ଅନ୍ତର୍ଜାତୀୟ

୯/୧୧କୁ କୋଡ଼ିଏ

ଓ୍ବାଶିଂଟନ୍‌, ୧୧ା୯: ୨୦୦୧ ସେପ୍ଟେମ୍ବର ୧୧ ପୂର୍ବାହ୍ନ ୮ଟା ୪୫। ଆତଙ୍କବାଦୀ ସଙ୍ଗଠନ ଅଲ୍‌କାଏଦାର ଭୟଙ୍କର ରୂପ ଦେଖିଥିଲା ବିଶ୍ୱର ସର୍ବଶକ୍ତିଶାଳୀ ରାଷ୍ଟ୍ର ଆମେରିକା। ଦୁର୍ଭେଦ୍ୟ ସୁରକ୍ଷା ବଳୟକୁ ଭେଦକରି ଆତଙ୍କବାଦୀ ଖେଳିଥିଲେ ରକ୍ତର ହୋଲି। ସେମାନଙ୍କ ଦ୍ୱାରା ହାଇଜାକ୍‌...

ରଦ୍ଦ ହେଲା ତାଲିବାନ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ!

କାବୁଲ,୧୧ ।୯: ଆଫଗାନିସ୍ତାନରେ କାମଚଳା ସରକାର ଘୋଷଣା କରି ସାରିଥିବା ତାଲିବାନ ଶପଥ ଗ୍ରହଣ ସମାରୋହକୁ ରଦ୍ଦ କରିଛି । ରୁଷିଆର ନ୍ୟୁଜ ଏଜେନ୍ସି ଟିଏସ୍‌ଏସ୍ ଶୁକ୍ରବାର ଏହି ସୂଚନା ଦେଇଛି । ରୁଷିଆ ନ୍ୟୁଜ ଏଜେନ୍ସିର ସୂଚନା ଅନୁଯାୟୀ,...

ତାଲିବାନ ଆସିବା ପରେ ବଢିପାରେ ୯/୧୧ ଭଳି ଆତଙ୍କବାଦୀ ଘଟଣା: ୟୁକେ

ଲଣ୍ଡନ,୧୧ ।୯: ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ କରିବା ପରେ ସାରା ବିଶ୍ୱରେ ପୁଣିଥରେ ଆତଙ୍କବାଦୀ ଆକ୍ରମଣ ଘଟଣା ବଢିବାର ଭୟ ଦେଖାଦେଇଛି । କୁହାଯାଉଛି କି ପୁଣିଥରେ ୨୦ ବର୍ଷ ପରେ ଆଫଗାନିସ୍ତାନ ଆତଙ୍କବାଦୀଙ୍କ ଗଡ ହେବାକୁ ଯାଉଛି...

ଯୁଦ୍ଧ ବିମାନରେ ଦୋଳି ଖେଳୁଛନ୍ତି ତାଲିବାନ୍‌ ଫାଇଟର

କାବୁଲ,୧୧।୯: ଆମେରିକୀୟ ସେନା ଆଫଗାନିସ୍ତାନରୁ ଅନେକ ଯୁଦ୍ଧ ବିମାନ ଛାଡ଼ି ଚାଲି ଯାଇଛନ୍ତି। ଯୁଦ୍ଧ ବିମାନର ବ୍ୟବହାର ଜାଣି ନ ଥିବା ତାଲିବାନ୍‌ ଫାଇଟରମାନେ ଏହାକୁ ଭିନ୍ନ କାମରେ ବ୍ୟବହାର କରୁଛନ୍ତି। ଚାଇନାର ବୈଦେଶିକ୍‌ ମନ୍ତ୍ରଣାଳୟର ଜଣେ ସରକାରୀ ଅଧିକାରୀ...

ସରକାରୀ କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ବନ୍ଦ କଲା ତାଲିବାନ୍‌

କାବୁଲ,୧୦।୯: ଅଶ୍ରଫ୍‌ ଗନିଙ୍କ ସରକାର ସମୟରେ କାର୍ଯ୍ୟରତ ଥିବା ଅଫିସର ଓ କର୍ମଚାରୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ କାମଚଳା ତାଲିବାନ୍‌ ସରକାର ବନ୍ଦ କରିଦେଇଛି। ଅଗଷ୍ଟ ୧୫ରେ ତାଲିବାନ୍‌ କାବୁଲ ଦଖଲ କରିବା ପରେ ଅଧିକାଂଶ କର୍ମଚାରୀ ଦେଶ ଛାଡ଼ି ପଳାଇଯାଇଥିଲେ।...

ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା କାର୍‌, ଭିତରେ ଥିଲେ ବୃଦ୍ଧ ଦମ୍ପତି, ଆଉ ତା’ ପରେ…

ଓ୍ବାଶିଂଟନ,୧୦ା୯: ଆମେରିକାର ସନ୍‌ ଡିଏଗୋରେ ଏକ ଚଳନ୍ତା କାର୍‌ ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଯାଇଛି। ଏହି କାର୍‌ରେ ବୃଦ୍ଧ ଦମ୍ପତି ଥିଲେ। ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ନିଜ ଜୀବନକୁ ବାଜି ଲାଗି ବୃଦ୍ଧ ଦମ୍ପତିଙ୍କ ଜୀବନ...

ତାଲିବାନକୁ କଡ଼ା ଚେତାବନୀ ଦେଲା ଭାରତ

ନ୍ୟୁୟର୍କ,୧୦।୬: ଆଫଗାନିସ୍ତାନକୁ ତାଲିବାନ ଦଖଲ ପରେ ଭାରତ ପୁଣି ଥରେ ଉଦବେଗ ପ୍ରକାଶ କରିଛି ଏବଂ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ବୈଠକରେ ଏହି ପ୍ରସଙ୍ଗ ଉଠାଇଛି। ୟୁଏନଏସସିରେ ଭାରତର ସ୍ଥାୟୀ ପ୍ରତିନିଧୀ ଟିଏସ ତିରୁମୂର୍ତ୍ତିର କହିଛନ୍ତି ଯେ,...

‘ମହିଳାଙ୍କ କେବଳ ଗୋଟିଏ କାମ, ସନ୍ତାନ ଜନ୍ମଦେବା’

କାବୁଲ,୧୦।୯: ଜଣେ ମହିଳା ମନ୍ତ୍ରୀ ହୋଇପାରିବେ ନାହିଁ। ଜଣେ ମହିଳା ମନ୍ତ୍ରୀ ହେବା ତାଙ୍କ ବେକରେ କିଛି ରଖିବା ପରି, ଯାହାକୁ ସେ ଉଠାଇ ପାରିବେ ନାହିଁ। ମହିଳାମାନେ କ୍ୟାବିନେଟରେ ରହିବା ଜରୁରୀ ନୁହେଁ। ସେମାନେ ସନ୍ତାନ ଜନ୍ମ ଦେବା...

ବନ୍ଧୁକକୁ ଡର ନାହିଁ

କାବୁଲ,୧୦।୯: ପୁରୁଷ ପ୍ରଧାନ, ରୂଢ଼ିବାଦୀ, କଠୋରପନ୍ଥୀ, ବର୍ବର। ଏମିତି ଯେତେ ନକାରାମତ୍କ ଉପମା ଦେଲେ ବି କମ୍‌ ହେବ ତାଲିବାନ୍‌ ପାଇଁ। କଥା କଥାକେ ସର୍ବସମ୍ମୁଖରେ ଟେକା ଫିଙ୍ଗି, ଗୁଳି କରି ଅଥବା ଖୁଣ୍ଟରେ ଝୁଲାଇ ହତ୍ୟା କରିବାର ହୃଦୟ...

ଲକ୍ଷ ଲକ୍ଷ ଜୀବନ ବଞ୍ଚାଇବା ପାଇଁ ତାଲିବାନ ସହ କଥା ହେବା ଜରୁରୀ: ୟୁଏନ୍ ମହାସଚିବ

ନ୍ୟୁୟର୍କ,୧୦ ।୯: ଆଫଗାନିସ୍ତାନରେ ତାଲିବାନ ଏବେ ସରକାର ଗଠନ କରି ସାରିଛି । ଏବେ ସମସ୍ତଙ୍କ ନଜର କେଉଁ କେଉଁ ଦେଶ ତାଲିବାନକୁ ମାନ୍ୟତା ଦେଉଛନ୍ତି । ବିଶ୍ୱର ଅଧିକାଂଶ ଦେଶ ତାଲିବାନର ଆତଙ୍କବାଦକୁ ଦେଖି ଏହା ଉପରେ ଭରସା...

ତାଲିବାନକୁ ସିଧାସଳଖ ଟକ୍କର ଦେଉଛନ୍ତି ଆଫଗାନି ମହିଳା

କାବୁଲ,୧୦ ।୯: ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହୋଇଯାଇଛି । ବହୁ ରକ୍ତପାତ ପରେ ଶେଷରେ ତାଲିବାନ ସରକାର ଗଠନ କରି ଶାସନ କ୍ଷମତାକୁ ନିଜ ହାତକୁ ନେଇ ଯାଇଛି । ହେଲେ ତାଲିବାନର ମନମାନିକୁ ଆଦୌ ଗ୍ରହଣ କରିପାରୁ...

୯/୧୧ରେ ହୋଇପାରେ ଶପଥ ପାଠ

କାବୁଲ,୯।୯: ଆସନ୍ତା ୧୧ ତାରିଖରେ ଆମେରିକାର ଟ୍ବିନ ଟାଓ୍ବାର ଆକ୍ରମଣର ୨୦ ବର୍ଷ ପୂର୍ତ୍ତି ଅବସରରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ କରିପାରେ ତାଲିବାନ୍‌। କିଛି ରିପୋର୍ଟ ଅନୁଯାୟୀ, ଉତ୍ସବ ଲାଗି ଚାଇନା, ତୁର୍କୀ, ପାକିସ୍ତାନ, ଇରାନ, କାତାର, ଭାରତ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri