ଅନ୍ତର୍ଜାତୀୟ

ଆମେରିକାରେ ବେକାକୁ ହେଲାଣି କରୋନା, ପ୍ରତିରକ୍ଷାମନ୍ତ୍ରୀ ସଂକ୍ରମିତ

ୱାଶିଂଟନ,୩ ।୧: ଆମେରିକାରେ କରୋନା ସଂକ୍ରମଣ ବେଳକୁ ବେଳ ବଢି ଚାଲିଛି । ଆମେରିକା ପ୍ରତିରକ୍ଷାମନ୍ତ୍ରୀ ଲୟଡ ଜେମ୍ସ ଅଷ୍ଟିନ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ସେ ନିଜେ ଏହାର ସୂଚନା ଦେଇଛନ୍ତି । ସେ ଟୁଇଟ୍ କରି...

ଚାଇନାରେ ଲକ୍‌ଡାଉନ ପରେ ବି ବଢୁଛି କରୋନା ସଂକ୍ରମଣ

ବେଜିଂ,୩ ।୧: ଚାଇନାର ଶିୟାନ ସହରରେ ଗତ ପ୍ରାୟ ୧୦ ଦିନ ହେବ ଲକଡାଉନ ଲାଗିଛି । ହେଲେ ନୂଆବର୍ଷ ପାଳନ ପରେ ଏଠାରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା କୁହାଯାଉଛି । ପାଖାପାଖି ୩ ସପ୍ତାହ ମଧ୍ୟରେ...

ସ୍କୁଲରେ ମାସ୍କ ବିନା ଏଣ୍ଟ୍ରି ନାହିଁ

ଲଣ୍ଡନ,୩।୧- ବ୍ରିଟେନରେ କୋଭିଡ୍‌-୧୯ର ଓମିକ୍ରନ ଭାରିଆଣ୍ଟ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସେକେଣ୍ଡାରି ସ୍କୁଲଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ରବିବାର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଛାତ୍ରୀଛାତ୍ର...

୨୦୨୨ରେ ଶେଷ ହେବ ମହାମାରୀ

ଜେନେଭା,୨।୧: କୋଭିଡ୍‌-୧୯ ମହାମାରୀ ତୃତୀୟ ବର୍ଷରେ ପହଞ୍ଚତ୍ଥିବା ବେଳେ ୨୦୨୨ରେ ଏହା ଶେଷ ହେବ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମୁଖ୍ୟ ଟେଡ୍ରୋସ୍‌ ଆଧାନମ ଘେବ୍ରେୟେସସ୍‌ ଆଶାବ୍ୟକ୍ତ କରିଛନ୍ତି। ମିଳିତ ମୁକାବିଲା ଦ୍ୱାରା ଚଳିତ ବର୍ଷ ମହାମାରୀ ଶେଷ...

ଭୂକମ୍ପରେ ଥରିଲା ଚାଇନା

ବେଜିଂ,୨।୧: ଚାଇନାର ୟୁନାନ୍‌ ପ୍ରଦେଶର ନିଙ୍ଗଲାଙ୍ଗ କାଉଣ୍ଟିରେ ୫.୫ ତୀବ୍ରତାର ଭୂକମ୍ପ ରବିବାର ଅପରାହ୍ନରେ ଅନୁଭୂତ ହୋଇଛି। ଏଥିରେ ୨୨ ଜଣ ଆହତ ହୋଇଥିବା ବେଳେ ଘର କ୍ଷତିଗ୍ରସ୍ତ ହୋଇଛି। କିଛି ଘରର ଟାଇଲ୍‌ ଖସିପଡ଼ିଥିବା ଦେଖିବାକୁ ମିଳିଛି। ଭୂକମ୍ପର...

ନିଆଁ ବଦଳରେ ପାଣିରେ ହେବ ଦେସମଣ୍ଡ ଟୁଟୁଙ୍କ ଅନ୍ତିମ ସଂସ୍କାର

କେପଟାଉନ୍‌,୨।୧:ଦକ୍ଷିଣ ଆଫ୍ରିକାରେ ଦଶନ୍ଧି ଧରି ରଙ୍ଗଭେଦ ବିରୋଧରେ ଲଢିଥିବା ଆର୍କବିଶପ ଦେସମଣ୍ଡ ଟୁଟୁଙ୍କ ଅନ୍ତିମ ସଂସ୍କାର ଆରମ୍ଭ ହୋଇଛି। କୁହାଯାଏ ଯେ ଟୁଟୁ ପାରମ୍ପାରିକ ଉପାୟ କରିବା ପରିବର୍ତ୍ତେ ନିଜର ଶେଷ ରୀତିନୀତିକୁ ଇକୋ-ଫ୍ରେଣ୍ଡଲି ରଖିବାକୁ ଇଚ୍ଛା ପ୍ରକାଶ କରିଥିଲେ।...

୬ ଘଣ୍ଟା ହେଲା ଜଳୁଛି ପାର୍ଲାମେଣ୍ଟ

କେପ ଟାଉନ,୨।୧: ଦକ୍ଷିଣ ଆଫ୍ରିକାର ହାଉସ ଅଫ୍‌ ପାର୍ଲାମେଣ୍ଟରେ ରବିବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଦୀର୍ଘ ୬ ଘଣ୍ଟା ହେଲା ଦମକଳ ବାହାନୀ ମୁତୟନ ହୋଇଥିଲେ ମଧ୍ୟ ନିଆଁକୁ ଆୟତ୍ତ କରାଯାଇପାରି ନାହିଁ। ଘଟଣାର ପ୍ରସାରଣ କରୁଥିବା ଚ୍ୟାନେଲରେ ପାର୍ଲାମେଣ୍ଟ...

ମୁହାଁମୁହିଁ ହୋଇପାରନ୍ତି ଆମେରିକା-ଚାଇନା

ଓ୍ବାଶିଂଟନ,୨ା୧: ନୂଆବର୍ଷରେ ତାଇଓ୍ବାନ ଏବଂ ତିବ୍ଦତକୁ ନେଇ ଆମେରିକା-ଚାଇନା ମଧ୍ୟରେ ମୁହାଁମୁହିଁ ହୋଇପାରେ।  ନୂତନବର୍ଷର ଠିକ୍‌ ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତିବ୍ଦତ ପ୍ରସଙ୍ଗ ପାଇଁ ଭାରତୀୟ ମୂଳ କୂଟନୀତିଜ୍ଞ ଆଜ୍ରା ଜିଆଙ୍କୁ ତାଙ୍କର ବିଶେଷ ସଂଯୋଜକ ଭାବରେ...

ଚାଇନାର ଦାଦାଗିରି, ଦକ୍ଷିଣ ତିବ୍ବତ ଉପରେ କବ୍‌ଜା ଷଡ଼ଯନ୍ତ୍ର…

ବେଜିଂ, ୨।୧ : ତିବ୍ବତକୁ ନେଇ ଚାଇନା ପୁଣି ଦାଦାଗିରି ଆରମ୍ଭ କରିଛି। ଇତିମଧ୍ୟରେ ଚାଇନା ଅରୁଣାଚଳ ପ୍ରଦେଶରେ ଆଉ ୧୫ଟି ସ୍ଥାନର ନାମକରଣ କରିଛି। ଏହା ସହିତ ଦାବି କରିଛି ଯେ ତିବ୍ଦତର ଦକ୍ଷିଣ ଭାଗ ପ୍ରାଚୀନ କାଳରୁ...

୮୭୪ କାର୍‌ରେ ନିଆଁ ଲଗାଇ ନୂଆବର୍ଷ ପାଳନ…

ପ୍ୟାରିସ୍‌, ୨।୧: ନୂଆବର୍ଷ ପାଳନ ଅବସରରେ ଫ୍ରାନ୍ସ୍‌ରେ ୮୭୪ କାର୍‌ରେ ନିଆଁ ଲଗାଯାଇଛି। ଏଭଳି ପରମ୍ପରା ଏଠାରେ ଗତ ବର୍ଷ ଧରି ପାଳିତ ହୋଇ ଆସୁଛି। ଦେଶର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ଗେରାଲ୍ଡ ଡାର୍ମିନିନ୍‌ ଏନେଇ ସୂଚନା ପ୍ରଦାନ କରିଛନ୍ତି।...

ଫ୍ରାନ୍ସରେ ବେକାବୁ ହେଲାଣି କରୋନା, ବିଶ୍ୱର ସର୍ବାଧିକ ସଂକ୍ରମିତ ଦେଶ ତାଲିକାର ୬ ନମ୍ବରରେ

ପ୍ୟାରିସ,୨ ।୧: ଏବେ ଫ୍ରାନ୍ସରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ହୋଇ ଚାଲିଛି । ଶନିବାର ପ୍ରକାଶିତ ସରକାରୀ ରିପୋର୍ଟ ଅନୁଯାୟୀ, ବିଶ୍ୱରେ ୧୦ ମିଲିୟନରୁ ଅଧିକ ସଂକ୍ରମିତ ଚିହ୍ନଟ ଦେଶ ତାଲିକାର ୬ ନମ୍ବର ସ୍ଥାନରେ ପହଞ୍ଚି ଯାଇଛି...

ଆମେରିକା କଲରାଡୋ ଜଙ୍ଗଲରେ ନିଆଁ: ଉଜୁଡିଗଲା ଶହ ଶହ ଘର

ଦେନଭର,୧ ।୧: ଆମେରିକା କଲରାଡୋ ରାଜ୍ୟର ଦେନଭର ଜଙ୍ଗଲରେ ନିଆଁ ଲାଗି ପାଖାପାଖି ୫୮୦ ଘର, ଗୋଟିଏ ହୋଟେଲ ଓ ଏକ ଶପିଂ ମଲ ଜଳି ଯାଇଥିବା ଜଣାପଡିଛି । ଆଖପାଖର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri