ଅନ୍ତର୍ଜାତୀୟ

ପାକିସ୍ତାନ ମାନବାଧିକାର ବିଷୟରେ ଜାଣିଛି କ’ଣ

ନୂଆଦିଲ୍ଲୀ, ୧୬ା୯: ନିଜ ଦେଶରେ ହିନ୍ଦୁ, ଶିଖଙ୍କ ଭଳି ଅଳ୍ପ ସଂଖ୍ୟକକୁ ସୁରକ୍ଷା ଦେଇପାରୁ ନାହିଁ। ପାକିସ୍ତାନ ଓ ପିଓକେରେ ଅଳ୍ପ ସଂଖ୍ୟକ ସମ୍ପ୍ରଦାୟର ହଜାର ହଜାର ମହିଳାଙ୍କୁ ନିର୍ଯାତନା ଦିଆଯାଉଛି। ସେମାନଙ୍କୁ ବିବାହ କରିବାକୁ ବାଧ୍ୟ କରାଯାଉଛି। ଆତଙ୍କବାଦର...

୧୫୩ ଗଣମାଧ୍ୟମ ସଂସ୍ଥାରେ ତାଲା

କାବୁଲ,୧୫।୯: ଆଫଗାନିସ୍ତାନ ତାଲିବାନ ଶାସନ ଅଧୀନକୁ ଯିବା ପରେ ସେଠାରେ ମାସକରୁ କମ୍‌ ସମୟ ମଧ୍ୟରେ ୧୫୩ଟି ଗଣମାଧ୍ୟମ ସଂସ୍ଥା ବନ୍ଦ ହୋଇଗଲାଣି। ଟୋଲୋ ନ୍ୟୁଜ୍‌ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି। ଆଫଗାନିସ୍ତାନର ୨୦ଟି ପ୍ରଦେଶରେ ବିଭିନ୍ନ ରେଡିଓ...

ବିଶ୍ୱର ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ତାଲିବାନ୍‌ ପ୍ରତିଷ୍ଠାତା

କାବୁଲ,୧୫।୯: ତାଲିବାନ୍‌ ଉପ ପ୍ରତିଷ୍ଠାତା ତଥା ବର୍ତ୍ତମାନ ଆଫଗାନିସ୍ତାନର ଉପ ପ୍ରଧାନମନ୍ତ୍ରୀ ମୁଲା ଅବଦୁଲ ଘନି ବରାଦରଙ୍କୁ ଚଳିତ ବର୍ଷର ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ତାଲିକାରେ ସ୍ଥାନ ଦେଇଛି ଟାଇମ ମାଗାଜିନ୍‌। ଏହି ତାଲିବାନ୍‌ ନେତାଙ୍କୁ ପରୋପକାରୀ ସାମରିକ...

ପାଖରେ ନାହିଁ କାଣି କଉଡ଼ି, ସହାୟତା ଭରସାରେ ତାଲିବାନ୍‌…

କାବୁଲ,୧୫।୯: ତାଲିବାନ୍‌ କ୍ଷମତା ଦଖଲ କରିବା ପରେ ଏବେ ଆଫଗାନିସ୍ତାନର ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଦେଶର ଆର୍ଥିକ ଅବସ୍ଥା ଖରାପ ହେବାରେ ଲାଗିଛି। ବନ୍ଧୁକ ମୂନରେ ଦେଶକୁ କବ୍‌ଜା କରିଥିବା ତାଲିବାନ୍‌ ପାଖରେ କାଣି କଉଡ଼ି ନାହିଁ।...

ଶତାୟୁଙ୍କ ସଂଖ୍ୟା ଟପିଲା ୮୬ ହଜାର, ସରକାରଙ୍କ ଚିନ୍ତା ବଢ଼ିଲା…

ଟୋକିଓ,୧୫।୯: ଜାପାନରେ ଶତାୟୁଙ୍କ ସଂଖ୍ୟା ୮୬ ହଜାର ଅତିକ୍ରମ କରିଛି। ଦେଶର ସ୍ବାସ୍ଥ୍ୟ ଓ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। ରକାରୀ ସର୍ବେକ୍ଷଣରୁ ଜଣାପଡିଛି ଯେ ଦେଶରେ ୮୬,୫୧୦ ଜଣଙ୍କର ବୟସ ୧୦୦ କିମ୍ବା...

ପିଲାଙ୍କୁ ଦିଆଯିବ ଗଞ୍ଜା ରକ୍ତ ଇଞ୍ଜେକଶନ, ପ୍ରଖର ହେବ ସ୍ମୃତିଶକ୍ତି…

ବେଜିଂ,୧୫।୯: କରୋନା ମହାମାରୀ ମଧ୍ୟରେ ଚାଇନା ପିଲାମାନଙ୍କଠାରେ ଏକ ଅଦ୍ଭୁତ ପରୀକ୍ଷଣ କରିବାକୁ ପ୍ରସ୍ତୁତ ହେଉଛି। ସରକାର କହିଛନ୍ତି, ମାତାପିତା ଯେଉଁମାନେ ନିଜ ପିଲାମାନଙ୍କୁ ସୁପର ପିଲା କରିବାକୁ ଚାହୁଁଛନ୍ତି। ଯଦି ପିଲା ପ୍ରତ୍ୟେକ କ୍ଷେତ୍ରରେ ଆଗରେ ରୁହନ୍ତୁବୋଲି ସେମାନେ...

ସୀମା ସାମି ଜାତିସଂଘ ମହିଳା ମୁଖ୍ୟ

ଜାତିସଂଘ, ୧୫ା୯: ଜୋର୍ଡାନର ସୀମା ସାମି ବାହୋସ୍‌ ଜାତିସଂଘ ମହିଳା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି। ଏହି ପଦ ପାଇଁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ତାଙ୍କ ନାମ ଘୋଷଣା କରିଛନ୍ତି। ୨୦୧୬ରୁ ଆମେରିକାରେ ଜୋର୍ଡାନର ସ୍ଥାୟୀ ରାଷ୍ଟ୍ରଦୂତ ଥିବା...

ଘର ଛାଡ଼ିବାକୁ କହୁଛି ତାଲିବାନ୍‌

କାନ୍ଦାହାର, ୧୫ା୯: ଆଫଗାନିସ୍ତାନର ଦ୍ୱିତୀୟ ବୃହତ୍ତମ ସହର କାନ୍ଦାହାରରେ ଥିବା ଏକ ଆବାସିକ ଆର୍ମି କଲୋନିରେ ଲୋକଙ୍କୁ ଘର ଛାଡ଼ିବାକୁ ତାଲିବାନ୍‌ ନିର୍ଦ୍ଦେଶ ଦେଇଛି। ଏପରିକି ନିଜ ଘରୁ ସେମାନେ କୌଣସି ଜିନିଷପତ୍ର ନ ନେବାକୁ ମଧ୍ୟ ଧମକାଇଛି। ଏହାକୁ...

ହରର୍‌ ଫିଲ୍ମ ଦେଖିବାକୁ ପସନ୍ଦ କରୁଥିଲେ ମିଳିପାରେ ଲକ୍ଷେ ଟଙ୍କା

ଓ୍ବାଶିଂଟନ, ୧୪।୯: ହରର୍‌ ତଥା ଭୟଙ୍କର ଫିଲ୍ମ ଦେଖିବାକୁ ପସନ୍ଦ କରୁଥିବା ବ୍ୟକ୍ତିଙ୍କ ପାଇଁ ଆସିଛି ଟଙ୍କା ଆୟ କରିବାର ଏକ ସୁଯୋଗ। ଆମେରିକାର ପ୍ରତିଷ୍ଠିତ କମ୍ପାନୀ ଫାଇନାନ୍ସବଜ୍‌ କିଛି ହରର୍‌ ଫିଲ୍ମ ଦେଖିବା ଲାଗି ୧,୩୦୦ ଆମେରିକୀୟ ଡଲାର...

ଆଇସୋଲେଶନରେ ପୁଟିନ୍‌

ମସ୍କୋ,୧୪ ।୯: କରୋନା ମହାମାରୀ ବିଶ୍ୱରେ ପ୍ରାୟ ଦେଢ ବର୍ଷ ହେବ ତା’ର କାହା ବିସ୍ତାର କରି ରହିଛି । ଏହା ଯେମିତି ଶେଷ ହେବାର ନାଁ ନେଉନି । ଭ୍ୟାକ୍ସିନେଶନ ପରେ ଏବେବି କିଛି ଦେଶ କରୋନା କବଳରେ...

୨୦ ବର୍ଷର ହିସାବ, ପ୍ରତିଦିନ ଖର୍ଚ୍ଚ ହୋଇଛି ୨୯୦ ନିୟୁତ ଡଲାର…

ଓ୍ବାଶିଂଟନ/କାବୁଲ,୧୪।୯: ଗତ ୨୦ ବର୍ଷ ମଧ୍ୟରେ ଆମେରିକାର ଆଫଗାନିସ୍ତାନ ଅଭିଯାନ ବିଫଳ ରହିଛି। ଶେଷରେ ୨୦୦୧ର ସ୍ଥିତି ଦେଶରେ ଫେରିଛି। ଏହି ସମୟ ମଧ୍ୟରେ ଆମେରିକା ୨ ଟ୍ରିଲିୟନ୍‌ ଡଲାରରୁ ଅଧିକ ଖର୍ଚ୍ଚ କରିଛି। ପ୍ରତିଦିନ ଆଫଗାନିସ୍ତାନରେ ଆମେରିକା ୨୯୦...

ଆଫଗାନିସ୍ତାନକୁ ୪୭୦ କୋଟିର ଆର୍ଥିକ ସହାୟତା ଦେବ ଆମେରିକା

ୱାଶିଂଟନ,୧୪ ।୯: ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ କରିବା ପରେ ଏବେ ଆମେରିକା ଆଫଗାନିସ୍ତାନର ଲୋକଙ୍କୁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛି । ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥାମ୍ପସନ-ଗ୍ରୀନଫିଲ୍ଡ କହିଛନ୍ତି ଆମେରିକା ଆଫଗାନିସ୍ତାନର ଜନତାଙ୍କ ପାଇଁ ୬୪...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri