ଅନ୍ତର୍ଜାତୀୟ

ଲିଙ୍ଗଗତ ଅସମାନତା: ୧୨୯ତମ ସ୍ଥାନରେ ଭାରତ, ଶୀର୍ଷରେ ଆଇସ୍‌ଲ୍ୟାଣ୍ଡ

ଜେନେଭା, ୧୨।୬: ଓ୍ବାର୍ଲଡ୍‌ ଇକୋନୋମିକ୍‌ ଫୋରମ(ଡବ୍ଲ୍ୟୁଇଏଫ୍‌) ପକ୍ଷରୁ ବୁଧବାର ଚଳିତବର୍ଷର ଲିଙ୍ଗଗତ ଅସମାନତା ସୂଚକାଙ୍କ ଜାରି କରାଯାଇଛି। ଏହି ସୂଚକାଙ୍କରେ ଭାରତ ୨ଟି ସ୍ଥାନ ତଳକୁ ଖସି ୧୨୯ତମ ସ୍ଥାନରେ ପହଞ୍ଚିଛି। ତେବେ ଗତବର୍ଷ ଭଳି ଚଳିତ ଥର ମଧ୍ୟ...

ମୋଦିଙ୍କ ଗସ୍ତ ପୂର୍ବରୁ ଇଟାଲିରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଖଲିସ୍ତାନୀ ସମର୍ଥକ

ରୋମ,୧୨।୬: ଇଟାଲିରେ ୧୩ରୁ ୧୫ ଜୁନ ଯାଏ ଜି୭ ଶିଖର ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ଏଥିରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ। ଏହା ପୂର୍ବରୁ ଖଲିସ୍ତାନୀ ସମର୍ଥକମାନେ ଇଟାଲିରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗିଛନ୍ତି।...

କୁଏତରେ ଭୟାବହ ଅଗ୍ନିକାଣ୍ଡ: ଚାଲିଗଲା ୪୦ ଭାରତୀୟଙ୍କ ଜୀବନ, ସରକାରଙ୍କ ପକ୍ଷରୁ ହେଲ୍ପଲାଇନ୍‌ ନମ୍ବର ଜାରି

କୁଏତ,୧୨।୬: କୁଏତର ଦକ୍ଷିଣ ମଙ୍ଗାଫ ଜିଲାରେ ଥିବା ଏକ ଅଟ୍ଟାଳିକା(ଲେବର କ୍ୟାମ୍ପ)ରେ ବୁଧବାର ଭୟଙ୍କର ନିଆଁ ଲାଗିଛି। ଏଯାବତ ଏଥିରେ ୪୦ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସେହିଭଳି ୩୦ ଭାରତୀୟ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ପ୍ରାୟ...

ଲାଗିଲା ଭୟଙ୍କର ନିଆଁ, ୪୦ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୧୨।୬: ବୁଧବାର ଦକ୍ଷିଣ କୁଏତର ଏକ ବିଲ୍ଡିଂରେ ଭୟଙ୍କର ନିଆଁ ଲାଗିଛି । ଫଳରେ ୪୦ଜଣ ଭାରତୀୟ ଏହି ନିଆଁରେ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, କୁଏତର ମଙ୍ଗାଫ୍‌...

WHOର ରିପୋର୍ଟ, ଏଥିପାଇଁ ହେଉଛି ପ୍ରତିଦିନ ୭ ହଜାର ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୧୨।୬: ୟୁରୋପ ଅଧିବାସୀଙ୍କ ଖରାପ ଖାଦ୍ୟପେୟ ଅଭ୍ୟାସ କାରଣରୁ ହେଉଥିବା କ୍ଷୟକ୍ଷତି ସମ୍ପର୍କରେ ବିଶ୍ୱ ସ଼୍ବାସ୍ଥ୍ୟ ସଂଗଠନ (WHO) ଏକ ରିପୋର୍ଟ ସେୟାର କରିଛି । କ୍ଷତି ପହଞ୍ଚାଉଥିବା ଚାରି ପ୍ରକାରର ଶିଳ୍ପ ବିଷୟରେ ଏହି ରିପୋର୍ଟରେ ଅନେକ...

ବନ୍ଧୁକ ରଖିବା ଅପରାଧରେ ବାଇଡେନ୍‌ଙ୍କ ପୁଅ ଦୋଷୀ

ଓ୍ବାଶିଂଟନ,୧୨ା୬:ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପୁଅ ହଣ୍ଟର ବାଇଡେନ୍‌ ବେଆଇନ ଭାବେ ବନ୍ଧୁକ ରଖିବା ମାମଲାରେ ମଙ୍ଗଳବାର ଦୋଷୀସାବ୍ୟସ୍ତ ହୋଇଛନ୍ତି। ଓ୍ବିଲମିଙ୍ଗଟନ୍‌ ଫେଡେରାଲ କୋର୍ଟର ଜୁରୀ ତାଙ୍କୁ ସମସ୍ତ ୩ ଅଭିଯୋଗରେ ଦୋଷୀସାବ୍ୟସ୍ତ କରିଥିବାରୁ ସେ ୨୫ ବର୍ଷ ଜେଲଦଣ୍ଡର...

ବୋଟ୍‌ ବୁଡ଼ି ୪୯ ଶରଣାର୍ଥୀ ମୃତ

କାଇରୋ,୧୧ା୬ : ଶରଣାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ବୋଟ୍‌ ୟେମେନ ଉପକୂଳରେ ବୁଡ଼ିଯିବାରୁ ୪୯ ଜଣଙ୍କ ମୃତ୍ୟୁ ଘଟିବା ସହ ୧୪୦ ଜଣ ନିଖୋଜ ହୋଇଯାଇଛନ୍ତି। ଜାତିସଂଘର ଅନ୍ତର୍ଜାତୀୟ ଦେଶାନ୍ତର ଗମନ ସଂଗଠନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସୋମାଲିଆର...

ବିମାନ ଦୁର୍ଘଟଣାରେ ମାଲାଓ୍ବିର ଉପରାଷ୍ଟ୍ରପତିଙ୍କ ସମେତ ୯ ଜଣଙ୍କ ମୃତ୍ୟୁ

ଲିଲୋଙ୍ଗଓ୍ବେ (ମାଲାଓ୍ବି),୧୧ା୬ : ବିମାନ ଦୁର୍ଘଟଣାରେ ମାଲାଓ୍ବି ଉପରାଷ୍ଟ୍ରପତି ସୌଲୋସ୍‌ ଚିଲିମାଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ଘଟିଛି। ମାଲାଓ୍ବିର ଉପରାଷ୍ଟ୍ରପତି ସୌଲୋସ୍‌ଙ୍କୁ ନେଇ ଯାଉଥିବା ଏକ ସାମରିକ ବିମାନ ନିଖୋଜ ହୋଇଯାଇଥିଲା। ସୋମବାର ଏହା ଅବତରଣ କରିବାର ଥିଲା।...

ଉପ ରାଷ୍ଟ୍ରପତିଙ୍କୁ ନେଇ ଯାଉଥିବା ବିମାନ ନିଖୋଜ

ବ୍ଲାଣ୍ଟାୟର,୧୧।୬: ସୋମବାର ମାଲାଓ୍ବିର ଉପରାଷ୍ଟ୍ରପତି ଏବଂ ଅନ୍ୟ ୯ଜଣଙ୍କୁ ନେଇ ଏକ ସାମରିକ ବିମାନ ନିଖୋଜ ହୋଇଯାଇଛି। ବିମାନର ସନ୍ଧାନ ଜାରି ରହିଛି। ମାଲାଓ୍ବି ରାଷ୍ଟ୍ରପତି ଲାଜରସ ଚକୱେରାଙ୍କ କାର୍ଯ୍ୟାଳୟ କହିଛି ଯେ ଉପରାଷ୍ଟ୍ରପତି ସାଉଲୋସ ଚିଲିମା ଏବଂ ଅନ୍ୟମାନଙ୍କୁ...

ମାଲାଓ୍ବି ଉପରାଷ୍ଟ୍ରପତି ଥିବା ବିମାନ ନିଖୋଜ

ଲିଲୋଙ୍ଗଓ୍ବେ (ମାଲାଓ୍ବି),୧୦ା୬: ମାଲାଓ୍ବିର ଉପରାଷ୍ଟ୍ରପତି ସୌଲୋସ୍‌ ଚିଲିମାଙ୍କୁ ନେଇ ଯାଉଥିବା ଏକ ସାମରିକ ବିମାନ ନିଖୋଜ ହୋଇଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ସୋମବାର ଏହା ଅବତରଣ କରିବାର ଥିଲା। ତେବେ ରାଡାର ପରଦାରେ ଦୃଶ୍ୟ ହୋଇ ନ ଥିଲା। ବିମାନ...

ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେବାପରେ ଏମିତି କହିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମାବାଦ୍‌,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବା ନେଇ ସମସ୍ତ ଦେଶ ଅଭିନନ୍ଦନ ବାର୍ତ୍ତା ପଠାଉଛନ୍ତି। ଏହି ସମୟରେ ପଡୋଶୀ ଦେଶ ପାକିସ୍ତାନ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇଛି। ପାକିସ୍ତାନୀ ପ୍ରଧାନମନ୍ତ୍ରୀ...

ସାମ୍ନାକୁ ଆସିଲେ ପୁଟିନ୍‌ଙ୍କ ଉତ୍ତରାଧିକାରୀ, ଜାଣନ୍ତୁ କିଏ ?

ନୂଆଦିଲ୍ଲୀ, ୧୦ା୬: ସାରା ବିଶ଼୍ବରେ ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚର୍ଚ୍ଚାର ବିଷୟ ପାଲଟିଥାନ୍ତି। ପୁଟିନ୍‌ଙ୍କ ପରେ କିଏ ତାଙ୍କର ଉତ୍ତରାଧିକାରୀ ହେବ ସେ ନେଇ ଆଲୋଚନା ମଧ୍ୟ ହୁଏ। କିନ୍ତୁ ପୁତିନ୍‌ଙ୍କର ଝିଅ ଥିବା କେହି ହୁଏତ ଜାଣନ୍ତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri