ଅନ୍ତର୍ଜାତୀୟ

ତାଇଓ୍ବାନ ନିଶ୍ଚିତ ଚାଇନାରେ ମିଶିବ, ଜିନ୍‌ପିଙ୍ଗ୍‌ଙ୍କ ଦୃଢ଼ୋକ୍ତି..

ବେଜିଂ,୯।୧୦: ତାଇଓ୍ବାନ ପ୍ରସଙ୍ଗରେ ଚାଇନା ପୁଣି ଦାଦାଗିରି ଦେଖାଇବା ଆରମ୍ଭ କରିଛି। ତାଇଓ୍ବାନକୁ ଚାଇନାରେ ନିଶ୍ଚିତ ମିଶାଯିବ। ଏଥିରେ କୌଣସି ତୃତୀୟ ପକ୍ଷ ଅବା ବାହାରର କାହାର ହସ୍ତକ୍ଷେପ ସହ୍ୟ କରାଯିବ ନାହିଁ ବୋଲି ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌...

ତାଓ୍ବାଙ୍ଗରେ ଭାରତ,ଚାଇନା ସୈନ୍ୟ ମୁହାଁମୁହିଁ

ନୂଆଦିଲ୍ଲୀ/ବେଜିଂ, ୯।୧୦: ଉତ୍ତରାଖଣ୍ଡରେ ଚାଇନା ସୈନ୍ୟ ଅନୁପ୍ରବେଶ କରିବା ଘଟଣାର ମାସକ ପରେ ଗତ ସପ୍ତାହରେ ପୁଣି ଥରେ ସେମାନେ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି) ଅତିକ୍ରମ କରି ଅରୁଣାଚଳପ୍ରଦେଶରେ ଅନୁପ୍ରବେଶ କରିଥିଲେ। ତାଓ୍ବାଙ୍ଗରେ ଚାଇନା ସୈନ୍ୟଙ୍କ ସହ ଭାରତୀୟ ଯବାନ...

ମସଜିଦ୍‌ରେ ବହିଲା ରକ୍ତର ନଦୀ

କାବୁଲ,୮।୧୦: ଶୁକ୍ରବାର ନମାଜ ପାଠ ବେଳେ ଆତଙ୍କବାଦୀମାନେ ଆଫଗାନିସ୍ତାନର କୁଣ୍ଡୁଜ ସହରସ୍ଥିତ ମସଜିଦରେ ରକ୍ତର ନଦୀ ବୁହାଇଛନ୍ତି। ଆତ୍ମଘାତୀ ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ୫୫ରେ ପହଞ୍ଚିଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ। ପୀଡ଼ିତଙ୍କ ମଧ୍ୟରେ ପ୍ରାୟତଃ ଲଘୁ ସମ୍ପ୍ରଦାୟର ଥିଲେ।...

ମସଜିଦ୍‌ରେ ବିସ୍ଫୋରଣ; ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୫୫ରେ

କାବୁଲ,୮।୧୦: ଆଫଗାନିସ୍ତାନର କୁନ୍ଦୁଜ ସହରରେ ଶିଟେ ମସ୍‌ଜିଦ ଉପରେ ବଡ଼ ଧରଣର ବୋମା ମାଡ଼ କରାଯାଇଛି। ଶୁକ୍ରବାର ନମାଜ ପାଠ ବେଳେ ଘଟିଥିବା ବିସ୍ଫୋରଣରେ ଅତିକମ୍‌ରେ ୫୫ ଜଣଙ୍କ ମୃତ୍ୟୁ ହୋଇଛି। ପାଖାପାଖି ୯୦ ଜଣ ଆହତ ହୋଇଥିବାରୁ ମୃତକଙ୍କ...

୯ ମହଲାରୁ ତଳକୁ ଡେଇଁଲେ ଯୁବକ, ତଳେ ଥିଲା ବିଏମ୍‌ଡବ୍ଲ୍ୟୁ, ଆଉ ତା’ ପରେ…

ଓ୍ବାଶିଂଟନ,୮ା୧୦: ଆମେରିକାର ନ୍ୟୁଜର୍ସିର ଜଣେ ଯୁବକ ୯ ମହଲା ଉପରୁ ତଳକୁ ଡେଇଁଥିଲେ। ତଳେ ଏକ ବିଏମ୍‌ଡବ୍ଲ୍ୟୁ ଗାଡ଼ି ଥିବାରୁ ସୌଭାଗ୍ୟବଶତଃ ଯୁବକ ଜଣକ ବଞ୍ଚି ଯାଇଛନ୍ତି। କିନ୍ତୁ ଖୁବ୍‌ ଜୋର୍‌ରେ ତାଙ୍କୁ ଆଘାତ ଲାଗିଛି। ତାଙ୍କୁ ଗୁରୁତର ଅବସ୍ଥାରେ...

ଦୁଇ ଖବରଦାତାଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ,୮।୧୦: ଚଳିତବର୍ଷ ଦୁଇ ଖବରଦାତାଙ୍କୁ ମିଳିତ ଭାବେ ନୋବେଲ ଶାନ୍ତି ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଛି। ସେମାନେ ହେଲେ ମାରିଆ ରେସା ଓ ଦିମିତ୍ରି ମୁରାତୋଭ। ବାକ ସ୍ବାଧୀନତା ପାଇଁ ଉଭୟ ଖବରଦାତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ଦିଆଯିବ।...

ଡ୍ରାଗନର ଦାଦାଗିରି: ଦକ୍ଷିଣ ଚାଇନା ସାଗରରେ ଆମେରିକାର ପରମାଣୁ ଜାହାଜ ଉପରେ ଆକ୍ରମଣ

ୱାଶିଂଟନ,୮ ।୧୦: ଦକ୍ଷିଣ ଚାଇନା ସାଗରରେ ଆମେରିକା ଓ ଚାଇନା ମଧ୍ୟରେ ଉତ୍ତେଜନା ପରିସ୍ଥିତି ବେଳକୁ ବେଳ ବଢିବାରେ ଲାଗିଛି । ଅନ୍ୟପଟେ ତାଇୱାନ ମାମଲାରେ ମଧ୍ୟ ଦୁଇ ଦେଶ ଆକ୍ରମଣାତ୍ମକ ଢଙ୍ଗିରେ ମୁହାଁମୁହିଁ ହୋଇଥିଲେ । ଇତିମଧ୍ୟରେ ଦକ୍ଷିଣ...

ମୁଣ୍ଡ ନୂଆଁଇଲା ଇଂଲଣ୍ଡ

ନୂଆଦିଲ୍ଲୀ,୭।୧୦: ଭାରତ ଆଗରେ ମୁଣ୍ଡ ନୂଆଁଇଛି ଇଂଲଣ୍ଡ। ଉଭୟ ଡୋଜ୍‌ ନେଇଥିବା ଭାରତୀୟଙ୍କୁ ଆଉ ଇଂଲଣ୍ଡରେ କ୍ୱାରେଣ୍ଟିନ୍‌ରେ ରହିବାକୁ ପଡିବ ନାହିଁ। ଏହି ନିୟମ ଅକ୍ଟୋବର ୧୧ତାରିଖରୁ ଲାଗୁ ହେବ ବୋଲି ଭାରତର ହାଇ କମିଶନର ଗୁରୁବାର ଟୁଇଟ୍‌ କରି...

ଅବଦୁଲ୍‌ ରଜାକ୍‌ ଗୁରନାହଙ୍କୁ ସାହିତ୍ୟରେ ନୋବେଲ…

ଷ୍ଟକହୋମ୍‌,୭।୧୦: ସାହିତ୍ୟରେ ୨୦୨୧ ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଅବଦୁଲ୍‌ ରଜାକ୍‌ ଗୁରନାହଙ୍କୁ  ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ନୋବେଲ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ରୟାଲ ସୁଇଡିସ୍‌ ଏକାଡେମୀ ଅଫ୍‌ ସାଇନ୍ସ୍‌ ପକ୍ଷରୁ...

୧୦ ଲକ୍ଷରୁ ଅଧିକ ଶିଶୁଙ୍କ ଜୀବନ ଉପରେ ବିପଦ, ଆଫଗାନିସ୍ତାନରେ କୁପୋଷଣ ସଙ୍କଟ …

ଜେନେଭା,୭।୧୦: ଆଫଗାନିସ୍ତାନରେ କୁପୋଷଣ ସଙ୍କଟ ଉଗ୍ରରୂପ ନେବାରେ ଲାଗିଛି। ଏହା ଦ୍ୱାରା ୧୦ ଲକ୍ଷରୁ ଅଧିକ ଶିଶୁଙ୍କ ଜୀବନ ଉପରେ ବିପଦ ରହିଛି। ଦେଶରେ ୫ ବର୍ଷରୁ କମ୍‌ ବୟସ୍କ ୩୨ ଲକ୍ଷ ଶିଶୁ କୁପୋଷଣ ଦ୍ୱାରା ପ୍ରଭାବିତ ହେବାର...

ପ୍ରଥମ ମ୍ୟାଲେରିଆ ଟିକାକୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରୀ

ଜେନେଭା, ୭।୧୦: ମ୍ୟାଲେରିଆ ନିରାକରଣ ପାଇଁ ପ୍ରସ୍ତୁତ ପ୍ରଥମ ଟିକାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ବୁଧବାର ମଞ୍ଜୁରୀ ପ୍ରଦାନ କରିଛି। ମ୍ୟାଲେରିଆ ବିରୋଧୀ ଲଢ଼େଇରେ ଏହା ଏକ ଐତିହାସିକ ସଫଳତା ବୋଲି ଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକ ଟେଡ୍ରୋସ୍‌ ଆଧାନମ୍‌ ଘେବ୍ରେୟେସସ୍‌...

ଥରିଲା ପାକିସ୍ତାନ: ୬.୦ ତୀବ୍ରତାର ଭୂକମ୍ପରେ ୨୦ ମୃତ ୨୦୦ଶହରୁ ଊର୍ଦ୍ଧ୍ୱ ଆହତ

ଇସଲାମାବାଦ,୭ ।୧୦: ପାକିସ୍ତାନରେ ଗୁରୁବାର ଭୋର ପ୍ରାୟ ୩ଟା ୩୦ରେ ଏକ ଭୂକମ୍ପ ହୋଇଥିବା ସୂଚନା ମିଳିଛି । ଏହାର ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୬.୦ । ଏଥିରେ ୨୦ ଜଣଙ୍କ ମୃତ୍ୟୁ ହେବା ସହ ୨୦୦ଶହରୁ ଊର୍ଦ୍ଧ୍ୱ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri