ଅନ୍ତର୍ଜାତୀୟ

ସାଇବର ଡାଟା ଚୋରି ଯୋଗୁ ବର୍ଷକୁ ୪.୨୪ ନିୟୁତ ଡଲାର ଠକେଇ…

ଓ୍ବାଶିଂଟନ,୫।୧୦: ଭାରତ ସମେତ ସାରା ପୃଥିବୀରେ ସାଇବର ଡାଟା ଚୋରି ଯୋଗୁ ବର୍ଷକୁ ୪.୨୪ ନିୟୁତ ଡଲାର ଠକେଇ ହେଉଛି। ଆଇବିଏମ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏନେଇ ଉଲ୍ଲେଖ କରାଯାଇଛି। ୨୦୨୦ ତୁଳନାରେ ୨୦୨୧ରେ ଡାଟା ଚୋରିରେ ୧୦...

ଚର୍ଚ୍ଚରେ ୩,୦୦୦ରୁ ଅଧିକ ଶିଶୁଙ୍କୁ ଯୌନ ନିର୍ଯାତନା…

ପ୍ୟାରିସ୍‌,୫।୧୦: ଫ୍ରାନ୍ସ୍‌ରେ ଥିବା କ୍ୟାଥଲିକ୍‌ ଚର୍ଚ୍ଚରେ ଶିଶୁଙ୍କୁ ଯୌନ ନିର୍ଯାତନ ଦିଆଯାଉଥିବା ଏକ ରିପୋର୍ଟ ପ୍ରକାଶ ପାଇଛି। ଏଭଳି ଶିଶୁଙ୍କ ସଂଖ୍ୟା ୩,୦୦୦ରୁ ଅଧିକ ବୋଲି କୁହାଯାଉଛି। ମଙ୍ଗଳବାର ପ୍ରକାଶିତ ହୋଇଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ନିର୍ଯାତନା...

୧୦ ବର୍ଷ ମଧ୍ୟରେ ନଷ୍ଟ ହୋଇଛି ୧୪ ପ୍ରତିଶତ ଶୈବାଳ ପ୍ରାଚୀର, ବର୍ଷକୁ ୨.୭ ଟ୍ରିଲିୟନ୍‌ ଡଲାର କ୍ଷତି…

ଓ୍ବାଶିଂଟନ,୫।୧୦: ବିଶ୍ୱ ତାପନର ପ୍ରଭାବ ସାମୁଦ୍ରିକ ଜୈବ ବିବିଧତା ଉପରେ ପଡିବାରେ ଲାଗିଛି। ଏହା ଯୋଗୁ ଆସନ୍ତା ୧୦ ବର୍ଷ ମଧ୍ୟରେ ୧୪ ପ୍ରତିଶତ ଶୈବାଳ ପ୍ରାଚୀର ନଷ୍ଟ ହୋଇଛି। ସମୁଦ୍ରର ତାପମାତ୍ରା ବୃଦ୍ଧି ପାଉଥିବାରୁ ଏଭଳି ସମସ୍ୟା ସୃଷ୍ଟି...

ଫେସବୁକ, ହ୍ବାଟ୍‌ସଆପ୍‌, ଇନଷ୍ଟାଗ୍ରାମ ହଠାତ୍‌ କାହିଁକି ହୋଇଗଲା ଡାଉନ୍‌: ଜାଣନ୍ତୁ ପ୍ରକୃତ କାରଣ

ଓ୍ବାଶିଟନ୍‌,୫।୧୦: ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ, ହ୍ବାଟ୍ସଆପ୍‌ ଏବଂ ଇନଷ୍ଟାଗ୍ରାମ ସୋମବାର ରାତିରେ ହଠାତ୍‌ ଡାଉନ୍‌ ହୋଇଯାଇଥିଲା। ଫଳରେ ବିଶ୍ୱର କୋଟି କୋଟି ଉପଭୋକ୍ତା ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସର୍ଭର ଡାଉନ୍‌ ଯୋଗୁ ହ୍ବାଟସଆପ ବ୍ୟବହାରକାରୀମାନେ ବାର୍ତ୍ତା ପଠାଇବା...

କିଶିଦା ଜାପାନ ପ୍ରଧାନମନ୍ତ୍ରୀ

ଟୋକିଓ, ୫ା୧୦: ଜାପାନ ପାର୍ଲାମେଣ୍ଟରେ ଫୁମିଓ କିଶିଦା ସୋମବାର ନୂଆ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇଛନ୍ତି। ବର୍ଷେ କ୍ଷମତାରେ ରହିବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ଇସ୍ତଫା ଦେଇଥିଲେ। ଏହା ପରେ ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ ୬୪ ବର୍ଷୀୟ କିଶିଦାଙ୍କୁ...

ଫେସବୁକ ଡାଉନ ଯୋଗୁ ଜୁକରବର୍ଗଙ୍କ ୭ ଅରବ ଡଲାର କ୍ଷତି

ୱାଶିଂଟନ,୫ ।୧୦: ଫେସବୁକ ଡାଉନ ଯୋଗୁ ଏହାର କୋ ଫାଉଣ୍ଡର ଓ ସିଇଓ ମାର୍କ ଜୁକରବର୍ଗଙ୍କୁ ବ୍ୟକ୍ତିଗତ ଭାବେ ବହୁ କ୍ଷତି ସହିବାକୁ ପଡିଛି । ତାଙ୍କର ନେଟୱର୍ଥରେ ମାତ୍ର କିଛି ଘଣ୍ଟା ମଧ୍ୟରେ ୭ ଅରବ ଡଲାର(୫୨ ହଜାର...

ଚାଇନା ଭଳି ଅନ୍ଧାରରେ ବୁଡି ଯାଇପାରେ କାବୁଲ

କାବୁଲ,୫ ।୧୦: ତାଲିବାନ ଆଫଗାନିସ୍ତାନକୁ ନିଜ କବଳକୁ ନେଇ ଯାଇଛି ସତ । ହେଲେ ଏବେ ବେଳକୁ ବେଳ ତାଲିବାନ ଆଗରେ ନୂଆ ନୂଆ ସମସ୍ୟା ଠିଆ ହେଉଛି । ତାଲିବାନ ଆଫଗାନିସ୍ତାନରେ ବିଜୁଳି ଯୋଗାଇ ଦେଉଥିବା କମ୍ପାନୀ ଗୁଡିକର...

ଦୁଃଖିତ ହେଲେ ଜୁକରବର୍ଗ

ୱାଶିଂଟନ,୫ ।୧୦: ସୋମବାର ରାତିରେ ପ୍ରାୟ ସମସ୍ତ ସୋସିଆଲ ମିଡିଆ ସର୍ଭର ଡାଉନ୍ ନେଇ ସୂଚନା ମିଳିଥିଲା । ଏହାର ବ୍ୟବହାରକାରୀମାନେ ସର୍ଭର ଡାଉନକୁ ନେଇ ଅସୁବିଧାର ସମ୍ମୁଖୀନ ବି ହୋଇଥିଲେ । ଏମିତି ଖବର ପ୍ରାୟ ସମସ୍ତ ଗଣମାଧ୍ୟମରେ...

ପେଟ୍ରୋଲ ପମ୍ପରେ ତେଲ ପହଞ୍ଚାଇବ ସେନା

ଲଣ୍ଡନ, ୪।୧୦: ଟ୍ୟାଙ୍କର ଚଳାଇବା ପାଇଁ ଡ୍ରାଇଭର ମିଳୁ ନ ଥିବାରୁ ବ୍ରିଟେନରେ ଗୁରୁତର ତୈଳ ସଙ୍କଟ ସୃଷ୍ଟି ହୋଇଛି। ସମସ୍ୟାର ସମାଧାନ ପାଇଁ ସୋମବାରଠାରୁ ପେଟ୍ରୋଲ ପମ୍ପଗୁଡ଼ିକୁ ତେଲ ଯୋଗାଣ କାର୍ଯ୍ୟରେ ସୈନ୍ୟବାହିନୀର ଡ୍ରାଇଭରମାନଙ୍କୁ ନିୟୋଜିତ କରାଯାଇଛି। ତେଲ...

ସୋସିଆଲ ମିଡିଆ ସର୍ଭର ଡାଉନ

ନୂଆଦିଲ୍ଲୀ,୪।୧୦: ପାଖାପାଖି ୩୦ମିନିଟ୍‌ ଧରି ସୋସିଆଲ ମିଡିଆ ଫେସ୍‌ବୁକ୍‌, ଇନଷ୍ଟାଗ୍ରାମ,ହ୍ବାଟ୍ସଆପ୍‌ରେ ସର୍ଭର ଡାଉନ ରହିଛି। ବ୍ୟବହାରକାରୀମାନେ ପରସ୍ପର ସହ ଯୋଗଯୋଗ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।  ବିଭିନ୍ନ ଗଣମାଧ୍ୟମରେ ଏହି ବିଷୟରେ ସୂଚନା ଦିଆଯାଉଛି।

ଚିକିତ୍ସାରେ ଡାଭିଡ୍‌-ଆର୍ଡେନଙ୍କୁ ନୋବେଲ…

ଓ୍ବାଶିଂଟନ,୪।୧୦: ଚିକିତ୍ସାରେ ୨୦୨୧ ବର୍ଷ ପାଇଁ ଡାଭିଡ୍‌ ଜୁଲିୟସ୍‌ ଏବଂ ଆର୍ଡନ ପାଟାପୋର୍ଟିୟନଙ୍କୁ ପ୍ରଦାନ କରାଯିବା ଲାଗି ଘୋଷଣା କରାଯାଇଛି। ଏହି ଦୁଇ ଗବେଷକଙ୍କୁ ଶରୀରରେ ତାପମାତ୍ରା ଚାପ ଏବଂ ଯନ୍ତ୍ରଣା ସୃଷ୍ଟିକାରୀ ରେସେପ୍‌ଟର ପାଇଁ ମିଳିତ ଭାବେ ନୋବେଲ...

ବିମାନରେ ଥିଲେ ୧୦୦ ଯାତ୍ରୀ, ହଠାତ୍‌ ଲାଗିଗଲା ନିଆଁ; ଆଉ ତା’ ପରେ…

ଓ୍ବାଶିଂଟନ,୪ା୧୦: ଆମେରିକାରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଟଳି ଯାଇଛି। ୧୦୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବିମାନଟି ଉଡ଼ାଣ କରିବାର ଥିଲା। ଏହି ସମୟରେ ଏକ ପକ୍ଷୀ ଇଞ୍ଜିନରେ ପିଟି ହୋଇଯିବାରୁ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri