ଅନ୍ତର୍ଜାତୀୟ

ମୋଦି ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ବଦଳିଗଲା ପାକିସ୍ତାନର ସ୍ବର

ନୂଆଦିଲ୍ଲୀ/ଇସଲାମାବାଦ,୮।୬: ପାକିସ୍ତାନ ଶୁକ୍ରବାର କହିଛି ଯେ ଭାରତ ସମେତ ଏହାର ସମସ୍ତ ପଡ଼ୋଶୀ ଦେଶ ସହ ‘ସହଯୋଗୀ ସମ୍ପର୍କ ଏବଂ କଥାବାର୍ତ୍ତା ମାଧ୍ୟମରେ ବିବାଦର ସମାଧାନ’ ଚାହୁଁଛି। ରେକର୍ଡ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦି ନିର୍ବାଚିତ...

ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣ, ଆକ୍ରମଣକାରୀ ଗିରଫ

କୋପେନହାଗନ,୮।୬: ସେଣ୍ଟ୍ରାଲ କୋପେନହାଗନରେ ଜଣେ ବ୍ୟକ୍ତି ଡେନମାର୍କ ପ୍ରଧାନମନ୍ତ୍ରୀ ଫ୍ରେଡେରିକସେନଙ୍କ ଉପରେ ଆକ୍ରମଣ କରିଥିଲେ। ପୋକେନହାଗନର ଜଣେ ବାସିନ୍ଦା ଏହି ସୂଚନା ଦେଇଛନ୍ତି। ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସେନଙ୍କ ଉପରେ ଜଣେ ବ୍ୟକ୍ତି ଆକ୍ରମଣ...

ବିମାନ ଦୁର୍ଘଟଣାରେ ପୂର୍ବତନ ମହାକାଶଚାରୀ ଓ୍ବିଲିୟମ ଆଣ୍ଡର୍ସଙ୍କ ପରଲୋକ

ସିଏଟଲ,୮।୬: ଆପୋଲୋ ୮ର ପୂର୍ବତନ ମହାକାଶଚାରୀ ଅବସରପ୍ରାପ୍ତ ମେଜର ଜେନେରାଲ ୱିଲିୟମ ଆଣ୍ଡର୍ସ ଏକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି। ପ୍ରକୃତରେ ସେ ଯେଉଁ ବିମାନକୁ ଚଳାଉଥିଲେ ତାହା ଉଡିବା ପରେ ପାଣିରେ ପଡ଼ିଯାଇଥିଲା। ଏହି ଦୁର୍ଘଟଣାରେ ତାଙ୍କର ମୃତ୍ୟୁ...

ଜିନ୍‌ପିଙ୍ଗ୍‌ଙ୍କୁ ଭେଟିଲେ ଶରିଫ୍‌

ବେଜିଂ,୭ା୬: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶୋହବାଜ୍‌ ଶରିଫ ଶୁକ୍ରବାର ବେଜିଂରେ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କୁ ସାକ୍ଷାତ କରିଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତୃତୀୟ ପାଳି ପାଇଁ ଶପଥ ନେବାକୁ ଯାଉଥିବାବେଳେ ଦୁଇ ପଡ଼ୋଶୀ ରାଷ୍ଟ୍ରମୁଖ୍ୟଙ୍କ ଏହି ଭେଟକୁ...

ମୋଦି ଧନ୍ୟବାଦ ଦେବାରୁ ଚାଇନାକୁ ଲାଗିଲା ଝଟ୍‌କା

ନୂଆଦିଲ୍ଲୀ,୭।୬: ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜୟକୁ ନେଇ ସାରା ବିଶ୍ୱରୁ ଅଭିନନ୍ଦନ ବାର୍ତ୍ତା ଆସୁଛି। ଏହି ସମୟରେ ତାଇୱାନର ରାଷ୍ଟ୍ରପତି ଲାଇ ଚିଙ୍ଗ-ଟି ମଧ୍ୟ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି, ଯାହାକୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି …...

ଏଥର ପାକିସ୍ତାନକୁ ମିଳିବ ବଡ଼ ଫାଇଦା, ଏହି ପରିଷଦରେ ହେଲା ସାମିଲ

ନୂଆଦିଲ୍ଲୀ, ୭ା୬: ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ୫ ଅସ୍ଥାୟୀ ସିଟ୍‌ ପାଇଁ ହୋଇଥିବା ଭୋଟ୍‌ରେ ପାକିସ୍ତାନକୁ ଚୟନ କରାଯାଇଛି। ୧୯୩ ସଦସ୍ୟ ଥିବା ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଗୁପ୍ତଭାବେ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା। ଏଥିରେ ଜିତିବା ପାଇଁ...

ମହାକାଶରେ ପହଞ୍ଚିବା ପରେ ଖୁସିରେ ଡେଇଁଲେ ସୁନୀତା ୱିଲିୟମ୍ସ: ଦେଖନ୍ତୁ ଭିଡିଓ

ଓ୍ବାଶିଂଟନ୍‌,୭।୬: ଭାରତୀୟ ମୂଳ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସାଥୀ ବଚ ୱିଲମୋର ସୁରକ୍ଷିତ ଭାବରେ ମହାକାଶରେ ପହଞ୍ଚିଛନ୍ତି। ମହାକାଶରେ ପହଞ୍ଚିବା ପରେ ୱିଲିୟମ୍ସ ଆନନ୍ଦରେ ଡେଇଁପଡିଥିବାର ନଜର ଆସିଥିଲେ। ଏହାର ଏକ ଭିଡିଓ ଭାଇରାଲ ହେଉଛି। ବୋଇଙ୍ଗର ଷ୍ଟାରଲିନର୍‌...

ପୁଅଙ୍କୁ କ୍ଷମା କରିବେନି ଆମେରିକା ରାଷ୍ଟ୍ରପତି

ନ୍ୟୁୟର୍କ,୭।୬: ବେଆଇନ ଭାବେ ବନ୍ଧୁକ କିଣିବା ଏବଂ ରଖିବାରେ ଦୋଷୀ ସାବ୍ୟସ୍ତ ହେବା ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ପୁଅ ହଣ୍ଟର୍‌ ବାଇଡେନଙ୍କୁ କ୍ଷମା କରିବାକୁ ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଛନ୍ତି। ସେ କହିଛନ୍ତି, କୋର୍ଟଙ୍କ...

କାନାଡ଼ା ପାଇଁ ଭାରତ ଦ୍ୱିତୀୟ ସବୁଠାରୁ ବଡ଼ ବିଦେଶୀ ବିପଦ

ଅଟାଓ୍ବା, ୭।୬: କାନାଡ଼ାର ଏକ ଉଚ୍ଚସ୍ତରୀୟ ସଂସଦୀୟ ସମିତି ରିପୋର୍ଟ ଗୁରୁବାର ଭାରତକୁ ଦ୍ୱିତୀୟ ସବୁଠାରୁ ବଡ଼ ବିଦେଶୀ ବିପଦ ହୋଇଥିବା ଦର୍ଶାଇଛି। ଏହି ତାଲିକାରେ ଚାଇନାକୁ ପ୍ରଥମ ସ୍ଥାନରେ ରଖାଯାଇଛି। କାନାଡ଼ାର ଜାତୀୟ ସୁରକ୍ଷା ଏବଂ ଗୋଇନ୍ଦା ସଂସଦୀୟ...

ଭୁଟାନ-ଶ୍ରୀଲଙ୍କା ସମେତ ବିଶ୍ୱର ଅନେକ ନେତା ମୋଦିଙ୍କୁ ଜଣାଉଛନ୍ତି ଶୁଭେଚ୍ଛା, ଇଟାଲୀ ପ୍ରଧାନମନ୍ତ୍ରୀ କହିଲେ ମିଳିମିଶି କରିବା କାମ

ନୂଆଦିଲ୍ଲୀ,୫।୬: ପଡୋଶୀ ଦେଶର ନେତାମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଲୋକ ସଭା ନିର୍ବାଚନରେ ଐତିହାସିକ ତୃତୀୟ ଥର ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ମରିସସ ପ୍ରଧାନମନ୍ତ୍ରୀ ପ୍ରବୀଣ ଯୁଗନାଥ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ୍ସରେ ଏକ ପୋଷ୍ଟରେ ଅଭିନନ୍ଦନ ଜଣାଇଥିବା ବେଳେ...

ମେକ୍ସିକୋର ପ୍ରଥମ ମହିଳା ରାଷ୍ଟ୍ରପତି କ୍ଲାଉଡିଆ ଶିନବାମ କିଏ, ଯାହାଙ୍କୁ ନେଇ ହେଉଛି ଖୁବ ଚର୍ଚ୍ଚା

ମେକ୍ସିକୋ ସିଟି,୩।୬: ମେକ୍ସିକୋରେ ପ୍ରଥମ ଥର ପାଇଁ ଜଣେ ମହିଳା ରାଷ୍ଟ୍ରପତି ପଦ ଗ୍ରହଣ କରିବେ। କ୍ଲାଉଡିଆ ଶିନବାମ ହେଉଛି ଏମିତି ଏକ ନାମ ଯାହା ଆଜିକାଲି ବହୁତ ଚର୍ଚ୍ଚା ରହୁଛି। କାରଣ ସେ ହେଉଛନ୍ତି ପ୍ରଥମ ମହିଳା ଯିଏକି...

ପାକିସ୍ତାନରେ ଏମିତି ହୁଏ ପାଠପଢ଼ା, ପିଲାଙ୍କୁ ଦିଆଯାଏ ଏସବୁ ଶିକ୍ଷା

ନୂଆଦିଲ୍ଲୀ, ୩।୬: ଭାରତ ଏବଂ ପାକିସ୍ତାନ ଦୁଇ ପଡ଼ୋଶୀ ଦେଶ ହୋଇଥିଲେ ମଧ୍ୟ ଏହାର ସୀମାରେ ପ୍ରତ୍ୟେକ ଦିନ ତିକ୍ତତା ଦେଖିବାକୁ ମିଳିଥାଏ। କିନ୍ତୁ ତଥାପି ପଡ଼ୋଶୀ ଦେଶରେ କଣ ଚାଲିଛି ସେ ବିଷୟରେ ଜାଣିବାକୁ ଉଭୟ ଦେଶର ଲୋକେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri