ଅନ୍ତର୍ଜାତୀୟ

ଜୋ ବାଇଡେନ, ବୋରିସ ଜନସନଙ୍କୁ ପଛରେ ପକାଇ ପୁଣିଥରେ ବିଶ୍ୱର ଲୋକପ୍ରିୟ ନେତା ତାଲିକାରେ ମୋଦି ଆଗରେ

ୱାଶିଂଟନ/ନୂଆଦିଲ୍ଲୀ,୨୧ ।୧: ଦେଶରେ ଗୋଟିଏ ପଟେ କରୋନା ମହାମାରୀର ତୃତୀୟ ଲହର ଚାଲିଥିବା ବେଳେ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ଲୋକପ୍ରିୟ ନେତା ତାଲିକାରେ ସବୁଠାରୁ ଆଗରେ ରହିଛନ୍ତି । ଆମେରିକା ଡାଟା ଇଣ୍ଟଲିଜେନ୍ସ ଫର୍ମ ’ଦ ମର୍ଣ୍ଣି...

ଫ୍ରାନ୍ସ-ଜର୍ମାନୀରେ ରେକର୍ଡ କରୁଛି କରୋନା

ପ୍ୟାରିସ/ବର୍ଲିନ,୨୧ ।୧: ବ୍ରିଟେନରେ ଓମିକ୍ରନ୍ ପିକ୍‌ରେ ପହଞ୍ଚି ଏବେ କମ୍ ହୋଇଯାଇଥିବା ସେଠାକାର ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ସତ । ହେଲେ ୟୁରୋପୀୟ ଦେଶରେ କରୋନାର ତାଣ୍ଡବ ଜାରି ରହିଛି । ଫ୍ରାନ୍ସରେ ଲଗାତାର ଦ୍ୱିତୀୟ ଦିନରେ ୪ ଲକ୍ଷ...

ଘାନାରେ ଶକ୍ତିଶାଳୀ ବିସ୍ଫୋରଣ

ଆକରା,୨୧ ।୧: ଘାନାରେ ହୋଇଥିବା ଏକ ଶକ୍ତିଶାଳୀ ବିସ୍ଫୋରଣରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ନିକଟରେ ଥିବା ଅନେକ ଘର ଭାଙ୍ଗି ଯାଇଥିବା କୁହାଯାଉଛି । କୁହାଯାଉଛି କି ସୁନା...

କିଟ୍‌କାଟ ପ୍ୟାକ୍‌ରୁ ହଟିଲା ଜଗନ୍ନାଥଙ୍କ ଫଟୋ

ନୂଆଦିଲ୍ଲୀ,୨୦।୧: ଲୋକପ୍ରିୟ ଚୋକେଲେଟ୍‌ ବ୍ରାଣ୍ଡ କିଟ୍‌କାଟ ପ୍ୟାକର ର଼୍ୟାପରରୁ ଭଗବାନ ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଫଟୋ ହଟାଇ ଦିଆଯାଇଛି। ଏ ନେଇ ନେସଲେ ଇଣ୍ଡିଆ କମ୍ପାନୀ ପକ୍ଷରୁ ଗୁରୁବାର କୁହାଯାଇଛି। କିଟ୍‌କାଟ ଚକୋଲେଟ ର଼୍ୟାପରରେ ଭଗବାନଙ୍କ ଫଟୋ...

ଦଳାଚକଟାରେ ୨୯ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ମୋନ୍‌ରୋଭିଆ,୨୦ା୧: ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ର ଲାଇବେରିଆର ରାଜଧାନୀ ମୋନ୍‌ରୋଭିଆରେ ଗୁରୁବାର ଏକ ଧର୍ମୀୟ କାର୍ଯ୍ୟକ୍ରମ ବେଳେ ଦଳାଚକଟା ହୋଇଛି। ଏଥିରେ ୨୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକେ ଆହତ ହୋଇଛନ୍ତି। ଏନେଇ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି।...

ଲାହୋରରେ ବଡ ଧରଣର ବିସ୍ଫୋରଣ: ଜଣେ ଶିଶୁ ସମେତ ୨ ମୃତ, ୨୫ ଆହତ

ଲାହୋର,୨୦ ।୧: ପାକିସ୍ତାନର ଲାହୋରରେ ଲୋହାରୀ ଗେଟ ନିକଟରେ ଗୁରୁବାର ବଡ ଧରଣର ବିସ୍ଫୋରଣ ହୋଇଛି । ମିଳିଥିବା ଖବର ଅନୁଯାୟୀ, ଏପର୍ଯ୍ୟନ୍ତ ଏହି ବିସ୍ଫୋରଣରେ ୨ ଜଣଙ୍କ ମୃତ୍ୟୁ ହେବା ସହ ୨୫ ଲୋକ ଆହତ ହୋଇଛନ୍ତି ।...

ଚାଇନାରେ ଖାଦ୍ୟାଭାବ: ସୋସିଆଲ ମିଡିଆରେ କ୍ରୋଧ ପ୍ରକାଶ କଲେ ଲୋକେ

ବେଜିଂ,୨୦ା୧: ଚାଇନାରେ କରୋନାକୁ ରୋକିବା ପାଇଁ କଡ଼ା ଲକ୍‌ଡାଉନ୍‌ ହେତୁ ଦେଶର ଲକ୍ଷଲକ୍ଷ ଲୋକ ଅତ୍ୟାବଶ୍ୟକ ସାମଗ୍ରୀ ପାଇବାକୁ ସଂଘର୍ଷ କରୁଛନ୍ତି। ଚାଇନାର ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କରୋନା ମହାମାରୀର ଦୁଇ ବର୍ଷ ମଧ୍ୟରେ ଚାଇନା ସରକାର ଲୋକମାନଙ୍କୁ...

ଏକ୍ସ-ରେ ଦ୍ୱାରା ଜଣା ପଡ଼ିବ କରୋନା ସଂକ୍ରମଣ, ୯୮ ପ୍ରତିଶତ ନିର୍ଭୁଲ…

ଇଡେନବର୍ଗ, ୧୯।୧ : ସ୍କଟଲାଣ୍ଡର ବୈଜ୍ଞାନିକମାନଙ୍କର ଏକ ଦଳ କରୋନା ମହାମାରୀ ସମ୍ବନ୍ଧରେ ଏକ ନୂତନ ପରୀକ୍ଷଣ କରିଛନ୍ତି। ଜଣେ କରୋନାରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ତାହା ଏକ୍ସ-ରେ ବ୍ୟବହାର କରି ଚିହ୍ନଟ ହୋଇପାରିବ। ବୈଜ୍ଞାନିକମାନେ ଏହାକୁ ୯୮...

ସରକାରୀ ରିପୋର୍ଟଠାରୁ ଢ଼େର୍‌ ଅଧିକ କରୋନା ମୃତକଙ୍କ ସଂଖ୍ୟା, ଭାରତରେ ୫୦ ଲକ୍ଷ…

ଓ୍ବାଶିଂଟନ, ୧୯।୧ : ପୃଥିବୀର ବିଭିନ୍ନ ଦେଶରେ ଘଟିଥିବା କରୋନା ଆକ୍ରାନ୍ତଙ୍କ ପ୍ରକୃତ ମୃତ୍ୟୁ ସଂଖ୍ୟା ସରକାରୀ ରିପୋର୍ଟଠାରୁ ଢ଼େର୍‌ ଅଧିକ ରହିଛି। ସରକାରୀ ଆକଳନ ଅନୁଯାୟୀ ମହାମାରୀ ଯୋଗୁ ୫୫ ନିୟୁତରୁ ଅଧିକ ଲୋକଙ୍କ ଜୀବନ ଯାଇଛି। କିନ୍ତୁ...

ଆଣ୍ଟିବାୟୋଟିକ୍‌ ରେଜିଷ୍ଟାନ୍ସ୍‌ ନେଇଛି ୧୨ ଲକ୍ଷରୁ ଅଧିକଙ୍କ ଜୀବନ…

ଓ୍ବାଶିଂଟନ, ୧୯।୧ : ମେଡ଼ିବାଲ ପତ୍ରିକା ଲାନସେଟରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ ୨୦୧୯ରେ ପୃଥିବୀରେ ଆଣ୍ଟିବାୟୋଟିକ-ରେଜିଷ୍ଟାନ୍ସ୍‌ ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁ ୧୨ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ସମ୍ପ୍ରତି ଗୋଟିଏ ଦିନରେ ଏହାଯୋଗୁ ୩,୫୦୦ରୁ ଅଧିକ ଲୋକଙ୍କର...

ପଥର ମୂର୍ତ୍ତିର ଦାମ୍‌ କୋଟିଏରୁ ଊର୍ଦ୍ଧ୍ୱ, କାରଣ ଜାଣିଲେ…

ଗୋଟିଏ ପଥରର ଦାମ୍‌ ଯେ କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ। ଏକ ପୁରୁଣା ପଥର ଯାହାର ଆକୃତି ଆମେରିକୀୟ ଅଭିନେତ୍ରୀ, ମଡେଲ କିମ୍‌ କାର୍ଦଶିୟାନଙ୍କ ଶରୀର ସହ ମେଳ ଖାଉଛି। ଏହି ପଥରର...

ଇଣ୍ଡୋନେସିଆର ନୂଆ ରାଜଧାନୀ ନୁସନ୍ତରା…

ଜାକର୍ତା, ୧୯।୧ : ଇଣ୍ଡୋନେସିଆର ସଂସଦ ଦେଶର ନୂତନ ରାଜଧାନୀ ପାଇଁ ଏକ ଆଇନ ଅନୁମୋଦନ କରିଛି। ବର୍ତ୍ତମାନର ରାଜଧାନୀ ଜାକର୍ତ୍ତା ବୁଡ଼ିଯିବାର ଆଶଙ୍କା ବୃଦ୍ଧି ପାଇଛି। ଏହା ସମ୍ପୂର୍ଣ୍ଣ ପ୍ରଦୂଷିତ ହୋଇସାରିଛି । ଏଠାରେ ବାରମ୍ବାର ବନ୍ୟା ପରିସ୍ଥିତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri