ଅନ୍ତର୍ଜାତୀୟ

‘ରୁଷିଆ-ୟୁକ୍ରେନ୍‌ ଉତ୍ତେଜନା ଯୁଦ୍ଧର ରୂପ ନେଲେ ବିଶ୍ୱ ପାଇଁ ବିପଦ’

ଜାତିସଂଘ,୧୯ା୨: ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ଯୁଦ୍ଧର ରୂପ ନେଲେ ବିଶ୍ୱ ପାଇଁ ବିପତ୍ତି ଆସିବ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ସତର୍କ କରାଇଛନ୍ତି। ମ୍ୟୁନିକ୍‌ ସମ୍ମିଳନୀକୁ ସମ୍ବୋଧନ କରି ଗୁଟେରେସ୍‌ କହିଛନ୍ତି, ୟୁକ୍ରେନ୍‌କୁ ରୁଷିଆ...

ଓମିକ୍ରନଠାରୁ ଘାତକ ଏହାର ଛୋଟ ଭାଇ ବିଏ.୨: ଡବ୍ଲୁଏଚଓ

ଜେନେଭା,୧୯ ।୨: ଦେଶରେ କରୋନା ଭାଇରସର ନୂଆ ଭାରିଏଣ୍ଟ ଓମିକ୍ରନର ସଂକ୍ରମଣ ଧିରେ ଧିରେ କମ୍ ହୋଇ ଆସୁଥିବା ବେଳେ ଏବେ ପୁଣିଥରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଚେତାବନି ଦେଇଛି । ଡବ୍ଲୁଏଚଓ କହିଛି ଓମିକ୍ରନର ଏକ ବିଶେଷ ଭାରିଏଣ୍ଟ...

ସୁରକ୍ଷା ସମ୍ମିଳନୀକୁ ରୁଷିଆର ବର୍ଜନ

ମ୍ୟୁନିକ୍‌,୧୯।୨: ୟୁକ୍ରେନ୍‌ ସୀମାରେ ବିପୁଳ ସୈନ୍ୟ ମୁତୟନ କରି ସାରା ବିଶ୍ୱର ମୁଣ୍ଡବ୍ୟଥା ବଢ଼ାଇ ଦେଇଥିବା ରୁଷିଆ ମୁନିକ୍‌ ସୁରକ୍ଷା ସମ୍ମିଳନୀ (ଏମ୍‌ଏସ୍‌ସି)କୁ ବର୍ଜନ କରିଛି। ଜର୍ମାନୀର ମ୍ୟୁନିକ୍‌ ସହରରେ ଶୁକ୍ରବାର ଆରମ୍ଭ ହୋଇଥିବା ଏହି ତିନିଦିନିଆ ସମ୍ମିଳନୀରେ ୟୁକ୍ରେନ୍‌...

ଆଣବିକ ଶକ୍ତି ଦେଖାଇବ ରୁଷିଆ

ମସ୍କୋ/ଓ୍ବାଶିଂଟନ୍‌,୧୯ା୨: ୟୁକ୍ରେନ୍‌ ସହ ରୁଷିଆ ମୁହାଁମୁହିଁ ସ୍ଥିତିରେ ଥିବାବେଳେ ଶନିବାର ନ୍ୟୁକ୍ଲିୟର ଡ୍ରିଲ୍‌ କରିବାକୁ ଶୁକ୍ରବାର ଏହାର ସେନା ପକ୍ଷରୁ ଘୋଷଣା କରାଯାଇଛି। ଏହାକୁ ୟୁକ୍ରେନ୍‌ ଆକ୍ରମଣର ପ୍ରାକ୍‌ ପ୍ରସ୍ତୁତି ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଅନ୍ୟପକ୍ଷେ ରୁଷିଆ ବିରୋଧରେ ଆମେରିକା...

ମାନବାଧିକାର ଉଲ୍ଲଂଘନ କରୁଛି ୟୁକ୍ରେନ୍‌: ପୁଟିନ୍‌

ମସ୍କୋ,୧୯।୨: ୟୁକ୍ରେନ୍‌ର ପୂର୍ବାଞ୍ଚଳରେ ସ୍ଥିତି ଅତି ଖରାପ ଆଡ଼କୁ ଗତି କରୁଥିବା ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଶୁକ୍ରବାର ଅଭିଯୋଗ ଆଣିଛନ୍ତି। କ୍ରେମଲିନ୍‌ରେ ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧନ କରି ପୁଟିନ୍‌ କହିଛନ୍ତି, ୟୁକ୍ରେନ୍‌ରେ ରୁଷୀୟ ଭାଷା କହୁଥିବା ଲୋକଙ୍କ...

ଜାହାଜରେ ନିଆଁ : ୧୦ ନିଖୋଜ

ଅଥେନ୍ସ,୧୯।୨: ଗ୍ରୀସ୍‌ରୁ ଇଟାଲି ଅଭିମୁଖେ ଆସୁଥିବା ୟୁରୋଫେରି ଅଲିମ୍ପିଆ ଜାହଜରେ ଶୁକ୍ରବାର ନିଆଁ ଲାଗିଯାଇଛି। ଫେରିରୁ ଶତାଧିକ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ଆହତ ହୋଇଥିବା ଗ୍ରୀସ୍‌ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି। ୨୯୦ ଜଣ ଯାତ୍ରୀଙ୍କୁ...

ଲୋକପ୍ରିୟତାରେ ଇମ୍ରାନଙ୍କୁ ପଛରେ ପକାଇଲେ ନଓ୍ବାଜ

ଇସ୍‌ଲାମାବାଦ,୧୮।୨: ପାକିସ୍ତାନରେ ବର୍ତ୍ତମାନ ଇମ୍ରାନ ଖାନ ସରକାରଙ୍କ ରାଜୁତି ଚାଲୁଛି। କିନ୍ତୁ ପାକିସ୍ତାନର ଏଭଳି କେତେକ ଅଞ୍ଚଳ ଅଛି, ଯେଉଁଠାରେ ଆଜିବି ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ୍‌ଙ୍କ ଲୋକପ୍ରିୟତା କିଛି କମ୍‌ ହୋଇନାହିଁ। ଏକ ସର୍ଭେ ଅନୁସାରେ ଦେଶର ଅନେକ...

ୟୁକ୍ରେନ ସହ ଉତ୍ତେଜନା ମଧ୍ୟରେ ମିସାଇଲ୍‌ ଡ୍ରିଲ କରିବ ରୁଷିଆ

ମସ୍କୋ, ୧୮।୨: ଗତ କିଛି ଦିନରୁ ୟୁକ୍ରେନ ଓ ରୁଷ ମଧ୍ୟରେ ଉତ୍ତେଜନା ଲାଗିରହିଛି। ୟୁକ୍ରେନ ଉପରେ ରୁଷ ଆକ୍ରମଣ କରିପାରେ ବୋଲି ପ୍ରାୟ ସମୟରେ ଆମେରିକା ଦାବି କରିଆସୁଛି। କିନ୍ତୁ ରୁଷ ଏହାକୁ ଖଣ୍ଡନ କରିଆସୁଛି। ତେବେ ଏହି...

ବ୍ରାଜିଲରେ ୯୦ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା

ରିଓ ଡି ଜେନେରିଓ,୧୮।୨: ଲଗାଣ ବର୍ଷା ପରେ ବ୍ରାଜିଲରେ ଭୟଙ୍କର ବନ୍ୟା ପରିସ୍ଥିତି ଦେଖାଦେଇଛି। ପ୍ରବଳ ବର୍ଷା ଫଳରେ ଭୂସ୍ଖଳନ ଘଟି ମୃତ୍ୟୁ ସଂଖ୍ୟା ୧୧୭କୁ ବୃଦ୍ଧି ପାଇଛି। ଏବେ ବି ଅନେକ ଲୋକ ମାଟିତଳେ ଚାପି ହୋଇ ରହିଥିବା...

ଏଚ୍‌ଆଇଭିକୁ ହରାଇବାରେ ବିଶ୍ୱର ପ୍ରଥମ ମହିଳା

ସିକାଗୋ,୧୮।୨: ଆମେରିକାରେ ଲ୍ୟୁକେମିଆ ବା ରକ୍ତ କର୍କଟରେ ପୀଡ଼ିତ ଜଣେ ଏଚ୍‌ଆଇଭି ରୋଗୀ ସୁସ୍ଥ ହୋଇଛନ୍ତି। ଏଚ୍‌ଆଇଭିରୁ ଆରୋଗ୍ୟ ହେବାରେ ସେ ବିଶ୍ୱର ତୃତୀୟ ବ୍ୟକ୍ତି ତଥା ପ୍ରଥମ ମହିଳା। ଏଚ୍‌ଆଇଭିକୁ ପ୍ରତିରୋଧ କରିବାର ପ୍ରାକୃତିକ କ୍ଷମତା ରଖିଥିବା ଜଣେ...

ବିବାଦରେ ବିଶ୍ୱର ଏକ ନମ୍ବର ଧନୀ

କାଲିଫର୍ନିଆ,୧୮।୨:ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲାର ମାଲିକ ଏଲୋନ ମସ୍କ ପ୍ରାୟତଃ ଚର୍ଚ୍ଚାରେ ଥାଆନ୍ତି। କେତେବେଳେ ସେ ତାଙ୍କର ବ୍ୟବସାୟ ତ ଆଉ କେତେବେଳେ ତାଙ୍କ ଟୁଇଟ୍‌ ଯୋଗୁ ସେ ଆଲୋଚନାକୁ ଆସନ୍ତି। ନିକଟରେ ସେ ଏକ ଟୁଇଟ୍‌...

ସପ୍ତାହକ ମଧ୍ୟରେ ଦ୍ୱିତୀୟଥର ଡାଉନ ହେଲା ଟୁଇଟର

ୱାଶିଂଟନ,୧୮ ।୨: ଗୋଟିଏ ସପ୍ତାହରେ ଦ୍ୱିତୀୟଥର ଗୁରୁବାର ରାତିରେ ଟୁଇଟର ଡାଉନ ହୋଇଥିବା ଜଣାପଡିଛ । ୟୁଜର୍ସ ପେଜ ଲୋଡ ନ କରିପାରିବା ସହ ଟୁଇଟର ପୋଷ୍ଟ ବି ଦେଖି ପାରି ନ ଥିବା ଅଭିଯୋଗ କରିଛନ୍ତି । ସୂଚନା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri