ଅନ୍ତର୍ଜାତୀୟ

୨୦୨୨ରେ ସେକେଣ୍ଡ ପିଛା ୪ରୁ ଊର୍ଦ୍ଧ୍ୱ ଛୁଆ ଜନ୍ମ ହେବେ

ଓ୍ବାଶିଂଟନ, ୧ା୧: ୨୦୨୨ରେ ବିଶ୍ୱବ୍ୟାପୀ ପ୍ରତି ସେକେଣ୍ଡରେ ୪.୩ ଜନ୍ମ ହେବେ। ସମାନ ସମୟରେ ୨ଜଣ ମୃତ୍ୟୁ ହେବ। ଏଭଳି ଆକଳନ କରିଛି ଆମେରିକାର ଜନଗଣନା ବ୍ୟୁରୋ। ନୂଆବର୍ଷରେ ବିଶ୍ୱ ଜନସଂଖ୍ୟା ୭୮୦ କୋଟିରେ ପହଞ୍ଚତ୍ବ। ୨୦୨୧ରେ ବିଶ୍ୱ ଜନସଂଖ୍ୟା...

ରିପୋର୍ଟ ପଜିଟିଭ ଆସିବାରୁ ଟଏଲେଟରେ ରଖିଦେଲେ

ନ୍ୟୁୟର୍କ, ୩୧।୧୨: ବିମାନ ଯାତ୍ରା ସମୟରେ ଜଣେ ମହିଳା ଯାତ୍ରୀ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହେବାରୁ ତାଙ୍କୁ ହଟ୍ଟହଟା ହେବାକୁ ପଡ଼ିଛି। ଉକ୍ତ ଯାତ୍ରୀଙ୍କୁ ବିମାନ ଟଏଲେଟ୍‌ରେ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଆଇସୋଲେଶନରେ ରଖାଯାଇଥିଲା। ୧୯ ତାରିଖରେ ସିକାଗୋରୁ...

ସାମ୍ନାକୁ ଆସିଲା ଓମିକ୍ରନର ୨ ନୂଆ ଲକ୍ଷଣ

ଲଣ୍ଡନ,୩୧।୧୨: ବିଶ୍ୱରେ ଓମିକ୍ରନ୍‌ ବୃଦ୍ଧି ମାମଲା ଚିନ୍ତା ବଢାଇ ଦେଇଛି। ଥଣ୍ଡା ବୃଦ୍ଧି ସହିତ ଏହାର ବିପଦ ମଧ୍ୟ ବଢୁଛି। ଏପରି ପରିସ୍ଥିତିରେ, ଓମିକ୍ରନର ଲକ୍ଷଣଗୁଡ଼ିକୁ ଚିହ୍ନିବା ପାଇଁ ଆବଶ୍ୟକତା ଆହୁରି ବଢିଯାଇଛି। ଓମିକ୍ରନର ଲକ୍ଷଣ ଥଣ୍ଡା ଭଳି, କିନ୍ତୁ...

କରୋନା ସ୍ଥିତି ଅସମ୍ଭାଳ: ଡାକ୍ତରଖାନାରେ ରେକର୍ଡ ସଂଖ୍ୟକ ପିଲା ଭର୍ତ୍ତି

ଓ୍ବାଶିଂଟନ,୩୧ା୧୨: ଆମେରିକାରେ କରୋନା ଭୂତାଣୁ ଏବଂ ଓମିକ୍ରନର ସର୍ବାଧିକ ପ୍ରଭାବ ଦେଖିବାକୁ ମିଳୁଛି। ଏଠାରେ ପ୍ରତିଦିନ ଅଢ଼େଇ ଲକ୍ଷରୁ ଅଧିକ କରୋନା ମାମଲା ପଞ୍ଜୀକୃତ ହେଉଛି। ଏହି ସମୟରେ ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର କହିଛି, ବର୍ତ୍ତମାନ ପିଲାମାନଙ୍କଠାରେ...

ଦକ୍ଷିଣ ଆଫ୍ରିକାରୁ ହଟିଲା ନାଇଟ୍ କର୍ଫ୍ୟୁ: ସର୍ବପ୍ରଥମେ ଏଠାରେ ଚିହ୍ନଟ ହୋଇଥିଲା ଓମିକ୍ରନ୍‌

କେପଟାଉନ,୩୧ ।୧୨: ଗୋଟିଏ ପଟେ ସାରା ବିଶ୍ୱରେ କରୋନା ଓ ଓମିକ୍ରନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏବେ ଦକ୍ଷିଣ ଆଫ୍ରିକାରେ ନାଇଟ କର୍ଫ୍ୟୁକୁ ଉଠାଇ ଦିଆଯାଇଛି । ସର୍ବପ୍ରଥମେ ଦକ୍ଷିଣ ଆଫ୍ରିକାରେ କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍...

ଓମିକ୍ରନର ଆଉ ୨ ନୂଆ ଲକ୍ଷଣ, ଯାହା କରୋନାଠାରୁ ସମ୍ପୂର୍ଣ୍ଣ ଭିନ୍ନ

ଲଣ୍ଡନ,୩୧ ।୧୦: ସାରା ବିଶ୍ୱ ପାଇଁ ଏବେ ଚିନ୍ତାର କାରଣ ପାଲଟିଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ । ଏବେ ଏହା ଦ୍ରୁତ ବେଗରେ ବ୍ୟାପୁଥିବାରୁ ଏହାକୁ ନେଇ ବିଶେଷ ସତର୍କ ରହିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି ।...

୨ ଏଡିଟରଙ୍କ ବିରୋଧରେ ଦେଶଦ୍ରୋହ

ହଂକଂ,୩୦।୧୨: ହଂକଂର ଦୁଇଜଣ ପୂର୍ବତନ ସମ୍ପାଦକ(ଏଡିଟର)ଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ଦେଶ ବିରୋଧୀ ଲେଖା ପ୍ରକାଶ କରିବା ଅଭିଯୋଗରେ ଗିରଫ ହୋଇଥିବା ଷ୍ଟାଣ୍ଡ ନ୍ୟୁଜ୍‌ର ୨ ସମ୍ପାଦକଙ୍କ ଜାମିନ ଆବେଦନକୁ ଗୁରୁବାର ସ୍ଥାନୀୟ ଅଦାଲତ ଖାରଜ କରିଦେଇଛନ୍ତି।...

ପତଳା ହୋଇଗଲେଣି କ୍ରୁର ଶାସକ

ପ୍ୟୋଙ୍ଗୟାଙ୍ଗ୍‌,୩୦।୧୨: ଉତ୍ତର କୋରିଆର କ୍ରୁର ଶାସକ କିମ୍‌ ଜୋଙ୍ଗ ଉନ୍‌ ନିଜ ଅଜବ ନିୟମ ପାଇଁ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। କିଛି ଦିନ ତଳେ ୧୧ ଦିନ ପାଇଁ ଦେଶର ନାଗରିକ ହସିବା, କାନ୍ଦିବା, ଶପିଂ କରିବା ଏବଂ ମଦ...

ମଝି ଆକାଶରେ ଦୁଇ ବିମାନ ହେଲେ ନିକଟତର, ଭାଙ୍ଗିଲା ଝରକା

ଲଣ୍ଡନ,୩୦ା୧୨: ଆକାଶରେ ପ୍ରାୟ ୩୫୦୦୦ ଫୁଟ ଉଚ୍ଚରେ ଉଡୁଥିବା ଏକ ବିମାନ ସହ ଆଉ ଏକ ବିମାନ ଅତି ନକଟତର ହୋଇଯାଇଥିଲା। ଫଳରେ ୨୦୦ ଯାତ୍ରୀ ଥିବା ବିମାନର ଉଇଣ୍ଡୋ ସ୍କ୍ରିନ୍‌ରେ ଅନ୍ୟ ବିମାନଟି ବାଡ଼େଇ ହୋଇଯାଇଥିଲା। ଫଳରେ ଝରକା...

ନଷ୍ଟ ହୋଇନି ୩୫ଶହ ବର୍ଷ ପୁରୁଣା ମମିର ଦାନ୍ତ

କାଏରୋ, ୩୦ା୧୨: ଇଜିପ୍ଟର ଅନେକ ରାଜା, ରାଜ ପରିବାର ସଦସ୍ୟ, ପୂଜାରୀ ଆଦିଙ୍କୁ ମୃତ୍ୟୁ ପରେ ମମିରେ ପରିଣତ କରାଯିବା ବିଷୟ ସର୍ବଦା ଲୋକଙ୍କ ପାଇଁ ନୂଆ କିଛି ଜାଣିବାର ଉତ୍ସ ହୋଇଆସିଛି। ପୂର୍ବ ସଭ୍ୟତାର ଲୋକଙ୍କ ବିଷୟରେ ଏହା...

ପାର୍ଲାମେଣ୍ଟରେ ମୁଥ ମରାମରି

ଅମ୍ମାନ, ୩୦ା୧୨: ଲିଙ୍ଗଗତ ସମାନତାକୁ ନେଇ ସମ୍ବିଧାନରେ ସଂଶୋଧନ ନିମନ୍ତେ ଏକ ବିଧେୟକ ଉପରେ ଆଲୋଚନାବେଳେ ମଙ୍ଗଳବାର ଜୋର୍ଡାନ ପାର୍ଲାମେଣ୍ଟରେ ଏମ୍‌ପିମାନେ ପରସ୍ପର ମଧ୍ୟରେ ମାରପିଟ ହୋଇଛନ୍ତି। ସେହି ସମୟରେ ମାଡ଼ ମରାମରି ବେଳର ଲାଇଭ୍‌ ଟେଲିକାଷ୍ଟ ହେବା ସହ...

ଓମିକ୍ରନ୍‌ ନିରୋଧୀ ଆଣ୍ଟିବଡି ଚିହ୍ନଟ

ଓ୍ବାଶିଂଟନ, ୩୦।୧୨: ଓମିକ୍ରନ୍‌ ଏବଂ କରୋନା ଭୂତାଣୁର ଅନ୍ୟ ଭାରିଆଣ୍ଟଗୁଡ଼ିକୁ ନିଷ୍କ୍ରିୟ କରିବା ଲାଗି ଆଣ୍ଟିବଡି ଚିହ୍ନଟ ହୋଇଛି। ବୈଜ୍ଞାନିକମାନଙ୍କର ଏକ ଅନ୍ତର୍ଜାତୀୟ ଟିମ୍‌ ନିକଟରେ କରିଥିବା ଅଧ୍ୟୟନରୁ ଏହା ଜାଣିବାକୁ ପାଇଛନ୍ତି। ଉକ୍ତ ଆଣ୍ଟିବଡିଗୁଡ଼ିକ ଭୂତାଣୁର ସ୍ପାଇକ୍‌ ପ୍ରୋଟିନ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri