଂ ଫିଲିପାଇନ୍ସର ନୌସେନା ମଧ୍ୟରେ ସଂଘର୍ଷ...

ଏକ୍ସ ୟୁଜର୍ସଙ୍କୁ ବଡ଼ ଝଟ୍‌କା: ଏଣିକି ସାଧାରଣ ୟୁଜର୍ସ ବ୍ୟବହାର କରିପାରିବେନି ଏହି ଫିଚର୍‌

କାଲିଫର୍ନିଆ,୨୩।୬: ଏଲନ ମସ୍କ ଏକ୍ସର ଦାୟିତ୍ୱ ନେବା ପରେ ଏହି ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ସଂପୂର୍ଣ୍ଣ ବଦଳି ଯାଇଛି। ନାମ, ଲୋଗୋ, ଡୋମେନ ଠାରୁ ଫିଚର୍‌ ପର୍ଯ୍ୟନ୍ତ ଅନେକ ଜିନିଷ ଏଥିରେ ନୂଆ। ଏବେ ଏକ୍ସ ବିଷୟରେ ଏକ ବଡ ଘୋଷଣା...

୧୨ ସନ୍ତାନର ବାପା ହେଲେ ଏଲନ ମସ୍କ: ଖୁସି ଖବରକୁ ଲୁଚାଇ ରଖିଥିଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି

କାଲିଫର୍ନିଆ,୨୩।୬: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ପୁଣି ଥରେ ପିତା ହୋଇଛନ୍ତି। କିନ୍ତୁ ଏଥର ସେ ଏହି ଖୁସି ଖବରକୁ ଲୁଚାଇ ରଖିଥିଲେ। ସୂଚନା ଅନୁଯାୟୀ, ଏଲନ ମସ୍କଙ୍କ ଦ୍ୱାଦଶ ସନ୍ତାନର ମା’ ହେଉଛନ୍ତି ନ୍ୟୁରାଲିଙ୍କର ଟପ...

ଏହିଦିନ ପୃଥିବୀରେ ଆସି ମାଡ଼ ହୋଇପାରେ ଧୂମକେତୁ; ବଡ଼ ଦାବି କଲା ନାସା

ନୂଆଦିଲ୍ଲୀ,୨୩।୬: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଏକ କାଳ୍ପନିକ ଆକଳନ କରି ଜାଣିପାରିଛି ଯେ ଭବିଷ୍ୟତରେ ଗୋଟିଏ ଧୂମକେତୁ ଆସି ପୃଥିବୀରେ ମାଡ଼ ହେବାର ୭୨% ପ୍ରତିଶତ ସମ୍ଭାବନା ରହିଛି। କେବଳ ଏତିକି ନୁହେଁ ଏହି ଧୂମକେତୁ ମାଡ଼...

କାର୍‌ରେ ଖଞ୍ଜା ଯାଇଥିଲା ବୋମା: ଥାନା ନିକଟରେ ଚାଲିଗଲା ପୋଲିସ ଅଧିକାରୀଙ୍କ ସମେତ ୩ ଜଣଙ୍କ ଜୀବନ, ୯ ଆହତ

ବୋଗଟା,୨୩ା୬: କଲମ୍ବିଆର ଟାମିନଙ୍ଗାସରେ କାର୍‌ ବୋମା ବିସ୍ଫୋରଣରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ଏକ ବିବୃତ୍ତିରେ ନାରିନୋର ରାଜ୍ୟପାଳ ଲୁଇସ ଆଲଫୋନ୍‌ସୋ ଏସ୍କୋବର କହିଛନ୍ତି ଯେ, ପୋଲିସ ଅଧିକାରୀଙ୍କ ସମେତ ଦୁଇ ସାଧାରଣ...

ଅଡୁଆରେ ରୁଷି ସୁନକଙ୍କ ପାର୍ଟି, କହିଲେ ମୋତେ ଏବେ ରାଗ ଆସୁଛି

ଲଣ୍ଡନ,୨୩ା୬: ବ୍ରିଟେନ ପ୍ରଧାନମନ୍ତ୍ରୀ ରୁଷି ସୁନକଙ୍କ କନ୍‌ଜରଭେଟିଭ୍‌ ପାର୍ଟି ଅଡୁଆରେ ପଡ଼ିଛି। ସୁନକଙ୍କ ଜଣେ ଅଧିକାରୀ ବେଟିଂ କରିଥିବା ଅଭିଯୋଗ ହୋଇଛି। ବ୍ରିଟେନର ଜୁଆ ନିୟାମକ ଏହାର ତାରିଖ ଘୋଷଣା ପୂର୍ବରୁ ମଧ୍ୟ ସାଧାରଣ ନିର୍ବାଚନରେ ବାଜି ଲଗାଇଥିବା ଅଭିଯୋଗର...

ଚାଇନା ଉପରେ ଭରଷା ନାହିଁ… ମହାକାଶକୁ ଛାଡିଥିବା ରକେଟରେ ଯାଇଥାଆନ୍ତା ଲୋକଙ୍କ ଜୀବନ: ଦେଖନ୍ତୁ ଭିଡିଓ

ବେଜିଂ,୨୩।୬: ଚାଇନା ୨୨ ଜୁନ ଭୋର ପ୍ରାୟ ୩ଟାରେ (ଚାଇନିଜ ସମୟ) ଶିଚାଙ୍ଗ ସାଟେଲାଇଟ ଲଞ୍ଚ ସେଣ୍ଟରରୁ ଲଙ୍ଗ ମାର୍ଚ୍ଚ ୨-ସି ରକେଟ ବ୍ୟବହାର କରି ଏକ ଉପଗ୍ରହ ଉତକ୍ଷେପଣ କରିଛି। ଏହି ଉପଗ୍ରହକୁ ଚାଇନା ଏବଂ ଫ୍ରାନ୍ସ ମିଳିତ...

ଜୈବ ବିଘଟନଯୋଗ୍ୟ ପ୍ଲାଷ୍ଟିକ୍‌ର ଉଦ୍ଭାବନ, ୨ ମାସରେ ପ୍ରକୃତିରେ ମିଶି ଖତ ହୋଇଯିବ

କୋପେନହାଗନ, ୨୩।୬: ସମ୍ପ୍ରତି ପ୍ଲାଷ୍ଟିକ୍‌ ପ୍ରଦୂଷଣ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ସ୍ଥାୟିତ୍ୱ ଏବଂ ସ୍ବଳ୍ପ ମୂଲ୍ୟରେ ମିଳୁଥିବା ହେତୁ ପ୍ଲାଷ୍ଟିକକୁ ବିଭିନ୍ନ କାର୍ଯ୍ୟରେ ବହୁଳ ଭାବେ ବ୍ୟବହାର କରାଯାଉଛି। ସେହିପରି ବିଶ୍ୱସ୍ତରରେ କେବଳ ୯% ପ୍ଲାଷ୍ଟିକକୁ...

ଗୁଡ଼ି ସହ ୩୦ ଫୁଟ ଉଚ୍ଚକୁ ଉଡ଼ିଗଲେ ୩ ବର୍ଷର ଶିଶୁକନ୍ୟା, ପରେ ଯାହା ହେଲା ଦେଖିଲେ…

‘କାଇଟ୍‌ ଫେଷ୍ଟିଭାଲ’ ସମୟରେ ଅଭାବନୀୟ ଘଟଣା। ଗୁଡ଼ି ଉଡ଼ାଇବା ବେଳେ ୩୦ ଫୁଟ ଉଚ୍ଚକୁ ଉଡିଗଲେ ୩ ବର୍ଷର ଶିଶୁକନ୍ୟା। ସୋସିଆଲ ମିଡିଆରେ ଘଟଣା ସମ୍ପର୍କିତ ଏକ ଚମକାଇବା ଭଳି ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଅନେକ ହତବାକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri