ଅନ୍ତର୍ଜାତୀୟ

ରାଷ୍ଟ୍ରପତିଙ୍କ ପଛରେ ଛତା ଧରି ଛିଡ଼ା ହେଉଥିବା ବିଶ୍ୱସ୍ତ କଲେ କ୍ଷମତା ଦଖଲ…

କୋନାକ୍ରେ,୭।୯: ପଶ୍ଚିମ ଆଫ୍ରିକୀୟ ଦେଶ ଗିନିରେ ବିଦ୍ରୋହୀ ସୈନ୍ୟମାନେ କ୍ଷମତା ଦଖଲ କରିଛନ୍ତିି। ତେବେ ବର୍ତ୍ତମାନ ସୁଦ୍ଧା ସରକାର ଗଠନ ନେଇ କୌଣସି ଘୋଷଣା କରାଯାଇ ନାହିଁ। ବିଦ୍ରୋହୀଙ୍କ ନେତୃତ୍ୱ ନେଉଥିବା କଲୋନେଲ୍‌ ମମାଦି ଡୋମ୍ବୋୟା ଦେଶର ସମସ୍ତ ସୀମାକୁ...

ଦୁଇବର୍ଷରୁ ଊର୍ଦ୍ଧ୍ୱ ଶିଶୁଙ୍କ ଟିକାକରଣରେ କ୍ୟୁବା ପ୍ରଥମ, ହେଲେ ମିଳିନି ଡବ୍ଲୁଏଚ୍‌ଓର ମଞ୍ଜୁରୀ

ହୱାନା,୭ ।୯: ସାରା ବିଶ୍ୱରେ କରୋନା ଭାଇରସକୁ ଦୂରେଇବା ପାଇଁ ଭ୍ୟାକ୍ସିନ ବା ଟିକାକରଣର ଅଭିଯାନ ଯୋର ସୋରରେ ଚାଲିଛି । ହେଲେ ଏପର୍ଯ୍ୟନ୍ତ ଛୋଟ ପିଲାମାନଙ୍କ ପାଇଁ ଭ୍ୟାକ୍ସିନ ନ ଆସିବା ଚିନ୍ତାର କାରଣ ପାଲଟିଛି । ଆମେରିକାଠାରୁ...

ପାକିସ୍ତାନ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ମହିଳା

କାବୁଲ,୭ ।୯: ଆଫଗାନିସ୍ତାନର ପଞ୍ଜଶିରରେ ତାଲିବାନକୁ ସାହାଯ୍ୟ କରିବା ପାକିସ୍ତାନକୁ ମହଙ୍ଗା ପଡିଛି । ନିକଟରେ ନର୍ଦନ ଆଲାୟଂସର ସେନାଙ୍କ ବିରୋଧରେ ପାକିସ୍ତାନ ବାୟୁସେନା ଦ୍ୱାରା କରାଯାଇଥିବା ଆକ୍ରମଣ ପରେ ଆଫଗାନିସ୍ତାନରେ ଏହାର ଖୋଲାଖୋଲି ବିରୋଧ ହୋଇଛି । ସୋମବାର...

୯/୧୧ରେ ସରକାର ଗଠନ କରିପାରେ ତାଲିବାନ୍‌…

କାବୁଲ,୭।୯: ତାଲିବାନ୍‌ ଆଫଗାନିସ୍ତାନରେ ଏକ ନୂତନ ସରକାର ଗଠନ ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଛି। ସରକାରୀ ଗଠନକୁ ନେଇ ନିରନ୍ତର ବୈଠକ ଜାରି ରହିଛିି। ସେପ୍ଟେମ୍ବର ୧୧(୯/୧୧)ରେ ଆମେରିକାର ଓ୍ବାଲ୍ଡ ଟ୍ରେଡ୍‌ ସେଣ୍ଟର ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର...

ତାଲିବାନ୍‌ ଶିବିର ଉପରେ ଅଜ୍ଞାତ ବିମାନରୁ ବୋମା ମାଡ଼…

କାବୁଲ,୭।୯: ଆଫଗାନିସ୍ତାନରେ ତାଲିବାନ୍‌ ଏବଂ ନର୍ଦନ ଆଲାଇନ୍ସ ମଧ୍ୟରେ ରକ୍ତାକ୍ତ ଯୁଦ୍ଧ ଚାଲିଛି। ପଞ୍ଜଶିରରେ ଦଖଲ କରିବା ସତ୍ତ୍ୱେ ଯୁଦ୍ଧ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଏପରିସ୍ଥଳେ ଏକ ଅଜ୍ଞାତ ବିମାନ ଦ୍ୱାରା ତାଲିବାନ୍‌ ଶିବିର ଉପରେ ବୋମାମାଡ଼ ହୋଇଛି। ବିମାନ...

କାମଚଳା ସରକାର ଗଢ଼ିବ ତାଲିବାନ୍‌

କାବୁଲ, ୭ା୯: ପଞ୍ଜଶିର ଅକ୍ତିଆର ପରେ ଆଫଗାନିସ୍ତାନରେ ସରକାର ଗଠନ ପାଇଁ ତାଲିବାନ୍‌ର ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଖୁବ୍‌ଶୀଘ୍ର ସରକାରର ସମ୍ପୂର୍ଣ୍ଣ ରୂପରେଖ ସାମ୍‌ନାକୁ ଆସିବ। ଏବେ ନିର୍ବାଚନ କଥା ଦୃଷ୍ଟିରେ ରଖାଯାଇନାହିଁ। ତେବେ ସାମୟିକ ଭାବେ ତାଲିବାନ୍‌ ଏକ...

ପଞ୍ଜଶିରରେ ପତାକା ଉଡ଼ାଇଲା ତାଲିବାନ୍‌

କାବୁଲ, ୭ା୯: ତାଲିବାନ୍‌ ପାଇଁ ଅଭେଦ୍ୟ ଦୁର୍ଗ ପାଲଟିଥିବା ଆଫଗାନିସ୍ତାନର ପଞ୍ଜଶିର ଉପତ୍ୟକା ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ନିଆଯାଇଥିବା ଘୋଷଣା କରିଛିି ତାଲିବାନ୍‌। ଏହି ପ୍ରଦେଶ ଉପରେ ବିଜୟ ହାସଲ ହୋଇଥିବା ତାଲିବାନ୍‌ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍‌ ସୋମବାର ଦାବି...

ଭାଇରାଲ ହେଉଛି ତାଲିବାନ ରାଜର ପ୍ରଥମ ଫଟୋ: ଛାତ୍ରୀ ଓ ଛାତ୍ରଙ୍କ ମଝିରେ ଲାଗିଲା ପରଦା

କାବୁଲ,୬ ।୯: ଆଫଗାନିସ୍ତାନ ତାଲିବାନ ନିୟନ୍ତ୍ରଣକୁ ଆସିବା ପରେ ଉଚ୍ଚ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରାଯାଇଥିଲା । ଯେଉଁଥିରେ କୁହାଯାଇଥିଲା କି ୟୁନିଭର୍ସିଟିରେ ପାଠପଢା ସମୟରେ ଛାତ୍ରୀ ଓ ଛାତ୍ରଙ୍କ କ୍ଲାସ ଅଲଗା ଅଲଗା ହେବ...

ଲକ୍ଷ୍ମଣ ରେଖା ଟପିଲେ ସ୍ଥିତି ହେବ ଭୟଙ୍କର, ପାକିସ୍ତାନ-ତାଲିବାନକୁ ଇରାନର ଚେତାବନୀ…

ତେହରାନ,୬।୯: ପଞ୍ଜଶିରରେ ପାକିସ୍ତାନ ସହାୟତାରେ ତାଲିବାନ ପକ୍ଷରୁ ନରସଂହାର ଜାରି ରହିଛି। ଏହାକୁ ନେଇ ଇରାନ ମୁହଁ ଖୋଲିଛି। ଇରାନ କହିଛି ଲକ୍ଷ୍ମଣ ରେଖା ଟପିଲେ ସ୍ଥିତି ଭୟଙ୍କର ହେବ। ଇରାନ କହିଛି ଯେ ପଞ୍ଜଶିରରେ ପାକିସ୍ତାନର ହସ୍ତକ୍ଷେପ ସମ୍ପର୍କରେ...

କାବୁଲରେ ସରକାର ଗଠନ ପାଇଁ ବଡ ସମାରୋହର ଆୟୋଜନ କରିପାରେ ତାଲିବାନ, ୬ ଦେଶକୁ ଦେଇଛି ନିମନ୍ତ୍ରଣ

କାବୁଲ,୬ ।୯: ଏବେ ସମସ୍ତଙ୍କ ନଜର ତାଲିବାନ ଉପରେ । ଆଫଗାନିସ୍ତାନ କବଜା କରିବା ପରେ ଏବେ ସେ କାବୁଲରେ ସରକାର ଗଠନ କରିବାକୁ ପ୍ରସ୍ତୁତିରେ ଲାଗି ପଡିଛି । ତେବେ ସରକାର ଗଠନ ପାଇଁ ତାଲିବାନ ବଡ ସମାରୋହର...

ୟୁନିଭର୍ସିଟିରେ ପଢୁଥିବା ମହିଳାଙ୍କ ପାଇଁ ତାଲିବାନର ନୂଆ ନିୟମ

କାବୁଲ,୬ ।୯: ବେଳକୁ ବେଳ ତାଲିବାନର କଠୋର ନିୟମରେ ବ୍ୟସ୍ତବିବ୍ରତ ହୋଇ ପଡିଲେଣି ଆଫଗାନ ବାସୀ । ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ବିଶେଷ କରି ମହିଳାଙ୍କ ଉପରେ ତା’ର ଅତ୍ୟାଚାର ବୃଦ୍ଧି ପାଉଥିବା କୁହାଯାଉଛି । ଏବେ...

ଗର୍ଭବତୀ ପୋଲିସ ଅଫିସରଙ୍କୁ ସ୍ବାମୀଙ୍କ ଆଗରେ ହତ୍ୟା କଲେ ତାଲିବାନ

କାବୁଲ,୬।୯: ଆଫଗାନିସ୍ତାନକୁ ତାଲିବାନ କବ୍‌ଜା କରିବା ପରେ ସେମାନଙ୍କ କ୍ରୁର ଚେହେରା ସାମ୍ନାକୁ ଆସୁଛି। ସେଠାରେ ତାଲିବାନମାନେ ପ୍ରାନ୍ତୀୟ ସହରରେ ଜଣେ ମହିଳା ଗର୍ଭବତୀ ପୋଲିସ ଅଫିସରଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ହୃଦୟବିଦାରକ କଥା ହେଉଛି ମହିଳାଙ୍କ ସ୍ବାମୀ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri