ଅନ୍ତର୍ଜାତୀୟ

ଗର୍ଭନିରୋଧ ପଦ୍ଧତି ଗ୍ରହଣ ଉପରେ ରୋକ ନେଇ ଲୋକଙ୍କ ମଧ୍ୟରେ ବଢ଼ିଲା ଆକ୍ରୋଶ…

ତେହେରାନ,୧୫।୧୧: ଇରାନ ସରକାର ଦେଶର ଜନସଂଖ୍ୟା ବଢ଼ାଇବା ଲାଗି ଦେଶରେ ମହିଳାଙ୍କ ସ୍ବାସ୍ଥ୍ୟକୁ ଅଣଦେଖା କରିବା ସହିତ ମାନବାଧିକାରର ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଛି। ସରକାର ସମସ୍ତ ଗର୍ଭନିରୋଧ ପଦ୍ଧତି ଗ୍ରହଣ ଉପରେ ରୋକ ଲଗାଇଛନ୍ତି। ଏହାକୁ ନେଇ ଲୋକଙ୍କ...

ବିବାହ ପରେ ଦେଶ ଛାଡ଼ି ଆମେରିକାରେ ପହଞ୍ଚିଲେ ରାଜକୁମାରୀ

ଟୋକିଓ,୧୫ା୧୧: ଜାପାନର ରାଜକୁମାରୀ ଯିଏକି ତାଙ୍କ ରାଜକୀୟ ସ୍ଥିତି ପରିତ୍ୟାଗ କରି ଜଣେ ସାଧାରଣ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ସେ ତାଙ୍କ ସ୍ବାମୀଙ୍କ ସହ ଆମେରିକାର ନ୍ୟୁୟର୍କରେ ପହଞ୍ଚିଛନ୍ତି। ନବ ବିବାହିତ ଏହି ଦମ୍ପତି ଦେଶରେ ସମାଲୋଚନାର ସମ୍ମୁଖୀନ ହୋଇଥିଲେ।...

ପିଲାଙ୍କୁ କରୋନା ଟିକା ଦେବାକୁ ଅନୁମତି ଦେଲା ଇସ୍ରାଏଲ

ଜେରୁଜେଲମ,୧୫ା୧୧: ବର୍ତ୍ତମାନ ୫ରୁ ୧୧ ବର୍ଷ ବୟସର ପିଲାମାନେ କରୋନା ଟିକା ନେଇପାରିବେ। ଏନେଇ ଇସ୍ରାଏଲର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ ନଚ୍‌ମନ ଆୟଶ କହିଛନ୍ତି। ୫ରୁ ୧୧ବର୍ଷ ବୟସର ପିଲାମାନଙ୍କ କରୋନା ଟିକାକରଣ ପାଇଁ ଏକ ବିଶେଷଜ୍ଞ ପ୍ୟାନେଲର ସୁପାରିସକୁ...

ରାଷ୍ଟ୍ରପତି ଦୌଡ଼ରେ ଗଦ୍ଦାଫିଙ୍କ ପୁଅ

ତ୍ରିପୋଲି,୧୫।୧୧: ଲିବ୍ୟାର ପୂର୍ବତନ ଏକଚ୍ଛତ୍ରବାଦୀ ଶାସକ ମୁଆମାର ଅଲ୍‌-ଗଦ୍ଦାଫିଙ୍କ ବଡ଼ପୁଅ ସୈଫ୍‌-ଅଲ୍‌-ଅସ୍‌ଲମ ଅଲ୍‌-ଗଦ୍ଦାଫି ଦେଶର ରାଷ୍ଟ୍ରପତି ଦୌଡ଼ରେ ସାମିଲ ହୋଇଛନ୍ତି। ଆସନ୍ତା ଡିସେମ୍ବର ୨୪ରେ ହେବାକୁ ଥିବା ଏହି ନିର୍ବାଚନ ପାଇଁ ସେ ରବିବାର ନାମାଙ୍କନପତ୍ର ଦାଖଲ କରିଥିବା ଲିବ୍ୟା...

୨୦ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କଲା ପାକିସ୍ତାନ

ଇସଲାମାବାଦ୍‌,୧୪।୧୧: ପାକିସ୍ତାନୀ ଜଳରାଶିରେ ବେଆଇନ ଭାବେ ମାଛ ଧରିବା ଅଭିଯୋଗରେ ୨୦ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ପାକିସ୍ତାନର ଲ୍ୟାଣ୍ଡି ଜିଲା ଜେଲରୁ ମୁକ୍ତ କରାଯାଇଛି। ମୁକ୍ତ ହୋଇଥିବା ମତ୍ସ୍ୟଜୀବୀଙ୍କୁ ସୋମବାର ୱାଘା ସୀମାକୁ ଅଣାଯିବ ଏବଂ ଭାରତୀୟ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର...

ଆଖି ପିଛୁଳାକେ ନଷ୍ଟ କରିବ ଶତ୍ରୁ ଦେଶର କ୍ଷେପଣାସ୍ତ୍ର

ମସ୍କୋ,୧୪ା୧୧: ଆସନ୍ତା ମାସ ମଧ୍ୟଭାଗରେ ଭାରତ ରୁଷିଆର ପ୍ରସିଦ୍ଧ ଏସ୍‌-୪୦୦ କ୍ଷେପଣାସ୍ତ୍ର ପାଇବ ବୋଲି ଆଶା କରାଯାଉଛି। ଏହି କ୍ଷେପଣାସ୍ତ୍ର ଭାରତର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ। ଏ ସମ୍ବନ୍ଧରେ ଭାରତ ଏବଂ ରୁଷିଆ ୧୫ ଅକ୍ଟୋବର ୨୦୧୬ରେ...

ଲୋକଙ୍କୁ ପ୍ରଥମ ଡୋଜ୍‌ ମିଳି ନଥିବା ବେଳେ ବୁଷ୍ଟର ଡୋଜ୍‌ ସମ୍ପର୍କରେ କହିବା ଯୁକ୍ତିହୀନ: ଡବ୍ଲ୍ୟୁଏଚ୍‌ଓ ମୁଖ୍ୟ…

ଜେନେଭା,୧୪।୧୧: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। କେତେକ ଦେଶରେ କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ଟିକାକରଣ ଅଭିଯାନ ଜାରି ରହିଛି। ଦୁଇ ଡୋଜ୍‌ ଟିକାପରେ...

ତାଲିବାନ ବାଟରେ କଣ୍ଟା ବିଛାଉଛି ପାକିସ୍ତାନ, ଛୋଟ ଜିହାଦି ଗୋଷ୍ଠୀଙ୍କୁ ସମର୍ଥନ…

କାବୁଲ/ଇସଲାମାବାଦ୍‌,୧୪।୧୧: ଆଫଗାନିସ୍ତାନରେ ପାକିସ୍ତାନ ତାଲିବାନ ବାଟରେ କଣ୍ଟା ବିଛାଉଛି। ଦେଶରେ ଥିବା ଛୋଟ ଜିହାଦି ଗୋଷ୍ଠୀଙ୍କୁ ପାକିସ୍ତାନର ଗୋଇନ୍ଦା ସଂସ୍ଥା ଆଇଏସଆଇ ସମର୍ଥନ କରୁଛି। ତାଲିବାନକୁ ବାଧା ଦେବା ପାଇଁ ଏଭଳି କରାଯାଉଥିବା ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପାକିସ୍ତାନର...

ରୁଷିଆ-ୟୁକ୍ରେନ୍‌ ମୁହାଁମୁହିଁ, ସୀମାରେ ସମରସଜ୍ଜା…

ମସ୍କୋ,୧୪।୧୧: ରୁଷିଆ ଏବଂ ୟୁକ୍ରେନ୍‌ ସୀମାରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏହି ମୁହାଁମୁହିଁ ପରିସ୍ଥିତି ଯୋଗୁ ଯୁଦ୍ଧ ଆଶଙ୍କା ସୃଷ୍ଟି ହୋଇଛି। ଇତିମଧ୍ୟରେ ଦୁଇ ଦେଶ ପକ୍ଷରୁ ସୀମାରେ ତୋପ ଏବଂ ଟ୍ୟାଙ୍କ ସହିତ ଅନ୍ୟାନ୍ୟ ଯୁଦ୍ଧ ସରଞ୍ଜାମ ଠୁଳ...

ବେଲ୍ଟ ଆଣ୍ଡ ରୋଡ୍‌ର ରିବ୍ରାଣ୍ଡିଂ କରୁଛି ଚାଇନା

ବେଜିଂ, ୧୪ା୧୧: ଆମେରିକାର ‘ବିଲ୍ଡ ବ୍ୟାକ୍‌ ବେଟର ଓ୍ବାଲର୍‌ଡ’ (ବି୩ଡବ୍ଲ୍ୟୁ) ପଦକ୍ଷେପକୁ ପ୍ରତିହତ କରିବା ପାଇଁ ଚାଇନା ଏହାର ମଲ୍ଟି-ବିଲିୟନ-ଡଲାର ପ୍ରୋଜେକ୍ଟ ବେଲ୍ଟ ଆଣ୍ଡ୍‌ ରୋଡ୍‌ ଇନିସିଏଟିଭ୍‌(ବିଆର୍‌ଆଇ)କୁ ନୂଆ ରୂପ ଦେବାକୁ ଉଦ୍ୟମ କରୁଛି। ଗତ ଜୁନରେ ଜି-୭ ଶିଖର...

ଚାଇନାକୁ ଝଟ୍‌କା ଦେଲା ଶ୍ରୀଲଙ୍କା

କଲମ୍ବୋ,୧୪ ।୧୧: ଚାଇନାର ଆକ୍ରମକ ବିସ୍ତରାବାଦୀ ନୀତି ଓ ଋଣ ଜାଲରେ ଫସାଇବାର ଯୋଜନାକୁ ଦେଖି ଛୋଟ ଛୋଟ ଦେଶବି ମୁହଁ ଖୋଲିବା ଆରମ୍ଭ କରି ଦେଲେଣି । ଏବେ ଏଥିରେ ସାମିଲ ହୋଇଛି ଶ୍ରୀଲଙ୍କା । ଚାଇନା କମ୍ପାନୀର...

ବିବାହକୁ ନେଇ ଟ୍ରୋଲ ହେଉଛନ୍ତି ମଲାଲା!

ଲଣ୍ଡନ,୧୪ ।୧୧: ନୋବେଲ ପୁରସ୍କାର ବିଜୟୀନି ମଲାଲା ୟୁସୁଫଜାଇ ବିବାହ ପାଇଁ ନେଇଥିବା ନିଜର ନିସ୍ପତ୍ତି ସମ୍ପର୍କରେ ଏକ ନିବନ୍ଧ ଲେଖିଛନ୍ତି । ମଲାଲା ନଭେମ୍ବର ୯ରେ ଇଂଲଣ୍ଡର ବର୍ମିଂହାମରେ ଅସର ମଲିକଙ୍କୁ ବିବାହ କରିଛନ୍ତି । ଯେତେବେଳେ ମଲାଲା...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri