ଅନ୍ତର୍ଜାତୀୟ

ନିଷ୍ପତ୍ତି ଥିଲା ଠିକ, ପ୍ରତ୍ୟାବର୍ତ୍ତନ ବ୍ୟତୀତ ନ ଥିଲା ଅନ୍ୟ ବିକଳ୍ପ…

ଓ୍ବାଶିଂଟନ,୧।୯: ଆଫଗାନିସ୍ତାନରୁ ଆମେରିକା ସୈନ୍ୟବାହିନୀ ପ୍ରତ୍ୟାବର୍ତ୍ତନ କରିବା ନିଷ୍ପତ୍ତି ଠିକ ଥିଲା। ଏହା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନ ଥିଲା ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି। ଏହି ଯୁଦ୍ଧକୁ ଆଉ ବଢ଼ାଯିବାର ଆବଶ୍ୟକତା ନ ଥିଲା।...

ଇୟୁ ବୈଠକରେ ଶରଣାର୍ଥୀ ଚିନ୍ତା

ବ୍ରୁସେଲ୍ସ, ୧ା୯: ଆଫଗାନିସ୍ତାନକୁ ତାଲିବାନ୍‌ ନିୟନ୍ତ୍ରଣକୁ ନେବା ପରେ ସେଠାରେ ସୃଷ୍ଟି ହୋଇଥିବା ଅସ୍ଥିରତା ଟାଳିବା ଏବଂ ଆଫଗାନ୍‌ ଶରଣାର୍ଥୀ ସଙ୍କଟ ରୋକିବା ଏବେ ବଡ଼ ଚ୍ୟାଲେଞ୍ଜ ହୋଇଛି। ୨୦୧୫ରେ ସିରିଆ ଗୃହଯୁଦ୍ଧ ପରେ ସୃଷ୍ଟି ହୋଇଥିବା ଶରଣାର୍ଥୀ ସମସ୍ୟାର...

ଯୁଦ୍ଧ ଶେଷ, ଆହ୍ବାନ ଆରମ୍ଭ

କାବୁଲ/ଓ୍ବାଶିଂଟନ,୧।୯: ଆଧୁନିକ ବିଶ୍ୱର ଅନ୍ୟତମ ଲମ୍ବା ଯୁଦ୍ଧରେ ପୂର୍ଣ୍ଣଚ୍ଛେଦ। ଜୀବନର ୨ ଦଶନ୍ଧି ବିତାଇବା ପରେ ସ୍ବଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଆମେରିକୀୟ ସୈନ୍ୟ। ଆଫଗାନିସ୍ତାନ ମାଟିରେ ଛାଡ଼ି ଯାଇଛନ୍ତି ଅନେକ ସନ୍ତକ, ଅଭୁଲା ଅତୀତ। ଯେଉଁ ତାଲିବାନ୍‌ଠୁ ଆରମ୍ଭ ହୋଇଥିଲା...

ତାଲିବାନ୍‌ ସହ ଭାରତର ଆଲୋଚନା

ନୂଆଦିଲ୍ଲୀ,୩୧।୮- ଆଫଗାନିସ୍ତାନକୁ ନିୟନ୍ତ୍ରଣକୁ ନେବା ପରେ ତାଲିବାନ୍‌ ସହ ମଙ୍ଗଳବାର ପ୍ରଥମ ଥର ପାଇଁ ଭାରତ କୁଟନୈତିକ ଆଲୋଚନା ଆରମ୍ଭ କରିଛି। ଭାରତୀୟ ଆମ୍ବାସାଡର ଆତଙ୍କବାଦୀ ସଂଗଠନର ନେତାଙ୍କୁ କତାରର ରାଜଧାନୀ ଦୋହାଠାରେ ଭେଟିଛନ୍ତି। ଆଫଗାନିସ୍ତାନର ନୂଆ ଶାସକଙ୍କ ଅନୁରୋଧ...

ତାଲିବାନର ତାଣ୍ଡବ: ହେଲିକପ୍ଟରରେ ମୃତଦେହ ଝୁଲାଇ ବୁଲାଇଲା ସହର, ଭିଡିଓ ଭାଇରାଲ!

କାବୁଲ,୩୧ ।୮: ଆମେରିକା ସେନା ଆଫଗାନିସ୍ତାନରୁ ସମ୍ପୂର୍ଣ୍ଣ ଭାବେ ଚାଲି ଆସିବା ପରେ ତାଣ୍ଡବ ରଚିଛି ତାଲିବାନ । ଏକ ଭାଇରାଲ ଭିଡିଓରେ ଦାବି କରାଯାଇଛି କି ଆତଙ୍କବାଦୀମାନେ ଆମେରିକାର ଜଣେ ସାହାଯ୍ୟକାରୀଙ୍କୁ ହେଲିକପ୍ଟରେ ଲଟକାଇ ମାରିବା ସହ ତାଙ୍କର...

ଆଫଗାନିସ୍ତାନ ଫେରିଲେ ଓସାମା ବିନ୍ ଲାଦେନଙ୍କ ପୂର୍ବତନ ସହଯୋଗୀ

କାବୁଲ,୩୧ ।୮: ଆଫଗାନିସ୍ତାନରୁ ଆମେରିକା ସେନା ହଟିବା ପରେ ଏହା ସମ୍ପୂର୍ଣ୍ଣ ଭାବେ ତାଲିବାନ ହାତକୁ ଆସିଯିବା ପରେ ଏବେ କୁଖ୍ୟାତ ଆତଙ୍କବାଦୀଙ୍କ ଘର ଲେଉଟାଣି ହୋଇଛି ବୋଲି କୁହାଯାଉଛି । ଆଫଗାନିସ୍ତାନରେ ଅଲ-କାଏଦାର ମୁଖ୍ୟ ନେତା ଅମିନ-ଉଲ-ହକ ଏବେ...

ତାଲିବାନକୁ ବଡ଼ ଝଟ୍‌କା, ଦେଶ ଛାଡ଼ିବା ପୂର୍ବରୁ ବିମାନ-ରକେଟ ଡିଫେନ୍ସ୍‌ ସିଷ୍ଟମ୍‌ ଅକାମୀ କଲା ଆମେରିକା…

କାବୁଲ/ଓ୍ବାଶିଂଟନ,୩୧।୮: ଆଫଗାନିସ୍ତାନରୁ ଆମେରିକା ସୈନ୍ୟବାହିନୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ଏହା ପୂର୍ବରୁ ସୈନ୍ୟବାହିନୀ ଆଫଗାନିସ୍ତାନରେ ଥିବା ଆମେରିକାର ବହୁ ବିମାନ ଏବଂ ରକେଟ ଡିଫେନ୍ସ୍‌ ସିଷ୍ଟମ୍‌କୁ ଅକାମୀ କରି ଦେଇଛନ୍ତି। ଏହା ସହିତ ଅସ୍ତ୍ରଶସ୍ତ୍ର ବୋଝେଇ ଯାନଗୁଡ଼ିକୁ ମଧ୍ୟ ଖରାପ...

ସୈନ୍ୟଙ୍କ ପ୍ରତ୍ୟାବର୍ତ୍ତନ ଦୁର୍ବଳ ମାନସିକତାର ପରିଚୟ, ଅସ୍ତ୍ରଶସ୍ତ୍ର ଫେରାଇ ଆଣିବାକୁ କହିଲେ ଟ୍ରମ୍ପ୍‌…

ଓ୍ବାଶିଂଟନ,୩୧।୮: ଆଫଗାନିସ୍ତାନରୁ ଆମେରିକା ସୈନ୍ୟବାହିନୀ ସ୍ବଦେଶ ବାହୁଡ଼ିଛନ୍ତି। ଏବେ ଏହାକୁ ନେଇ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ନକାରାତ୍ମକ ମନ୍ତବ୍ୟ ଦେଇଛନ୍ତି। ସେ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଆମେରିକା ଇତିହାସରେ ଏଭଳି ଲଜ୍ୟା ଜନକ...

୧୬୭ ଲକ୍ଷ କୋଟି ଖର୍ଚ୍ଚ ପରେ ବି ଆମେରିକା ଖାଲିହାତରେ ଫେରିଲା…

କାବୁଲ/ଓ୍ବାଶିଂଟନ,୩୧।୮: ଆଫଗାନିସ୍ତାନରୁ ଆମେରିକା ସୈନ୍ୟବାହିନୀ ସ୍ବଦେଶ ବାହୁଡ଼ିଛନ୍ତି। ଅଗଷ୍ଟ ୩୧ର ଡେଡ୍‌ଲାଇନ୍‌ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ନିଜ ସୈନ୍ୟବାହିନୀଙ୍କୁ ପ୍ରତ୍ୟାବର୍ତ୍ତନ କରାଇଛନ୍ତି। ଫଳରେ ଆଫଗାନିସ୍ତାନରେ ଆତଙ୍କବାଦୀ ସଂଗଠନର ଶାସନ ପୁଣି ଫେରିଛି। ଆମେରିକା ପକ୍ଷରୁ ଏଠାରେ ସୈନ୍ୟବାହିନୀ...

୨୦ ବର୍ଷ, ୨ହଜାରୁ ଊର୍ଦ୍ଧ୍ୱ ସେନାଙ୍କୁ ହରାଇବା ପରେ ସରିଲା ଆମେରିକାର ଅଭିଯାନ

ୱାଶିଂଟନ,୩୧ ।୮: ଆତଙ୍କବାଦ ବିରୋଧରେ ୨୦ ବର୍ଷ ଧରି ଆମେରିକା ଚଳାଇଥିବା ଅଭିଯାନ ଶେଷ ହୋଇଛି । ଅନ୍ୟ ଦେଶରେ ଚାଲିଥିବା ଏଡି ଅଭିଯାନ ଯେତିକି କଷ୍ଟକର ଥିଲା ସେତିକି ରୋଚକ ମଧ୍ୟ ଥିଲା । ଆମେରିକାର ଆଫଗାନିସ୍ତାନରେ ଲଢେଇ...

ସପ୍ତାହରେ ୩ ଘଣ୍ଟା ଅନ୍‌ଲାଇନ୍‌ ଗେମ୍‌ ଖେଳିପାରିବେ ଛୋଟପିଲା,ସରକାରଙ୍କ ଘୋଷଣା…

ବେଜିଂ,୩୧।୮: ଏଣିକି ଛୋଟ ପିଲା ସପ୍ତାହରେ ୩ ଘଣ୍ଟା ଅନ୍‌ଲାଇନ୍‌ ଗେମ୍‌ ଖେଳି ପାରିବେ। ଏନେଇ ଚାଇନା ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଫଳରେ ଛୋଟ ପିଲାଙ୍କ ଖେଳ ଉପରେ ଏବେ ପହରା ଲାଗିଛି। ଛୋଟପିଲାଙ୍କ ଶାରୀରିକ ଏବଂ ମାନସିକ...

ଆଫଗାନିସ୍ତାନରୁ ଆସିବାକୁ ଚାହୁଁଥିବା ଲୋକଙ୍କ ପାଇଁ ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ…

ଓ୍ବାଶିଂଟନ,୩୧।୮: ଆଫଗାନିସ୍ତାନ ଛାଡ଼ିବା ନେଇ ଆମେରିକା ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ଆମେରିକା ସେନାଙ୍କ ପାଇଁ ସମୟ ସୀମା ଅଗଷ୍ଟ ୩୧ ରହିଛି। ତେବେ ଯେଉଁମାନେ ଆଫଗାନିସ୍ତାନରୁ ଆସିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ...

Advertisement
Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri